Monthly Archives

March 2021

ପୁରାତନ ଛାତ୍ରଛାତ୍ରୀଙ୍କ ସମ୍ବର୍ଦ୍ଧନା ପାଇଁ ପ୍ରସ୍ତୁତି ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ସ୍ଥାନୀୟ ରାଜବୋଡାସମ୍ବର ହାଇସ୍କୁଲ ଚଳିତ ବର୍ଷ ପଞ୍ଚସ୍ତରୀ ବର୍ଷ ପୂର୍ତ୍ତ ଅବସରରେ ପ୍ଲାଟିନମ ଜୁବୁଲି ପାଳନ କରୁଅଛି । ୧୯୪୪ ମସିହାରେ ସ୍ଥାପିତ ଏହି ଶିକ୍ଷାନୁଷ୍ଠାନ ଅନେକ ସଫଳ ଛାତ୍ର ସୃଷ୍ଟି କରି ଅଞ୍ଚଳର ଗୌରବ ବୁଦ୍ଧି କରିଛି । ଏଇ ପରିପ୍ରେକ୍ଷୀରେ
Read More...

ସଡକ ସୁରକ୍ଷା ପ୍ରଶିକ୍ଷଣ ଶିବିର

ଡେଲା‌ଙ୍ଗ, (ଦିଲୀପ କୁମାର ଧାଉଡିଆ) : କମଳା ଫାଉଣ୍ଡେସନ ଆନୁକୂଲ୍ୟରେ ସଡକ ସୁରକ୍ଷା ପ୍ରଶିକ୍ଷଣ ଶିବିର ଗତମାସ ଫେବୃଆରୀ ୨୦ତାରିଖ ଠାରୁ ଆରମ୍ବ ହୋଇ ଚଳିତ ମାସ ମାର୍ଚ୍ଚ ୩ତାରିଖ ଦିନ ଶେଷ ହୋଇଯାଇଛି । ଏହି ଶିବିରରେ ୫୦୦ରୁ ଉର୍ଦ୍ଧ୍ବ ଟ୍ରକ ଚାଳକମାନଙ୍କୁ ସଡକ ସୁରକ୍ଷାର ବିଭିନ୍ନ ଦିଗ
Read More...

ଏକତା ପରିଷଦର ଶ୍ରମଦାନ ଓ ଶ୍ରମଶକ୍ତି କାର୍ୟ୍ୟକ୍ରମ

କଳାହାଣ୍ଡି, (ହେମନ୍ତ ସାହୁ) : ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଏକତା ପରିଷଦ ତରଫରୁ ଚାଲିଥିବା ଶ୍ରମଶକ୍ତି ଓ ଶ୍ରମଦାନ କାର୍ୟ୍ୟକ୍ରମ ମ.ରାମପୁର ବ୍ଳକ ଉର୍ଲାଦାନୀ ପଂଚାୟତର ଜୁରାଖମନଠାରେ ଅନୁଷ୍ଠିତ ହେଇଯାଇଛି । ସାଧାରଣ ସଂପାଦକ ରମେଶ ଶର୍ମାଙ୍କ ନେତୃତ୍ୱରେ ଚାଲିଥିବା ଏହି
Read More...

ଓଡ଼ିଶା ଡୁମାଲ ପରିଷଦର ସାଂଗଠନିକ ସଭା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଯାଦବ ଭବନ ସଭାଗୃହ ମଧ୍ୟରେ ଓଡିଶା ଡୁମାଲ ପରିଷଦର ଏକ ସାଂଗଠନିକ ସଭା ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ସଭାପତି ସୁଧୀର କର୍ଣ୍ଣଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ବୈଠକରେ ରାଜ୍ୟର ବିଭିନ୍ନ ଜିଲ୍ଲା ସଭାପତି ଓ କାର୍ଯ୍ୟକାରିଣୀ କମିଟିର ସଦସ୍ୟ
Read More...

