Monthly Archives

March 2021

ଶହୀଦ ରଞ୍ଜନ ଦାଶଙ୍କ ପଞ୍ଚମ ଶହୀଦ ଦିବସ ପାଳନ

ବରଗଡ, (ନିରୋଜ କୁମାର ପାଣୀ) : ମଂଗଳବାର ଦିନ ଖଣ୍ଡହଥା ଗ୍ରାମରେ ଜନ୍ମ ଗ୍ରହଣ କରିଥିବା ଶହୀଦ ରଞ୍ଜନ ଦାଶଙ୍କ ପଞ୍ଚମ ଶହୀଦ ବାର୍ଷିକୀ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ମୁଖ୍ୟ ଅତିଥି ଭାବରେ ଲାଲଚାନ୍ଦ ଯାଦବ (ଡ଼ିଆଇଜି ଡ଼ିସି ସିଆର୍‌ପିଏଫ୍‌) ସମ୍ବଲପୁର ଏବଂ ସମ୍ମାନୀତ ଅତିଥି ଭାବରେ
Read More...

୫୧ତମ ସଂସ୍କୃତି ଚର୍ଚ୍ଚା ସଂପାନ ଅନୁଷ୍ଠିତ

ଭୁବନେଶ୍ୱର, (ସୁଶାନ୍ତ ସାହୁ) : ୧୯୨୧ ମାର୍ଚ୍ଚ ମାସ ୨୩ ତାରିଖ ଗାନ୍ଧିଜୀଙ୍କ ଓଡ଼ିଶା ଗସ୍ତର ଶତବାର୍ଷିକୀ ପାଳନ ଅବସରରେ ବିଶିଷ୍ଟ ଗାନ୍ଧୀବାଦୀ ନେତା ପ୍ରହଲ୍ଲାଦ କୁମାର ସିଂହ ଯୋଗ ଦେଇ ଓଡ଼ିଶାର ସାହିତ୍ୟ, ସଂସ୍କୃତି ଓ ସଂସ୍କାର ଉପରେ ଗାନ୍ଧିଜୀଙ୍କ ପ୍ରଭାବ ବିଷୟରେ ବକ୍ତବ୍ୟ ରଖିଥିଲେ ।
Read More...

ପଦ୍ମପୁର ନିର୍ବାଚନ ମଣ୍ଡଳୀର ଲଖମରା ମଣ୍ତଳ କାର୍ୟ୍ୟକାରିଣୀ ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ପଦ୍ମପୁର ନିର୍ବାଚନ ମଣ୍ଡଳୀର ଲଖମରା ମଣ୍ତଳ କାର୍ୟ୍ୟକାରିଣୀ ବୈଠକ ଟେମରୀ ଗ୍ରାମ ବଜାର ପ୍ରାଙ୍ଗଣ ଠାରେ ଲଖମରା ମଣ୍ତଳ ସଭାପତି ଭୀଷ୍ମଦେବ ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ପୂର୍ବତନ ବିଧାୟକ ତଥା ରାଜ୍ୟ କୃଷକ ମୋର୍ଚ୍ଚା
Read More...

ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଚୈତ୍ରପର୍ବ ଠାରୁ ମା’ ଦଣ୍ଡକାଳୀଙ୍କ ଦଣ୍ଡବିଧାନ ଯାତ୍ରା ଆରମ୍ଭ

ବ୍ରହ୍ମପୁର, (କେ. ସତ୍ୟ ନାରାୟଣ ରେ‌ଡ୍ଡୀ) : ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ମା’ ଦଣ୍ଡକାଳୀଙ୍କ ୨୧ ଦିନିଆ ଦଣ୍ଡବିଧାନ ଯାତ୍ରା ଆରମ୍ଭ ହୋଇଯାଇଛି । ପବିତ୍ର ଚୈତ୍ର ପର୍ବ ମଙ୍ଗଳବାର ଅବସରରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ଏହି ଦଣ୍ଡଯାତ୍ରା ଅଧିକ ସରଗରମ ହୋଇଥିବା ଦେଖାଦେଇଛି । ଛତ୍ରପୁର ଠାରେ
Read More...

ଚାଇଲ୍ଡ ଲାଇନ୍‌ର ଶିଶୁ ମନୋସାମାଜିକ ସଚେତନତା କାର୍ଯ୍ୟକ୍ରମ

ଟିଟିଲାଗଡ, (ଗୌରବ ଦର୍ଜୀ) : ଟିଟିଲାଗଡ ଚାଇଲ୍ଡ ଲାଇନ ତରଫରୁ ଟିଟିଲାଗଡ ଆଇସିଡିଏସ ପରାସରା ସେକ୍ଟର ସମିଆଁପଡ଼ା ଅଙ୍ଗନୱାଡ଼ି ସେଣ୍ଟର୍ ଠାରେ ଆଧାର ଚାଇଲ୍ଡ ଲାଇନ୍‌(କୋଲାବ) ବଲାଙ୍ଗିର ତରଫରୁ ଏକ ସଚେତନତା କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ହଜିଯାଇଥିବା ଶିଶୁ, ବାଲ୍ୟବିବାହ, ଶିଶୁ
Read More...

