Daily Archives

ରାଜସ୍ଥାନ ବୋଲରଙ୍କ କଞ୍ଜୁସ ବୋଲିଂ ପରେ ବ୍ୟାଟର ମିଲର ଓ ମୋରିସଙ୍କ ଧମାକାଦାର ପାଳି ବଳରେ ଦିଲ୍ଲୀକୁ ୩ ଉଇକେଟରେ…

ମୁମ୍ବାଇ : ମୁମ୍ବାଇର ଓ୍ବାଙ୍ଖଡ଼େ ଷ୍ଟାଡିୟମଠାରେ ଚଳିତ ଆଇପିଏଲର ୭ମ ମ୍ୟାଚରେ ଗୁରୁବାର ରାଜସ୍ଥାନ ରୟାଲ୍ସ ଦିଲ୍ଲୀ କ୍ୟାପିଟାଲ୍ସକୁ ୩ ଉଇକେଟରେ ପରାସ୍ତ କରିଛି । ଆଜି ରାଜସ୍ଥାନ ଟସ ଜିତି ଦିଲ୍ଲୀକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା । ମାତ୍ର ଦିଲ୍ଲୀର ପ୍ରାରମ୍ଭିକ
Read More...

ଆଜିର ପାଖାପାଖି ପନିପରିବା ଦର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରରେ ଆଜିର ପନିପରିବା ଦର କିଲୋ ପିଛା ପାଖାପାଖି ଯାହା ରହିଛି, ସେ ସଂପର୍କରେ ଜାଣିବା ଆସନ୍ତୁ । ବଂଧାକୋବି – ୧୬ ଟଙ୍କା, ଫୁଲକୋବି – ୩୦ ଟଙ୍କା, ବ୍ରୁକୋଲି – ୫୦, ଝୁଲଣ (ଝୁନ୍‌ଗା) – ୬୦ ଟଙ୍କା, କଖାରୁ (ମାଖନ୍‌) – ୧୫ ଟଙ୍କା, କଲରା – ୪୦
Read More...

ନବୀନ ସମ୍ବାଦପତ୍ର କବି ଓ ଲେଖକମାନଙ୍କ ଏନ୍ତୁଡ଼ିଶାଳ : ପ୍ରଫେସର ଡ଼ା. ପି.ସି. ସାହୁ

ତ୍ରୟୋବିଂଶ ନବୀନ ବିଷୁବ ମିଳନ ଓ ସାରସ୍ୱତ ସମାବେଶବ୍ରହ୍ମପୁର, (କେପିଏନ୍‌ଏସ୍‌) : ୧୯୩୦ ମସିହାରୁ ନିରବଚ୍ଛିନ୍ନ ଭାବେ ପ୍ରକାଶ ପାଇ ଆସୁଥିବା "ନବୀନ' କେବଳ ସମ୍ବାଦପତ୍ର ନୁହଁ ବରଂ କବି ଓ ଲେଖକମାନଙ୍କ ଏନ୍ତୁଡ଼ିଶାଳ ବୋଲି ବିଶିଷ୍ଟ ସମାଜସେବୀ ତଥା ଭେଷଜବିତ ଡ଼ା. ପି.ସି. ସାହୁ ମତବ୍ୟକ୍ତ
Read More...

ବିଷୁବ ମିଳନ ଅବସରରେ ରାଜ୍ୟସ୍ତରୀୟ କବିତା ପାଠୋତ୍ସବ

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ନବୀନର ତ୍ରୟୋବିଂଶ ବିଷୁବ ମିଳନ ଅବସରରେ ନବୀନ ପାଠାଗାର ଓ ସାହିତ୍ୟ ପ୍ରତିଷ୍ଠାନ ପକ୍ଷରୁ ସ୍ଥାନୀୟ ହୋଟେଲ ମୋତି ସମ୍ମିଳନୀ କକ୍ଷରେ ରାଜ୍ୟସ୍ତରୀୟ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଯାଇଛି । ପ୍ରତିଷ୍ଠାନର କାର୍ୟ୍ୟକାରୀ ସଭାପତି କବି କୃଷ୍ଣଚନ୍ଦ୍ର
Read More...

