Daily Archives

ସୁବର୍ଣ୍ଣପୁରରେ ‘ଗାନ୍ଧୀଙ୍କ ଓଡ଼ିଶା’ ନାଟକର କଳାକାରମାନଙ୍କ ବଂଧୁମିଳନ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ଗତକାଲି ସଂଧ୍ୟାରେ ସୁବର୍ଣ୍ଣପୁରସ୍ଥ ଡାକ୍ତରଖାନା କଲୋନୀ ପ୍ରାଙ୍ଗଣରେ ଅଭିନେତା କ୍ଷୀରୋଦ ବିହାରୀ ବିଶ୍ବାଳ, ଅବିନାଶ ହୋତା ଓ ଦେବାଶିଷ ପଟ୍ଟନାୟକଙ୍କ ତତ୍ତ୍ବାବଧାନରେ "ଗାନ୍ଧୀଙ୍କ ଓଡ଼ିଶା" ନାଟକର କଳାକାରମାନଂକର ଏକ ବନ୍ଧୁମିଳନ ପର୍ବ ଅନୁଷ୍ଠିତ
Read More...

ଡରଉଛି କରୋନା : ଆଜି ରାଜ୍ୟରେ ୮୭୯ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : କରୋନାର ଦ୍ୱିତୀୟ ଲହରରେ ବଢ଼ିଚାଲିଥିବା ସଂକ୍ରମଣ ସଂଖ୍ୟା ଡରେଇଲାଣି । ଆଜି ୮୭୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୫୧୮ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୩୬୧ ଜଣ ଅଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସଂପର୍କ
Read More...

ବିଶ୍ୱ ସ୍ୱାସ୍ଥ୍ୟ ଦିବସ ପାଳିତ

ସୋନପୁର, (ପ୍ରଭୁଦତ୍ତ ରଥ) : ସ୍ଥାନୀୟ ଗଙ୍ଗାଧର ମେହେର ଉଚ୍ଚ ବିଦ୍ୟାଳୟ, ସାଗରପାଲି ପ୍ରାଙ୍ଗଣରେ ଜିିଲ୍ଲା ଜୁନିଅର ରେଡକ୍ରସ ତରଫରୁ ବିଶ୍ୱ ସ୍ୱାସ୍ଥ୍ୟ ଦିବସ ପାଳିତ ହୋଇଯାଇଛି । ମୁଖ୍ୟଅତିଥି ଭାବରେ ଜିଲ୍ଲା ଶିକ୍ଷା ଅଧିକାରୀ ପୁଷ୍ପା ମିଞ୍ଜ ଯୋଗଦାନ କରି ଆମେ ସମସ୍ତେ ମାସ୍କ ପରିଧାନ
Read More...

ଛାତ୍ରଛାତ୍ରୀଙ୍କ ପାଇଁ ବ୍ୟାଞ୍ଚ ଓ ଡଷ୍ଟବିନ ପାଇଁ ଦାବୀ କଲା ବିଜୁ ଛାତ୍ର ଜନତା ଦଳ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟ କ୍ୟାମ୍ପସ ଭିତରେ ଛାତ୍ରଛାତ୍ରୀଙ୍କ ଲିଜର ସମୟ କାଟିବା ପାଇଁ ସିନ୍ଥେଟିକ ଗ୍ଲାସ ଖଞ୍ଜା ବ୍ୟାଞ୍ଚ ଓ ଡଷ୍ଟବିନ ଯୋଗେଇ ଦେବାକୁ ଦାବୀ ଜଣାଇଛି ଜିଲ୍ଲା ବିଜୁ ଛତ୍ର ଜନତା ଦଳ । ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସଂପାଦକ ସୁମନ
Read More...

ଟିଟିଲାଗଡ ବିଜେପି ଯୁବ ମୋର୍ଚ୍ଚା ତରଫରୁ ବିଜେପି ପ୍ରତିଷ୍ଠା ଦିବସ ପାଳନ ଓ ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ

ଟିଟିଲାଗଡ, ( ଗୌରବ ଦର୍ଜୀ) : ଗତ ମଙ୍ଗଳବାର ଦିନ ଭାରତୀୟ ଜନତା ଯୁବ ମୋର୍ଚ୍ଚା ତରଫରୁ ବିଜେପିର ୪୧ ତମ ପ୍ରତିଷ୍ଠା ଦିବସ ସ୍ଥାନୀୟ ଇରିଗେସନ୍ ବଙ୍ଗଳା ଠାରେ ପାଳନ କରାଯାଇଛି । ଏହା ସହ ଛତିଶଗଡରେ ନକ୍ସଲ ଆକ୍ରମଣରେ ସହିଦ ହୋଇଥିବା ୨୨ ଜଣ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି ।
Read More...

