Daily Archives

ମରଣଯନ୍ତା ପାଲଟିଛି ସାରଙ୍ଗପୁରରୁ ଗନିଆପାଲି ରାସ୍ତା

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡର ପଲସାପାଲି ପଂଚାୟତର ସାରଙ୍ଗପୁର ଗ୍ରାମରୁ ଗାଇସିଲାଟ ବ୍ଲକର ଗନିଆପାଲିକୁ ସଂଯୋଗ କରୁଥିବା ୩ କିଲୋମିଟର ହେବ ଆର.ଡ଼ି ରାସ୍ତା କିଛି ବର୍ଷ ପୂର୍ବେ ତିଆରି କରା ହୋଇଥିଲା । ତେବେ ବର୍ଷ ବର୍ଷ ବିତିଯାଇଥିବା ବେଳେ
Read More...

ବିଦ୍ୟୁତ ଶୁକ୍ଲକୁ ବିରୋଧ କରି ପାଇକମାଲ କଂଗ୍ରେସ ପକ୍ଷରୁ ଦାବୀପତ୍ର ପ୍ରଦାନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଓଡିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ସମଗ୍ର ରାଜ୍ୟରେ ଓଡିଶା ସରକାରଙ୍କ ବର୍ଦ୍ଧିତ ବିଦ୍ୟୁତକୁ ଶୁକ୍ଲକୁ ତୀବ୍ର ବିରୋଧ କରାଯାଇଛି । ଆଜି ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ କଂଗ୍ରେସ କମିଟି ସଭାପତି ବିନୋଦ
Read More...

ବିଦ୍ୟୁତ ଶୁକ୍ଲକୁ ବିରୋଧ କରି ପଦ୍ମପୁର କଂଗ୍ରେସ ଦଳ ପକ୍ଷରୁ ଦାବୀପତ୍ର ପ୍ରଦାନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଓଡିଶା ପ୍ରଦେଶ କଂଗ୍ରେସ କମିଟିର ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ସମଗ୍ର ରାଜ୍ୟରେ ଓଡ଼ିଶା ସରକାରଙ୍କ ବର୍ଦ୍ଧିତ ବିଦ୍ୟୁତ ଶୁକ୍ଲକୁ ତୀବ୍ର ବିରୋଧ କରାଯାଇଛି । ଏହି ପରିପ୍ରେକ୍ଷୀରେ ବରଗଡ ଜିଲ୍ଲା ପଦ୍ମପୁର ବ୍ଳକ କଂଗ୍ରେସ କମିଟି ସଭାପତି
Read More...

ଜଷ୍ଟିସ ଏନ୍. ଭି. ରମନା ହେବେ ସୁପ୍ରିମ କୋର୍ଟଙ୍କ ପରବର୍ତ୍ତୀ ପ୍ରଧାନ ବିଚାରପତି

ନୂଆଦିଲ୍ଲୀ : ଆସନ୍ତା ୨୩ ତାରିଖରେ ଅବସର ନେବେ ସୁପ୍ରିମ କୋର୍ଟଙ୍କ ପ୍ରଧାନ ବିଚାରପତି ଜଷ୍ଟିସ ବୋବଡେ ଏବଂ ୨୪ ତାରିଖରେ ଜଷ୍ଟିସ ଏନ୍. ଭି. ରମନା ୪୮ତମ ପ୍ରଧାନ ବିଚାରପତି ଭାବରେ ଦାୟିତ୍ୱ ଗ୍ରହଣ କରିବେ । ତେବେ ତାଙ୍କ ନିଯୁକ୍ତି ଦେଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଏନେଇ
Read More...

ଆଜି ରାଜ୍ୟରେ ୫୮୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଏବେ ଏକ୍‌ଟିଭ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ମାତ୍ର ୩୭୩୧ ରହିଛି । ଆଜି ୫୮୮ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୩୪୨ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୨୪୬ ଜଣ ଆଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ
Read More...

୨୪ ଘଣ୍ଟାରେ ୯୬ ହଜାର କରୋନା ସଂକ୍ରମଣର ନୂଆ ମାମଲା : ଗତକାଲି ରେକର୍ଡ ସଂଖ୍ୟାରେ ୪୩ ଲକ୍ଷ ଲୋକଙ୍କୁ ଦିଆଯାଇଥିବା ଟୀକା…

ନୂଆଦିଲ୍ଲୀ : ବର୍ତ୍ତମାନ ପର୍ୟ୍ୟନ୍ତ ଦେଶରେ ଆଠ କୋଟିରୁ ଅଧିକ କରୋନା ଟୀକା ଦିଆଯାଇଛି। ଏହା ପରେ ବି ସଂକ୍ରମଣ ମାମଲା ଗୁଡ଼ିକର ଗତି ବନ୍ଦ ହେଉନାହିଁ । ବର୍ତ୍ତମାନ ଭାରତରେ ପ୍ରତିଦିନ ସର୍ବାଧିକ ସଂଖ୍ୟକ ମାମଲା ରେକଡର଼୍ କରାଯାଉଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସଦ୍ୟତମ ରିପୋର୍ଟ ଅନୁଯାୟୀ
Read More...

