Daily Archives

ବଲାଙ୍ଗିର ସହରରେ ସପ୍ତାହନ୍ତ ସଟ୍‌ ଡାଉନ୍‌ : ଦୋକାନ ବଜାର ଠପ୍‌, ଯାଂଚ କଡ଼ାକଡ଼ି

ବଲାଙ୍ଗିର, (କେପିଏନ୍‌ଏସ୍‌) : କରୋନା ସଂକ୍ରମଣର ଦ୍ୱିତୀୟ ଲହରୀ ଭୟଙ୍କର ସ୍ଥିତି ସୃଷ୍ଟି କରିବାକୁ ବସିଥିବା ବେଳେ ବଲାଙ୍ଗିର ଜିଲ୍ଲାରେ ବଲାଙ୍ଗିର ଓ ଟିଟିଲାଗଡ଼ ପୌରାଂଚଳ ଏବଂ ତୁଷୁରା, ପାଟଣାଗଡ଼ ଓ କଂଟାବାଂଜି ଏନ୍‌ଏସି ଅଂଚଳରେ ଚାଲିଛି ସପ୍ତାହନ୍ତ ସଟ୍‌ ଡାଉନ୍‌ । ଏହି କ୍ରମରେ
Read More...

ବଢୁଛି ଶିଶୁ ଶ୍ରମିକ ନିିର୍ଯ୍ୟାତନା

କଳାହାଣ୍ଡି, (ପି.କେ.ସାହୁ) : ରାଜ୍ୟରୁ ଶିଶୁ ଶ୍ରମିକ ଉଚ୍ଛେଦ କରି ସେମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରାଯାଉଛି । କିନ୍ତୁ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି । ଏହାର ସୁଫଳ ସେମାନଙ୍କ
Read More...

ଆଜି ରାଜ୍ୟରେ କରେନାରେ ୭ ଜଣଙ୍କ ପ୍ରାଣହାନୀ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୬୧୧୬କରେନା ଆକ୍ରା‌ନ୍ତ ଚିହ୍ନଟ ହୋଇଥିବା ବେଳେ ଆଉ ୭ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୯୮୮କୁ ବୃଦ୍ଧି ପାଇଛି । ରାୟଗଡାରୁ ୨ଜଣ ଗଞ୍ଜାମ, କଳାହାଣ୍ଡି,
Read More...

ଅସହାୟ ପରିବାରକୁ ହରିଶ୍ଚନ୍ଦ୍ର ସହାୟତା ଯୋଗାଇଲେ ମାଣ୍ଡେଲ ସରପଞ୍ଚ

କଳାହାଣ୍ଡି, (ପି. କେ. ସାହୁ) : ନର୍ଲା ବ୍ଲକ ମାଣ୍ଡେଲ ପଞ୍ଚାୟତର ଏକ ଅସହାୟ ପରିବାରକୁ ହରିଶ୍ଚନ୍ଦ୍ର ଯୋଜନାର ସହାୟତା ରାଶି ଯୋଗାଇ ଦେଇଛନ୍ତି ସରପଞ୍ଚ ମନୋରମା ବାରିକ । ମାଣ୍ଡେଲ ଗାଁର ପୁରୁନ୍ଦର କରୁଆଁ (୫୫) ଗତ ଅପ୍ରେଲ ୨୦ ତାରିଖ ଦିନ ମୃତ୍ୟୁ ବରଣ କରିଥିଲେ । ସେ ଜଣେ ଗରିବ ଶ୍ରେଣୀର
Read More...

ୟୁଥ ଅଫ କନ୍ଧମାଳର ଅଭିନବ ପ୍ରୟାସ : ସପ୍ତାହନ୍ତ ସଟ ଡାଉନରେ ଭୋକିଲା ପେଟକୁ ଦାନା ବଣ୍ଟନ

କନ୍ଧମାଳ, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ସମଗ୍ର ଭାରତ ବର୍ଷରେ କରୋନାର ଭୟାବହ ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସପ୍ତାହନ୍ତ ସଟ ଡାଉନ ଘୋଷଣା କରିଛନ୍ତି । କରୋନାର କରାଳ ଦାଉରୁ ସମାଜର ନିମ୍ନବର୍ଗର ଲୋକମାନେ ଆର୍ଥିକ ଅନାଟନରେ ଦିନ ବିତାଉଛନ୍ତି । କନ୍ଧମାଳର ଏପରି ଏକ ଜାଗା
Read More...

ଗ୍ୟାସ ଲିକ ହେବାରୁ ଜଳିଗଲେ ୧୦ ବର୍ଷର ନାବାଳକ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଶଙ୍କରା ଗାଁରେ ଏକ ଅଘଟଣ ଘଟିଥିବା ଜଣାପଡ଼ିଛି । ଗ୍ୟାସ ଲିକ୍ ହୋଇ ଜଣେ ନାବାଳକଙ୍କ ମୃତ୍ୟୁ ଘଟିଥିବା ଜଣାପନିଛି । ମୃତ୍ୟୁମୁଖରେ ପଡ଼ିଥିବା ନାବାଳକ ଜଣକ ହେଲେ ଶଙ୍କରା ଗାଁର ୧୦ ବର୍ଷୀୟ ବାବୁସାନ ଗୁଦୁରିଆ ବୋଲି
Read More...

