Daily Archives

କରୁଆଁଝର ଶ୍ରୀରାମଚନ୍ଦ୍ର ହାଇସ୍କୁଲର ପ୍ରତିଷ୍ଠାତା ଶ୍ରୀରାମଚନ୍ଦ୍ର ସାହୁଙ୍କ ଦେହାନ୍ତ : ମୃତ ଶବକୁ ଗାଁ ପରିକ୍ରମା…

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଅନ୍ତର୍ଗତ ବଡବନ୍ଧ ପଞ୍ଚାୟତର କୁରୁଆଝର ଗାଁର ଶ୍ରୀରାମଚନ୍ଦ୍ର ହାଇସ୍କୁଲ ଓ ସ୍ଥାନୀୟ ଜଗନ୍ନାଥ ମନ୍ଦିରର ପ୍ରତିଷ୍ଠାତା ତଥା ବରିଷ୍ଠ ସମାଜ ସେବୀ ଶ୍ରୀରାମଚନ୍ଦ୍ର ସାହୁ(୮୦)ଙ୍କ ଗୁରୁବାର ରାତିରେ ପରଲୋକ ହୋଇଯାଇଛି । ଶ୍ରୀ ସାହୁ ନିଜ
Read More...

ଆସ‌ନ୍ତୁ ଜାଣିବା ଆଜିର ପାଖାପାଖି ପନିପରିବା ଦର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରରେ ଆଜିର ପନିପରିବା ଦର କିଲୋ ପିଛା ପାଖାପାଖି ଯାହା ରହିଛି, ସେ ସଂପର୍କରେ ଜାଣିବା ଆସନ୍ତୁ । ଟମାଟର୍‌ – ୧୨ ଟଙ୍କା, ସଜନା ଛୁଇଁ (ମୁନ୍‌ଗା) – ୮୦ ଟଙ୍କା, ଅଦା – ୮୦ ଟଙ୍କା, ରଷୁଣ – ୧୨୦ ଟଙ୍କା, ଭେଣ୍ଡି -୪୦ ଟଙ୍କା, ବିମ୍‌ – ୮୦ ଟଙ୍କା,
Read More...

ବାଙ୍ଗାଲୋରର ବିଜୟ ରଥ ବଜାୟ : ରାଜସ୍ଥାନକୁ ୧୦ ୱିକେଟରେ ହରାଇ ପଏଣ୍ଟ ଟେବୁଲର ଶୀର୍ଷରେ ବାଙ୍ଗାଲୋର

ପାଡ଼ିକଲଙ୍କ ବିସ୍ପୋରକ ଶକତ : ଆଇପିଏଲରେ ୬ହଜାର ରନ୍ କ୍ଲବରେ କୋହଲି ପ୍ରଥମମୁମ୍ବାଇ : ଚଳିତ ଆଇପିଏଲରେ ବାଙ୍ଗାଲୋର ଦଳ ନିଜର ଅପରାଜେୟ ମାନ୍ୟତା ବଜାୟ ରଖିଛି । ରାଜସ୍ଥାନ ବିପକ୍ଷ ମ୍ୟାଚରେ ଦଳ ୧୦ ଓ୍ବିକେଟରେ ବିଜୟୀ ହୋଇଛି । ରାଜସ୍ଥାନ ପକ୍ଷରୁ ୧୭୮ ରନର ଏକ ଲଢୁଆ ଲକ୍ଷ୍ୟ ରଖାଯ଼ାଇଥିଲେ
Read More...

ଥାବେ ରହ ହୋ’ ଗାଁ ମାଁର୍‌ ଲୁକେ : ଚାପି ଆସୁଛେ କରୋନା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଥାବେ ରହ ହୋ’ ଗାଁ ମାଁର୍‌ ଲୁକେ, ଚାପି ଆସୁଛେ କରୋନା । ଆମେ କାହାକେ ଡରାବାର୍‌ ଲାଗି ଏନ୍‌ତା ନେଇଁ କହେବାର୍‌, ସମ୍‌କର୍‌ ଜୀବନ୍‌ ସୁରକ୍ଷିତ୍‌ ରହୁ ବଲି ଏନ୍‌ତା କଥା ଟେ କହୁଛୁଁ । ଆଏଜ୍‌ ଗୁଟେ ଦିନେ ଦେଶ ଥି ୩ ଲାଖ୍‌ ୩୨ ହଜାର୍‌ ନୁ ଅଧ୍‌କା ନୂଆଁ
Read More...

