Monthly Archives

March 2021

ସିନେମା ପାଇଁ ମୁମ୍ବାଇରେ ତାଲିମ ନେଲେ ଶ୍ୟାମ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଅଞ୍ଚଳର ଦହିତା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଭାଲୁୁଡୁଙ୍ଗୁରୀ ଗ୍ରାମର ବହୁ ଚର୍ଚ୍ଚିତ ଜୁବ କ୍ୟାମେରା ମେନ୍ ନିର୍ଦ୍ଦେଶକ ତଥା ସମ୍ବଲପୁରୀ ସିନେମାର ଅଭିନେତା ଶ୍ୟାମସୁନ୍ଦର ମେହେର ମୁମ୍ବାଇରେ ଏଫ୍‌ଟିଏ ପିଲ୍ମି ସଂସ୍ଥା ଦ୍ବାରା ତାଲିମ୍ ନେଇ ଭଲ
Read More...

ଗ୍ରାମ ପଞ୍ଚାୟତ କାର୍ୟ୍ୟାଳୟ ଠାରେ ଅଚାନକ ପହଞ୍ଚିଲେ ବିଡିଓ

ଡେଲାଙ୍ଗ, (ଦି‌ଲ୍ଲିପ କୁମାର ଧାଉଡିଆ) : ୨୨ ମାର୍ଚ୍ଚ ତାରିଖ ଦିନ ୧୧ଟା ସମୟରେ ଚାଁଇପୁର ଗ୍ରାମ ପଞ୍ଚାୟତ କାର୍ୟ୍ୟାଳୟ ଠାରେ ଅଚାନକ ପହଞ୍ଚିଥିଲେ ଡେଲାଙ୍ଗ ବିଡିଓ ଦିଲ୍ଲୀପ ଷଡଙ୍ଗୀ । ସେଠାରେ ସରପଞ୍ଚ ପ୍ରଦ୍ୟୁମ୍ନ ପରିଡା, ଜିଆରଏସ୍ ଆରତୀ ବିଶ୍ୱାଳ, କାର୍ୟ୍ୟନିର୍ବାହୀ ଅଧିକାରୀ ଯଦୁମଣି
Read More...

କେବେ ହେବ ସ୍ୱାଭାବିକ ଜୀବନ ଯାତ୍ରା ..?

ଟ୍ରେନ ଚଳାଚଳ ସ୍ୱାଭାବିକ ହୋଇନି, ରେଳ ଷ୍ଟେସନ ଗୁଡିକ ଖାଁ ଖାଁ ଲାଗୁଛି ବ୍ର‌ହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଭାରତ ସରକାର ଘୋଷଣା ଅନୁସାରେ କୋଭିଡ଼-୧୯ ଗାଇଡ଼ ଲାଇନ କ୍ରମେ କୋରନା ମହାମାରୀକୁ ରୋକିବା ଲାଗି ସମସ୍ତ ଟ୍ରେନ ଚଳାଚଳ ବନ୍ଦ କରି ଦିଆଯାଇଥିଲା । ପରେ କିଛିଟା
Read More...

ନୃସିଂନାଥରେ ବିଜେପି ମଣ୍ତଳ ସ୍ତରୀୟ ପ୍ରଶିକ୍ଷଣ ଶିବିର

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଶ୍ଚିମ ଓଡିଶାର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ନୃସିଂନାଥ ପୀଠ ଠାରେ ଭାରତୀୟ ଜନତା ପାର୍ଟି ପାଇକମାଲ ମଣ୍ତଳ, ଲଖମରା ମଣ୍ତଳ, ମାଣ୍ଡୋସିଲ ମଣ୍ତଳର ବରିଷ୍ଠ ସଦସ୍ୟ ମାନଙ୍କର ଏକ ପ୍ରଶିକ୍ଷଣ ଶିବିର ଆୟୋଜିତ ହୋଇଥିଲା । ବରଗଡ ଜିଲ୍ଲା ଉପ ସଭାପତି ସରୋଜ କୁମାର
Read More...

ଭଗବାନ ସାହୁଙ୍କ ପୁସ୍ତକ ଉନ୍ମୋଚନ ପାଇଁ ପ୍ରସ୍ତୁତି ବୈଠକ

ବରଗଡ, (ନିରୋଜ କୁମାର ପାଣୀ) : ଆସନ୍ତା ୨୮ ତାରିଖରେ ବିଜୁ ପଟ୍ଟନାୟକ ଟାଉନ ହଲରେ ହେବାକୁ ଥିବା ଗୁରୁଶ୍ରୀ ଭଗବାନ ସାହୁଙ୍କ ଜୀବନୀ ପୁସ୍ତକ ଲୋକାର୍ପଣ ଉତ୍ସବର ପ୍ରସ୍ତୁତି ବୈଠକ ସଭାପତି ମୋହନ ସାହୁଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ବରିଷ୍ଠ ନାଗରିକ ସଂଘ କାର୍ୟ୍ୟାଳୟ ପରିସରରେ ଅନୁଷ୍ଠିତ
Read More...