କରୋନା କାରଣରୁ ସାଂଘାତିକ ପରିସ୍ଥିତି : ଗୋଟିଏ ଦିନରେ ୨.୧୬ ଲକ୍ଷ ନୂଆ ଆକ୍ରା‌ନ୍ତ, ୧୧୮୪ ମୃତ ଏବଂ ୧୫ ଲକ୍ଷ ସକ୍ରିୟ…

ନୂଆଦି‌ଲ୍ଲୀ : କରୋନା ଭୂତାଣୁର ଦ୍ୱିତୀୟ ତରଙ୍ଗ ଅତ୍ୟନ୍ତ ମାରାତ୍ମକ ପ୍ରମାଣିତ ହେଉଛି । ଗୁରୁବାର ପ୍ରଥମ ଥର ପାଇଁ ଏହା ଦିନରେ ଦୁଇ ଲକ୍ଷ ସଂକ୍ରମଣ ସଂଖ୍ୟା ଅତିକ୍ରମ କରିଛି । ପୂର୍ବ ଦିନ ତୁଳନାରେ ଏହା ୯ ପ୍ରତିଶତ ଅଧିକ ଥିଲା । ଏହି ରାଉଣ୍ଡରେ ୧୧୮୪ ରୋଗୀଙ୍କର ମୃତ୍ୟୁ ଘଟିଛି, ଯାହା ଗତ
Read More...

ଚାଲିଗଲେ ଜଣେ ବଳି‌ଷ୍ଠ ସାମ୍ବାଦିକ : ନି‌ଷ୍ଠୁର କରୋନା ଆଗରେ ହାରିଗଲେ ଜତିଶ ଖମାରୀ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ମାଟିର ଜଣେ ବଳି‌ଷ୍ଠ ସାମ୍ବାଦିକ ଜତିଶ ଖମାରୀ(୪୬) । ଦୀର୍ଘ ୨୫ ବର୍ଷ ଧରି ତା‌ଙ୍କ ସା‌ମ୍ବାଦିକ ଜୀବନ ଯାତ୍ରା । ନିଷ୍ଠୁର କରୋନା କବଳରେ ସେ ହାରି ଯାଇଛ‌ନ୍ତି । ଗତକାଲି ରାତି ୧୦ଟା ସମୟରେ ତା‌ଙ୍କ ଦେହାନ୍ତ ଘଟିଛି । ତା‌ଙ୍କ ପରଲୋକରେ ସାରା
Read More...

ସପ‌ତ୍ନୀ ଦ୍ୱିତୀୟ ପର୍ଯ୍ୟାୟ ଟୀକା ଗ୍ରହଣ କଲେ ନରସିଂହ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ବଲାଙ୍ଗିର ବିଧାୟକ ତଥା କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ସପତ୍ନିକ କରୋନା ପ୍ରତିଷେଧକର ଦ୍ୱିତୀୟ ପର୍ଯ୍ୟାୟ ଟୀକା ଗ୍ରହଣ କରିଛନ୍ତି । ଗତକାଲିି ତାଙ୍କର ପ୍ରଥମ ପ୍ରତିଷେଧକ ଟିକା ଗ୍ରହଣ କରିବାର ଦେଢ ମାସ ପୁରିଯାଇଥିଲା । ଡାକ୍ତରଙ୍କ
Read More...

ଉପରମୁହାଁ କରୋନା ସଂକ୍ରମଣ ଦିନକରେ ୩ ହଜାର ଟପିଲା : ଆଜି ରାଜ୍ୟରେ ୩୧୦୮ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଉପରମୁହାଁ କରୋନା ସଂକ୍ରମଣ ଦିନକରେ ୩ ହଜାର ଟପିଥିବା ଆଜି ଦେଖିବାକୁ ମିଳିଛି । ଏବେ ଦେଶରେ ମଧ୍ୟ ବ୍ଲାଷ୍ଟିଂ ସଂକ୍ରମଣ ସାବ୍ୟସ୍ତ କରିଛି କରୋନା । ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୩୧୦୮ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ୧୮୦୬ ଜଣ
Read More...