Daily Archives

କରୋନା ସଚେତନତା ସହ ହାଇଜିନ କିଟ୍‌ ବଣ୍ଟନ

ସଇଁନ୍ତଲା, (ଅଜିତ କୁମାର ସାହୁ) : ଜିଲ୍ଲା ଜୁନିୟର ରେଡ଼କ୍ରସ ତରଫରୁ ସଇଁନ୍ତଲା ବ୍ଳକ ଭନ୍ଦ୍ରା ପଞ୍ଚାୟତ ଚିତାମରା ଗ୍ରାମରେ କରୋନା ସଚେତନତା ସହ ହାଇଜିନ କିଟ୍‌, ସାବୁନ, ମାସ୍କ ବଣ୍ଟନ କରାଯାଇଥିବା ବେଳେ ଜିଲ୍ଲା ଶିକ୍ଷା ଅଧିକାରୀ ଧ୍ରୁବ ଚରଣ ବେହେରା ଓ ଜିଲ୍ଲା ଜୁନିୟର ରେଡ଼କ୍ରସ
Read More...

ସୁବର୍ଣ୍ଣପୁର ପ୍ରଶାସନ ତରଫରୁ ଜିଲ୍ଲାରେ କୋଭିଡ କଟକଣା ନିମନ୍ତେ ମାର୍ଗଦର୍ଶିକା ଜାରି

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ରାଜ୍ୟରେ କରୋନା ଭୁତାଣୁର ନୂତନ ପ୍ରତିରୂପର ଦୃତ ଓ କ୍ରମବର୍ଦ୍ଧିଷ୍ଣୁ ସଂକ୍ରମଣର ପ୍ରତିରୋଧ ପାଇଁ ରାଜ୍ୟ ସରକାରଙ୍କ ରାଜସ୍ୱ ଓ ବିପର୍ୟ୍ୟୟ ପରିଚାଳନା ବିଭାଗୀୟ ଆଦେଶନାମା କ୍ରମେ ରାଜ୍ୟର ସମସ୍ତ ସହରାଞ୍ଚଳରେ ଶନିବାର ଓ ରବିବାର ପାଇଁ ସପ୍ତାହାନ୍ତ ସଟ୍
Read More...

କୋଭିଡ ନିୟମ ଉଲଂଘନ ଅଭିଯୋଗରେ ୧୧ଟି ଦୋକାନ ସିଲ୍‌ କଲା ଜିଲ୍ଲା ପ୍ରଶାସନ

ବଲାଙ୍ଗିର, (କେପିଏନ୍‌ଏସ୍‌) : କ୍ଷୀପ୍ର ବେଗରେ ବ୍ୟାପୁଛି କରୋନା । ସଂକ୍ରମିତଙ୍କ ସଂଖ୍ୟା ବି ବଢ଼ି ବଢ଼ି ଚାଲିଛି । ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଥିବା ଯୋଗୁଁ ଏବେ ରେଡ୍‌ ଜୋନ୍‌ରେ ଅଛି ବଲାଙ୍ଗିର । ଏଇଥି ପାଇଁ ପୋଲିସ ପ୍ରଶାସନ ପକ୍ଷରୁ କୋଭିଡ୍‌ କଟକଣାକୁ କଡ଼ାକଡ଼ି କରାଯାଇଛି । କିନ୍ତୁ
Read More...

ପଦ୍ମପୁରରେ କୋଭିଡ କେୟାର ସେଣ୍ଟର ପାଇଁ ଦାବୀ କଲା ବିଜେପି

ପଦ୍ମପୁର, (ନିରୋଜ କୁମାର ପାଣୀ) : ବର୍ତ୍ତମାନ କୋଭିଡ଼ ମହାମାରୀର ପ୍ରଚନ୍ଦକାୟ ଭୟାବହତା ବଢ଼ିବାରେ ଲାଗିଥିବା ବେଳେ ବରଗଡ଼ ଜିଲ୍ଲାର ପଦ୍ମପୁର ଉପଖଣ୍ଡ ଏକ ମରୁଡି ପ୍ରପୀଡ଼ିତ ଅଞ୍ଚଳ ଏଣୁ ଏହି ଅଞ୍ଚଳର ଲୋକମାନଙ୍କର ଆର୍ଥିକ ସ୍ଥିତି ସ୍ୱଚ୍ଛଳ ନୁହେଁ । ବର୍ତ୍ତମାନ ସାରା ଭାରତ ବର୍ଷରେ
Read More...

ଲାଞ୍ଚ ନେଇ ଧରା ପଡିଲେ କର୍ଲାମୁଣ୍ଡା ରାଜ‌ସ୍ୱ ନିରୀକ୍ଷକ

କଳାହାଣ୍ଡି, (ପି.କେ. ସାହୁ) : କର୍ଲାମୁଣ୍ଡା ତହସିଲର ବିଭିନ୍ନ ଆର୍‌ଆଇ ସର୍କଲରେ ଦୁର୍ନୀତି ହେଉଥିବା ଚର୍ଚ୍ଚା ହୋଇଆସୁଛି । ଭିଜିଲାନ୍ସ ଜାଲରେ ଜଣେ ବଡମୁଣ୍ଡ ଧରାପଡ଼ିବା ପରେ ଏହା ଅଧିକ ସ୍ପଷ୍ଟ ହୋଇଛି । ଜମିର ମିଉଟେସନ କରିଦେବା ପାଇଁ ଜଣେ ବ୍ୟକ୍ତିଙ୍କ ଠାରୁ ୨ହଜାର ଟଙ୍କା
Read More...

