Monthly Archives

March 2021

୧୯୮୬ ମସିହା ମାଟ୍ରିକ ବ୍ୟାଚ୍‌ର ବନ୍ଧୁ ମିଳନ

ଡେଲାଙ୍ଗ, (ଦିଲ୍ଲିପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅର୍ନ୍ତଗତ ସରକାରୀ ଘୋରଡିଆ ନୋଡାଲ ହାଇସ୍କୁଲର୧୯୮୬ ମସିହା ମାଟ୍ରିକ ବ୍ୟାଚ୍‌ର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ରବିବାର ଏକ ବନ୍ଧୁମିଳନ ଉତ୍ସବ ମା ବରାହୀ (ଖଣ୍ଡୁଆଳ) ପିଠସ୍ଥଳୀ କଅଁଳପଡା ଠାରେ ଅନୁଷ୍ଟିତ ହୋଇଯାଇଛି ।…
Read More...

ବସନ୍ତ ମିଳନରେ କବିତା ପାଠୋତ୍ସବ

ଖପ୍ରାଖୋଲ, (କ୍ରିଷ୍ଣା ସେଠୀ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକର ନାନ୍ଦୁପଲା ପଞ୍ଚାୟତ ଅନ୍ତର୍ଗତ କନ୍ଦରାଭଟା ଜଳମହାଦେବ ଝରଣା କୂଳରେ ସେଲା ପଥର ସାହିତ୍ୟ ସଂସ୍କୃତି କଲା ପରିଷଦ ବସନ୍ତ ମିଳନ ଉତ୍ସବ ରବିବାର ଅନୁଷ୍ଠିତ ହେଇଯାଇଛି । ପରିଷଦ ସମ୍ପାଦକ ଧରମସିଂ ଧରୁଆଙ୍କ ଅଧ୍ୟକ୍ଷତାରେ…
Read More...

ଏକ ଦେଶର ସମାବେଶୀ ବିକାଶ ନିମନ୍ତେ ଶିଳ୍ପଭିତ୍ତିକ ପ୍ରଗତି ସହିତ ଦୃଢ ସାମାଜିକ-ଆର୍ଥିକ ଢାଞ୍ଚାର ଆବଶ୍ୟକତା ରହିଛି :…

ଭାରତର ରାଷ୍ଟ୍ରପତିଙ୍କ ଦ୍ୱାରା ରାଉରକେଲା ଇସ୍ପାତ କାରଖାନାରେ ଅତ୍ୟାଧୁନିକ ହସ୍‌ପିଟାଲ ଉଦ୍‌ଘାଟିତ ରାଉରକେଲା, (ପିଆଇବି) : ଏକ ଦେଶର ସମାବେଶୀ ବିକାଶ ନିମନ୍ତେ ଶିଳ୍ପଭିତ୍ତିକ ପ୍ରଗତି ସହିତ ଦୃଢ ସାମାଜିକ-ଆର୍ଥିକ ଢାଞ୍ଚାର ଆବଶ୍ୟକତା ରହିଛି ବୋଲି ରାଷ୍ଟ୍ରପତି ଶ୍ରୀ ରାମନାଥ…
Read More...

ଆଶୁକବି ହେମନ୍ତ ଦାଶ ପାଇଲେ ରାଜ୍ୟ ସ୍ତରୀୟ କବିତା ସମ୍ମାନ-୨୦୨୧

ତୁଷୁରା, (ଅଜିତ କୁମାର ସାହୁ) : ଗତ ୨୧ ତାରିଖ ଦିନ କଟକ ସହିଦ ଭବନ ଠାରେ ଶ୍ରୀଚନ୍ଦନ ସାହିତ୍ୟ ସଂସ୍କୃତି ଏକାଡେମୀ, କଟକ ଓ ଅଗ୍ନି ସ୍ଫୁଲିଙ୍ଗ, ରାଉରକେଲାର ମିଳିତ ଉଦ୍ୟମରେ ଅନୁଷ୍ଠିତ ସମ୍ବର୍ଦ୍ଧନା ଉତ୍ସବରେ ତୋଷରାର ଆଶୁକବି ହେମନ୍ତ ଦାଶ, ନିଷାନ୍‌ର ସଂପାଦକଙ୍କୁ ରାଜ୍ୟ ସ୍ତରୀୟ କବିତା…
Read More...

ସଇଁନ୍ତଲା ସହରରେ କଳା ସଂସ୍କୃତିର ରଙ୍ଗୀନ ଛିଟା : ନିର୍ଜୀବ କାନ୍ଥରେ ଝଲସୁଛି ଜୀବନ୍ତ ସ୍କୁଲ ଚିତ୍ର, ସହରବାସୀଙ୍କ ମନ…

ସଇଁନ୍ତଲା, (ଅଜିତ କୁମାର ସାହୁ) : ସଜେଇ ହେଉଛି ସଇଁନ୍ତଲା ସହର । ବଲାଙ୍ଗିର, ସଇଁନ୍ତଲା, ଟିଟିଲାଗଡ଼ ଭଳି ଅନେକ ସହରର ବିଭିନ୍ନ ସରକାରୀ କାର୍ୟ୍ୟାଳୟ, କଲେଜ ସ୍କୁଲ କାନ୍ଥରେ ଝଲସୁଛି ଜୀବନ୍ତ ଚିତ୍ର । ଏବେ ନିର୍ଜୀବ ଏହି କାନ୍ଥ ଗୁଡିକୁ ଜୀବନ୍ତ କରିଛନ୍ତି ସ୍ଥାନୀୟ କଳା ସଂସ୍କୃତି କ୍ଷ …
Read More...

ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ଆତଙ୍କବାଦୀ ନିହତ

ଜମ୍ମୁ କଶ୍ମୀର : ଜମ୍ମୁ କଶ୍ମୀର ସୋପିଆନ ଜିଲ୍ଲାରେ ସୁରକ୍ଷାକର୍ମୀ-ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିବା ଖବର ମଳିଛି । ସୂଚନା ଯୋଗ୍ୟ ଯେ, ସୋପିଆନ ଜିଲ୍ଲାର ମନିହାଲ ଅଞ୍ଚଳରେ ଜମ୍ମୁ କଶ୍ମୀର ପୋଲିସ, ସେନା ଓ ସିଆରପିଏଫ କୌଣସି ସୂତ୍ରରୁ ଆତଙ୍କୀ ଲୁଚିଥିବା ଖବର ପାଇ ରାତି ପ୍ରାୟ…
Read More...

ଶ୍ରୀମନ୍ଦିରରେ ପହଞ୍ଚିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ

ପୁରୀ : ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ପହଞ୍ଚିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏବଂ ତା‌ଙ୍କ ପତ୍ନୀ । ଶ୍ରୀମନ୍ଦିର ଭିତରେ ରାଷ୍ଟ୍ରପତି ପ୍ରାୟ ୨୫ ମିନିଟ ସମୟ ଅତିବାହିତ କରିବାର କାର୍ୟ୍ୟକ୍ରମ ରହିଛି । ରାଷ୍ଟ୍ରପତିଙ୍କ ଗସ୍ତ ପୂର୍ବରୁ ପୁରୀରେ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ…
Read More...

ବିଶ୍ୱ ବନ ଦିବସ ଅବସରରେ ସଚେତନତା ବା‌ର୍ତ୍ତା

ପଦ୍ମପୁର, (ନିରୋଜ କୁମାର ପାଣୀ) : ବିଶ୍ୱ ବନ ଦିବସ ଅବସରରେ ଗାନ୍ଧୀ ଛକ ଠାରେ ସଚେତନତା ବା‌ର୍ତ୍ତା । ଜଙ୍ଗଲରେ ନିଆଁ ଲାଗୁ ଥିବାରୁ ଉଦବେଗ ପ୍ରକାଶ କଲେ ସଚେତନ ନାଗରିକ । ଏଥିରେ ସ୍ୱାମୀ ଧ୍ୟାନ ଦୀପକ, ରମେଶ ମହାପାତ୍ର, ଅଲିମ ରିଜବି, ରମେଶ ପତି, ଅସିତ ସାହୁ, ଗୁରୁ ଚରଣ ହରପାଲ ପ୍ରମୁଖ…
Read More...

ବଲାଙ୍ଗିର ସହରରେ ଆଜିର ପାଖାପାଖି ପନିପରିବା ଦର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରରେ ଆଜିର ପନିପରିବା ଦର କିଲୋ ପିଛା ପାଖାପାଖି ଯାହା ରହିଛି, ସେ ସଂପର୍କରେ ଜାଣିବା ଆସନ୍ତୁ । ସଜନା ଛୁଇଁ (ମୁନ୍‌ଗା) – ୫୦ ଟଙ୍କା, ଅଦା – ୮୦ ଟଙ୍କା, ରଷୁଣ – ୧୨୦ ଟଙ୍କା, ଟମାଟର୍‌ – ୧୦ ଟଙ୍କା, ଭେଣ୍ଡି -୬୦ ଟଙ୍କା, ବିମ୍‌ – ୬୦ ଟଙ୍କା,…
Read More...

ଲୋଇସିଂହା ମହାବିଦ୍ୟାଳୟରେ ‘ମୋ କଲେଜ ଅଭିଯାନ’

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ମହାବିଦ୍ୟାଳୟର ସଭାଗୃହ ଠାରେ ମୋ କଲେଜ ଅଭିଯାନ କାର୍ୟ୍ୟକ୍ରମ ଆରମ୍ଭ ହୋଇଯାଇଛି । ରବିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡିଶାର ପ୍ରାୟ ସାତ ଶହରୁ ଅଧିକ କଲେଜରେ ଏହି ଅଭିଯାନକୁ ଅପରାହ୍ନ ୪ ଟା ୧୫ ରେ ଅନଲାଇନ ମାଧ୍ୟମରେ ଉଦଘାଟନ କରିଛନ୍ତି ।…
Read More...