ବର୍ଦ୍ଧିତ ବିଦ୍ୟୁତ୍ ଦର ବିରୋଧରେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ କଂଗ୍ରେସର ଦାବୀପତ୍ର ପ୍ରଦାନ
ଟିଟିଲାଗଡ, (ଗୌରବ ଦର୍ଜୀ) : ରାଜ୍ୟରେ ଦିନକୁ ଦିନ ବିଦ୍ୟୁତ୍ ଦର ବୃଦ୍ଧି ପାଇବାରେ ଲାଗିଛି । ଏହାକୁ ପ୍ରଦେଶ କଂଗେସ କମିଟି ପ୍ରତିବାଦ କରି ରାଜ୍ୟପାଳଙ୍କ ନିକଟରେ ବର୍ଦ୍ଧିତ ବିଦ୍ୟୁତ୍ ଦରକୁ ହ୍ରାସ କରିବା ପାଇଁ ଦାବୀ କରିଛି । ୨୦୦୬ ମସିହାରେ ବିମୁଦ୍ରାୟନ ଓ ପରେ ପରେ ମହାମାରୀ କରୋନା!-->…
Read More...
Read More...