Daily Archives

ସହିଦ ଯବାନଙ୍କୁ ପଶ୍ଚିମାଞ୍ଚଳ ଏକତା ମଞ୍ଚ ପକ୍ଷରୁ ଶ୍ରଦ୍ଧାଞ୍ଜଳି

ବଲା‌ଙ୍ଗିର, (ଦେବାଶିଷ ମିଶ୍ର) : ଛତିଶଗଡ଼ର ସୁକମାରେ ମାଓବାଦୀଙ୍କ ସହ ଗୁଳି ବିନିମୟ ବେଳେ ୨୨ ଜଣ ଯବାନ ସହିଦ ହୋଇଛନ୍ତି । ଏହି ଖବର ସାରା ଦେଶକୁ ମର୍ମାହତ କରିଛି । ଆଜି ସହିଦ ଯବାନଙ୍କ ଆତ୍ମାର ଶାନ୍ତି ଓ ସତଗତି ନିମନ୍ତେ ପଶ୍ଚିମାଞ୍ଚଳ ଏକତା ମଞ୍ଚ ବଲା‌ଙ୍ଗିର ଜିଲ୍ଲା ପକ୍ଷରୁ ଏକ
Read More...

ଚନ୍ଦନପୁର ସମିତି ସଭ୍ୟ ଉପନିର୍ବାଚନ ପାଇଁ ପାର୍ଥୀପତ୍ର ଦାଖଲ, ଏପ୍ରିଲ ୨୮ରେ ହେବ ଉପନିର୍ବାଚନ

ବ୍ରହ୍ମପୁର, (କେ. ସତ୍ୟ ନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଅନ୍ତର୍ଗତ ଚନ୍ଦନପୁର ପଞ୍ଚାୟତର ସମିତି ସଭ୍ୟ ପଦବୀ ଉପନିର୍ବାଚନ ପାଇଁ ଦାଖଲ ହେଲା ପାର୍ଥୀପତ୍ର । ଆସନ୍ତା ଅପ୍ରିଲ ୨୮ ତାରିଖରେ ହେବାକୁ ଥିବା ଉପନିର୍ବାଚନ ପାଇଁ ଆଜି ନୋମିନେସନର ଶେଷ ତାରିଖ ଥିବା ବେଳେ
Read More...

ନିଖିଳ ଉତ୍କଳ ଲିଆରୀ ସମାଜକୁ ପଛୁଆ ବର୍ଗରେ ସାମିଲ କରିବାକୁ ଦାବୀ

ବ୍ରହ୍ମପୁର, (କେ. ସତ୍ୟ ନାରାୟଣ ରେ‌ଡ୍ଡୀ) : ନିଖିଳ ଉତ୍କଳ ଲିଆରୀ, ନିଆରୀ ଓ ଚୁଡୁତିଆ ମହାସଂଘ ଘୁମୁସର ତାଲୁକା ତରଫରୁ ସେମାନଙ୍କୁ ତୁରନ୍ତ ଅନ୍ୟାନ୍ୟ ପଛୁଆ ବର୍ଗରେ ଯଥା ଓବିସି ଓ ଏସଇବିସିରେ ସାମିଲ କରିବା ପାଇଁ ଦାବୀ କରିଛି । ସୋମବାର ସଂଘର ବହୁ କର୍ମକର୍ତ୍ତା ଏସଂକ୍ରାନ୍ତରେ ଭଞ୍ଜନଗର
Read More...

ଗୀତିକାର ଗମ୍ଭୀର ବାଗ ବିଜେପି ଜିଲ୍ଲା ଏସସି ମୋର୍ଚ୍ଚା ଉପସଭାପତି

ପଦ୍ମପୁର, (ନିରୋଜ କୁମାର ପାଣୀ) : ଭାରତୀୟ ଜନତା ପାର୍ଟି ଅନୁସୂଚୀତ ଜନଜାତି (ଏସସି )ମୋର୍ଚ୍ଚାର ଜିଲ୍ଲା ଉପ ସଭାପତି ଭାବରେ ଗମ୍ଭୀର ବାଗକୁ ମନୋନୀତ କରାଯାଇଛି । ଜିଲ୍ଲା ଏସସି ମୋର୍ଚ୍ଚା ସଭାପତି ଶାନ୍ତନୁ ନାଏକ ଜଣେ ଦକ୍ଷ ସଂଗଠକଙ୍କୁ ଗୁରୁଦାୟିତ୍ବ ପ୍ରଦାନ କରିଥିବାରୁ ଅଂଚଳରେ ଖୁସି
Read More...

