Monthly Archives

March 2021

ଭିନ୍ନ ଢ଼ଙ୍ଗରେ ହୋଲି ପାଳନ କଲା ସେବା ଚେରିଟେବୁଲ୍ ଟ୍ରଷ୍ଟ

ପାଟଣାଗଡ଼, (ଗୋରେଖନାଥ ବରିହା) : ଭାଇଚାରାର ପର୍ବ, ରଙ୍ଗର ପର୍ବ ହୋଲି । ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ପାଳନ ଅବସରରେ ରଙ୍ଗ ମଖାଇ ରାଗ ରୋଷ ଅଭିମାନ, ମନାନ୍ତରକୁ ଭୁଲି ଯାଇ ଭାଇଚାରା, ପରସ୍ପର ସୁସମ୍ପର୍କକୁ ଆହୁରି ଦୃଢିଭୁତ କରିଥାଏ ଏହି ରଙ୍ଗର ପର୍ବ ହୋଲି । ବର୍ତ୍ତମାନ
Read More...

ବନ୍ଧୁକ ଦେଖାଇ ଲୁଟିନଲେ ଟଙ୍କା, ମୋବାଇଲ ଓ ଏଟିଏମ

ଢ଼େଙ୍କାନାଳ : ଢେ‌ଙ୍କାନାଳ ଜି‌ଲ୍ଲା ପରଜଙ୍ଗ ଥାନା ଜରଡ଼ା ନିକଟରେ ଜଣେ ଯୁବକ ଲୁଟର ଶିକାର ହୋଇଛ‌ନ୍ତି ବୋଲି ଖବର ମଳିଛି । ଗଡ଼ପଳାଶୁଣୀ ଗ୍ରାମର ବିଶ୍ୱଜିତ ସାମଲ ନିଜର କାମସାରି କାମାକ୍ଷାନଗରରୁ ନିଜ ଗାଁ ଜଣେ ସାଙ୍ଗଙ୍କ ସହ ଫେରୁଥିବାବେଳେ ଜରଡ଼ା ଘାଟି ନିକଟରେ ଚାରି ଜଣ ଦୁର୍ବୁତ୍ତ
Read More...

ସଡ଼କ ଦୁର୍ଘଟଣାର ଲାଇଭ୍ ଦୃଶ୍ୟ ସିସିଟିଭିରେ କଏଦ

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅନ୍ତର୍ଗତ ଜଟାବାଲ ଗ୍ରାମ ନିକଟସ୍ଥ ଏକ ପେଟ୍ରୋଲ ପମ୍ପ ସାମ୍ନାରେ ଏକ ମର୍ମ‌ନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇ ତା‌ଙ୍କୁ ସେଠାରୁ ଉଦ୍ଧାର କରି ପାପଡାହାଣ୍ଡି ମେଡିକାଲରେ ଭର୍ତ୍ତି
Read More...

ଆଜିର ପାଖାପାଖି ପନିପରିବା ଦର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରରେ ଆଜିର ପନିପରିବା ଦର କିଲୋ ପିଛା ପାଖାପାଖି ଯାହା ରହିଛି, ସେ ସଂପର୍କରେ ଜାଣିବା ଆସନ୍ତୁ । ବ୍ରୁକୋଲି – ୫୦, ଝୁଲଣ (ଝୁନ୍‌ଗା) – ୬୦ ଟଙ୍କା, କଖାରୁ (ମାଖନ୍‌) – ୧୫ ଟଙ୍କା, କଲରା – ୪୦ ଟଙ୍କା, କଂଚା କଦଳି – ୪୦ ଟଙ୍କା, ଖମ୍ବ ଆଳୁ
Read More...

ଦିଲ୍ଲୀ ଏମ୍ସ ହସ୍ପିଟାଲରେ ଆଜି ରାଷ୍ଟ୍ରପତିଙ୍କର ବାଇପାସ୍ ସର୍ଜରୀ

ନୂଆଦିଲ୍ଲୀ : ଦିଲ୍ଲୀ ସ୍ଥିତ ଏମ୍ସ ହସ୍ପିଟାଲରେ ଆଜି ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କର ବାଇପାସ୍ ସର୍ଜରୀ ହେବ । ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅସ୍ତ୍ରୋପଚାର କରିବେ ଓଡ଼ିଆ ଡାକ୍ତର ଅକ୍ଷୟ କୁମାର ବିଷୋୟୀ ନେଇ ସୂଚନା ରହିଛି । ସୂଚନା ଅନୁସାରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଗତ ୨୬
Read More...

ପଶ୍ଚିମବଙ୍ଗରେ ନିର୍ବାଚନୀ ମାହୋଲ୍‌ : ନନ୍ଦିଗ୍ରାମରେ ମମତା ବାନାର୍ଜୀ ଏବଂ ଶୁଭେନ୍ଦୁ ଅଧିକାରୀଙ୍କ ମଧ୍ୟରେ ବାକ୍‌…

କୋଲକାତା : ପଶ୍ଚିମବଙ୍ଗରେ ନିର୍ବାଚନ ଯୁଦ୍ଧ ଦିନକୁ ଦିନ ତୀବ୍ର ହେବାରେ ଲାଗିଛି ଏବଂ ବିବୃତ୍ତିର ଉତ୍ତାପ ରାଜନୈତିକ ତାପମାତ୍ରାକୁ ଆହୁରି ବଢ଼ାଉଛି । ସୋମବାର ଦିନ ନନ୍ଦିଗ୍ରାମ ଆସନରେ ତ୍ର୍ରୁଣମୂଳ କଂଗ୍ରେସ ପ୍ରାର୍ଥୀ ମମତା ବାନାର୍ଜୀ ଏବଂ ବିଜେପି ପ୍ରାର୍ଥୀ ଶୁଭେନ୍ଧୁ ଅଧିକାରୀଙ୍କ
Read More...

