Daily Archives

କରୋନା କାଳର କରୁଣ ଚିତ୍ର : କରୋନା ସଚେତନତା ଗୀତ ଗାଇ ମାଗୁଛନ୍ତି ଭିକ୍ଷା କଳାକାର ରାମନାଥ

ସଇଁନ୍ତଲା, (ଅଜିତ କୁମାର ସାହୁ) : ସାରା ରାଜ୍ୟରେ କରୋନା ମହାମାରୀର ଦ୍ବିତୀୟ ଲହରୀ ଯୋଗୁଁ ଅନେକ ଲୋକଙ୍କ ଜୀଵନ ଜୀବିକା ଠପ୍‌ ହୋଇ ପଡିଛି । କାମ ଧନ୍ଦା ନ ପାଇ ଲୋକେ ଅନ୍ୟ ରାଜ୍ୟକୁ ଦାଦନ ଖଟିବା ପାଇଁ ଯାଇଛନ୍ତି । ବଲାଙ୍ଗିର ଜିଲ୍ଲା ମୁରିବାହାଲ୍‌ ବ୍ଲକ ମାଲିଶିରା ଗାଁର ରାମନାଥ ଷାଣ୍ଢ
Read More...

ଦୁଇ ଝିଅଙ୍କୁ ଛାଡ଼ି ପ୍ରେମିକ ସହ ମା’ ଚଂପଟ

ପାଟଣାଗଡ଼, (ଗୋରେଖନାଥ ବରିହା) : ପ୍ରେମ ଆଗରେ ମା'ର ସ୍ନେହ, ମମତା ବଳି ପଡିଗଲା। ଭୁଲିଗଲା ଦଶମାସ ଦଶ ଦିନ ଗର୍ଭରେ ଧରି ଜନ୍ମ ଦେଇଥିବା ଶିଶୁମାନଙ୍କୁ । ଭୁଲିଗଲା ଛୁଆଙ୍କ ସ୍ନେହବୋଳା ମା' ଡାକ । ସବୁ ତୁଛ ହୋଇଛି ପ୍ରେମ ଆଗରେ । ଶେଷରେ ପ୍ରେମିକ ସହ ଚଂପଟ ମାରିଛି ଜଣେ ମା' । ଏଭଳି ଏକ
Read More...

ବଲାଙ୍ଗିର ଜିଲ୍ଲା ପ୍ରଶାସନ ପକ୍ଷରୁ ‘କୋଭିଡ଼-୧୯ ନଲେଜ୍‌ ହବ୍‌’ ଆସନ୍ତା ୨୩ରେ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ପ୍ରଶାସନ ପକ୍ଷରୁ ‘କୋଭିଡ଼-୧୯ ନଲେଜ୍‌ ହବ୍‌’ ଆସନ୍ତା ୨୩ ତାରିଖ ସଂଧ୍ୟା ୫ଟା ସମୟରେ ଅନ୍‌ଲାଇନ୍‌ରେ ଅନୁଷ୍ଠିତ ହେବ । ଏ ସଂକ୍ରାନ୍ତରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ଫେସ୍‌ବୁକ୍‌ ଲାଇଭ୍‌, ଟ୍ୟୁଟିର୍‌ ଲାଇଭ୍‌ ତଥା
Read More...

ଧାର୍ମିକ ଅନୁଷ୍ଠାନ ପରେ ରାଜଧାନୀର ସମସ୍ତ ପାର୍କରେ କଟକଣା

ଭୁବନେଶ୍ୱର : ରାଜ୍ୟରେ କରୋନା ସଂକ୍ରମଣ ବଢ଼ୁଥିବାରୁ ଏହାକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଗତକାଲି ଏକ ବଡ଼ ନିଷ୍ପତ୍ତି ନିଆଯାଇଥିଲା । ରାଜଧାନୀ ଭୁବନେଶ୍ୱରରେ ଥିବା ସମସ୍ତ ଧାର୍ମିକ ଅନୁଷ୍ଠାନ ଗୁଡ଼ିକୁ ଭକ୍ତଙ୍କ ପ୍ରବେଶ ଉପରେ ବାରଣ ଲଗାଯିବା ପରେ ଆଜି ରାଜଧାନୀରେ ଥିବା
Read More...

କୋଭିଡ୍‌ ଯୋଦ୍ଧାଙ୍କୁ ପ୍ରଶାସନର ଅଣଦେଖା : ସିଡିଏମଓଙ୍କୁ ଦାବୀପତ୍ର

ସଇଁନ୍ତଲା, (ଅଜିତ କୁମାର ସାହୁ) : କରୋନା ମହାମାରୀ ଯୋଗୁଁ ଅନେକ ଲୋକଙ୍କ ଜୀବନ ଯାଇଥିବା ବେଳେ ଅନେକ ଲୋକ ଘରୁ ବାହାରିବା ପାଇଁ ମଧ୍ୟ ଭୟ କରୁଛନ୍ତି । କରୋନାରେ ଜଣେ ବ୍ୟକ୍ତି ଯଦି ମୃତ୍ୟୁ ବରଣ କରେ ସେହି ଶବକୁ ଛୁଇଁବା ପାଇଁ ତାଙ୍କ ପରିବାର ଲୋକେ ଭୟ କରୁଥାଆନ୍ତି ହେଲେ ନିଜ ଜୀବନକୁ
Read More...

