କୃଷି ଆଇନ ପ୍ରତ୍ୟାହାର ନହେବା ପର୍ୟ୍ୟନ୍ତ କୃଷକ ଆନ୍ଦୋଳନ ଜାରି ରହିବ : ରାକେଶ ଟିକାୟତ୍
ମୁଜାଫରନଗର : ତିନୋଟି ନୂତନ କୃଷି ଆଇନ ରଦ୍ଦ ନହେବା ପର୍ୟ୍ୟନ୍ତ ତାଙ୍କର ଆନ୍ଦୋଳନ ଜାରି ରହିବ ବୋଲି କୃଷକ ନେତା ରାକେଶ ଟିକାୟତ୍ କହିଛନ୍ତି । କେନ୍ଦ୍ରର ନୂତନ କୃଷି ନିୟମ ବିରୁଦ୍ଧରେ ଦିଲ୍ଲୀ ସୀମାରେ କୃଷକଙ୍କ ଆନ୍ଦୋଳନର ଶହେ ଦିନ ପୂର୍ତ୍ତି ଅବସରରେ ଏଠାରେ ରାମରାଜ ସହରରେ ଆୟୋଜିତ ଏକ!-->…
Read More...
Read More...