Daily Archives

କୋଭିଡ୍ ନିୟମ ଉଲ୍ଲଂଘନ ଅଭିଯୋଗରେ ସିନେମା ହଲକୁ ସିଲ୍ କଲା ଜିଲ୍ଲା ପ୍ରଶାସନ

ରାୟଗଡ଼ା : ମହାମାରୀ କରୋନାର ଦ୍ଵିତୀୟ ଲହର ରାଜ୍ୟରେ କାୟାମେଲାଉଥିବା ବେଳେ କୋଭିଡ୍ ନିୟମ ପାଳନ ପାଇଁ ବାରମ୍ବାର ପ୍ରଶାସନ ଅନୁରୋଧ କରୁଛି । ମୁହଁରେ ମାସ୍କ ପିନ୍ଧିବା, ସାମାଜିକ ଦୂରତା ରକ୍ଷା କରିବା ଉପରେ ଗୁରୁତ୍ୱ ଦିଆଯାଉଛି । ମୁଖ୍ୟତଃ ବଜାର, ସପିଂ ମଲରେ ଏହାର ଉଲ୍ଲଂଘନ ହେଉଥିବା
Read More...

ପୂର୍ବରୁ ଧାର୍ଯ୍ୟ ହୋଇଥିବା ତାରିଖରେ ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା କରାଯିବ : ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଦଶମ ଓ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ବୋର୍ଡ ପରୀକ୍ଷା ଘୁଞ୍ଚିବ ନାହିଁ । ପୂର୍ବରୁ ଧାର୍ଯ୍ୟ ହୋଇଥିବା ତାରିଖରେ ପରୀକ୍ଷା କରାଯିବ । ତେବେ ଦିନକୁ ଦିନ ରାଜ୍ୟରେ କରୋନା ସଂକ୍ରମଣ ହାର ବୃଦ୍ଧି ପାଇବାରେ ଲାଗିଛି । ରାଜ୍ୟର ବିଭିନ୍ନ
Read More...

ଡ଼.ହରେକୃଷ୍ଣ ମହତାବଙ୍କ ଦ୍ୱାରା ରଚିତ “ଓଡିଶା ଇତିହାସ’ ହିନ୍ଦୀ ଅନୁବାଦ ପୁସ୍ତକ ପ୍ରଧାନମନ୍ତ୍ରୀଙ୍କ…

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ଓଡ଼ିଶାର ଭାଷା, ସାହିତ୍ୟ, ସଂସ୍କୃତି ବିଶ୍ୱରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିପାରିଛି ବୋଲି ଡ଼. ହରେକୃଷ୍ଣ ମହତାବ ଫାଉଣ୍ଡେସନ ଆନୁକୂଲ୍ୟରେ ଡ଼.ହରେକୃଷ୍ଣ ମହତାବଙ୍କ ଦ୍ୱାରା ରଚିତ "ଓଡିଶା ଇତିହାସ' (ଓଡ଼ିଆରୁ ହିନ୍ଦୀ ଅନୁବାଦିତ) ପୁସ୍ତକକୁ ମାନ୍ୟବର
Read More...

ଅବସରପ୍ରାପ୍ତ ମୁଖ୍ୟ କିରାଣୀ ଅଭୟ ପ୍ରସାଦ ମିଶ୍ର ଚାଲିଗଲେ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ତାଲପାଲିପଡ଼ା ନିବାସୀ ଅବସରପ୍ରାପ୍ତ ମୁଖ୍ୟ କିରାଣୀ ଅଭୟ ପ୍ରସାଦ ମିଶ୍ର(୭୫)ଙ୍କ ଆଜି ଦେହାନ୍ତ ହୋଇଯାଇଥିବା ଜଣାପଡ଼ିଛି । ତାଙ୍କ ପରଲୋକରେ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳିଯାଇଛି । ସମ୍ବଲପୁର ସରକାରୀ ମହିଳା ମହାବିଦ୍ୟାଳୟରୁ ମୁଖ୍ୟ କିରାଣୀ
Read More...

ଓଲଟିଲା ଭ୍ୟାନ : ୧୫ ଆହତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଏକ ଭ୍ୟାନ୍‌ ଓଲଟି ୧୫ ଜଣ ଆହତ ହୋଇଥିବା ଜଣାପଡ଼ିଛି । ପ୍ରାପ୍ତ ସୂଚନା ଅନୁସାରେ ଝିଅ ବାହାଘର ସମାପ୍ତ ପରେ ସାନଟିକା ଗାଁରୁ କନ୍ୟା ଛାଡି଼ ବେହେରାମାଲ ନିକଟସ୍ଥ କୁଡ଼ାଡେ଼ରା ଗାଁକୁ ପ୍ରାୟ ୨୫ ଜଣ ଯାତ୍ରୀ ଭ୍ୟାନ୍‌ରେ ଫେରୁଥିଲେ । ଫେରିବା ବେଳେ ଲୋଇସିଂହା
Read More...

