Daily Archives

ପଦ୍ମ ବିଭୂଷଣ ମନୋଜ ଦାସଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଶୋକ ବ୍ୟକ୍ତ

ନୂଆଦିଲ୍ଲୀ : ବିଶିଷ୍ଟ ସାହିତ୍ୟିକ, ଔପନାସିକ, ସ୍ତମ୍ଭକାର ତଥା ପଦ୍ମ ବିଭୂଷଣ ମନୋଜ ଦାସଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୋକ ବ୍ୟକ୍ତ କରିଛନ୍ତି । ଟ୍ଵିଟ୍ ମାଧ୍ୟମରେ ଶ୍ରୀ ମୋଦୀ କହିଛନ୍ତି ଯେ, " ମଜୋଜ ଦାସ ପ୍ରସିଦ୍ଧ ଶିକ୍ଷାବିତ, ଲୋକପ୍ରିୟ ସ୍ତମ୍ଭକାର ଏବଂ ସଫଳ ଲେଖକ
Read More...

ଉତ୍କଳ ବିଶ୍ୱବିଦ୍ୟାଳୟ ଦ୍ୱାରା ପରିଚାଳିତ ଏମବିବିଏସ ପରୀକ୍ଷା ସ୍ଥଗିତ

ଭୁବନେଶ୍ୱର, (ସୁଶାନ୍ତ ସାହୁ) : ଦେଶରେ ତଥା ରାଜ୍ୟରେ କରୋନା ସଂକ୍ରମଣ ବଢିବାରେ ଲାଗିଥିବା ବେଳେ ତାକୁ ଆଖି ଆଗରେ ରଖି ଉତ୍କଳ ବିଶ୍ୱବିଦ୍ୟାଳୟ ଦ୍ୱାରା ପରିଚାଳିତ ସମସ୍ତ ମେଡିକାଲ କଲେଜ ଗୁଡ଼ିକରେ ଏମବିବିଏସ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି । ପରବର୍ତ୍ତୀ ବିଜ୍ଞପ୍ତି ପର୍ଯ୍ୟନ୍ତ ପରୀକ୍ଷା
Read More...

ସ୍ଵାମୀର ମୃତ୍ୟୁର ୨୫ ବର୍ଷ ପରେ ବି ବିଧବା ଲସଲସାଙ୍କୁ ମିଳୁନି ବିଧବା ଭତ୍ତା

ପାଟଣାଗଡ଼, (ଗୋରେଖନାଥ ବରିହା) : ସରକାର ସାମାଜିକ ସୁରକ୍ଷା ଯୋଜନାରେ ଗରିବ ବିଧବା ବୃଦ୍ଧ ବୃଦ୍ଧା ଅସହାୟ, ଦିବ୍ୟାଙ୍ଗମାନଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେଇଥାନ୍ତି । ହେଲେ ଅନେକ ଗରିବ ଯୋଗ୍ୟ ହିତାଧିକାରୀ ଏହି ଯୋଜନାରୁ ବଂଚିତ ହେଉଥିବା ଅଭିଯୋଗ ହେଉଛି । ଅଭିଯୋଗ ଅନୁଯାୟୀ ପାଟଣାଗଡ଼
Read More...

ଆଜି ଅପରାହ୍ନ ୪ଟାରୁ ତୃତୀୟ ପର୍ଯ୍ୟାୟ କୋଭିଡ୍ ଟୀକାକରଣ ପାଇଁ ଅନ୍‌ଲାଇନ୍ ପଞ୍ଜୀକରଣ ଆରମ୍ଭ ହେବ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଦେଶରେ ତୃତୀୟ ପର୍ଯ୍ୟାୟ କୋଭିଡ୍ ଟୀକାକରଣ ମେ' ୧ ତାରିଖରୁ ଆରମ୍ଭ ହେବାକୁ ଥିବା ବେଳେ ଟୀକା ନେବା ପାଇଁ ଆଜି ଅପରାହ୍ନ ୪ଟାରୁ ଅନ୍‌ଲାଇନ୍ ପଞ୍ଜୀକରଣ ଆରମ୍ଭ ହେବ । କୋଓ୍ଵିନ୍ ପୋର୍ଟାଲ, ଆରୋଗ୍ୟ ସେତୁ ମୋବାଇଲ୍ ଆପ୍ କିମ୍ଵା ଉମଙ୍ଗ୍ ଆପ୍ ଜରିଆରେ ଟୀକା
Read More...

ରାତ୍ରୀକାଳୀନ ସାର୍କିଲ୍‌ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ ବ୍ଳକ ଅଇଁଲାପାଲି ଯୁବକ ସଂଘର ମିଳିତ ଆନୁକୂଲ୍ୟରେ ଅଁଳାପାଲି ହାଟପଦା ଖେଳ ପଡ଼ିଆ ଠାରେ କୋଭିଡ୍‌ ନୀତି ନିୟମକୁ ଅନୁପାଳନକରି ରାତ୍ରୀକାଳୀନ ଗ୍ରାମାଞ୍ଚଳସ୍ତରୀୟ ସାର୍କିଲ୍‌ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି । ଏହି ଏକ ଦିବସୀୟ କ୍ରିକେଟ
Read More...

