Daily Archives

ଗାଇସିଲେଟ ଅଞ୍ଚଳରେ ବଣୁଆ ହାତୀର ଆତଙ୍କ ଖେଳୁଥିବା ବେଳେ ବନବିଭାଗ କର୍ମଚାରୀ ସୂଚନାର ଅଭାବ ଯୋଗୁଁ ମୃତ୍ୟୁ ମୁଖରୁ…

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜ଼ିଲ୍ଲା ପଦ୍ମପୁର ଉପଖଣ୍ଡ ଅଧୀନ ଗାଇସିଲେଟ ବନବିଭାଗ ଅଞ୍ଚଳ ବର୍ତ୍ତମାନ ବଣୁଆ ହାତୀ ଗାଁ ମୁହାଁ ହୋଇ ତାଣ୍ଡବ ଲୀଳା ଚଲାଇଛ‌ନ୍ତି । କିନ୍ତୁ ଗାଇସିଲେଟର ବନ ବିଭାଗ ଗାଁ ଗହଳିର ସାଧାରଣ ଲୋକଙ୍କୁ ସଚେତନ କରୁ ନାହାନ୍ତି । ଯାହାର କି ଉଦାହରଣ ହେଉଛି
Read More...

ମାଡପଟିକୁ ନେଇ ଗାଇସିଲେଟ ଥାନାରେ ଏତଲା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଗାଇସିଲେଟ ଥାନା ଅନ୍ତର୍ଗତ ଡଙ୍ଗରମୁଣ୍ତା ଗ୍ରାମର ଡୋଲାମଣି ମେହେର (୪୭) ଗାଇସିଲେଟ ଥାନାରେ ମାଡପିଟକୁ ନେଇ ଏକ ମାମଲା ଦାଏର କରିଛନ୍ତି । ସୂଚନା ଅନୁସାରେ ଡୋଲାମଣି ତାଙ୍କର ନିଜର ଜମିକୁ ଦାନ ଦେଇ ଦାନଦିଆ ଜମି ଉପରେ ଏକ ମହିମା ମଠ
Read More...

ରାଜେନ୍ଦ୍ର ୟୁନିଭର୍‌ସିଟି କୁଳପତିଙ୍କୁ ଏଲ୍ୟୁମିନି ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାଜେନ୍ଦ୍ର ୟୁନିଭର୍‌ସିଟ ଏଲ୍ୟୁମିନି ତରଫରୁ ଏକ ପ୍ରତିନିଧି ଦଳ ଆଜି ନୂଆ କରି କୁଳପତି ଭାବେ ଯୋଗ ଦେଇଥିବା ଡ. ଉମା ବଲ୍ଲଭ ମହାପାତ୍ରଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ଏଲ୍ୟୁମିନି ସଭାପତି ଡ. ଅଭିମୁନ୍ୟୁ ମିଶ୍ର କୁଳପତିଙ୍କୁ ପୁଷ୍ପଗୁଚ୍ଛ ଦେଇ
Read More...

ସଂସ୍କୃତି ମନ୍ତ୍ରୀଙ୍କ ମଠ, ମନ୍ଦିର ଆଦି ଐତିହ୍ୟସ୍ଥଳୀ ପରିଦର୍ଶନ : ପର୍ଯ୍ୟଟନସ୍ଥଳୀ ମାନ୍ୟତା, ଭିତ୍ତିଭୂମି ବିକାଶ…

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ୍‌ ଅନ୍ତର୍ଗତ ସାଉରିଆ ଓ ଘନିପୁର ଗ୍ରାମ ପଞ୍ଚାୟତରେ ଥିବା ବିଭିନ୍ନ ମଠ, ମନ୍ଦିର, ପୁଷ୍କରିଣୀ ଆଦି ପ୍ରାଚୀନ ଐତିହ୍ୟସ୍ଥଳୀ ଗୁଡ଼ିକର ପୁନରୁଦ୍ଧାର ତଥା ଭିତ୍ତିଭୂମି ବିକାଶ କରିବା ସହ ଏଠାରେ ଏକ ପର୍ଯ୍ୟଟନସ୍ଥଳୀ ହବ୍‌
Read More...

ଫକୀର ଚରଣ ପାଢ଼ୀଙ୍କ ପୁସ୍ତକ ‘ଗୀତ କୁଡ଼ିଆଣୀ ବେଲଦେଇ’ ଲୋକାର୍ପିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧଉଡ଼ିଆ) : ବିଶ୍ୱ ପୁସ୍ତକ ଦିବସ ଅବସରରେ ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ବୋଲକଣା ଗ୍ରାମର ସାରସ୍ୱତ ସାଧକ ତଥା ଓଡିଶାର ଜଣାଶୁଣା ଲେଖକ ଫକୀର ଚରଣ ପାଢ଼ୀଙ୍କ ରଚିତ ଜୀବନୀ ପୁସ୍ତକ 'ଗୀତ କୁଡ଼ିଆଣୀ ବେଲଦେଇ' ସମାଜସେବୀ ଡାକ୍ତର କ୍ଷେତ୍ରବାସୀ ପ୍ରଧାନଙ୍କ
Read More...

