Daily Archives

ଅସୁବିଧା ସମୟରେ ଦେବଦୂତ ସାଜି ସାହାଯ୍ୟର ହାତ ବଢାଇଲା ଲାୟନ୍ସ କ୍ଳବ ଥୁଆପଲି

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ସହରରେ ଦୀର୍ଘ ଦିନ ଧରି ଶବ ସତ୍କାର କରିବା ପାଇଁ ହେଉଥିବା କାଠ ସମସ୍ୟା ବିଷୟରେ ସୋସିଆଲ ମିଡ଼ିଆରେ ସଂକଲ୍ପ ପରିବାର ତରଫରୁ ଉପସ୍ଥାପନ କରାଯାଇଥିଲା । ପ୍ରକୃତରେ କାଠ ସମସ୍ୟା ହେଉଥିବା ଖବର ପାଇଁ ଦେବଦୂତ ସାଜିଲା ଲାୟନ୍ସ କ୍ଳବ ଥୁଆପଲି । ଆଜି ସକାଳ
Read More...

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ରେଡ଼ିଓ ଅଭିଭାଷଣ ‘ମନ୍ କି ବାତ୍’ର ଓଡ଼ିଆ ଭାଷାନ୍ତର

ନୂଆଦିଲ୍ଲୀ, (ପିଆଇବି) :ମୋର ପ୍ରିୟ ଦେଶବାସୀଗଣ, ନମସ୍କାର । ଆଜି ଆପଣମାନଙ୍କୁ ‘ମନ୍ କି ବାତ୍’ ଏପରି ଏକ ସମୟରେ କହୁଛି, ଯେତେବେଳେ କରୋନା ଆମ ସମସ୍ତଙ୍କର ଧୈର୍ୟ୍ୟ ଓ ସମସ୍ତଙ୍କର ଦୁଃଖ ସହିବାର ସୀମାକୁ ପରଖୁଛି । ଅନେକ ନିଜ ଲୋକ ଆମକୁ ଅସମୟରେ ଛାଡ଼ି ଚାଲିଯାଇଛନ୍ତି । କରୋନାର ପ୍ରଥମ
Read More...

ଭରଚୁଆଲ ମାଧ୍ୟମରେ ପାଳନ ହେଲା ଜିଲ୍ଳା ସ୍ତରୀୟ ବିଶ୍ୱ ମ୍ୟାଲେରିଆ ଦିବସ

ଜିଲ୍ଲାରେ ମ୍ୟାଲେରିଆ ରୋଗର ନିୟନ୍ତ୍ରଣ ଓ ନିରାକରଣ ନିମନ୍ତେ ସାମୂହିକ ପ୍ରଚେଷ୍ଟା ଉପରେ ଗରୁତ୍ବ ପ୍ରଦାନ : ଜୁନ ଠାରୁ ସେପ୍ଟେମ୍ବର ମାସ ପର୍ୟ୍ୟନ୍ତ ନିରାକରଣ ପାଇଁ ବିଶେଷ ଯତ୍ନବାନ ହେବାକୁ ପରାମର୍ଶ ଦେଲେ ଜିଲ୍ଲାପାଳ ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ଆଜି ପୂର୍ବାହ୍ନ ୧୧ ଘଣ୍ଟାରେ
Read More...

ନିଷ୍ଠା ପରିବାର ତରଫରୁ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁ‌ଷ୍ଠିତ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ ସ୍ଥିତ ଫୁଟବଲ ପଡିଆ, ନୂଆଁଗଡ, ଖଣ୍ଡହଥା, ବରଗଡ କରୋନା ମହାମାରୀର ‌ଦ୍ୱିତୀୟ ଲହରରେ ରକ୍ତର ଅଭାବକୁ କିଛିକାଂଶରେ ଦୂର କରିବା ପାଇଁ ନିଷ୍ଠା ପରିବାରର ପ୍ରୟାସ । ଆଜି ମୋବାଇଲ ବ୍ଲଡ କଲେକସନ୍‌ ଭେନ୍‌ରେ ବରଗଡ ରକ୍ତ ଭଣ୍ଡାର ଦ୍ୱାରା ସର୍ବମୋଟ ୩୧ ୟୁନିଟ
Read More...

ସିଆର୍‌ପିଏଫ୍‌ କାର୍ଯ୍ୟାଳୟ ଦ୍ୱାରା ଶ୍ମଶାନ ସ୍ଥଳ ଅକ୍ତିଆର୍‌ ପ୍ରସଙ୍ଗ : ଆନ୍ଦୋଳନ ପାଇଁ ଅଂଟା ଭିଡ଼ିଲା ଶାନ୍ତିପଡ଼ା…

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଶାନ୍ତିପଡ଼ା ନିକଟସ୍ଥ ସିଆର୍‌ପିଏଫ୍‌ କାର୍ଯ୍ୟାଳୟ ପାଖରେ ରହିଥିବା ଶ୍ମଶାନ ସ୍ଥଳକୁ ସିଆର୍‌ପିଏଫ୍‌ ଦ୍ୱାରା ଜୋର୍‌ ଜବର୍‌ଦସ୍ତ ଅକ୍ତିଆର କରାଯାଇଥିବା ବେଳେ ସ୍ଥାନୀୟ ଜନସାଧାରଣଙ୍କ ହିତ ଉଦ୍ଦେଶ୍ୟରେ ନୂତନ ଶ୍ମଶାନ ସ୍ଥଳ ଦାବୀକୁ ବଳିଷ୍ଠ କରିଛି
Read More...