ଗ୍ରାମଞ୍ଚଳ ପ୍ରତିଭାର ବିକାଶ ଆମ ପରିଷଦର ମୁଖ୍ୟ ଲକ୍ଷ୍ୟ : କରୋନା ଯୋଦ୍ଧା ଅଭିରାମ ସାହୁ

କଟକ, (ଚକ୍ରବର୍ତ୍ତୀ ଓତା) : କଟକସଦର ଅନ୍ତର୍ଗତ କନ୍ଦରପୁର ଅଞ୍ଚଳର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ "ସରସ୍ୱତୀ କଳା ପରିଷଦ"ର ୧୭ତମ ପ୍ରତିଷ୍ଠା ଦିବସ ଉମାକାନ୍ତ ମଣ୍ଡପ ପରିସରରେ ଅନୁଷ୍ଠିତ ହୋଇ ସମ୍ବର୍ଦ୍ଧନା ପର୍ବ, ଆଲୋଚନା ଚକ୍ର,ପତ୍ରପତ୍ରିକା ଉନ୍ମୋଚନ ହୋଇଯାଇଛି । ପ୍ରଥମ ଉଦଘାଟନୀ
Read More...

ସହରର ରାସ୍ତା କଡ଼ରେ ଗଦା ଗଦା ଅଳିଆ ଆବର୍ଜନା : ଏନ୍‌ଏସି ନିର୍ବାହୀ ଅଧିକାରୀଙ୍କ ତାଗିଦ୍‌ ପରେ ବି ସଚେତନ…

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : ସହରର ରାସ୍ତା କଡ଼ରେ ଗଦା ଗଦା ଅଳିଆ ଆବର୍ଜନା ପଡ଼ି ରହିଥିବା ଦେଖିବାକୁ ମିଳୁଛି । ଅନେକ ଥର ଏନ୍‌ଏସି ନିର୍ବାହୀ ଅଧିକାରୀଙ୍କ ତାଗିଦ୍‌ ପରେ ବି ସଚେତନ ହେଉନାହାନ୍ତି ଲୋକେ । ସହରର ଦୋକାନ, ବଜାର, ପ୍ରତ୍ୟେକ ନାଗରିକଙ୍କୁ ଜରି, ପୋଲିଥିନ୍, ଅଳିଆ
Read More...

ପୁନଃ ନିଯୁକ୍ତି ଦାବୀ ନେଇ ଯୁବକଙ୍କ ଷ୍ଟେଟ ବ୍ୟାଙ୍କ ଆଗରେ ଧାରଣା

ଖପ୍ରାଖୋଲା, (କ୍ରିଷ୍ଣା ସେଠୀ) : ପୁନଃ ନିଯୁକ୍ତି ଦାବୀ ନେଇ ଲାଠୋର ଗ୍ରାମର ଯୁବକ ମୋତିରାମ ତାଣ୍ଡି ଗତକାଲି ଠାରୁ ନିଜ ସହୋଯୋଗୀଙ୍କ ସହିତ ଲାଠୋର ଷ୍ଟେଟ ବ୍ୟାଙ୍କ ଶାଖା ଆଗରେ ଧାରଣାରେ ବସିଛନ୍ତି । ତାଙ୍କ କହିବା ମୁତାବକ ୨୦୧୪ ଅଗଷ୍ଟ ୧୦ ତାରିଖରେ ତାଙ୍କୁ ଲାଠୋର ଷ୍ଟେଟ ବ୍ୟାଙ୍କ
Read More...

ମହୁଲ ଫୁଲ ଗୋଟେଇବାକୁ ନେଇ ମହିଳାଙ୍କୁ ଅପବ୍ୟବହାର ଓ ମାଡ ଘଟଣା : ଥାନାରେ ଅଭିଯୋଗର ୪ଦିନ ପରେ ମଧ୍ୟ ପୁଲିସର…

ଦେଓଗାଁ, (ମନୀଷ କୁମାର ସାହୁ) : ଜନସାଧାରଣଙ୍କୁ ନ୍ୟାୟ ପ୍ରଦାନ ପାଇଁ ପ୍ରତ୍ୟେକ ଥାନାରେ ମୋ ସରକାରର ‘ଫାଇପ୍‌ ଟି’ ନିୟମ ଲାଗୁ କରିଛନ୍ତି ରାଜ୍ୟ ସରକାର । ହେଲେ ଜଣେ ମହିଳାଙ୍କୁ ଅପବ୍ୟବହାର କରିବା ସହ ମାଡ଼ ମାରିବା ଭଳି ଅଭିଯୋଗ ହୋଇଥିଲେ ମଧ୍ୟ ପୁଲିସ କୌଣସି କାର୍ୟ୍ୟନୁଷ୍ଠାନ
Read More...

କରୋନା ଫେରିବା ପରେ ଗଂଜାମ ଜିଲ୍ଲା ପ୍ରଶାସନ ପୁଣି ତତ୍ପର

ଗଂଜାମ, (କେ.ସତ୍ୟନାରାୟଣ ରେଡ୍ଡୀ) : ବର୍ତ୍ତମାନ କରୋନା ଫେରିବା ପରେ ଗଂଜାମ ଜିଲ୍ଲା ପ୍ରଶାସନ ପୁଣି ତତ୍ପରତା ପ୍ରକାଶ କରିଛି । ଆଜି ଏନେଇ ଏକ ଭି.ସି. ବୈଠକରେ ସମସ୍ତ ବିଷୟକୁ ତଦାରଖ କରିବା ସହ ଆଗାମୀ କାର୍ୟ୍ୟପନ୍ଥା ନେଇ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ମତ ଦେଇଥିଲେ । ଏପ୍ରିଲ
Read More...