ବଲାଙ୍ଗିର ସହରରେ ଆଜିର ପାଖାପାଖି ପନିପରିବା ଦର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରରେ ଆଜିର ପନିପରିବା ଦର କିଲୋ ପିଛା ପାଖାପାଖି ଯାହା ରହିଛି, ସେ ସଂପର୍କରେ ଜାଣିବା ଆସନ୍ତୁ । ବଂଧାକୋବି – ୧୬ ଟଙ୍କା, ଫୁଲକୋବି – ୩୦ ଟଙ୍କା, ବ୍ରୁକୋଲି – ୫୦, ଝୁଲଣ (ଝୁନ୍‌ଗା) – ୬୦ ଟଙ୍କା, କଖାରୁ (ମାଖନ୍‌) – ୧୫ ଟଙ୍କା, କଲରା – ୪୦
Read More...

ଦେଶରେ ପୁଣି କରୋନାର ବ୍ଲାଷ୍ଟିଂ ରେକର୍ଡ : ଦେଶରେ ପ୍ରଥମ ଥର ପାଇଁ ଦିନରେ ୧.୨୬ ଲକ୍ଷରୁ ଅଧିକ ନୂଆ ମାମଲା

ନୂଆଦି‌ଲ୍ଲୀ : ଦେଶରେ ପୁଣି କରୋନାର ବ୍ଲାଷ୍ଟିଂ ରେକର୍ଡ ଆସିଛି । ଭାରତରେ କରୋନା ଭୂତାଣୁର ଦ୍ୱିତୀୟ ତରଙ୍ଗ ଅତ୍ୟନ୍ତ କ୍ଷତିକାରକ ମନେହେଉଛି । ଗତ ୨୪ ଘଂଟାରେ ସମସ୍ତ ରେକର୍ଡକୁ ଭାଂଗି ଦେଇଛି କରୋନା ସଂକ୍ରମଣ ଏବଂ ସଂଖ୍ୟା ପହଂଚିଛି ୧୨୬୩୧୫ରେ । ମହାମାରୀ ଆରମ୍ଭ ହେବା ପରଠାରୁ ଏହା ପ୍ରଥମ
Read More...

ନବମ ବିଶ୍ଵ ଶାନ୍ତି ମହାଯଜ୍ଞ ଅନୁଷ୍ଠିତ

ଖୋର୍ଦ୍ଧା, (କେପିଏନ୍‌ଏସ୍‌) : ଖୋର୍ଦ୍ଧା ଜିଲ୍ଲାର ବେଲପଡା ଗ୍ରାମ ଅନ୍ତର୍ଗତ ଖୋଲାଦ୍ୱାରର ବାଟ ମହାବୀର ମନ୍ଦିର ପରିବେଶରେ ନବମ ବିଶ୍ଵ ଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ଶ୍ରୀ ମହାବୀର ଦେବଙ୍କ ଅପର କୃପାରୁ ଗତ ୩ ତାରଖ ଠାରୁ ଆରମ୍ଭ ହୋଇ ୭ ତାରିଖପଯ୍ୟନ୍ତ ନାମ ଯଜ୍ଞାଘୃତ ଯଜ୍ଞ ।
Read More...

ସ୍ୱର୍ଗତ ଆନନ୍ଦ ଆଚାର୍ଯ୍ୟଙ୍କ ସ୍ମରଣୀକା ଉନ୍ମୋଚନ

କଳାହାଣ୍ଡି, (ହେମନ୍ତ ସାହୁ) : ମଣିଷ ପରି ମଣିଷଟିଏ ଥିଲେ ସ୍ୱର୍ଗତ ଆନନ୍ଦ ଆଚାର୍ଯ୍ୟ । ପାଦରେ ଚାଲି ଚାଲି ନିଜ ଜୀବନକାଳରେ ନିଜେ ଶିକ୍ଷକତା କରୁଥିବା ସ୍ମୁଲ ଗୁଡ଼ିକରେ ପହଂଚିଯାଉଥିଲେ ଏବଂ ନିଷ୍ଠାପର ଭାବରେ ଶିକ୍ଷାଦାନ କରୁଥିଲେ । ଶିକ୍ଷକତା ଯାହାଙ୍କର ବୃତ୍ତିଥିଲା ଏବଂ ମଣିଷ ଭିତରେ
Read More...

ଯୁବ ରେଡକ୍ରସ୍ ତରଫରୁ ବିଶ୍ଵ ସ୍ବାସ୍ଥ୍ୟ ଦିବସ ପାଳିତ

ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟ ଠାରେ ଯୁବ ରେଡକ୍ରସ୍ ଶାଖା ତରଫରୁ ବିଶ୍ଵ ସ୍ବାସ୍ଥ୍ୟ ଦିବସ ପାଳିତ ହୋଇଯାଇଛି । ଯୁବ ରେଡକ୍ରସର ସମ୍ପାଦକ ଅଧ୍ୟାପକ ପ୍ରବୀର କୁମାର ଦାସଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ସଭାରେ ମୁଖ୍ୟ ଅତିଥି ଭାବରେ ମହାବିଦ୍ୟାଳୟର ଅଧ୍ୟକ୍ଷ
Read More...