Daily Archives

ଡିଏଲ ଟେଷ୍ଟ ପାଇଁ ଛତ୍ରପୁର ଆର୍.ଟି.ଓ. ଅଫିସକୁ ଆସି ଲକ୍ଷାଧିକ ଉପଭୋକ୍ତା ନିରାଶ

ଛତ୍ରପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ସଦରମହକୁମା ଛତ୍ରପୁର ଠାରେ ଅବସ୍ଥାପିତ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (ଆରଟିଓ) ଏକ ସର୍ବପୁରାତନ ଅଟେ । ଏହି ଆରଟିଓ ଅଫିସରେ ସମସ୍ତ କାଗଜପତ୍ର , ଡିଏଲ- ଟେଷ୍ଟ ,ଡ୍ରାଇଭିଂ ଲାଇସେନ୍ସ ,ଗାଡିର ଇନସୁରାନ୍ସ ଆଦିର ନୂଆଁ, ନବୀକରଣ
Read More...

ବୁର୍ଲା ପାୱାର୍ କେନାଲରେ ଖସି ପଡି ନିଖୋଜ ଥିବା ସୁରକ୍ଷା କର୍ମୀଙ୍କ ମୃତଦେହ ଭାସୁଥିବା ଅବସ୍ଥାରେ ଉଦ୍ଧାର କଲା…

ସମ୍ବଲପୁର : ଚାରିଦିନ ପୂର୍ବରୁ ବୁର୍ଲା ପାୱାର୍ କେନାଲରେ ଖସି ପଡି ନିଖୋଜ ଥିବା ମେଡିକାଲରେ କାର୍ଯ୍ୟରତ ଜଣେ ସୁରକ୍ଷା କର୍ମୀଙ୍କ ଆଜି ମୃତଦେହ ଭାସୁଥିବା ଅବସ୍ଥାରେ ଉଦ୍ଧାର କରିଛି ଅଗ୍ନିଶମ ବିଭାଗ । ମୃତ ଯୁବକ ଜଣକ ହେଲେ ବୁର୍ଲା ସ୍ଥିତ ଗାନ୍ଧୀ ପଡାର ସହଦେବ ସାହୁ । ସହଦେବ ଚାରିଦିନ
Read More...

ହଠାତ୍‌ ଦୟାନଦୀରେ ଜଳ ପ୍ରବାହିତ ହେବାରୁ ଗୋପଘାଟ ଅସ୍ଥାୟୀ ପୋଲ ଓ ରାସ୍ତା ଭାସି ବୁଥକୁ ଯୋଗାଯୋଗ ବିଛିନ୍ନ

ଡେଲାଙ୍ଗ, (ଦିଲ୍ଳୀପ କୁମାର ଧାଉଡିଆ) : ହଠାତ୍‌ ଦୟାନଦୀରେ ଜଳ ପ୍ରବାହିତ ହେବାରୁ ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ଘୋରଡିଆ ଗ୍ରାମର ପଶ୍ଚିମ ପାଶ୍ୱର୍ରେ ପ୍ରବାହିତ ଦୟାନଦୀର ଗୋପଘାଟରୁ ଯୋରକଣୀକୁ ସଂଯୋଗ କରୁଥିବା ଅସ୍ଥାୟୀ ପୋଲ ଓ ରାସ୍ତା ନଦୀ ଜଳରେ ଭାସିଗଲା । ଯାହାଫଳରେ ସଦ୍ୟ ପିପିଲି
Read More...

ପୁଣି ରେକର୍ଡ ଭାଙ୍ଗିଲା କରୋନା ସଂକ୍ରମଣ, ୨୪ ଘଣ୍ଟାରେ ୩ ଲକ୍ଷ ୨୩ ହଜାର ୧୪୪ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ : ଭାରତରେ କରୋନା ଭାଇରସ୍ ହଇଚଇ ସୃଷ୍ଟି କରୁଛି ଏବଂ ନୂଆ ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଏହି ସମୟରେ ଭାରତରେ କୋଭିଡ -୧୯ର ନୂତନ ମାମଲା ସବୁ ରେକର୍ଡ ଭାଙ୍ଗିଛି ଏବଂ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨୪ ଘଣ୍ଟାରେ ୩ ଲକ୍ଷ ୨୩ ହଜାର ୧୪୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା
Read More...

ଇଣ୍ଡିଆନ ବ୍ୟାଙ୍କ ଏଟିଏମ ଭାଙ୍ଗି ଲୁଟ : ଫେରାର ଦୁର୍ବୁତ୍ତ ସମ୍ପର୍କରେ ପୋଲିସର ଖୋଲତାଡ଼ ଆରମ୍ଭ

ଛତ୍ରପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସହରର ମୁଖ୍ୟ ରାସ୍ତା ଷ୍ଟାଇଲ ବଜାର ପାର୍ଶ୍ଵରେ ଥିବା ଇଣ୍ଡିଆନ ବ୍ୟାଙ୍କ ଛତ୍ରପୁର ଶାଖାରେ ବିଳମ୍ବିତ ରାତ୍ରିରେ ଡକାୟତି ହୋଇଛି । ରାତି ୨ଟା ସମୟରେ ଡକାୟତମାନେ ଏକ ୪୦୭ ମିନି ଟ୍ରକରେ ଆସି ବ୍ୟାଙ୍କ ପରିସରରେ ଥିବା ଏଟିଏମରୁ ସଟର କାଟି
Read More...

ଆଜି ପୁଣି ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୬ ହଜାର ଉପରେ : ଖୋର୍ଦ୍ଧା ଜିଲ୍ଲାରୁ ୧୦୯୨ ଏବଂ ବଲାଙ୍ଗିର ଜିଲ୍ଲାରୁ ୪୫୭…

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଆଜି ପୁଣି ରାଜ୍ୟରେ ନୂଆ କରୋନା ସଂକ୍ରମିତଙ୍କ ସଂଖ୍ୟା ୬ ହଜାର ଉପରେ ରହିଛି । ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ଆଜି ୬୦୭୩ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଓ ସେମାନଙ୍କ ମଧ୍ୟରୁ ୩୫୨୨ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୨୫୫୧ ଜଣ ଆଂଚଳିକ ସଂକ୍ରମଣରୁ ଚିହ୍ନଟ
Read More...

ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଆମେରିକାର ରାଷ୍ଟ୍ରପତି ବାଇଡେନଙ୍କ କରୋନା ସଙ୍କଟ ଉପରେ ଆଲୋଚନା

ନୂଆଦିଲ୍ଲୀ : ଭାରତରେ କରୋନା ସଙ୍କଟ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆମେରିକାର ରାଷ୍ଟ୍ରପତି ଜୋ. ବାଇଡେନଙ୍କ ସହ ଫୋନ୍ ଯୋଗେ କଥା ହୋଇଛନ୍‌ନ୍ତି । କୁହାଯାଉଛି ଯେ, କରୋନା ମହାମାରୀର ମୁକାବିଲା ପାଇଁ ଦୁଇ ନେତା ଆଲୋଚନା କରିଛନ୍ତି । ସୂଚନାଯୋଗ୍ୟ ଯେ, କୋଭିଶିଲ୍ଡ ଟୀକା
Read More...