Daily Archives

ବୌଦ୍ଧ ବନଖଣ୍ଡ ପକ୍ଷରୁ ପୁରୀ ରଥଯାତ୍ରା ପାଇଁ ରଥ କାଠ ପ୍ରେରଣ

ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ ବନଖଣ୍ଡ ତରଫରୁ ଚଳିତ ବର୍ଷ ପୁରୀ ରଥଯାତ୍ରା ପାଇଁ ୯୬ ଖଣ୍ତ ରଥ କାଠ ପ୍ରେରଣ କରାଯାଇଛି । ସମସ୍ତ ତ୍ରକାର ରୀତିନୀତି ପରେ ବୌଦ୍ଧ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ସବୁଜ ପତାକା ଦେଖାଇ ରଥକାଠ ପ୍ରେରଣ କରିଥିଲେ । ପୁରୀ ଜଗନ୍ନାଥ ମନ୍ଦିର ପ୍ରଶାସକଙ୍କ ଆଦେଶ
Read More...

ପିଡବ୍ଲୁଡି ବିଭାଗର ଫିରିଙ୍ଗି ଶାସନ, ଆଦିବାସୀ ଜମିକୁ ଜବରଦସ୍ତ ଦଖଲ କରି ରାସ୍ତା କାମ : ଥାନାରେ ଏତଲା

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ଥାନା ଭେଙ୍ଗରାଜପୁର ଗ୍ରାମ ପଞ୍ଚାୟତ ମଲଦା ଗ୍ରାମରେ ପିଡବ୍ଲୁଡି ବିଭାଗ ଦ୍ବାରା ନିର୍ମିତ ହେଉଥିବା ବିଜୁ ଏକ୍ସପ୍ରେସ ୱେ ନିର୍ମାଣରେ ପିଡବ୍ଲୁଡି ବିଭାଗର ଫିରିଙ୍ଗି ଶାସନ ଚାଲିଥିବା ଆଲୋଚନା ହେଉଛି । ଅଭିଯୋଗ
Read More...

ଜିଲ୍ଲାପାଳଙ୍କ ସହ କୋଭିଡ଼ ସ୍ଥିତି ନେଇ ଆଲୋଚନା

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲାରେ କରୋନା ସଂକ୍ରମଣ ଏବଂ ସଂକ୍ରମଣ ଯୋଗୁଁ ମୃତ୍ୟୁ ହାର ଦିନକୁ ଦିନ ବୃଦ୍ଧି ପାଉଥିବାରୁ ଆଜି ସାଂସଦ ସୁରେଶ ପୁଝାରୀ, ଭାରତୀୟ ଜନତା ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଇରାସିସ୍ ଆଚାର୍ୟ୍ୟ, ଜିଲ୍ଲା ସଭାପତି ଅଶ୍ୱିନୀ ଷଡ଼ଙ୍ଗୀଙ୍କ ସହ ଭାରତୀୟ ଜନତା
Read More...

ପୂର୍ବତନ କନ୍ଧମାଳ ସାଂସଦ ସୁଗ୍ରିବ ସିଂ ଚାଲିଗଲେ

କନ୍ଧମାଳ, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ପୂର୍ବତନ ଜିଲ୍ଲା ପ୍ରତିନିଧି ଧରିତ୍ରୀ, ପୂର୍ବତନ କନ୍ଧମାଳ ସାଂସଦ, ପୂର୍ବତନ ଅଧ୍ୟକ୍ଷ ଫୁଲବାଣୀ ପୌରାଞ୍ଚଳ ପରିଷଦ, ଯୁବ ସଂଗଠକ ସୁଗ୍ରିବ ସିଂ(୫୮) ଆଉ ଆମ ଗହଣରେ ନାହାନ୍ତି । ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲରେ କରୋନା ଆକ୍ରାନ୍ତ ହୋଇ
Read More...

ସେଲ୍ୟୁଟ୍‌ ଟ୍ରକ୍‌ ଡ୍ରାଇଭର ବୀରସିଂ : ୨୪ ଘଂଟାରେ ଦୀର୍ଘ ୧୧ ଶହ ୮୦ କିଲୋମିଟର ଗାଡ଼ି ଚଳାଇ ପହଂଚାଇଲେ ଅକ୍‌ସିଜେନ୍‌,…

ରାଉରକେଲା, (କେପିଏନ୍‌ଏସ୍‌) : ଟ୍ରକ୍‌ ଚାଳକ ବୀରସିଂ ଏଭଳି ଜଣେ ଚରିତ୍ର, ତାଙ୍କୁ ହଜାରେ ସେଲ୍ୟୁଟ୍‌ କରିବାକୁ ଚାହିଁବେ ସମସ୍ତ ଭାରତୀୟ । ସେ ରାଉରକେଲାରୁ ମଧ୍ୟପ୍ରଦେଶର ସାଗର ପର୍ଯ୍ୟନ୍ତ ଦୀର୍ଘ ୧୧ ଶହ ୮୦ କିଲୋମିଟର ଯାତ୍ରାକୁ ମାତ୍ର ୨୪ ଘଂଟାରେ ଅତିକ୍ରମ କରି ପହଂଚାଇଛନ୍ତି ଅମ୍ଲଜାନ
Read More...