ଆଇପିଏଲ : କୋଲକାତାକୁ ୬ ୱିକେଟରେ ହରାଇ ରାଜସ୍ଥାନ ଭାଙ୍ଗିଲା ପରାଜୟ ଧାରା, ବିଜୟ ସହ ରାଜସ୍ଥାନ ପଏଣ୍ଟ ଟେବୁଲର ଷଷ୍ଠକୁ…

ମୁମ୍ବାଇ: ଚଳିତ ଆଇପିଏଲ୍‌ରେ ଶନିବାର ରାଜସ୍ଥାନ ରୟାଲ୍ସ ୨ ଥର ବିଜେତା କୋଲ୍‌କାତା ନାଇଟ୍ ରାଇଡର୍ସକୁ ୬ ୱିକେଟ୍‌ରେ ପରାସ୍ତ କରି ପରାଜୟ ଧାରା ଭାଙ୍ଗିଛି। ପଞ୍ଚମ ମ୍ୟାଚ୍‌ରୁ ଦ୍ବିତୀୟ ବିଜୟ ସହ ରାଜସ୍ଥାନ ପଏଣ୍ଟ ଟେବୁଲ୍ ଶେଷ ସ୍ଥାନ ପରିତ୍ୟାଗ କରି ପଞ୍ଚମକୁ ଉନ୍ନୀତ ହୋଇଛି।
Read More...

ଗତ ୨୪ ଘଂଟାରେ ଦେଶରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ପାଖାପାଖି ସାଢେ଼ ୩ ଲକ୍ଷ, ମୃତ୍ୟୁ ସଂଖ୍ୟା ୨୭୬୭

ନୂଆଦିଲ୍ଲୀ : ଗତ ୨୪ ଘଂଟାରେ ଦେଶରେ ପାଖାପାଖି ସାଢେ଼ ୩ ଲକ୍ଷ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡ଼ିଛି । ଦେଶରେ ଭୟଙ୍କର ରୂପ ନେବାରେ ଲାଗିଛି ମହାମାରୀ କରୋନା । ନଛୋଡ଼ବନ୍ଧା କରୋନାର ଭୟାବହ ଦ୍ୱିତୀୟ ଲହରୀ ମାନବ ସମାଜର ନିଦ ହଜାଇ ଦେଇଥିବା ବେଳେ ଆଜି ୩,୪୯,୬୯୧ ଜଣ ପୁଣି ଆକ୍ରାନ୍ତ
Read More...

ସୁବର୍ଣ୍ଣପୁର ପ୍ରଶାସନ ତରଫରୁ କୋଭିଡ ସଂକ୍ରମଣକୁ ପ୍ରତିହତ ନିମନ୍ତେ ଡୁଙ୍ଗୁରିପାଲି ବ୍ଲକ ମୁଖ୍ୟ ଦପ୍ତରରେ ୧୪୪ ଧାରା…

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ରାଜ୍ୟରେ କରୋନା ଭୁତାଣୁର ନୂତନ ପ୍ରତିରୂପର ଦୃତ ଓ କ୍ରମବର୍ଦ୍ଧିଷ୍ଣୁ ସଂକ୍ରମଣର ପ୍ରତିରୋଧ ପାଇଁ ରାଜ୍ୟ ସରକାରଙ୍କ ବିଶେଷ ଗୁରୁତ୍ୱ ପ୍ରଦାନ କରୁଛନ୍ତି । ଏହି ମର୍ମରେ ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନଙ୍କ ଆଦେଶନାମା ସଂ.୨୬୫ ତା୨୪/୦୪/୨୧ ରିଖ ଅନୁଯାୟୀ
Read More...

ହିଞ୍ଜିଳିକାଟୁ ପୌରପାଳିକାସ୍ଥ ୧୧ ନଂ ୱାର୍ଡର ଥାନା ସାହି ମିନି-କଣ୍ଟେନମେଣ୍ଟ ଜୋନ ଭାବେ ଘୋଷିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : କୋରନାର ଦ୍ୱିତୀୟ ଲହରୀରେ ସଂକ୍ରମଣ ଅହେତୁକ ଭାବେ ଵୃଦ୍ଧିପାଉଥିବା ବେଳେ ଗଞ୍ଜାମ ଜିଲ୍ଲାକୁ ଧୀରେ ଧୀରେ ପ୍ରବାସୀ ଓଡ଼ିଆଙ୍କ ଘର ବାହୁଡା ମଧ୍ୟ ସୁଅ ଛୁଟିବାରେ ଲାଗିଛି । ଫଳରେ ଜିଲ୍ଲାରେ କୋରନା ପୋଜିଟିଭ ନମୁନା ମଧ୍ୟ ବୃଦ୍ଧି ପରିଲିଖିତ ହୋଇଛି ।
Read More...