Daily Archives

କୋଶଳାଂଚଳରେ କରୋନା ମୁକାବିଲା ପାଇଁ ତୁରନ୍ତ ଯୁଦ୍ଧକାଳୀନ ଭିତ୍ତିରେ ସ୍ୱତନ୍ତ୍ର କୋଭିଡ଼ ହସ୍ପିଟାଲ ଖୋଲାଯାଉ ଓ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ସମ୍ପ୍ରତି ସମଗ୍ର ଦେଶରେ କରୋନା ସଂକ୍ରମଣର ଦ୍ୱିତୀୟ ଲହରୀ ମାଡ଼ି ଚାଲିଛି । ଏହି ଲହରୀରେ କରୋନାର ନୂଆଁ ରୂପ ଅଧିକ ସଂକ୍ରାମକ ଓ ବିପଦପୂର୍ଣ୍ଣ ଅଟେ ବୋଲି ବିଶେଷଜ୍ଞମାନେ କହୁଛନ୍ତି । ଆଜି ଯାଏ ସାରା ଦେଶରେ ପ୍ରାୟ ଅଢେ଼ଇ ଲକ୍ଷରରୁ ଉଦ୍ଧ୍ୱର୍ ଲୋକ କରୋନାର
Read More...

୫ଟି ଅନ୍ତର୍ଗତ ଉଚ୍ଚ ବିଦ୍ୟାଳୟ ରୂପାନ୍ତରଣ କାର୍ଯ୍ୟକ୍ରମ

ତୁରେକେଲା, (କୈଳାଶ ସଗ୍ରିଆ) : ତୁରେକେଲା ବ୍ଳକର କନଫରେନ୍ସ ହଲରେ ଭିଡିଓ କନଫରେନ୍‌ସିଙ୍ଗ ମାଧ୍ୟମ ଏକ ସଭା ଅନୁଷ୍ଠିତ ହୋଇଯାଇଛି । ସରକାରଙ୍କ ୫ଟି ଅନ୍ତର୍ଗତ ଉଚ୍ଚ ବିଦ୍ୟାଳୟ ରୂପାନ୍ତରଣ କାର୍ୟ୍ୟକ୍ରମର ସିଧାସଳଖ କଥାବାର୍ତ୍ତା ଭିଡିଓ କନଫରେନସିଙ୍ଗ ମାଧ୍ୟମରେ ୫ଟି ସଚିବ କାର୍ତ୍ତିକେୟ
Read More...

ରାଜ୍ୟରେ କୋଭିଡ୍‌ କଟକଣାକୁ ଜୋରଦାର କଡାକଡି କରିଛନ୍ତି ରାଜ୍ୟ ସରକାର : କୋଭିଡ୍‌ ସ୍ଥିତି ନିୟନ୍ତ୍ରଣ କରିବା ପାଇଁ ୨୧…

ଭୁବନେଶ୍ୱର, (କେ. ସତ୍ୟନାରାୟଣ ରେଡ୍ଡୀ) : ରାଜ୍ୟରେ କୋଭିଡ୍‌ କଟକଣାକୁ ଜୋରଦାର କଡାକଡି କରିଛନ୍ତି ରାଜ୍ୟ ସରକାର । ଶୁକ୍ରବାର ଠାରୁ ରାଜ୍ୟରେ ନୂଆ ଗାଇଡ୍‌ଲାଇନ୍‌ ଲାଗୁ କରାଯାଇଛି । ସଂକ୍ରମଣ ବୃଦ୍ଧି ଆଶଙ୍କାକୁ ଦୃଷ୍ଟିରେ ରଖି ୨୦ ଜିଲ୍ଲାର ସମସ୍ତ ସହର​‌ରେ ଲାଗୁ କରାଯାଇଛି ନାଇଟ୍‌
Read More...

ଡଙ୍ଗାଘାଟ ଦୁର୍ନୀତି ଖୋର ନିର୍ବାହୀ ଅଧିକାରୀଙ୍କ ବିରୋଧରେ ଲୋକଙ୍କ ଅଭିଯୋଗ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ରାଜବୋଡାସମ୍ବର ବ୍ଲକ ଅନ୍ତର୍ଗତ ଡଙ୍ଗାଘାଟ ଗ୍ରାମ ପଞ୍ଚାୟତ କାର୍ୟ୍ୟ ନୀର୍ବାହୀ ଅଧିକାରୀଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି ସ୍ଥାନୀୟ ବାସିନ୍ଦା । ଦୀର୍ଘ ତେର ବର୍ଷ ଧରି ଏଠାରେ ରହି କାର୍ୟ୍ୟନୀର୍ବାହୀ ଅଧିକାରୀ ନିରଞ୍ଜନ ସାହୁଙ୍କ ମନମୁଖୀ
Read More...

କରୋନାରେ ଚାଲିଗଲେ ସିବିଆଇର ପୂର୍ବତନ ନିର୍ଦ୍ଦେଶକ ରଣଜିତ ସିହ୍ନା

ନୂଆଦିଲ୍ଲୀ : ଦେଶରେ ହୁ ହୁ ହୋଇ ହୋଇ କରେନା ସଂକ୍ରମଣ ବଢିବାକୁ ଲାଗିଥିବା ବେଳେ ସେହି ଅନୁପାତରେ ମୃତ୍ୟୁ ସଂଖ୍ୟା ବି ବଢ଼ୁଛି । ତେବେ କରୋନାରେ ସିବିଆଇର ପୂର୍ବତନ ନିର୍ଦ୍ଦେଶକ ରଣଜିତ ସିହ୍ନାଙ୍କ ଆଜି ସକାଳେ ଦିଲ୍ଲୀରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଗୁରୁବାର ରାତିରେ ରଣଜିତ
Read More...