ଖେଲୋ ଇଣ୍ଡିଆ ପ୍ରତିଯୋଗିତାରେ ବରଗଡ଼ର ପୁଷ୍ପାନସ ନଲେଜ ହବ୍ ପ୍ରତିଯୋଗୀଙ୍କ କୃତିତ୍ୱ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ର ପୁଷ୍ପାନସ ନଲେଜ ହବ୍‌ର ତିନିଜଣ ଯୁବ କ୍ରୀଡାବିତ‌ଙ୍କ ସମେତ ଝାରସୁଗୁଡ଼ାର ଜଣେ ପ୍ରତିଯୋଗୀ ଖେଲୋ ଇଣ୍ଡିଆ ୱିଣ୍ଟର ଗେମ୍ସରେ କାଶ୍ମୀରର ଗୁଲ୍ମର୍ଗ ଠାରେ କୃତିତ୍ୱର ସହ ବରଗଡ଼ ଫେରି ଆସିଛନ୍ତି । ଓଡ଼ିଶାର ଆଇସ ଷ୍ଟକ୍ ସଙ୍ଘର ସହଯୋଗରେ ରାଜ୍ୟ କୋଚ୍
Read More...

ଆଜି ପୁଣି ବଲାଙ୍ଗିର ଜିଲ୍ଲାରେ କରୋନା ସଂକ୍ରମଣ ଶୂନ୍ୟ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ପୁଣି ବଲାଙ୍ଗିର ଜିଲ୍ଲାରେ କରୋନା ସଂକ୍ରମଣ ଶୂନ୍ୟ ରହିଛି । ଏବେ ୧୦ ଜଣ ଏକ୍‌ଟିଭ୍‌ କରୋନା ଆକ୍ରାନ୍ତ ଚିକିତ୍ସିତ ହେଉଥିବା ସରକାରୀ ସୂତ୍ରରେ କୁହାଯାଇଛି । କେତେକ ଦେଶରେ କରୋନାର ନୂଆ ସଂକ୍ରମଣ ଭୟାବହ ସ୍ଥିତି ସୃଷ୍ଟି କରିଥିବା ବେଳେ ଭାରତରେ ମଧ୍ୟ
Read More...

ମାଣ୍ତିଆଢିପା ଧାନ ମଣ୍ତିରେ ଧାନ ବସ୍ତା ଚୋରି : ପାଇକମାଲ ଥାନାରେ ଅଭିଯୋଗ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ବିଭିନ୍ନ ମଣ୍ତିମାନଙ୍କରେ ହଜାର ହଜାର ଧାନ ବସ୍ତା ଗଦା ହୋଇଛି । ଧାନ କିଣାକୁ ନେଇ ଚାଷୀ ମାନେ ଆଜିକୁ ୨୩ ଦିନ ହେଲାଣି ଆନ୍ଦୋଳନ ଚଳାଇଛନ୍ତି । ପଦ୍ମପୁର ଉପ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ଧାନ ବସ୍ତା ପୁରେଇ ଦିଆଯାଇଛି
Read More...

ଯାଜପୁର ଗସ୍ତରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର

ଯାଜପୁର : ଆଜି ସକାଳେ ଯାଜପୁର ଜି‌ଲ୍ଲା ଗସ୍ତ କରି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ପ୍ରଥମେ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ବିରଜାଙ୍କୁ ଦର୍ଶନ କରିବା ପରେ ମନ୍ଦିରରେ ଚାଲିଥିବା ଉନ୍ନୟନ କାମ ତଦାରଖ କରି ଆସ‌ନ୍ତା ୬ରୁ ୭ ମାସ ମଧ୍ୟରେ ମନ୍ଦିରର କାମ ଶେଷ ହେବ ବୋଲି କହିଛନ୍ତି ମୁଖ୍ୟ
Read More...

କବିତା : ଶୋଲ

ଶିଶିର କୁମାର ନାୟକ ଦେଖା ହେଉ ନ ଥିବା ଗୋଟେତାରାଭରା ଆକାଶ ଥରେ ଥରେଚଡଚଡ ହେଇ ଫାଟେଦିନକୁ ଦିନ ମୁଁ ବୋକା ହେଇଯାଏସମ୍ବିଧାନର ପାଚେରୀ କଡରେ । କିଏ ଜଣେ ସବୁକିଛି ହରେଇ ହରେଇସବୁଠାରୁ ଧନୀ ହେଇଯାଏ ଭଲପାଇବାରେସଫ୍ଟଓୟାର ପିଲାଟି ଜୀବନର ସୁଖ ସର୍ଚ୍ଚ କରିଚିରକାଳ ଗୋଗୁଲରେ ମୁହଁମାଡି
Read More...