Monthly Archives

March 2021

କାମ୍ ଥି ଜଏନ୍ ନାଇଁ କରବାର୍ ଡାକ୍ତର

ଖପ୍ରାଖୋଲ, (କ୍ରିଷ୍ଣା ସେଠୀ) : ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ୍ ଲାଠୋର୍ ସରକାରୀ ଡାକ୍ତରଖାନା ଥି ଡାକ୍ତର୍ ଜଏନ୍ ନାଇଁ କରବାର୍ । ଡାକ୍ତର୍ ନିଯୁକ୍ତିର ଗୁଟେ ମାସ୍ ହେଇ ଯାଇଥିଲେ ବି ଡାକ୍ତର୍ ଜଏନ୍ ନାଇଁ କରବାର୍ ଯୁଗୁଁ ରୋଗୀ ମାନେ ବହୁତ୍ ଅସବିଧା ଥି ପଡୁଛନ୍ । ଲାଠୋର୍ ଥି କାମ୍
Read More...

ଦ୍ବିତୀୟ ଟି୨୦ : ଇଶାନ ଓ କୋହଲିଙ୍କ ଦମଦାର ବ୍ୟାଟିଂ ବଲରେ ଇଂଲଣ୍ଡକୁ ୭ ଉଇକେଟରେ ହରାଇଲା ଭାରତ

ଅହମଦାବାଦ : ସ୍ଥାନୀୟ ନରେନ୍ଦ୍ର ମୋଦୀ ଷ୍ଟାଡିୟମଠାରେ ଖେଳାଯାଉଥିବା ଭାରତ-ଇଂଲଣ୍ଡ ୨ୟ ଟି-୨୦ରେ ଭାରତ ଇଂଲଣ୍ଡକୁ ୭ ଓ୍ବିକେଟରେ ପରାସ୍ତ କରିଛି। ଏହା ସହିତ ସିରିଜ ୧-୧ରେ ପହଞ୍ଚିଛି। ଏହି ମ୍ୟାଚର ମୁଖ୍ୟ ଆକର୍ଷଣ ଥିଲା ନିଜର ପ୍ରଥମ ଅନ୍ତର୍ଜାତୀୟ ଟି-୨୦ ଖେଳୁଥିବା ଇଶାନ କିଷନଙ୍କ ଲଢୁଆ
Read More...

ପର୍ଯ୍ୟଟକ ବାହନ ପରିଚାଳକଙ୍କ ପାଇଁ ନୂଆ ଯୋଜନା ଘୋଷଣା

● ଅନଲାଇନ ଆବେଦନ ଦାଖଲ କରିବାର ୩୦ ଦିନ ମଧ୍ୟରେ ଜାରି ହେବ ପରମିଟ୍● ପରମିଟ୍ ୩ ମାସ କିମ୍ବା ଗୁଣକ ଅବଧି ଲାଗି ଦିଆଯିବ, ଅବଧିକୁ ସର୍ବାଧିକ ତିନି ବର୍ଷ ପର୍ୟ୍ୟନ୍ତ ବୃଦ୍ଧି କରାଯାଇପାରିବ● ନୂଆ ନିୟମ ଚଳିତ ବର୍ଷ ଏପ୍ରିଲ ପହିଲା ଠାରୁ ଲାଗୁହେବ● ବାଧାମୁକ୍ତ ପର୍ୟ୍ୟଟନକୁ ପ୍ରୋତ୍ସାହନ ସହିତ
Read More...

ବରଗଡରେ ରାଜ୍ୟସ୍ତରୀୟ ଆକାଶବାଣୀ ଶ୍ରୋତା ସମ୍ମିଳନୀ : ଦୁର୍ଗମ ଅଞ୍ଚଳର ସାଥୀ ଆକାଶବାଣୀ

ବରଗଡ଼, (ନିରୋଜ କୁମାର ପାଣୀ) : ଯେଉଁ ସ୍ଥାନରେ ଅନ୍ୟ ମାଧ୍ୟମ ପହଂଚି ପାରେ ନାହିଁ, ସେହି ସ୍ଥାନକୁ ଆକାଶବାଣୀ ଅତି ସହଜ ଓ ଶୀଘ୍ର ପହଞ୍ଚି ପାରୁଛି । ଦୁର୍ଗମ ଅଂଚଳର ସାଥୀ ହଉଛି ଆକାଶବାଣୀ । ସମୟ ସହିତ ତାଳ ଦେଇ ଆକାଶବାଣୀ ନିଜ କାର୍ୟ୍ୟକ୍ରମରେ ବି ନୂତନତ୍ୱ ଆପେଣେଇଛି ବୋଲି ଆଜି ଅଗ୍ରଗାମୀ
Read More...

