Monthly Archives

March 2021

ଟାଉନହଲ ଠାରେ ବୌଦ୍ଧ ବିଜେପି ପକ୍ଷରୁ କାର୍ୟ୍ୟକାରିଣୀ ବୈଠକ ଅନୁଷ୍ଠିତ

ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ ଜିଲ୍ଲା ବିଜେପିର କାର୍ୟ୍ୟକାରିଣୀ ବୈଠକ ଆଜି ସ୍ଥାନୀୟ ଟାଉନହଲ ଠାରେ ଜିଲ୍ଲା ସଭାପତି ବିପ୍ର ଚରଣ ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଦିବଙ୍ଗତ ପୂର୍ବତନ ବିଧାୟକ ପ୍ରହଲ୍ଲାଦ ବେହେରା, ଯୁବ ବିଜେପି ନେତା ଲୋକନାଥ ପ୍ରଧାନ, କରୋନା ଯୋଦ୍ଧା
Read More...

ଫାଇଭ ଟି’ରେ ସାମିଲ ହେବ ହରଭଙ୍ଗା ହାଇସ୍କୁଲ : ଭିତ୍ତିଭୂମିର ଅନୁଧ୍ୟାନ କରି ଫେରିଲେ ବୌଦ୍ଧ ଜିଲ୍ଲାପାଳ

ବୌଦ୍ଧ, (ବଂଶୀଧର ମାଝୀ) : ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରସ୍ତାବିତ ୫ଟି ଯୋଜନାରେ ସାମିଲ କରିବା ପାଇଁ ବୌଦ୍ଧ ଜିଲ୍ଲାରୁ ଚୟନ ହୋଇଛି ବ୍ଲକର ପ୍ରମୁଖ ପୁରାତନ ହରଭଙ୍ଗା ନୋଡାଲ ହାଇସ୍କୁଲ । ଏହି ଯୋଜନାରେ ସାମିଲ ହେବାପରେ ନିର୍ମାଣ ହେବାକୁ ଥିବା ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପ ସକାଶେ
Read More...

ସତର ବର୍ଷର ଔଷଧ ଉଦ୍ୟାନ ଉଭାନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକ, ନୃସିଂହନାଥର ବନ ବିଭାଗ ରେଞ୍ଜ କାର୍ୟ୍ୟାଳୟ ପରିସରରେ ଥିବା ଔଷଧ ଉଦ୍ୟାନ ଉଭାନ ହୋଇ ଯାଇଥିବା ଜଣାପଡିଛି । ଏଠାରେ ୨୦୦୪ ମସିହାରେ ପ୍ରାୟ ୨୦୦ ପ୍ରକାରର ଦୁର୍ଲଭ ଔଷଧ ଚାରା ରୋପଣ କରାଯାଇଥିଲା । ରେଞ୍ଜର ମଳୟ ଦାସ ନିଜ ତତ୍ତ୍ୱାବଧାନରେ
Read More...

ବିଜୁ ଜନତା ଦଳ ତରଫରୁ ପାଟଣା ମହାରାଜା ତଥା ଓଡିଶାର ପୁର୍ବତନ ମୁଖ୍ୟମନ୍ତ୍ରୀ ରାଜେନ୍ଦ୍ର ନାରାୟଣ ସିଂହଦେଓଙ୍କ ଜୟନ୍ତୀ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ବିଜୁ ଜନତା ଦଳ ତରଫରୁ ପାଟଣା ମହାରାଜା ତଥା ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ରାଜେନ୍ଦ୍ର ନାରାୟଣ ସିଂହଦେଓଙ୍କ ୧୦୯ତମ ଜୟନ୍ତୀ ପାଳନ ଉପଲକ୍ଷେ ରାଜେନ୍ଦ୍ର ପାର୍କ ସ୍ଥିତ ପ୍ରତିମୁର୍ତ୍ତି ନିକଟରେ ପ୍ରଦୀପ ପ୍ରଜ୍ଜଳନ ଓ ପୁଷ୍ପମାଲ୍ୟ ଅର୍ପଣ କରି
Read More...

ସ୍ପୋର୍ଟ ସାମଗ୍ରୀ ଗୋଦାମ ଘରେ ଲାଗିଲା ନିଆଁ : ଲକ୍ଷାଧିକ ଟଙ୍କାର ସାମଗ୍ରୀ ଜଳିଗଲା

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ପୋର୍ଟ ସାମଗ୍ରୀ ଗୋଦାମ ଘରେ ନିଆଁ ଲାଗିବା ଫଳରେ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଜଳି ପୋଡ଼ି ନଷ୍ଟ ହୋଇଯାଇଥିବା ସୂଚନା ମିଳିଛି । ସୂଚନା ଅନୁସାରେ ସ୍ଥାନୀୟ ତେଲିଗୋଠପଡ଼ାରେ ରହୁଥିବା ଗୋପବନ୍ଧୁ ସ୍ପୋର୍ଟ ଷ୍ଟୋର୍‌ର ମାଲିକ ଗୋପବନ୍ଧୁ ମିଶ୍ର ଘରେ କୌଣସି
Read More...

