Daily Archives

ଏବେ ବି ବଞ୍ଚିଛି ମାନବିକତା

କଂଟାବାଂଜି , (କୈଳାଶ ସଗ୍ରିଆ) : ବର୍ତ୍ତମାନ ସାରା ବିଶ୍ୱକୁ କରୋନାର ଦ୍ୱିତୀୟ ଲହରୀ ଗ୍ରାସ କରିଥିବା ବେଳେ ପରିସ୍ଥିତି ଅସମ୍ଭାଳ ହେଲାଣି । ଏହି ଭଳି ପରିସ୍ଥିତିରେ ରକ୍ତର ମଧ୍ୟ ମହା ସଙ୍କଟ ଦେଖାଦେଇଛି ।ଇତିମଧ୍ୟରେ ତୁରେକେଲା ଗ୍ରାମର ୧୪ବର୍ଷର ବାଳକ ସୁମିତ ପୁଟେଲ ସିକ୍‌ଲିଙ୍ଗ ରୋଗୀ
Read More...

ଓଡ଼ିଶା ପୋଲିସ ମହାନିର୍ଦ୍ଦେଶକ‌ଙ୍କ ବଲାଙ୍ଗିର ଗ‌ସ୍ତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଓଡ଼ିଶା ପୋଲିସ ମହାନିର୍ଦ୍ଦେଶକ ଅଭୟ ଆଜି ପୂର୍ବାହ୍ନରେ ବଲାଙ୍ଗିର ଗସ୍ତରେ ଆସିଛନ୍ତି । ସେ ହେଲିକପ୍ଟର ଯୋଗେ ମନୋହରପୁର ପୋଲିସ ପଡ଼ିଆ ହେଲିପ୍ୟାଡରେ ପହଞ୍ଚି ସ୍ଥାନୀୟ ରିଜର୍ଭ ପୋଲିସ କାର୍ୟ୍ୟାଳୟକୁ ପହଂଚିଥିଲେ । ଜିଲାର କୋଭିଡ୍‌ ପରିସ୍ଥିତି ଓ
Read More...

କେହେନ୍‌ସି ବି ଛେଁକେନ୍‌ କେ ନେଇଁ ମାନ୍‌ବାର୍‌ କରୋନା : ଲହଁକି ଯଉଛେ ଇଥିତାହିଁ, ସଭେ ହୁସିଆର୍‌ ହଉନ୍

ବଲାଙ୍ଗିର, (କେପିଏନ୍‌ଏସ୍‌) : କେହେନ୍‌ସି ବି ଛେଁକେନ୍‌ କେ ନେଇଁ ମାନ୍‌ବାର୍‌ କରୋନା । ଲହଁକି ଯଉଛେ ଇତିତାହିଁ । ଗଲା ୨୪ ଘଂଟା ଥି ଗୁଟେ ଦିନେ ଦେଶେ ୨ ଲାଖ୍‌ ୯୫ ହଜାର୍‌ ଲୋକ୍‌ କରୋନାର ଚପେଟ୍‌ ଥି ଆସିଛନ୍‌ । ସେଥି ଫେର୍‌ ଆମର୍‌ ଦେଶ୍‌ ଥି ୨୦୨୩ ଜନ୍‌କର୍‌ ଜୀବନ୍‌ ଯାଇଛେ କରୋନା
Read More...

ଦଶମ ପରୀକ୍ଷାକୁ ବାତିଲ କଲେ ରାଜ୍ୟ ସରକାର

ଭୁବନେ‌ଶ୍ୱର, (ସୁଶା‌ନ୍ତ ସାହୁ) : : କରୋନା ସଂକ୍ରମଣକୁ ଦେଖି ଆଜି ଆଜି ରାଜ୍ୟ ସରକାର ପକ୍ଷରୁ ଏକ ବଡ ନିଷ୍ପତ୍ତି ନିଆଯାଇଛି । ପୂର୍ବରୁ ସିବିଏସଇ ବୋର୍ଡ ଦଶମ ପରୀକ୍ଷାକୁ ବାତିଲ କରିଥିବା ବେଳେ ରାଜ୍ୟ ସରକାର ମାଧ୍ୟମିକ ଶିକ୍ଷା ପରିଷଦ ଦ୍ଵାରା ପରିଚାଳିତ ଦଶମ ପରୀକ୍ଷାକୁ ସ୍ଥଗିତ
Read More...

ଧଏନ୍‌ ଇ’ କବି ଜୀବନ୍

ଖୋବ୍‌ ଖରା । ତାଲୁ ଫାଟି ଗଲା ମେତାନ୍‌ ଲାଗୁଥାଏ । ମଦନ ପାଟନାଗଡ଼୍‌ ନୁ ବାହାରିଛେ ଦିନର ୧୧ ବଜେ ମୋଟର୍‌ ସାଇକେଲ୍‌ ଥି । ଠିକ୍‌ ଠିଆ ଖରା ୧ ବଜା କେ ପୁହୁଁଚିଲା ବଲାଙ୍ଗିରେ । ଯାହା ଯେନ୍‌ତା ହାଟ୍‌ବାଟ୍‌ ସବୁ ଗୁଟେ ମୁହୁଁଡ଼ା ଥି ସାରିଦେଲା ୨ ବଜେ ଭିତ୍‌ରେ । ତାର୍‌ ହିସାବେ ଫେର୍‌
Read More...

