Daily Archives

କରୋନା ସଂକ୍ରମଣ ପ୍ରତି ସଚେତନ ହେବା ଜରୁରୀ : ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୩୨୨, ବଲାଙ୍ଗିର…

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଢ଼ୁଛି କରୋନା ସଂକ୍ରମଣ ଦିନକୁ ଦିନ ଆହୁରି ଆହୁରି । ଏଥିପାଇଁ ବଲାଙ୍ଗିର ଜିଲ୍ଲାବାସୀ ସଚେତନ ହେବା ନିହାତି ଆବଶ୍ୟକ । ସରକାରଙ୍କ କୋଭିଡ଼ ଗାଇଡ୍‌ ଲାଇନ୍‌ ମାନିବା ସହ ମୁହଁରେ ମାସ୍କ ପରିଧାନ କରିବା, ବାରମ୍ବାର ହାତ ଧୋଇବା, ସାନିଟାଇଜର୍‌ ବ୍ୟବହାର କରିବା
Read More...

ଅବକାରୀ ବିଭାଗ ପକ୍ଷରୁ ଚଢାଉ କରି ୧୩ କେଜି ଗଂଜେଇ ଜବତ ସହ ଜଣେ ଗିରଫ

ଯାଜପୁର : ଅବକାରୀ ବିଭାଗ ପକ୍ଷରୁ ଚଢାଉ କରି୧୩ କେଜି ଗଂଜେଇ ଜବତ ସହ ଜଣକୁ ଗିରଫ କରାଯାଇଛି ବୋଲି ଖବର ମଳିଛି । ସୂଚନା ଯୋଗ୍ୟ ଯେ, ଯାଜପୁର ଜିଲ୍ଲା ଜେନାପୁର ଥାନା ଅନ୍ତର୍ଗତ ମଧୁସୂଦନପୁର ଗାଁରେ ଅବକାରୀ ଅଧୀକ୍ଷକ ଦେବୀ ପ୍ରସାଦ ଦାଶଙ୍କ ନିର୍ଦ୍ଦେଶ କ୍ରମେ ଚଢ଼ାଉ କରାଯାଇଥିଲା । ତେବେ
Read More...

ବ୍ରହ୍ମକୁମାର ବ୍ୟାସଦେବ ପ୍ରଧାନଙ୍କ ପରଲୋକ

ପାଟଣାଗଡ଼, (ଗୋରେଖନାଥ ବରିହା) : ବ୍ରହ୍ମକୁମାର ବ୍ୟାସଦେବ ପ୍ରଧାନ(୫୬)ଙ୍କ ଆଜି ବଲାଙ୍ଗିର ଭୀମ ଭୋଇ ମେଡ଼ିକାଲ କଲେଜ ହସ୍‌ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇ ଯାଇଥିବା ଜଣାପଡ଼ିଛି । ତାଙ୍କ ନିକଟ ସଂପର୍କୀୟଙ୍କ ଅନୁସାରେ ସେ କରୋନା ସଂକ୍ରମିତ ହୋଇ ଚିକିତ୍ସିତ ହେଉଥିଲେ ।
Read More...

ସ୍ଥଗିତ ରହିଲା ୟୁଜିସି-ନେଟ ପରୀକ୍ଷା

ନୂଆଦିଲ୍ଲୀ : ଦେଶରେ ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଆସନ୍ତା ମେ ମାସରେ ହେବାକୁ ଥିବା ୟୁଜିସି-ନେଟ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି । ଆଜି ଏ ନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଡ. ରମେଶ ପୋଖରିୟାଲ ନିଶା । ତେବେ ୨୦୨୦ ଡିସେମ୍ବର ୟୁଜିସି-ନେଟର ଏହି
Read More...

ଅବସରପ୍ରାପ୍ତ ହାବିଲଦାର ବସନ୍ତ କୁମାର ସଗ୍ରିଆଙ୍କ ପରଲୋକ

ତୁରେକେଲା, (କୈଳାଶ ସଗ୍ରିଆ) : ହିଆଲ ଗ୍ରା.ପ. ଅନ୍ତର୍ଗତ ଖୁଟୁଲୁମୁଣ୍ଡା ଗାଁର ଓଡ଼ିଶା ପୋଲିସ ବିଭାଗର ହାବିଲ୍‌ଦାର ବସନ୍ତ କୁମାର ସଗ୍ରିଆ(୬୩) ଗତକାଲି ଚିକିତ୍ସା ପାଇଁ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର କଣ୍ଟାବାଞ୍ଜିରେ ଭର୍ତ୍ତି ହୋଇଥିଲେ । ତେବେ ଡାକ୍ତରଙ୍କ ପରାମର୍ଶ କ୍ରମେ ତା‌ଙ୍କୁ
Read More...