ନୂତନ ଥାନାଧିକାରୀ ଭାବରେ ଯୋଗ ଦେଲେ ସତ୍ୟ ନାରାୟଣ ପ୍ରଧାନ

କଳାହାଣ୍ଡି, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁରଥାନାରେ ନୂତନ ଥାନାଧିକାରୀ ଭାବରେ ସତ୍ୟ ନାରାୟଣ ପ୍ରଧାନ ଯୋଗଦେଇଛନ୍ତି । ଏଠାରେ ଥିବା ଥାନାଧିକାରୀ ଜୟଦେବ ତାରିଣୀଙ୍କପାଖରୁ ସେ ଦାୟିତ୍ୱ ଗ୍ରହଣ କରିଥିବା ଜଣାଯାଇଛି । ତେବେ ଏଥି ପୂର୍ବରୁ ସେ କଳାହାଣ୍ଡି ମୁଖ୍ୟାଳୟରେ
Read More...

ଦେଓଗାଁ ବ୍ଲକରେ ଅତ୍ୟାଧୁନିକ ସିଏଚସି କୋଠା ନିର୍ମାଣ ଦାବୀ କଲେ ବ୍ଲକ ଅଧ୍ୟକ୍ଷା

ଦେଓଗାଁ, (ମନୀଷ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକ ଠାରେ ଏକ ଅତ୍ୟାଧୁନିକ ନୂତନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର (ସିଏଚସି) କୋଠା ଗୃହ ନିର୍ମାଣ କରିବା ପାଇଁ ଦେଓଗାଁ ବ୍ଲକ ଅଧ୍ୟକ୍ଷା ରୀନା ମେହେର ଦାବୀ କରିଛନ୍ତି । ଏନେଇ ସେ ବିଧିବଦ୍ଧ ଭାବରେ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ନବ
Read More...

ଜନସେବାରେ ସମର୍ପିତ ଆଦିବାସୀଙ୍କ ଆବାଜ ବ୍ରଜକିଶୋର ସିଂ ଭୋଇଙ୍କ ବିୟୋଗରେ ଶୋକସଭା

ପାଟଣାଗଡ଼, (ଗୋରେଖନାଥ ବରିହା) : ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ପାଟଣାଗଡ ବ୍ଳକ ଶାଖା ତରଫରୁ ବ୍ରହ୍ମପୁରା ସ୍ଥିତ ଆଦିବାସୀ ଭବନ ଠାରେ ବର୍ଷିଆନ ଆଦିବାସୀ ମସିହା ସଂଘର ଜିଲ୍ଲା ସଭାପତି ‌ସ୍ୱର୍ଗତ ବ୍ରଜକିଶୋର ସିଂଭୋଇଙ୍କ ବିୟୋଗରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି । ପଶ୍ଚିମ ଓଡ଼ିଶା
Read More...

କୋରୋନା ବେମାର୍ ଉପରେ ସଚେତନ୍ କଲା ପଶ୍ଚିମ୍ ଓଡ଼ିଶା ଯୁବା ମଞ୍ଚ

ସୁନ୍ଦରଗଡ଼, (କେପିଏନ୍‌ଏସ୍‌) : ପଶ୍ଚିମ୍ ଓଡ଼ିଶା କୋରୋନାର ହଟ୍ ସ୍ପଟ୍ ପାଲ୍‌ଟିଥିଲା ବେଲେ ବୋର୍ଡର୍ ଜିଲ୍ଲା ସୁନ୍ଦରଗଡ଼୍ ନେ ଲୋକ୍ ମାନକୁ କୋରୋନା ବେମାର୍ ଉପରେ ସଚେତନ୍ କରିଛେ ପଶ୍ଚିମ୍ ଓଡ଼ିଶା ଯୁବା ମଞ୍ଚ । ପ୍ରତ୍ୟେକ୍ ଦିନ୍ ହଜାର୍ ହଜାର୍ ଲୋକ୍ କୋରୋନା ଆକ୍ରାନ୍ତ ହଉଛନ୍ ।
Read More...

କଂଗ୍ରେସ ଦଳର ବରିଷ୍ଠ ନେତା ବଲାଙ୍ଗିର ବିଧାୟକ ନରସିଂହଙ୍କ ଆଶୁ ଆରୋଗ୍ୟ କାମନା କଲେ ଆଗଲପୁର ବ୍ଲକ ଉପାଧ୍ୟକ୍ଷ ମନମୋହନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗତ ଦୁଇ ଦିନ ତଳେ କଂଗ୍ରେସ ଦଳର ବରିଷ୍ଠ ନେତା ତଥା ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ବେଳେ ତାଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ଆଗଲପୁର ବ୍ଲକ ଉପାଧ୍ୟକ୍ଷ ମନମୋହନ ପଟେଲ । ସେ କହିଛନ୍ତି ଯେ, ନରସିଂହ ମିଶ୍ର ବଲାଙ୍ଗିର
Read More...