ଖଟଖଟିଆର ବ୍ରହ୍ମଣୀ ଡୁଙ୍ଗରିରେ ନିଆଁ : ଜୀବନ ବିକଳ କରୁଛି ତାତି ଓ ଧୂଆଁ

ବୌଦ୍ଧ, (ମମତା ମହାକୁର) : ବୌଦ୍ଧ ଜିଲାର କଣ୍ଟମାଲ ବ୍ଲକ ଅନ୍ତର୍ଗତ ଖଟଖଟିଆ ଗ୍ରା.ପ.ର ବ୍ରହ୍ମଣୀ ପାହାଡ଼ରେ ଆଜି ପୁଣି ନିଆଁ ଲାଗିଛି । ନିଆଁକୁ ଆୟତ୍ତ କରିବା ପାଇଁ ଆଖପାଖ ଅଂଚଳର ଲୋକେ ଚେଷ୍ଟା କରିଥିଲେ ମଧ୍ୟ ନିଆଁକୁ ଆୟତ୍ତ କରିପାରି ନଥିବାରୁ ମୂଲ୍ୟବାନ ଗଛ ସବୁ ନଷ୍ଟ ହୋଇଯାଉଛି ।
Read More...

ତୋରା ଫୁଲ ଗୋସପେଲ ଚର୍ଚ ପକ୍ଷରୁ ରାସ୍ତା ନିର୍ମାଣ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଆଜି ତୋରା ସ୍ଥିତ ଫୁଲ ଗୋସପେଲ ଚର୍ଚ ପକ୍ଷରୁ ଫୁଟବଲ ପଡ଼ିଆ ସଫେଇ ଓ ରାସ୍ତା ନିର୍ମାଣ କାର୍ୟ୍ୟ ଆରମ୍ଭ କରିଥିଲେ । ଚର୍ଚର ଯୁବା ସଭ୍ୟମାନେ ଆଜି ସକାଳୁ ଶ୍ରମ ଦାନ କରି ପଡିଆ କଡ଼ରେ ଥିବା ଅଳିଆ ଆବର୍ଜ୍ଜନା ପରିସ୍କାର କରିବା ସହ ପଡ଼ିଆ କଡ଼ରେ ରାସ୍ତା
Read More...

କୃଷକମାନେ ଦିଲ୍ଲୀ ସୀମାରେ ହୋଲି ଏବଂ ହୋଲା ମୋହ‌ଲ୍ଲା ପାଳନ କଲେ

ନୂଆଦିଲ୍ଲୀ : କେନ୍ଦ୍ରର ନୂତନ କୃଷି ନିୟମକୁ ବିରୋଧ କରୁଥିବା କୃଷକମାନେ ସୋମବାର ଦିଲ୍ଲୀ ସୀମାରେ ହୋଲି ଏବଂ 'ହୋଲା ମୋହ‌ଲ୍ଲା' ପାଳନ କରିଛ‌ନ୍ତି । ତିନୋଟି ନୂତନ କୃଷି ଆଇନ ଏବଂ ସର୍ବନିମ୍ନ ସହାୟତା ମୂଲ୍ୟ (ଏମଏସପି) ଉପରେ ପୃଥକ ଆଇନ ରଦ୍ଦ ହେବା ପର୍ୟ୍ୟନ୍ତ ସେମାନଙ୍କ ଆନ୍ଦୋଳନ ଜାରି
Read More...

ଆଲାସ୍କାରେ ହେଲିକପ୍ଟର ଦୁର୍ଘଟଣା : ଚେକ୍ ଗଣରାଜ୍ୟର ସବୁଠାରୁ ଧନୀ ବ୍ୟକ୍ତି‌ଙ୍କ ସହିତ ୫ ଜଣଙ୍କ ମୃତ୍ୟୁ

ଆଙ୍କୋରେଜ୍ : ଆମେରିକାର ଆଲାସ୍କାର ଅଳ୍ପ ଜନବହୁଳ ଗ୍ରାମାଞ୍ଚଳରେ ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇ ପାଇଲଟ ଏବଂ ଅନ୍ୟ ୪ ଜଣଙ୍କର ମୃତ୍ୟୁ ଘଟିଛି । ମୃତକମାନଙ୍କ ମଧ୍ୟରେ ଚେକ ଗଣରାଜ୍ୟର ସବୁଠାରୁ ଧନୀ ବ୍ୟକ୍ତି ମଧ୍ୟ ସାମିଲ୍‌ ଅଛନ୍ତି । ନିଯୁକ୍ତ ହେଲିକପ୍ଟରଟି ଏକ ଲଜରୁ ଗାଇଡ୍ ଏବଂ
Read More...