ଆସନ୍ତା ୨୮ ତାରିଖରେ ଓପିଏସ୍‌ସି ପରୀକ୍ଷା

ଭୁବନେଶ୍ୱର, (ସୁଶାନ୍ତ ସାହୁ) : ଆସନ୍ତା ୨୮ ତାରିଖରେ ଓପିଏସ୍‌ସି ପରୀକ୍ଷା ଅନଷ୍ଠିତ ହେବ । ତେବେ ଗତ ୨୫ ତାରିଖରେ ଏହି ପରୀକ୍ଷା ହେବା ପାଇଁ ପୂର୍ବରୁ ଧାର୍ୟ୍ୟ ହୋଇଥିଲା । ଏଥିରେ ଓଡ଼ିଶା ଓ ଓଡ଼ିଶା ବାହାରର ପାଖାପାଖି ୨୦୦୦ ଛାତ୍ରଛାତ୍ରୀ ଏହି ପରୀକ୍ଷା ଦେବେ ବୋଲି ସୂଚନା ମିଳିଛି ।
Read More...

୩୫ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ ସହ ମାମଲାରେ ସଂପୃକ୍ତ ଜଣଙ୍କୁ ଗିରଫ

ଭଦ୍ରକ : ରାଜ୍ୟରେ ଦିନକୁ ଦିନ ବ୍ରାଉନସୁଗାର କାରବାର ବଢିବଢି ଚାଲିଥିବା ବେଳେ ଆଜି ପୁଣି ଭଦ୍ରକ ବାଗୁରାଇ ଅଞ୍ଚଳରୁ ୩୫ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ ହୋଇଛି । ବ୍ରାଉନ ସୁଗାର ବ୍ୟାପାର ଚାଲିଥିବା ଖବର ପାଇ କେନ୍ଦ୍ରାଞ୍ଚଳ ଗୁଇନ୍ଦା ବିଭାଗ ବାଗୁରାଇ ଅଞ୍ଚଳରେ ପାଟ୍ରୋଲିଂ କଡାକଡି
Read More...

ମାଁ ଘଣ୍ଟେଶ୍ୱରୀ ମନ୍ଦିର ୩ ଦିନ ସର୍ବସାଧାରଣଙ୍କ ଦର୍ଶନ ପାଇଁ ବନ୍ଦ ରହିବ

ସମ୍ବଲପୁର : ସମ୍ବଲପୁର ପ୍ରସିଦ୍ଧ ଦେବୀ ପୀଠ ମାଁ ଘଣ୍ଟେଶ୍ୱରୀ ମନ୍ଦିର ୩ ଦିନ ସର୍ବସାଧାରଣଙ୍କ ଦର୍ଶନ ପାଇଁ ବନ୍ଦ ରହିବ । ମାଁ ଘଣ୍ଟେଶ୍ଵରୀଙ୍କ ବାର୍ଷିକ ଚୈତ୍ର ପର୍ବ ଆସନ୍ତା କାଲି ରହିଥିବାରୁ ଏହି ପର୍ବରେ କେବଳ ରିତିନୀତି ଅନୁୟାୟୀ କମ ସଂଖ୍ୟାକ ପୂଜକ ଉପସ୍ଥିତ ରହି ବିଧି ମୁତାବକ ପୂଜା
Read More...

କରୋନା ଯୋଦ୍ଧା ଅରୁଣ ଖୁଆସ୍‌ କୋଭିଡ ସଂକ୍ରମିତ ହେବା ପରେ କୋଭିଡ଼ କେୟାର୍‌ ସେଂଟରରେ ଭର୍ତ୍ତି

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ପ୍ରଶାସନଙ୍କ ନିର୍ଦ୍ଦେଶ କ୍ରମେ ବିଭିନ୍ନ ସମୟରେ କରୋନା ବିରୁଦ୍ଧରେ ଲଢ଼ିଥିବା ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍‌ ବଲାଙ୍ଗିରର ସାମାଜିକ କର୍ମୀ ଅରୁଣ ଖୁଆସ୍‌ କରୋନା ସଂକ୍ରମିତ ହୋଇ ଏବେ ଲର୍କିପାଲି ସ୍ଥିତ କୋଭିଡ଼ କେୟାର୍‌ ସେଂଟର୍‌ରେ
Read More...

ମହାମାରୀର ସମ୍ମୁଖୀନ ହେଉଥିବା ଭାରତ ପାଇଁ ସହାୟତା ସମଗ୍ର ବିଶ୍ୱରୁ ପହଞ୍ଚୁଛି

ନୂଆଦିଲ୍ଲୀ : ଭାରତର ଡାକ୍ତରଖାନାଗୁଡ଼ିକ କରୋନା ମହାମାରୀର ଦ୍ୱିତୀୟ ମାରାତ୍ମକ ତରଙ୍ଗର ସମ୍ମୁଖୀନ ହୋଇ ଅମ୍ଳଜାନର ଅଭାବର ସମ୍ମୁଖୀନ ହେଉଛନ୍ତି । ସ୍ୱାସ୍ଥ୍ୟ ବ୍ୟବସ୍ଥାର ଅବସ୍ଥାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ମାନେ କେନ୍ଦ୍ର ସରକାରଙ୍କ ସହାୟତା ଲୋଡିଛନ୍ତି । ଅମ୍ଳଜାନ ଯୋଗାଣ ପାଇଁ
Read More...