ଆସନ୍ତା ୧୯ ତାରିଖ ସୋମବାର ଠାରୁ ସବୁ ସ୍କୁଲ ଓ ହଷ୍ଟେଲ ବନ୍ଦ ରହିବ : କୋରନା ସଂକ୍ରମଣ ଅହେତୁକ ବୃଦ୍ଧିକୁ ଦୃଷ୍ଟିରେ…

ଭୁବନେଶ୍ୱର, (କେ. ସତ୍ୟନାରାୟଣ ରେଡ୍ଡୀ) : ଆସନ୍ତା ୧୯ ତାରିଖ ସୋମବାର ଠାରୁ ସବୁ ସ୍କୁଲ ଓ ହଷ୍ଟେଲ ବନ୍ଦ ରହିବ ଚଳିତ ବର୍ଷ ନବମ ଓ ଏକାଦଶରେ ପଢ଼ୁଥିବା ସମସ୍ତେ ପାସ୍ । ବର୍ତ୍ତମାନର କରୋନା ମହାମାରୀ ପରିପ୍ରେକ୍ଷୀରେ ଛାତ୍ରଛାତ୍ରୀ ମାନଙ୍କର ସ୍ବାସ୍ଥ୍ୟ ନିରାପତ୍ତାକୁ ଦୃଷ୍ଟିରେ ରଖି
Read More...

ହିଞ୍ଜିଳି ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରସନ୍ନ କୁମାର ପାତ୍ରଙ୍କ ବଦଳି

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗତକାଲି ପଞ୍ଚାୟତ ରାଜ ଏବଂ ପାନୀୟ ଜଳ ବିଭାଗର ନିର୍ଦେଶନାମା ପ୍ରକାରେ ହିଞ୍ଜିଳି ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରସନ୍ନ କୁମାର ପାତ୍ରଙ୍କ ବଦଳି ଘୋଷଣା ହୋଇଛି । ସେ ବଦଳି ହୋଇ ରଙ୍ଗେଇଲୁଣ୍ଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଭାବରେ ଯୋଗ ଦେବେ ବୋଲି
Read More...

କରେନାର ଭୟଙ୍କର ‌ସ୍ଥିତି ଯୋଗୁଁ ସ୍ଥଗିତ ହେଲା ଡିପ୍ଲୋମା ଏବଂ ପିଡିଆଇଏସ୍‌ ପରୀକ୍ଷା

ଭୁବନେଶ୍ୱର : ମହାମାରୀ କରେନା ପୁଣି ତାର କାୟା ବିିସ୍ତାର କରିବାରେ ଲାଗିଲାଣି । ତେବେ ତାକୁ ଦୃଷ୍ଟିରେ ରଖି ଏସସିଟିଇ ଏଣ୍ଡ୍‌ ଭିଟି ଡିପ୍ଲୋମା ଏବଂ ପିଡିଆଇଏସ୍‌ ପାଠ୍ୟକ୍ରମର ପ୍ରଥମ ସେମିଷ୍ଟାର ପରୀକ୍ଷାକୁ ସ୍ଥଗିତ ରଖାଯାଇଛି । ପରୀକ୍ଷା ୧୬ ଏପ୍ରିଲରୁ ଆରମ୍ଭ ହେବାର ଥିଲା । ଓଡ଼ିଶାର
Read More...

ରାଜ୍ୟରୁ ଅନ୍ୟ ରାଜ୍ୟକୁ ଗଡିବନି ବସ

ଭୁବନେଶ୍ୱର, (ସୁଶା‌ନ୍ତ ସାହୁ) : ଆସନ୍ତା ସୋମବାରଠାରୁ ରାଜ୍ୟରୁ ଅନ୍ୟ ରାଜ୍ୟକୁ ବସ ଚଳାଚଳ ଉପରେ କଟକଣା ଲଗାଇଛନ୍ତି ରାଜ୍ୟ ସରକାର । ରାଜ୍ୟ ମଧ୍ୟରେ ଯେଉଁ ଯାତ୍ରୀବାହୀ ବସ୍ ଚଳାଚଳ କରୁଛି ସେଥିରେ ବସର ସିଟ୍‌ ସଂଖ୍ୟକ ଲୋକମାନେ ବସି ଯାତ୍ରା କରିପାରିବେ । କିନ୍ତୁ କେହି ଛିଡ଼ା ହୋଇ ଯାତ୍ରା
Read More...

ଭୁବନେଶ୍ୱର ବିମାନବନ୍ଦରରେ ଗ୍ୟାଙ୍ଗଷ୍ଟର ହାଇଦରକୁ ନେଇ ପହଞ୍ଚିଲା ପୋଲିସ

ଭୁବନେଶ୍ୱର : ଆଜି ସକାଳ ପ୍ରାୟ ୯ଟା ସମୟରେ ଭୁବନେଶ୍ୱର ବିମାନବନ୍ଦରରେ ହାଇଦରକୁ ନେଇ ପହଞ୍ଚିଲା ପୋଲିସ । ସେଠାରେ ହାଇଦରର କରୋନା ଟେଷ୍ଟ କରାଯାଇଥିଲା । ତା'ପରେ ପୋଲିସ କଡ଼ା ସୁରକ୍ଷା ବଳୟ ମଧ୍ୟରେ ଗିରଫ ହାଇଦରକୁ ବିମାନବନ୍ଦରରୁ କଟକ ନେଇଛି । କଟକରେ ହାଇଦରକୁ କୋର୍ଟ ଚାଲାଣ କରାଯିବ ।
Read More...