କରୋନା ସଂକ୍ରମଣର ନଛୋଡ଼ବନ୍ଧା ସ୍ଥିତି : ଗତ ୨୪ ଘଂଟାରେ ଦେଶରେ ୩ ଲକ୍ଷ ୩୨ ହଜାରରୁ ଅଧିକ ନୂଆ ଆକ୍ରାନ୍ତ ଚିହ୍ନଟ,…

ନୂଆଦିଲ୍ଲୀ : କରୋନା ସଂକ୍ରମଣର ନଛୋଡ଼ବନ୍ଧା ପରିସ୍ଥିତି ଯୋଗୁଁ ସାରା ଭାରତରେ ହାହାକାର ସୃଷ୍ଟି ହେଉଥିବା ଦେଖିବାକୁ ମିଳିଛି । ପୁଣି କେଉଁଠି ଅକ୍‌ସିଜେନ୍‌ ଅଭାବ ତ’ ଆଉ କେଉଁଠି ହସ୍‌ପିଟାଲ୍‌ରେ ବେଡ଼୍‌ ଅଭାବ ଯୋଗୁଁ ଲୋକେ ବିକଳ ହେଉଥିବା ଖବର ମଧ୍ୟ ଆସୁଛି । ଏଭଳି ସ୍ଥିତିରେ ଗତ ୨୪
Read More...

କରୋନା ଭୂତାଣୁର ତୃତୀୟ ସ୍ୱଦେଶୀ ରୂପ ଏବେ ପଶ୍ଚିମବଙ୍ଗରେ ଦେଖିବାକୁ ମିଳୁଛି

କୋଲକାତା : ବହୁରୂପୀ କରୋନା ଭୂତାଣୁ ପୁଣି ଥରେ ବୈଜ୍ଞାନିକମାନଙ୍କୁ ଚିନ୍‌ନ୍ତା ବଢ଼ାଇ ଦେଇଛି । ଭାରତରେ ତୃତୀୟ ଥର ପାଇଁ କରୋନା ଭୂତାଣୁ ଏହାର ରୂପ ପରିବର୍ତ୍ତନ କରିଛି ଏବଂ ଏଥର ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ସମୟରେ କୋଭିଡ ନିୟମ ଖୋଲାଖୋଲି ଭାବେ ଉଲ୍ଲଂଘନ କରାଯାଉଛି । ଫଳସ୍ୱରୂପ
Read More...

ଭାରତରୁ ଆସୁଥିବା ସମସ୍ତ ବିମାନକୁ ୩୦ ଦିନ ପାଇଁ ସ୍ଥଗିତ କଲା କାନାଡା

ଟୋରୋଂଟୋ : ଭାରତରେ କରୋନା ସଂକ୍ରମଣର ବଢ଼ୁଥିବା ମାମଲାକୁ ଦୃଷ୍ଟିରେ ରଖି କାନାଡା ଭାରତରୁ ଆସୁଥିବା ସମସ୍ତ ବିମାନକୁ ୩୦ ଦିନ ପାଇଁ ସ୍ଥଗିତ ରଖିଛି । ପାକିସ୍ତାନ ଉପରେ ମଧ୍ୟ କାନାଡା ଏହି ପ୍ରତିବନ୍ଧକ ଲଗାଇଛି । କାନାଡାର ପରିବହନ ମନ୍ତ୍ରୀ ଓମାର ଅଲଗାବ୍ରା ଗୁରୁବାର କହିଛନ୍ତି ଯେ,
Read More...

ବିସ୍ଫୋରଣ ମୁହାଁ କରୋନା ସଂକ୍ରମଣ : ଗତ ୨୪ ଘଂଟାରେ ରାଜ୍ୟରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୬୨୧୫, ବଲାଙ୍ଗିର ଜିଲ୍ଲାରେ ୨…

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ବିସ୍ଫୋରଣ ମୁହାଁ ଏବେ କରୋନା ସଂକ୍ରମଣ । କ୍ରମାଗତ ଭାବେ ଦୁଇ ଦିନ ହେଲା ରାଜ୍ୟରେ ୬ ହଜାର ଉପରକୁ ରହିଛି ନୂଆ ଆକ୍ରାନ୍ତଙ୍କ ସଂଖ୍ୟା । ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୬୨୧୫ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୩୬୦୪ ଜଣ
Read More...