ଓଡିଶାର ଲୋକେ ଛତିଶଗଡ଼ମୁହାଁ ହେଉଛନ୍ତି

ପଦ୍ମପୁର, (ନିରୋଜ କୁମାର ପାଣୀ) : ପ୍ରାୟତଃ ଓଡିଶାର ବିଭିନ୍ନ ସୀମାରେ ପଡୋଶୀ ରାଜ୍ୟ ମାନଙ୍କ ସହ ବିବାଦ ଚାଲିଥିବା ବେଳେ ମନ୍ତ୍ରୀ ମଧ୍ୟ ଏ କଥାକୁ ସ୍ଵୀକାର କରିଛନ୍ତି । ଅନ୍ୟପଟେ ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ଚରଦାପାଲି ପଞ୍ଚାୟତ ଏକ ଛତିଶଗଡ଼ ସୀମାବର୍ତ୍ତୀ ଜଙ୍ଗଲ ମଧ୍ୟରେ
Read More...

ଓଭର ବ୍ରିଜ ଶୀଘ୍ର ଚଳାଚଳ କରିବାକୁ ବିଜେପିର ଦାବୀ

ଟିଟିଲାଗଡ, (ଗୌରବ ଦର୍ଜୀ) : ଟିଟିଲାଗଡ଼ ସହରର ଟ୍ରାଫିକ ସମସ୍ୟା ଉତ୍କଟ ରୂପ ନେଉଥିବାରୁ ତଥା ରେଲ ଫାଟକ ଯୋଗୁଁ ଅନେକ ସମସ୍ୟା ଦେଖା ଦେଉଥିବାରୁ ଅନେକ ଆନ୍ଦୋଳନ, ଦାବୀ ପରେ ବ୍ରିଜ ନିର୍ମାଣ ପାଇଁ ୧୯୯୨ ମସିହାରେ ପ୍ରଥମ ଶୁଭ ପଡ଼ିଥିଲା । ହେଲେ ରାଜନୈତିକ ଛକାପଞ୍ଝା ଭିତରେ ରହି ୨୦୨୧ ମସିହା
Read More...

ଅଖିଳ ଭାରତୀୟ ସାହିତ୍ୟ ପରିଷଦର ବସନ୍ତ ଆସର

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଅଖିଲ ଭାରତୀୟ ସାହିତ୍ୟ ପରିଷଦ ବଲାଙ୍ଗିର ଶାଖା ତରଫରୁ ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆଙ୍କ ସଭାପତିତ୍ୱରେ ବସନ୍ତ ଆବାହନୀ କବିତା ଆସରର ଏକ ୱେବ ସଂଗୋଷ୍ଠି ଆୟୋଜିତ ହୋଇଥିଲା । ସୁଶ୍ରୀ ସବିତା ଭୋଇ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ । ସୁଶ୍ରୀ ସଂଯୁକ୍ତା
Read More...

ବଲାଙ୍ଗିର ଜିଲ୍ଲା ଓଷ୍ଟା କାର୍ଯ୍ୟକାରିଣୀ ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ଓଷ୍ଟା କାର୍ଯ୍ୟକାରୀ ବୈଠକ ସଭାପତି ଛାୟାକାନ୍ତ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ସଭାରେ ଜିଲ୍ଲା ସଂପାଦକ କୁଶଧ୍ୱଜ ସାହୁ ସଭାର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ ଏବଂ ନିମ୍ନ ଲିଖିତ ନିଷ୍ପତ୍ତି ଗ୍ରହଣ କରାଗଲା । ବଲାଙ୍ଗିର
Read More...

ଡଙ୍ଗରପଡାରେ ବ୍ଲକସ୍ତରୀୟ ଯାଦବ ମହାସଭା ସମାବେଶ : ଯାଦବମାନଙ୍କୁ ସରକାର ଅଣଦେଖା କଲେ ଆଗାମୀ ଦିନରେ ଆନ୍ଦୋଳନ ଚେତାବନୀ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଡଙ୍ଗରପଡା ପଂଚାୟତର କୋକଡୁଙ୍ଗରୀ ଠାରେ ଆଜି ମୁରିବାହାଲ ବ୍ଲକସ୍ତରୀୟ ଯାଦବ ମହାସଭାର ସମାବେଶ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ପ୍ରଥମେ ଚଣ୍ଡୀ ସମଲାଇ ଏବଂ ଭଗବାନ ଶ୍ରୀ କୃଷ୍ଣଙ୍କୁ ପୂଜାର୍ଚ୍ଚନା କରାଯିବା
Read More...

ମୋ ସ୍କୁଲ ଅଭିଯାନରେ ବିଶୁଦ୍ଧ ପାନୀୟ ଜଳ ପ୍ରକଳ୍ପ ଉଦଘାଟିତ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ କପିଲାଭଟା ଜି.ପି ହାଇସ୍କୁଲରେ ଆଜି ମୋ ସ୍କୁଲ ଅଭିଯାନରେ ବିଶୁଦ୍ଧ ପାନୀୟ ଜଳ ପ୍ରକଳ୍ପ ଉଦଘାଟିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ଅରୁଣ କୁମାର ବାରିକଙ୍କ
Read More...