କୋଲକାତାକୁ ୧୮ ରନରେ ହରାଇ ଟେବୁଲର ଶୀର୍ଷ ସ୍ଥାନକୁ ଉତ୍ତୀର୍ଣ୍ଣ କଲା ସିଏସକେ

ମୁମ୍ବାଇ : ଚଳିତ ଆଇପିଏଲ୍‌ର ପଞ୍ଚଦଶ ମ୍ୟାଚ୍‌ରେ ଚେନ୍ନାଇ ସୁପରକିଙ୍ଗ୍ସ (ସିଏସ୍‌କେ) ୧୮ ରନ୍‌ରେ ଅନ୍ୟତମ ପୂର୍ବବିଜେତା କୋଲକାତା ନାଇଟ୍ ରାଇଡର୍ସ (କେକେଆର୍‌)କୁ ପରାସ୍ତ କରିଛି । ଋତୁରାଜ (୬୪) ଓ ଦକ୍ଷିଣ ଆଫ୍ରିକୀୟ ଡୁ’ପ୍ଲେସିସ୍ (୯୫ଞ୍ଚ) ଆରମ୍ଭରୁ କେକେଆ‌ର୍‌ ବୋଲରଙ୍କୁ ଘନ ଘନ
Read More...

ପାଣି ପାଇଁ ଡହକ ବିକଳ ଚାଉଲସୁଖା ଓ ଧୁମସୁ ଗ୍ରାମବାସୀ : ଏକ ଲକ୍ଷ ଲିଟର କ୍ଷମତା ବିଶିଷ୍ଟ ପାଣି ଟାଙ୍କିର ପାଣି ସର୍ବ…

କଂଟାବାଂଜି, (ମନୀଶ କୁମାର ହଂସ) : ତୁରେକେଲା ବ୍ଲକ ଚାଉଲସୁଖା ପଂଚାୟତ ସଦର ଗ୍ରାମରେ ଚଳିତ ଗ୍ରୀଷ୍ମ ଋତୁରେ ଗ୍ରାମବାସୀ ପାଣି ମୁନ୍ଦାଏ ପାଇଁ ଡହକ ବିକଳ ହେଉଛନ୍ତି । ଗ୍ରାମରେ ପାଣିର ଅଭାବ ଯୋଗୁଁ ଗ୍ରାମର ବିଭିନ୍ନ ମହିଳା ସ୍ୱଂୟ ସହାୟକ ଗୋଷ୍ଠୀ ଏବଂ ଗ୍ରାମବାସୀ ସରପଂଚଙ୍କ ଜରିଆରେ
Read More...

କରୋନାରେ ଆକ୍ରା‌ନ୍ତ ହେଲେ ସୁପ୍ରିମକୋର୍ଟର ୪ ଜଣ ବିଚାରପତି

ନୂଆଦିଲ୍ଲୀ : ପୂର୍ବରୁ କର୍ମଚାରୀ ସଂକ୍ରମିତ ହୋଇଥିବା ବେଳେ ଏବେ ୪ ଜଣ ବିଚାରପତି ପଜିଟିଭ୍ ଚିହ୍ନଟ ହୋଇଥିବା ଖବର ମିଳିଛି । ୪ ଜଣ ବିଚାରପତିଙ୍କ ମଧ୍ୟରୁ ଜଣେ ବିଚାରପତି ଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ଅଛନ୍ତି । ଅନ୍ୟ ୩ ଜଣ କ୍ୱାରେଣ୍ଟାଇନରେ ଅଛନ୍ତି । ସଂକ୍ରମିତ ହୋଇଥିବା ୪ ବିଚାରପତି
Read More...

କରୋନା ସଂକ୍ରମଣର ଅସଂଭାଳ ରେକର୍ଡ : ୨୪ ଘଣ୍ଟା ମଧ୍ୟରେ ଦେଶରେ ୩.୧୪ ଲକ୍ଷରୁ ଅଧିକ ନୂଆ ମାମଲା, ୨୧୦୪ ଲୋକ ପ୍ରାଣ…

ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମଣରେ ପୂର୍ବର ସମସ୍ତ ରେକର୍ଡ ଭାଙ୍ଗି ଯାଇଛି, କାରଣ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନା ଭୂତାଣୁର ଅସମ୍‌ମ୍ଭାଳ ନୂତନ ମାମଲା ରିପୋର୍ଟ ହୋଇଛି । ଏହା ପୂର୍ବରୁ କୌଣସି ଦେଶରେ ବି ଏହି ରେକଡର଼୍ ନଥିଲା । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ଗତ
Read More...

ଭାରତରେ କରୋନାର ୨ୟ ତରଙ୍ଗ କେବେ ଶିଖରରେ ପହଞ୍ଚିବ ? ସିଇଏ କୃଷ୍ଣମୂର୍ତ୍ତି ସୁବ୍ରମଣ୍ୟନ୍ ଦେଲେ ସୂଚନା

ନୂଆଦିଲ୍ଲୀ : ଭାରତରେ କରୋନା ଭାଇରସର ଦ୍ୱିତୀୟ ତରଙ୍ଗ ଭୟବହ ହେବାରେ ଲାଗିଛି ଏବଂ କ୍ରମାଗତ ଭାବରେ ରେକର୍ଡ ମାମଲା ସାମ୍‌ନାକୁ ଆସୁଛି । ଏହି ସମୟରେ ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା (ସିଇଏ) କେ.ଭି ସୁବ୍ରମଣ୍ୟନ କହିଛନ୍ତି ଯେ, କରୋନା ଭାଇରସର ଦ୍ୱିତୀୟ ତରଙ୍ଗ ମେ' ମାସ ମଧ୍ୟ ଭାଗରେ
Read More...