ତାମିଲନାଡୁ, କେରଳ, ପଶ୍ଚିମବଙ୍ଗ, ଆସାମ ଏବଂ ପୁଡୁଚେରୀରେ ମତଦାନ ଜାରି : କଡ଼ା ସୁରକ୍ଷା ବ୍ୟବସ୍ଥା

ନୂଆଦିଲ୍ଲୀ : ଦେଶର ପାଞ୍ଚଟି ରାଜ୍ୟରେ କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଆଜି ମତଦାନ ଜାରି ରହିଛି । ଆଜି ଯେଉଁ ରାଜ୍ୟରେ ଭୋଟ୍ ଦିଆଯାଉଛି, ସେହି ରାଜ୍ୟଗୁଡ଼ିକ ହେଲା ତାମିଲନାଡୁ, କେରଳ, ଆସାମ, ପୁଡୁଚେରୀ ଏବଂ ପଶ୍ଚିମବଙ୍ଗ । ତାମିଲନାଡୁର ସମସ୍ତ ୨୩୪ ଟି ବିଧାନସଭା ଆସନ ପାଇଁ ଆଜି ଭୋଟ୍
Read More...

ଏଣିକି ସକାଳ ୮ଟାରୁ ମଧ୍ୟାହ୍ନ ୧୨ଟା ଏବଂ ଅପରାହ୍ନ ୩ଟାରୁ ୬ଟା ପର୍ଯ୍ୟନ୍ତ ଟୀକାକରଣ

ଭୁବନେ‌ଶ୍ୱର, (କେପିଏନ୍‌ଏସ୍‌) : ଅତ୍ୟଧିକ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟରେ କୋଭିଡ୍ ଟୀକାକରଣ ଏଣିକି ସକାଳ ୮ଟାରୁ ମଧ୍ୟାହ୍ନ ୧୨ଟା ଏବଂ ଅପରାହ୍ନ ୩ଟାରୁ ୬ଟା ପର୍ଯ୍ୟନ୍ତ କରାଯିବ । ଟୀକାକରଣ ସେସନ୍ ସାଇଟରେ ୱେଟିଙ୍ଗ୍ ହଲ୍, ଅବଜରଭେସନ୍ ଏବଂ ଟୀକାଦାନ ରୁମ୍ ଏବଂ ପାନୀୟ ଜଳ
Read More...

ବଲା‌ଙ୍ଗିର ସହରରେ ଆଜିର ପାଖାପାଖି ପନିପରିବା ଦର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରରେ ଆଜିର ପନିପରିବା ଦର କିଲୋ ପିଛା ପାଖାପାଖି ଯାହା ରହିଛି, ସେ ସଂପର୍କରେ ଜାଣିବା ଆସନ୍ତୁ । ବଂଧାକୋବି – ୧୬ ଟଙ୍କା, ଫୁଲକୋବି – ୩୦ ଟଙ୍କା, ବ୍ରୁକୋଲି – ୫୦, ଝୁଲଣ (ଝୁନ୍‌ଗା) – ୬୦ ଟଙ୍କା, କଖାରୁ (ମାଖନ୍‌) – ୧୫ ଟଙ୍କା, କଲରା – ୪୦
Read More...

ବିଶ୍ଵବନ୍ଦନୀୟ ମା’ତାରାତାରିଣୀଙ୍କ ଚୈତ୍ର ପର୍ବ ଯାତ୍ରା ଦ୍ୱିତୀୟ ପାଳି ମଙ୍ଗଳବାର ପାଇଁ ରୋକ ଲଗାଇଲେ ପ୍ରଶାସନ

ବ୍ର‌ହ୍ମପୁର, (କେ.ସତ୍ୟ ନାରାୟଣ ରେ‌ଡ୍ଡୀ) : ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଠାରେ ଅବସ୍ଥାପିତ ପ୍ରସିଦ୍ଧ ତନ୍ତ୍ରପୀଠ ଆରାଧ୍ୟା ଦେବୀ ଜଗତ୍‌ଜନନୀ ମା’ ତାରାତାରିଣୀଙ୍କ ପବିତ୍ର ଚୈତ୍ର ମଙ୍ଗଳବାର ପର୍ବ ନେଇ ପ୍ରଶାସନ କଟକଣା ଜାରି ହୋଇଛି । ଏହି ଦିନରେ ଦର୍ଶନଭିଳାଷୀ ସମସ୍ତ ଭକ୍ତ ଏବଂ
Read More...