ତଦନ୍ତକୁ ଆସି କନ୍ଧମାଳ ଜିଲ୍ଲା ମଙ୍ଗଳ ଅଧିକାରୀ କରୋନା ପଜିଟିଭ : ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଚିନ୍ତା ବଢିଲା

ବାଲିଗୁଡା,(ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ମଙ୍ଗଳ ଅଧିକାରୀ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ଜଣାପଡ଼ିଛି । ଫଳରେ କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ବ୍ଲକ୍ ମୁଣ୍ଡିଗଡ଼ରେ ଥିବା ମା ଭୈରବୀ ଉଚ୍ଚବିଦ୍ୟାଳୟ ହଷ୍ଟେଲରେ ଥିବା ୫୦ ଅନ୍ତେବାସୀଙ୍କ ଚିନ୍ତା ବଢ଼ିଛି । ଗତ
Read More...

ରାମଲୀଳା ଉତ୍ସବ ନିମନ୍ତେ ପ୍ରସ୍ତୁତି ବୈଠକ

ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ ବ୍ଲକ ନାରାୟଣନଗର ଶ୍ରୀ ଶ୍ରୀ ରାମଲୀଳା ସଂସ୍କୃତିକ ପରିଷଦ ପକ୍ଷରୁ ଚଳିତ ବର୍ଷ ହେବାକୁ ଥିବା ରାମଲୀଳା ଉତ୍ସବ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ନାରାୟଣନଗର ଜଗନ୍ନାଥ ମଣ୍ଡପ ଠାରେ ସଭାପତି କିଶୋର ଚନ୍ଦ୍ର ମେହେରଙ୍କ ଅଧ୍ୟକ୍ଷତାରେ ସୋମବାର ସନ୍ଧ୍ୟାରେ
Read More...

ବରଗଡ଼ର ଗୋଷ୍ଠୀ ବେତାର କେନ୍ଦ୍ର ରେଡିଓ ଗୁଞ୍ଜନ୯୦.୪ ଏଫ୍‌ଏମ୍‌କୁ ଶ୍ରେଷ୍ଠ ଜାତୀୟ ସମ୍ମାନ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଆଞ୍ଚଳିକ ସଂସ୍କୃତିକୁ ପ୍ରୋତ୍ସାହିତ କରିବା ପାଇଁ ବରଗଡ଼ର ଗୋଷ୍ଠୀ ବେତାର କେନ୍ଦ୍ର ରେଡିଓ ଗୁଞ୍ଜନ୯୦.୪ ଏଫ୍‌ଏମ୍‌କୁ ଶ୍ରେଷ୍ଠ ଜାତୀୟ ସମ୍ମାନରେ ସମ୍ମାନିତ କରାଯାଇଛି । ଏହି ଆୱାର୍ଡକୁ ଅଷ୍ଟମ ଜାତୀୟ ଗୋଷ୍ଠୀ ବେତର ଆୱାର୍ଡ଼ ୨୦୨୦ପାଇଁ କେନ୍ଦ୍ର
Read More...

ପଦ୍ମଶ୍ରୀ ଡ.ଶ୍ରୀନିବାସ ଉଦ୍‌ଗାତାଙ୍କୁ ଭେଟିଲେ ବଲାଙ୍ଗିର ଜିଲ୍ଲାପାଳ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପଦ୍ମଶ୍ରୀ ଡ.ଶ୍ରୀନିବାସ ଉଦ୍‌ଗାତାଙ୍କୁ ଭେଟିଛନ୍ତି ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରାଣା । ସୂଚନାଯୋଗ୍ୟ ଯେ, ଡ. ଉଦ୍‌ଗାତା କିଛି ଦିନ ତଳେ ରାଧାରାଣୀପଡ଼ା ସ୍ଥିତ ତାଙ୍କ ବାସଭବନ କବିକୁଟୀରରେ ପଡ଼ି ଯାଇଥିବା ବେଳେ ତାଙ୍କ ନାକ ଓ ମୁଣ୍ଡରେ ଆଘାତ ଲାଗିଥିଲା ।
Read More...