ଉମାକାନ୍ତ ସାହୁ ହେଲେ ପୁଇଁନ୍ତଲା ବ୍ଲକ କଂଗ୍ରେସ ସଭାପତି

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ପୂର୍ବତନ ସରପଂଚ ତଥା ଆଇନଜୀବୀ ଉମାକାନ୍ତ ସାହୁଙ୍କୁ ପୁଇଁନ୍ତଲା ବ୍ଲକ କଂଗ୍ରେସ ସଭାପତି ଭାବେ ପୁନଃ ନିଯୁକ୍ତି ଦିଆଯାଇଛି । ତାଙ୍କ ନିଯୁକ୍ତିରେ ପୁଇଁନ୍ତଲା ବ୍ଲକ କଂଗ୍ରେସ କର୍ମୀମାନଙ୍କ ମଧ୍ୟରେ
Read More...

ରାଜ୍ୟ ସରକାର‌ଙ୍କ କୋଭିଡ୍ ମୁକାବିଲା ପାଇଁ ନୂତନ କଟକଣା ଜାରି

ଭୁବନେ‌ଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟ ସରକାର କୋଭିଡ୍ ମୁକାବିଲା ପାଇଁ ନୂତନ କଟକଣା ଜାରି କରିଛନ୍ତି। ଅନ୍ୟ ରାଜ୍ୟରୁ ଓଡିଶାକୁ ଆସିଲେ ଆର୍‌ଟି ପିସିଆର୍‌ (୭୨ ଘଣ୍ଟା ମଧ୍ୟରେ ହୋଇଥିବା) ଟେଷ୍ଟ ନେଗେଟିଭ ରିପୋର୍ଟ କିମ୍ବା ୨ୟ ଡୋଜ୍ ଟୀକା ଗ୍ରହଣ ସାର୍ଟିଫିକେଟ ପ୍ରଦାନ କରିବାକୁ ପଡିବ।
Read More...

କେନ୍ଦୁ କାଠ ସହ ଟ୍ରାକ୍ଟର ଜବତ, ୫ ଗିରଫ୍

କଣ୍ଟାମାଳ, (ବଂଶୀଧର ମାଝୀ) : କଣ୍ଟାମାଳ ବନାଞ୍ଚଳ ଅନ୍ତର୍ଗତ ଘଣ୍ଟାପଡା ସେକ୍ସନର ଉମା ବିଟ୍ ଅଧିନସ୍ଥ ତେନ୍ତୁଲିମୁଣ୍ଡା ଗ୍ରାମର ଭଗବାନ ରଣା ଇଟା ପୋଡ଼ିବା ପାଇଁ କେନ୍ଦୁ ଗଣ୍ଡି ନିଜର ଟ୍ରାକ୍ଟର (ଓଡି ୧୫ପି ୮୭୩୮) ଯୋଗେ ମଧ୍ୟ ରାତ୍ରରେ ଆଣୁଥିବା ସମୟରେ ଜଙ୍ଗଲ ନିଆଁ ଲିଭାଉଥିବା
Read More...

ଗରିବ ଆଦିବାସୀ ରୋହିତ ବନ୍‌ଗୁଲାଙ୍କ ଗୁଲ୍‌ଗୁଲା ଦୂର ହେବ କେବେ ?

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ବ୍ଲକ ମରୁଆ ପଞ୍ଚାୟତ ନିବରସି ନିରୀହ ଅସହାୟ ଗରିବ ଆଦିବାସୀ ରୋହିତ ବନ୍‌ଗୁଲା ଆଠ ଜଣ ସଦସ୍ୟଙ୍କୁ ନେଇ ବସବାସ କରନ୍ତି । ସୂଚନାଯୋଗ୍ୟ ଯେ, ସରକାର ଗରିବ ଲୋକଙ୍କୁ ରହିବା ପାଇଁ ଅନେକ ଯୋଜନାରେ ଘର ଦେଇଥାନ୍ତି, ଯଥା- ଇନ୍ଦିରା ଆବାସ, ବିଜ୍ଜୁ
Read More...

ଖୁବ୍‌ ବ୍ୟାପୁଛି ଦ୍ୱିତୀୟ ଲହରରେ କରୋନା : ଆଜି ରାଜ୍ୟରେ ୧୨୮୨ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଦ୍ୱିତୀୟ ଲହରରେ ଖୁବ୍‌ ବ୍ୟାପୁଛି କରୋନା । ଗତ ୨୪ ଘଂଟା ମଧ୍ୟରେ ୧୨୮୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୭୫୫ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୫୨୭ ଜଣ ଆଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ
Read More...