କାଲିଠାରୁ ସପ୍ତାହାନ୍ତ ସଟଡାଉନ୍, ସଇଁନ୍ତଲାରେ ବି ସମ୍ପୂର୍ଣ୍ଣ ବନ୍ଦ ରହିବ ଦୋକାନ ବଜାର

ସଇଁନ୍ତଲା, (ଅଜିତ କୁମାର ସାହୁ) : କରୋନା ସଂକ୍ରମଣକୁ ରୋକିବା ଲାଗି ବଲାଙ୍ଗିର ଜିଲ୍ଲାର ବଲାଙ୍ଗିର ଓ ଟିଟିଲାଗଡ଼ ମ୍ୟୁନିସିପାଲିଟି ଅଂଚଳ ତଥା ତୁଷୁରା, ପାଟଣାଗଡ଼ ଓ କଂଟାବାଂଜି ଏନ୍‌ଏସି ଅଂଚଳ ଶନିବାର ଓ ରବିବାର ସପ୍ତାହାନ୍ତ ସଟଡାଉନ୍ ପାଇଁ ପ୍ରଶାସନ ପକ୍ଷରୁର ପ୍ରସ୍ତୁତି ଆରମ୍ଭ
Read More...

ମାନବିକତାର ଉଦାହରଣ : ହାତ ବଢାଇଲେ ସାମାଜିକକର୍ମୀ, ଫେରୁଛି ଚୁମ୍‌କିର ଶବ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଜୀବନ ବଞ୍ଚାଉଥିବା ଡାକ୍ତର ତଥା ଡାକ୍ତରଖାନା ସାମନ୍ୟ କିଛି ପାଇସା ପାଇଁ ଶବକୁ ମଧ୍ୟ ବନ୍ଧା ରଖିବାରେ ପଛାଉ ନଥିବା ବେଳେ କିଛି ସମାଜିକ କର୍ମୀ କିଭଳି ଦେବଦୂତ ସାଜି ସାହାଯ୍ୟର ହାତ ବଢାନ୍ତି, ଆଜି ତାର ଏକ ବିଶେଷ ଉଦାହରଣ ଦେଖିବାକୁ ମିଳିଛି । ଜନମାନସରେ
Read More...

ନନ୍ଦନବନକୁ ରାଜ୍ୟ ପରିବେଶ ପାର୍କ ଭାବେ ଗଢିବା ପାଇଁ ଜିଲ୍ଲାସ୍ତରୀୟ ଅଧିକିରୀଙ୍କ ପ୍ରସ୍ତୁତି ବୈଠକ

ବୌଦ୍ଧ, (ବଂଶୀଧର ମାଝୀ): ବୌଦ୍ଧ ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ରଙ୍କ ଅଧ୍ୟକ୍ଷତାରେ ରାଜ୍ୟ ପରିବେଶ ଉଦ୍ୟାନ (ନନ୍ଦନ ବନ) ବୌଦ୍ଧରେ ପ୍ରତିଷ୍ଠା ସମ୍ବନ୍ଧରେ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଏହି ଆଲୋଚନା ଚକ୍ରରେ ବନଖଣ୍ଡ ଅଧିକାରୀ ତଥା
Read More...

ବଲାଙ୍ଗିର ଜିଲ୍ଲାରେ ଏବେ ଏକ୍‌ଟିଭ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୧୫୭୦, ଆଜି ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୨୧୧ : ବଲାଙ୍ଗିର…

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ଏବେ ଏକ୍‌ଟିଭ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୧୫୭୦ ରହିଥିବା ବେଳେ ଆଜି ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୨୧୧ ଏବଂ ବଲାଙ୍ଗିର ପୌରାଂଚଳରୁ ୫୯ ଚିହ୍ନଟ ହୋଇଥିବା ସରକାରୀ ରିପୋର୍ଟରେ କୁହାଯାଇଛି । ବଲାଙ୍ଗିର ପୌରାଂଚଳ ୱାର୍ଡ ନଂ.୧୦ରୁ ୨, ୧୧ରୁ ୩,
Read More...

ରବି ଧାନ କ୍ରୟ ନିମନ୍ତେ ଜିଲ୍ଲା ସ୍ତରୀୟ କ୍ରୟ କମିଟି ବୈଠକ

ସୁବର୍ଣ୍ଣପୁର, (ପ୍ରଭୁଦ‌ତ୍ତ ରଥ) : ସୁବର୍ଣ୍ଣପୁର ଜିଲ୍ଲାରେ ରବି ଧାନ କ୍ରୟ ନିମନ୍ତେ ଜିଲ୍ଲା ସ୍ତରୀୟ କ୍ରୟ କମିଟି ବୈଠକ ଜିଲ୍ଲାପାଳ ଶ୍ରୀମତୀ ମୋନିଷା ବାନାର୍ଜୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ବୈଠକରେ ଚଳିତ ବର୍ଷ ଜିଲ୍ଲାରେ
Read More...