ନାବାଳିକା ଛାତ୍ରୀ ଯୌନ ନିର୍ଯ୍ୟାତନା ମାମଲା : ଅପରାଧୀ ଶିକ୍ଷକର ଗିରଫ ଦାବୀରେ କଂଗ୍ରେସର ଥାନା ଘେରାଉ

କଳାହାଣ୍ଡି, (ହେମନ୍ତ ସାହୁ) : ନାବାଳିକା ଛାତ୍ରୀ ଯୌନ ନିର୍ୟ୍ୟାତନା ମାମଲାକୁ ୧୮ ଦିନରୁ ଅଧିକ ହେଇଯାଇଥିଲେ ସୁଦ୍ଧା ଅଭିଯୁକ୍ତ ଶିକ୍ଷକଙ୍କୁ ଗିରଫ କରାନଯିବା ପଛରେ କୋଉ ରହସ୍ୟ ରହିଛି, ପୋଲିସ ଘଂଟ ଘୋଡ଼ାଉଛି ନା କେହି ନେତା ତାକୁ ସୁରକ୍ଷା ଦଉଛି ? ନବୀନ ସରକାର ମା'କୁ ସମ୍ମାନର ନାରା
Read More...

ଦୋଳ ମହୋତ୍ସବର ରୌପ୍ୟ ଜୟନ୍ତୀ ପାଳିତ : ମହିଳାଙ୍କ ହାତରେ ଯୁଗଳମୂର୍ତ୍ତି, ବାଡି ଖେଳିଲେ ଗୌର ପିଲା

ବଲଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଯାଦବ ଭବନ ପରିସରରେ କୋଭିଡ କଟକଣା ମଧ୍ୟରେ ୨୫ତମ ଦୋଳ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ରୌପ୍ୟ ଜୟନ୍ତୀକୁ ନିରାଡମ୍ବର ଭାବେ ପାଳନ କରିଥିଲା ଜିଲ୍ଲା ଯାଦବ ସମାଜ । ଦୋଳ ମହୋତ୍ସବ ଅବସରରେ ଚଳିତ ବର୍ଷ ନଗର ପରିକ୍ରମା ସହ ଅନ୍ୟାନ୍ୟ ସାଂସ୍କୃତିକ
Read More...

ବଲାଙ୍ଗିର ଜିଲ୍ଲାରେ ଆଜି ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୫

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ଆଜି ୫ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ବେଲପଡ଼ା ବ୍ଳକ୍‌ ସିହିନୀ ଗ୍ରା.ପ.ରୁ ୨, ପାଟଣାଗଡ଼ ବ୍ଲକ ଯୋଗୀମୁଣ୍ଡା ଗ୍ରା.ପ.ରୁ ୨ ଏବଂ ସଇଁନ୍ତଲା ବ୍ଲକ ବଡ଼ମାଲ ଗ୍ରା.ପ.ରୁ ଜଣେ ଆକ୍ରାନ୍ତ ହୋଇଥିବା
Read More...

ବାଳିକା ହାଇସ୍କୁଲରେ ଶିକ୍ଷକଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ଉଚ୍ଚ ବିଦ୍ୟାଳୟରେ ଦୀର୍ଘ ଦିନ ଧରି ଜଣେ ଉତ୍ତମ ଶିକ୍ଷକ ଭାବେ ଛାତ୍ରଛାତ୍ରୀ ମାନଙ୍କୁ ଶିକ୍ଷାଦାନ ଦେଉଥିବା ଶିକ୍ଷକ ନଗେନ୍ଦ୍ର ପ୍ରସାଦ ବସ୍ତିଆଙ୍କ ଆଜି ତାଙ୍କ କାର୍ୟ୍ୟରୁ ଅବସର ଗ୍ରହଣ କରିଛନ୍ତି । କୋଭିଟ-୧୯ କଟକଣାକୁ
Read More...

ଓସିଏ ଭିଜନ ୨୦୨୪ : ୟଙ୍ଗ୍‌ ଷ୍ଟୁଡେଣ୍ଟ କ୍ରିକେଟ କ୍ଲବ ବିଜୟୀ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ବଲାଙ୍ଗିର ଗାନ୍ଧୀ ଷ୍ଟାଡିୟମଠାରେ ଆୟୋଜିତ ଓସିଏ ଭିଜନ ୨୦୨୪ର ସିନିଅର ଇନଟ୍ରାକ୍ଲବ କ୍ରିକେଟ ପ୍ରତିଯୋଗିତାରେ ୟଙ୍ଗ୍‌ ଷ୍ଟୁଡେଣ୍ଟ କ୍ରିକେଟ କ୍ଲବ ବିଜୟୀ ହୋଇଛି । ଆଜିର ପ୍ରତିଯୋଗିତାରେ ୟଙ୍ଗ୍‌ ଷ୍ଟୁଡେଣ୍ଟ କ୍ରିକେଟ କ୍ଲବ ଓ ଟିଟିଲାଗଡ଼ କ୍ରିକେଟ
Read More...