ଦହମୁଣ୍ଡା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ବରିଷ୍ଠଙ୍କୁ କୋଭିଡ୍ ଟୀକାକରଣ

ଭୋଗରାଇ, ( ଶିବନାରାୟଣ ପାତ୍ର ) : ଭୋଗରାଇ ବ୍ଲକ ଖରିଦପିପଳ ଗ୍ରାମପଞ୍ଚାୟତ ଅଧିନସ୍ଥ ଦହମୁଣ୍ଡା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଗତ ଶନିବାର ବରିଷ୍ଠ ନାଗରିକ ମାନଙ୍କ ପାଇଁ କୋଭିଡ ଟୀକାଦାନ ଶୁଭାରମ୍ଭ ହୋଇଯାଇଛି । ପଞ୍ଚାୟତ ସମିତି ଅଧ୍ୟକ୍ଷା ମଞ୍ଜୁରାଣୀ ବେହେରା ଉକ୍ତ ଟୀକାଦାନକୁ
Read More...

ହରିଶଙ୍କର ସ୍ଥିତ ମାଁ ବିନ୍ଧ୍ୟବାସିନୀ ମନ୍ଦିରର ମୁଖଶାଳା ଓ ରୋଷେଇ ଗୃହ ମରାମତି ପାଇଁ ପ୍ରସ୍ତୁତି ବୈଠକ

ପାଟଣାଗଡ଼, (ଗୋରେଖନାଥ ବରିହା) : ସର୍ବଭାରତୀୟ ବିଂଝାଲ ସମାଜ ଖପ୍ରାଖୋଲ ବ୍ଳକ ନୂତନ କମିଟିର କର୍ମକର୍ତ୍ତା ସଦସ୍ୟ ମାନଙ୍କୁ ନେଇ ଏକ ବୈଠକ ହରିଶଙ୍କର ସ୍ଥିତ ମାଁ ବିନ୍ଧ୍ୟବାସିନୀ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଥିଲା । ସଭାପତି ଚନ୍ଦ୍ରଶେଖର ବରିହାଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ
Read More...

ହୃଦଘାତରେ ଚାଲିଗଲେ ଭାଗବତିଆ ବେହେରା

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ଭେଡେନ ବ୍ଲକ ଡାଲବ ପଂଚାୟତ ଅର୍ନ୍ତଗତ ଖୁଣ୍ଟଲି ପାଲି ଛକ ଠାରେ ଭାଗବତିଆ ବେହେରା ବୟସ ୬୫ ଏକ ହୋଟେଲ ବ୍ୟବସାୟ କରି ନିଜର ପରିବାର ପ୍ରତି ପୋଷଣ କରି ଆସୁଥିଲେ ହେଁ ସାମାଜିକ ଅନୁଷ୍ଠାନ, ଜନସେବା, ଦୁର୍ଗାପୂଜା କମିଟି ସକ୍ରିୟ ସଦସ୍ୟ ଭାବେ ରହି
Read More...

ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଦ୍ୱାରା ଏସ୍‌.ଜେ.ପି.ୟୁ ମେମ୍ବର ଏବଂ ପୁଲିସ୍‌ କର୍ମଚାରୀ ମାନଙ୍କୁ ନେଇ ଏକଦିବସୀୟ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ବ୍ଲକ ସମ୍ମିଳନୀ କକ୍ଷରେ ଜିଲ୍ଲା ଏସ୍‌.ଜେ.ପି.ୟୁ. ମେମ୍ବର ଏବଂ ପୋଲିସ୍‌ କର୍ମଚାରୀଙ୍କୁ ନେଇ ଏକ ଦିବସୀୟ ପ୍ରଶିକ୍ଷଣ ଶିବିର ଗତ ୨୮ ତାରିଖ ଦିନ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଦ୍ୱାରା ଆୟୋଜିତ ହୋଇଯାଇଛି । ଏଥିରେ ବିଭିନ୍ନ ଥାନାରୁ ୫୫ ଜଣ
Read More...

ଜରା ନିବାସରେ ପାଳିଲେ ନିଆରା ଢଙ୍ଗରେ ହୋଲି

ଦେଓଗାଁ, (ମନୀଷ କୁମାର ସାହୁ) : ପବିତ୍ର ହୋଲି ଦିବସରେ କୋଭିଡ ନିୟମ ମାନି ଦେଓଗାଁ ବ୍ଲକ ସ୍ଥିତ ସାଲେପାଲି ଗାଁର ଜରା ନିବାସ ଠାରେ ବୃଦ୍ଧ, ବୃଦ୍ଧାଙ୍କ ସାଥିରେ ଭଜନ କୀର୍ତ୍ତନ କରି ନିଆରା ଢଙ୍ଗରେ ହୋଲି ପର୍ବ ପାଳନ କରାଗଲା । ଅନ୍ତେବାସୀଙ୍କ ପାଇଁ ଭୋଜନର ବ୍ୟବସ୍ଥା କରଯାଇଥିଲା । ଏଥିରେ
Read More...