ପିପିଲି ଉପନିର୍ବାଚନ କଂଗ୍ରେସର ପ୍ରାର୍ଥୀ ହେଲେ ବିଶ୍ୱକେଶନ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ସେବାଦଳ ସଭାପତି ବିଶ୍ୱକେଶନ ହରିଚନ୍ଦନ ମହାପାତ୍ର ପିପିଲି ଉପନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ହୋଇଛନ୍ତି । କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ବିଧିବଦ୍ଧ ଭାବେ ବିଶ୍ୱକେଶନଙ୍କ ନାମରେ ମୋହର ଲଗାଇଥିବା ନେଇ ଏଆଇସିସି ସାଧାରଣ ସଂପାଦକ
Read More...

କାମରେ ଆସୁନି ବେଳଗାଁ ଠାରେ ଥିବା ୩୯ କୋଟି ଟଙ୍କାର ପ୍ରକଳ୍ପ : ଅଧାପନ୍ତରିଆ କାମ କରି ଠିକାଦାର ଫେରାର

ସଇଁନ୍ତଲା, (ଅଜିତ କୁମାର ସାହୁ) : ପାଣି ପାଇଁ ଡହକ ବିକଳ ଲୋକେ । ଅନେକ ଦିନର ଆଶା ପୂରଣ ଓ ପ୍ରତ୍ୟେକ ଘରକୁ ଘର ଜଳ ଯୋଗାଣ ହେବ ବୋଲି ଆଶା କରି ରହିଥିଲେ ଲୋକେ ହେଲେ ୩୯ କୋଟିର ପାଣି ପ୍ରକଳ୍ପ ସମ୍ପୂର୍ଣ୍ଣ ହେଉ ନ ଥିବା ବେଳେ ଲୋକଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି କରିଥିବା ବେଳେ ଅଧୁରା କାମ
Read More...

କରୋନା ସଂକ୍ରମଣରେ ପାକିସ୍ତାନରେ ହାହାକାର : ମୃତ୍ୟୁ ସଂଖ୍ୟା ପୂର୍ବର ସମସ୍ତ ରେକର୍ଡ ଭାଙ୍ଗିଲା

ଇସଲାମାବାଦ : ପାକିସ୍ତାନରେ ଗତ ୨୪ ଘଣ୍ଟା ମଧ୍ୟରେ କରୋନା ଭୂତାଣୁ ସଂକ୍ରମଣରେ ୧୫୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫,୯୦୮ ଜଣ ନୂତନ ସଂକ୍ରମଣ ରିପୋର୍ଟ ହୋଇଥିବା ଜଣାଯାଇଛି । ଶନିବାର ଦିନ ପାକିସ୍ତାନର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ, ସଂକ୍ରମଣରେ ମୃତ୍ୟୁର ଗୋଟିଏ ଦିନ ପାଇଁ ଏହି
Read More...

ସପ୍ତାହନ୍ତ ସଟ୍ ଡାଉନର ଦ୍ୱିତୀୟ ଦିନ : ପୋଲିସ ପକ୍ଷରୁ କଡାକଡି ଯାଞ୍ଚ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସୁବର୍ଣ୍ଣପୁର ଜିଲ୍ଲାରେ ଗତକାଲିଠାରୁ ଆରମ୍ଭ ହୋଇଥିବା ସପ୍ତାହନ୍ତ ସଟ୍ ଡାଉନର ଆଜି ‌ଦ୍ୱିତୀୟ ଦିନରେ ମଧ୍ୟ ପୋଲିସ ପକ୍ଷରୁ କଡାକଡି ଯାଞ୍ଚ କରାଯାଉଛି । ସୁବର୍ଣ୍ଣପୁର, ବିନିକା ଓ ତରଭା ସହରର ବିଭିନ୍ନ ଛକ ଏବଂ ପ୍ରବେଶ ‌ଦ୍ୱାରରେ ପୋଲିସ ମୁତୟନ ହୋଇ
Read More...

ଅଞ୍ଚଳବାସୀଙ୍କ ଦାବୀ ପରେ ବି ଲାଞ୍ଜିଗଡ଼ କଣ୍ଟେନମେଣ୍ଟ ଜୋନ୍ ଘୋଷଣା ନୋହିଲା : ଜନତା-ପ୍ରଶାସନ ମଧ୍ୟରେ ସରଗରମ ଆଲୋଚନା,…

କଳାହାଣ୍ଡି, (ପି. କେ, ସାହୁ) : ଲାଞ୍ଜିଗଡ ସହରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢୁଥିବାବେଳେ ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ଏହାକୁ ନେଇ ସମଗ୍ର ଲାଞ୍ଜିଗଡ ଅଞ୍ଚଳରେ ଭୟର ବାତାବରଣ ଦେଖା ଦେଇଥିବାବେଳେ ଲାଞ୍ଜିଗଡ ସହରକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା ସହିତ ଲାଞ୍ଜିଗଡଠାରେ
Read More...