ମାଠିଆ ମେଣ୍ଟାଉଛି ଶୋଷ : ବୌଦ୍ଧରେ ଚାହିଦା ବେଶୀ

ବୌଦ୍ଧ, (ମମତା ମହାକୁର) : ଆଧୁନିକ ତାର ଛାପରେ ବି ଅଧିକାଂଶ ଲୋକ ସେହି ପୁରାତନ ସମୟରେ ବ୍ୟବହୃତ ମାଠିଆ ଆଜିବି ତାର ବେଶ ଚାହିଦା ରଖିପାରିଛି । ବୌଦ୍ଧ ଜିଲ୍ଲାରର ଗାଁଠୁ ସହର ସବୁଠି ଏବେ ଖରା ତାତିକୁ ବେଶ ମାଠିଆର ବିକ୍ରି ହୋଇପାରୁଛି । ଯାହା ଫଳରେ ମାଠିଆ କାରିଗର ତଥା କୁମ୍ଭାର
Read More...

କିନ୍ନର ହତ୍ୟାକାରୀ ପ୍ରେମିକ ଗିରଫ

କଟକ : କିନ୍ନର ସହ ପ୍ରେମ ହେବା ପରେ ଲିଭ୍ ଇନ୍ ରିଲେସନସିପ୍‌ରେ ରହୁଥିଲେ । କିନ୍ତୁ ନିଷ୍ଠୁର ପ୍ରେମିକ କି‌ନ୍ନର‌ଙ୍କୁ ହତ୍ୟା କରିବା ପରେ ପୋଲିସ ‌ଦ୍ୱାରା ଗିରଫ୍‌ ହୋଇଥିବା ସୂଚନା ମିଳିଛି । କଟକ ମାଲଗୋଦାମ ଥାନା ଅନ୍ତର୍ଗତ କୋଇଲା ଡିପୋ ଡଂପ ୟାର୍ଡରେ ଏଭଳି ଏକ ଘଟଣା ଘଟିଥିବା
Read More...

ପୁରୀ ଘୋଷଯାତ୍ରା ପାଇଁ ୨ୟ ପର୍ଯ୍ୟାୟରେ ଗଲା ୩୧ଖଣ୍ଡ କାଠ

ବୌଦ୍ଧ, (ବଂଶୀଧର ମାଝୀ) : ପୁରୀରେ ହେବାକୁଥିବା ବିଶ୍ୱ ପ୍ରସିଦ୍ଧ ଘୋଷ ଯାତ୍ରା ସକାଶେ ରଥ ନିର୍ମାଣ ପାଇଁ ସୋମବାର ବୌଦ୍ଧ ବନଖଣ୍ଡ ଅଧିନସ୍ଥ ହାତୀଧରା ସଂରକ୍ଷିତ ଜଙ୍ଗଲରୁ ଦ୍ୱିତୀୟ ପର୍ଯ୍ୟାୟରେ ୩୧ଖଣ୍ଡ ଅସନ କାଠ ପଠାଗଲା । ସେଥି ମଧ୍ୟରୁ ୨୦ଫୁଟ ଲମ୍ବ ୩ଫୁଟ ଗୋଲେଇର ୧୦ଖଣ୍ଡ ଏବଂ ୧୨ଫୁଟ
Read More...

ଝାରବନ୍ଧ ବ୍ଲକ ପାଇଁ ସାଂସଦ ପ୍ରତିନିଧି ହରିହର ସାହୁଙ୍କୁ ମନୋନୀତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ସାଂସଦ ସୁରେଶ ପୂଝାରୀ ଝାରବନ୍ଧ ବ୍ଲକ ପାଇଁ ବରିଷ୍ଠ ବିଜେପି ନେତା ହରିହର ସାହୁଙ୍କୁ ମନୋନୀତ କରିଛନ୍ତି । ଶ୍ରୀ ସାହୁ ଏହା ପୂର୍ବରୁ ଝାରବନ୍ଧ - ୨ ଜୋନ ଜିଲ୍ଲାପରିଷଦ ସଦସ୍ୟ, ଭଣ୍ତାରପୁରୀ ଗ୍ରାମ ପଞ୍ଚାୟତ ସମିତି ସଭ୍ୟ, ବ୍ଳକ ସମିତି ସଂଘ ସଭାପତି
Read More...

ଭାଲୁ କାମୁଡାରେ ଯୁବକ ଗୁରୁତର ଆହତ

ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ ବନଖଣ୍ଡ ଅନ୍ତର୍ଗତ ବଘିଆପଡା ଗ୍ରାମ ପଞ୍ଚାୟତର ସମାପାଜ୍‌ ଗ୍ରାମ ନିକଟରେ ଥିବା ଜଙ୍ଗଲରେ ଭାଲୁ କାମୁଡ଼ାରେ ଜଣେ ଯୁବକ ଗୁରୁତର ଆହତ ହୋଇ ମେଡିକାଲରେ ଚିକିତ୍ସିତ ହେଉଥିବା ଜଣାପଡିଛି । ପ୍ରାପ୍ତ ସୂଚନା ମତେ ବଘିଆପଡା ପଞ୍ଚାୟତର ସମାପାଜ୍‌ ନିକଟସ୍ଥ
Read More...