Daily Archives

ଆଜିଠାରୁ ରାଜଧାନୀର ସମସ୍ତ ଧାର୍ମିକ ଅନୁଷ୍ଠାନଗୁଡ଼ିକରେ ଭକ୍ତଙ୍କ ପ୍ରବେଶ ମନା

ଭୁବନେଶ୍ୱର, (କେ. ସତ୍ୟନାରାୟଣ ରେଡ୍ଡୀ ) : ରାଜ୍ୟରେ କରୋନା ସଂକ୍ରମଣ ବଢ଼ୁଥିବାରୁ ଏହାକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଏକ ବଡ଼ ନିଷ୍ପତ୍ତି । ଆଜି ଠାରୁ ରାଜଧାନୀ ଭୁବନେଶ୍ୱରରେ ଥିବା ସମସ୍ତ ଧାର୍ମିକ ଅନୁଷ୍ଠାନ ଗୁଡ଼ିକୁ ଭକ୍ତଙ୍କ ପ୍ରବେଶ ଉପରେ ବାରଣ ଲଗାଯାଇଛି ।
Read More...

ଅରବିନ୍ଦ କେଜ୍ରିୱାଲ ସରକାର ଶ୍ରମିକମାନଙ୍କୁ ୫ ହଜାର ଟଙ୍କା ଲେଖାଏଁ ଦେବେ : ଲକ୍‌ଡ଼ାଉନ୍‌ରେ ହେବ ନାହିଁ କୌଣସି…

ନୂଆଦିଲ୍ଲୀ : ଦେଶର ରାଜଧାନୀରେ ଶ୍ରମିକମାନଙ୍କୁ ୫୦୦୦ ଟଙ୍କା ସହାୟତା ଯୋଗାଇ ଦେବା ପାଇଁ ଦିଲ୍ଲୀ ସରକାର ମଙ୍ଗଳବାର ଦିନ ହାଇକୋର୍ଟରେ ଏକ ଆଫିଡେଭିଟ୍ ଦାଖଲ କରିଛନ୍ତି । ସୂଚନା ଅନୁସାରେ କରୋନା ସଂକ୍ରମଣ ବୃଦ୍ଧି ହେତୁ ବହୁ ସଂଖ୍ୟକ ପ୍ରବାସୀ ଶ୍ରମିକ ଏକ ସପ୍ତାହ ବନ୍ଦ ଡାକରା ଦେବା ପରେ
Read More...

ଶିକ୍ଷକ ନିରଞ୍ଜନ ନାହକଙ୍କ ଅସ୍ୱାଭାବିକ ମୃତ୍ୟୁ : ରହସ୍ୟ ଭିତ୍ତିରେ ଜଣେ ମହିଳାଙ୍କ ପ୍ରେମ ସମ୍ପର୍କ : ମହିଳା ଅଟକ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ପୋଲସରା ଥାନା ଅନ୍ତର୍ଗତ ମଥୁରା ଗୁଡିମାଳ ଗ୍ରାମର ନିରଞ୍ଜନ ନାହକଙ୍କ ମୃତ୍ୟୁ ହୋଇଛି । କଳମ୍ବ ଗ୍ରାମ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଭାବେ କାର୍ୟ୍ୟରତ କରୁଥିଲେ ନିରଞ୍ଜନ ନାହକ । ମଙ୍ଗଳବାର ସକାଳୁ ମାର୍ଦା ମନ୍ଦିର ଛକ ନିକଟରେ
Read More...

‘ରାମ ନବମୀ’ରେ ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତା : କରୋନା ସଙ୍କଟ କାଳରେ ‘ମର୍ଯ୍ୟାଦା’…

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ଦିନ ରାମ ନବମୀରେ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇବା ସହ କରୋନା ସଂକ୍ରମଣର ସୁରକ୍ଷା ପାଇଁ 'ଦବାଇ ଭି, କାଡ଼ାଇ ଭି'ର ମନ୍ତ୍ର ମନେ ରଖିବାକୁ ଦେଶବାସୀଙ୍କୁ ଆହ୍‌ହ୍ୱାନ କରିଛନ୍ତି । ସେ ଟୁଇଟ୍ କରି କହିଛନ୍ତି, ଆଜି 'ରାମ ନବମୀ' ଏବଂ
Read More...