କୋଭିଡ୍‌ ମୁକାବିଲା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ରାଜ୍ୟରେ କୋଭିଡ ପରିସ୍ଥିତିର ସମୀକ୍ଷା କରିଛନ୍ତି । ଏଥି ସହିତ କରୋନା ନିୟନ୍ତ୍ରଣ ପାଇଁ ମୁଖ୍ୟମନ୍ତ୍ରୀ "୬-ସୂତ୍ରୀ" ପରାମର୍ଶ ଦେଇଛନ୍ତି । ହସ୍‌ପିଟାଲରେ ଅଧିକ ଶଯ୍ୟା ସହ ଅକ୍‌ସିଜେନ୍‌ ବ୍ୟବସ୍ଥା
Read More...

ଉଦ୍ୟାନ ବିଭାଗ ଅବସରପ୍ରାପ୍ତ ପିଅନ ବସୁଦେବ ବାଗଙ୍କ ପରଲୋକ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ବ୍ଳକ ଧୁବଲପଡା ପଞ୍ଚାୟତ ଭାଲୁଜୁରି ଗ୍ରାମର ଉଦ୍ୟାନ ବିଭାଗର ଅବସରପ୍ରାପ୍ତ ପିଅନ ବାସୁଦେବ ବାଗ(୭୭)ଙ୍କ ପରଲୋକ ହୋଇଯାଇଛି । ସ୍ବର୍ଗତ ବାଗ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ । ବଲାଙ୍ଗୀର ଭୀମ ଭୋଇ ମେଡିକାଲ ଡାକ୍ତରଖାନାରେ ଚିକିତ୍ସାଧୀନ
Read More...

ଦୋକାନୀ ପୀତାମ୍ବର ସାହୁଙ୍କ ଆତ୍ମହତ୍ୟା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ବୁଗୁଡା ଥାନା ଅନ୍ତର୍ଗତ ବୁଗୁଡା ସହରର ବ୍ଲକ ଛକ ନିକଟରେ ଥିବା ମା ମହାମାୟୀ ଜେନେରାଲ ଷ୍ଟୋରର ମାଲିକ ପିତାମ୍ବର ସାହୁ (୨୮) ଗତ ରାତ୍ରରେ ଦଉଡି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡିଛି । ଗାଙ୍ଗପୁର ଥାନା ଅନ୍ତର୍ଗତ ପାଇଲପଡ଼ା
Read More...

ବ୍ରହ୍ମପୁରର ମା’ବୁଢ଼ୀଠାକୁରାଣୀଙ୍କ ଦ୍ଵି-ବାର୍ଷିକ ଯାତ୍ରା ଉଦଯାପିତ : ପୁଣି ଦୁଇବର୍ଷ ପରେ

ବ୍ରହ୍ମପୁର, (କେ.ସତ୍ୟ ନାରାୟଣ ରେଡ୍ଡୀ) : ମଙ୍ଗଳବାର ଦିନ ବ୍ରହ୍ମପୁର ସହରର ଐତିହାସିକ ମାଆ ସାଆନ୍ତାଣୀ ବୁଢ଼ୀ ଠାକୁରାଣୀଙ୍କ ଦ୍ଵିବାର୍ଷିକ ଯାତ୍ରା ମଙ୍ଗଳବାର ଉଦଯାପିତ ହୋଯାଇଛି । ଏପ୍ରିଲ ୯ ତାରିଖ ବିଳମ୍ବିତ ରାତ୍ରୀରେ ମାଆ ନିଜ ମନ୍ଦିରରୁ ବାହାରୁ ଦେଶୀବେହେରା ସାହିରେ ନିର୍ମିତ
Read More...

ଅଗ୍ନିବିପନ୍ନଙ୍କୁ ସମବେଦନା ସହ ସହାୟତା କଲେ ବିଧାୟିକା ଲତିକା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ବଡ ଖଇରଖମା ଗ୍ରାମପଞ୍ଚାୟତରେ ଅଗ୍ନିବିପନ୍ନଙ୍କୁ ସମବେଦନା ଜଣାଇବା ସହିତ କବିସୂର୍ୟ୍ୟନଗର ବିଧାୟିକା ଶ୍ରୀମତୀ ଲତିକାପ୍ରଧାନ ଘଟଣା ସ୍ଥଳ ଗସ୍ତ କରି ବିପନ୍ନଙ୍କୁ ସହାୟତା ପ୍ରଦାନ କରିଥିଲେ । କ୍ଷତି
Read More...