ବଲାଙ୍ଗିର ବଣିକ ସଂଘର ନିଷ୍ପତ୍ତି ଅନୁସାରେ ଆଜିଠାରୁ ଅପରାହ୍ନ ୨ଟାରୁ ସକାଳ ୫ଟା ଯାଏଁ ବନ୍ଦ ରହିବ ସବୁ ଦୋକାନ ବଜାର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ବଣିକ ସଂଘର ନିଷ୍ପତ୍ତି ଅନୁସାରେ ଆଜିଠାରୁ ଅପରାହ୍ନ ୨ଟାରୁ ସକାଳ ୫ଟା ଯାଏଁ ମଇ ୭ ତାରିଖ ପର୍ୟ୍ୟନ୍ତ ସବୁ ଦୋକାନ ବଜାର ବନ୍ଦ ରହିବ । ସହରରେ ବଢ଼ି ଚାଲିଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ନିଆଯାଇଛି । ସମସ୍ତେ ଏହି ଘୋଷଣାକୁ
Read More...

ଧଳପୁର ୭ନଂ ୱାର୍ଡରେ ପାଣି ପାଇଁ ହାହାକାର : ପ୍ରତିବାଦରେ ଟାୟାର ଜାଳି ରାସ୍ତାରୋକ କଲେ ମହିଳା

ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକର ମହାନଦୀ ପାର୍ଶ୍ଵରେ ଅବସ୍ଥିତ ଧଳପୁର ପଞ୍ଚାୟତର ୭ନଂ ୱାର୍ଡରେ ଉତ୍କଟ ପାନୀୟ ଜଳ ସଙ୍କଟର ପ୍ରତିକାର ପାଇଁ ବାରମ୍ବାର ଗୁହାରି କରିବା ସତ୍ତ୍ୱେ କୌଣସି ପ୍ରତିକାର ବ୍ୟବସ୍ଥା ଗ୍ରହଣ କରା ନଯିବାରୁ ପ୍ରତିବାଦରେ ମଙ୍ଗଳବାର ସ୍ଥାନୀୟ
Read More...

ଯୁବ ସାମ୍ବାଦିକଙ୍କ ଭାତୃ ବିୟୋଗ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ସଂସ) : ବଲାଙ୍ଗିର ଜିଲା ବଙ୍ଗୋମୁଣ୍ଡା ବ୍ଲକ କପିଲାଭଟା ଗାଁର ଯୁବ ସାମ୍ବାଦିକ ହୁଲେଶ୍ୱର ହଂସଙ୍କ ଭାତୃ ସୁରେନ୍ଦ୍ର ହଂସ(୩୩)ଙ୍କ ପରଲୋକ ହୋଇଯାଇଛି । ସେ ଗତ କିଛି ଦିନ ହେଲା ଅସୁସ୍ଥ ଥିବାରୁ ତାଙ୍କୁ ବଲାଙ୍ଗିର ଭୀମ ଭୋଇ ମେଡ଼ିକାଲ ହସ୍ପିଟାଲରେ ଚିକିତ୍ସିତ
Read More...

ନବମ ଶ୍ରେଣୀ ଛାତ୍ରୀକୁ ଦୁଷ୍କର୍ମ ଅଭିଯୋଗ : ଯୁବକ ଗିରଫ

କଳାହାଣ୍ଡି, (ପି. କେ. ସାହୁ ) : ଲାଞ୍ଜିଗଡ଼ ବ୍ଲକ ବିଶ୍ୱନାଥପୁର ଥାନାଞ୍ଚଳର ଜଣେ ନବମ ଶ୍ରେଣୀ ଛାତ୍ରୀ ଦୁଷ୍କର୍ମର ଶିକାର ହୋଇଥିବା ଜଣାପଡିଛି । ଏହି ଘଟଣାରେ ଡଙ୍ଗାଜୋର ଗାଁର ସୋମନାଥ ହରପାଲ(୧୮) ନାମକ ଜଣେ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ବିଶ୍ୱନାଥପୁର ପୋଲିସ । ଜାମିନ
Read More...

‘ମୁହୁଁ ମେ ରାମ୍‌, ବଗଲ୍‌ ମେ ଛୁରୀ’ : ଭାରତକୁ ସହାୟତା ଯୋଗାଇ ଚୀନ୍ ଉଠାଇଲା ଏଭଳି ହୀନ ପଦକ୍ଷେପ

ବେଜିଂ : ଚାଇନାର ସରକାରୀ ସିଚୁଆନ୍ ଏୟାରଲାଇନ୍ସ ଏହାର ସମସ୍ତ କାର୍ଗୋ ବିମାନକୁ ଆସନ୍ତା ୧୫ ଦିନ ପାଇଁ ସ୍ଥଗିତ ରଖିଛି, ଯାହା ବେସରକାରୀ ବ୍ୟବସାୟୀମାନଙ୍କ ପାଇଁ ଚୀନ୍‌ରୁ ବହୁ ଆବଶ୍ୟକୀୟ ଅମ୍ଳଜାନ ଏକାଗ୍ରତା ଏବଂ ଅନ୍ୟାନ୍ୟ ଚିକିତ୍ସା ସାମଗ୍ରୀ ଆଣିବାରେ ଏକ ବଡ଼ ପ୍ରତିବନ୍ଧକ ସୃଷ୍ଟି
Read More...