ହାତୀ ଉପଦ୍ରବ : ଗୋଟିଏ ଦିନରେ ୪ ଜଣ ନିରୀହଙ୍କ ଜୀବନ ହାନୀ

ଆଗଲପୁର, (କେପିଏନ୍‌ଏସ୍‌) : ଦିନକୁ ଦିନ ହାତୀ ଉପଦ୍ରବରେ ନିରୀହଙ୍କ ମୁଣ୍ଡ ଗଡି ଚାଲିଥିବା ବେଳେ ଆଜି ପୁଣି ହାତୀ ଆକ୍ରମଣରେ ୪ ନିରୀହଙ୍କ ମୁଣ୍ଡ ଗଡିଛି ବୋଲି ଖବର ମଳିଛି । ସୂଚନା ଯୋଗ୍ୟ ଯେ, ଆଜି ଭୋର ସକାଳ ୫ ଟାରେ ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ଭରସୁଜା ପଞ୍ଚାୟତର ଦର୍ଲିପାଲି
Read More...

କରୋନାରେ ଭୀଷଣ ‌ସ୍ଥିତି : ମହାରାଷ୍ଟ୍ରରେ ଲକ୍‌ଡ଼ାଉନ୍‌ ନି‌ଷ୍ପତ୍ତି, ଝାଡଖଣ୍ଡରେ ଲକଡାଉନ୍ ଘୋଷଣା, କର୍ଣ୍ଣାଟକରେ…

ନୂଆଦିଲ୍ଲୀ : କରୋନାଙ୍କ ବିଷୟରେ ସମାନ ପ୍ରକାରର ସ୍ୱର ଶୁଣାଯାଉଛି ଯେ, ଅବସ୍ଥା ଅତ୍ୟନ୍ତ ଖରାପ । ଜ୍ୱର, କାଶ, ଥଣ୍ଡା ଯୋଗୁଁ ପରିବାର ମାନେ ଭୟଭୀତ । ସେମାନେ ପଜିଟିଭ୍‌ କି ନୁହେଁ ତାହା ଜଣା ନାହିଁ, କାରଣ ପରୀକ୍ଷା ସରିବାକୁ ସେମାନଙ୍କୁ ତିନିରୁ ଚାରି ଦିନ ଅପେକ୍ଷା କରିବାକୁ ପଡିବ ।
Read More...

କରୋନା ଉତ୍‌ପାତ୍‌ : ରାଜ୍ୟରେ ୫ ହଜାର ପାଖାପାଖି ନୂଆ ଆକ୍ରାନ୍ତଙ୍କ ସଂଖ୍ୟା, ସକ୍ରିୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା…

ଭୁବନେଶ୍ୱର, (କେପିଏନ୍‌ଏସ୍‌) : କରୋନା ଉତ୍‌ପାତ୍‌ ବଢ଼ି ବଢ଼ି ଚାଲିଛି । ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୪୮୫୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨୮୧୪ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୨୦୩୭ ଜଣ ଆଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସଂପର୍କ
Read More...

ଦିବଂଗତ ସାମ୍ବାଦିକ ଯତୀଶ ଖମାରିଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ

ଟିଟିଲାଗଡ, (ଗୌରବ ଦର୍ଜୀ) : ଟିଟିଲାଗଡ଼ ସହର ସ୍ଥିତ ସ୍ଥାନୀୟ ଜଲାରାମ ହୋଟେଲ ପରିସରରେ ପାଟଣାଗଡର ବରିଷ୍ଠ ସାମ୍ବାଦିକ ଯତୀଶ ଚନ୍ଦ୍ର ଖମାରିଙ୍କ ଅକାଳ ବିୟୋଗରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ମହାମାରୀ କୋଭିଡ-୧୯ର ଭୟାବହତାକୁ ନେଇ ଜାରି ହୋଇଥିବା କୋଭିଡ-୧୯ ନିୟମ
Read More...

ଗାଳ୍ପିକା ଗାୟତ୍ରୀ ସରାଫ୍‌ଙ୍କ କଥା ସମଗ୍ର କଥାୟନ-୧ ଓ କଥାୟନ-୨ ପ୍ରକାଶ ପାଇଲା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗାଳ୍ପିକା ଗାୟତ୍ରୀ ସରାଫ୍‌ଙ୍କ କଥା ସମଗ୍ର କଥାୟନ-୧ ଓ କଥାୟନ-୨ ଇତି ମଧ୍ୟରେ ପ୍ରକାଶିତ ହୋଇ ପାଠକାର୍ପିତ ହୋଇଛି । ଏହି ଅବସରରେ ଗାଳ୍ପିକା କହିଛନ୍ତି ଯେ, ପାଠକମାନେ ମୋର ଈଶ୍ୱର । ସେମାନେ ଚାହିଁଲେ ମୋର ସବୁ ଗପ ଏକାଠି ପଢ଼ିବାକୁ । ତେଣୁ ମୋର ଏଇ କଥା
Read More...