Monthly Archives

March 2021

ଗ୍ରୀଷ୍ମ ପ୍ରବାହ କେବଳ ମଣିଷ ନୁହେଁ ନିରୀହ ପଶୁପକ୍ଷୀମାନ‌ଙ୍କୁ ମଧ୍ୟ ପ୍ରଭାବିତ କରେ

ଭୁବନେ‌ଶ୍ୱର, (କେପିଏନ୍‌ଏସ୍‌) : ଏହି ଗ୍ରୀଷ୍ମ ଋତୁରେ ବୁଲା ଗୋରୁ, ଗାଈ, କୁକୁର, ଛେଳି ଓ ଅନ୍ୟାନ୍ୟ ପଶୁପକ୍ଷୀଙ୍କ ପାଇଁ ଘର ବାହାରେ ପାଣି ରଖନ୍ତୁ। ଛାତ ଉପରେ ପକ୍ଷୀମାନଙ୍କ ପାଇଁ ପାଣି ରଖନ୍ତୁ। ନିଜକୁ ଗ୍ରୀଷ୍ମ ପ୍ରବାହରୁ ସୁରକ୍ଷିତ ରଖିବା ସହିତ ପଶୁପକ୍ଷୀଙ୍କୁ ରକ୍ଷା କରିବାରେ
Read More...

ମରଣଜନ୍ତା ସାଜିଛି ବାଦିପାଲିରୁ ଜୋଖିପାଲି ପ୍ରଧାନମନ୍ତ୍ରୀ ସଡ଼କ : ଜୋଖିପାଲିରୁ ସାତବନ୍ଧକୁ ପିଚୁ ରାସ୍ତା ନିର୍ମାଣ…

ପଦ୍ମପୁର, (ନିରୋଜ କୁମାର ପାଣୀ) : ବିଜେପୁର ବ୍ଲକ ଅନ୍ତର୍ଗତ ବାଦିପାଲି ଗ୍ରାମରୁ ଜୋଖିପାଲି ଗ୍ରାମକୁ ସଂଯୋଗ କରୁଥିବା ରାସ୍ତା ବର୍ତ୍ତମାନ ମରଣଜନ୍ତା ପାଲଟିଛି । ୨୦୦୫ ମସିହାରେ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ତିଆରି ହେଇଥିବା ରାସ୍ତାର ଅବସ୍ଥା ଏବେ ଶୋଚନୀୟ ହୋଇପଡିଛି । ଏହି ରାସ୍ତାଟି
Read More...

ହୋଲି ପାଳନ ସମୟରେ କରୋନା ସତର୍କତା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : କରୋନା ପରିପ୍ରେକ୍ଷୀରେ ହୋଲି ପାଳନ ସମୟରେ ସତର୍କତା ଅବଲମ୍ବନ କରନ୍ତୁ । ବାହାରକୁ ଯିବା ନାହିଁ, କାହାରିକୁ ସ୍ପର୍ଶ କରିବା ନାହିଁ, ଯଥା ଦୂରତା ରକ୍ଷାକରି ପବିତ୍ର ହୋଲି ପାଳନ କରିବା । ଭଲ ଭାବରେ ସାବୁନରେ ହାତ ଧୋଇବା ଏବଂ ମାସ୍କ ପରିଧାନ କରିବା । ରାଜ୍ୟ
Read More...

ଛତ୍ରପୁର ଓକିଲ ସଙ୍ଘ ନିର୍ବାଚନ

ବ୍ରହ୍ମପୁର, (କେ. ସତ୍ୟ ନାରାୟଣ ରେଡ୍ଡୀ) : ଛତ୍ରପୁର ଓକିଲ ସଙ୍ଘର ନୂତନ କର୍ମକର୍ତା ନିର୍ବାଚନ ଶନିବାର ସନ୍ଧ୍ୟାରେ ଘୋଷିତ ହୋଇଯାଇଛି । ସଙ୍ଘର ସଭାପତି ଭାବେ ପ୍ରଦୀପ କୁମାର ପାଢ଼ୀ, ଉପ -ସଭାପତି ଭାବେ ଚୈତନ୍ୟ ପ୍ରଧାନ, ସମ୍ପାଦକ ଭାବେ ଏଲ. ଗୋପାଲ ରାଓ, ଯୁଗ୍ମ ସମ୍ପାଦକ ଭାବେ ସଞ୍ଜୟ
Read More...

କନ୍ଧମାଳରେ ବାଲ୍ୟ ବିବାହ ଓ ଶିଶୁ ସୁରକ୍ଷା କାର୍ୟ୍ୟକ୍ରମ ଯଥେଷ୍ଟ ଆଗେଇ ପାରିଛି : ଚାଇ‌ଲ୍ଡ ଲାଇନ ରୋକିଛି ୭୧ଟି…

କନ୍ଧମାଳ, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ଗତ ୨୦୧୨ ମସିହାରୁ କନ୍ଧମାଳ ଜିଲାରେ କାର୍ୟ୍ୟ କରି ଆସୁଥିବା ଚାଇ‌ଲ୍ଡ ଲାଇନ ଜିଲାରେ ଶିଶୁ ମାନଙ୍କ ସୁରକ୍ଷା, ଥଇଥାନ ଏବଂ ଉନ୍ନତି ଦିଗରେ ଯଥେଷ୍ଟ କାର୍ୟ୍ୟ କରିଛି । ଆଗକୁ ଏହି ଦିଗରେ ଆହୁରି ଅନେକ କରିବାର ଅଛି ବୋଲି ଆଜି ସ୍ଥାନୀୟ
Read More...

ଆଜି ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୯୦

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଏବେ ଏକ୍‌ଟିଭ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ମାତ୍ର ୧୬୫୦ ରହିଛି । ଆଜି ୨୯୦ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୭୧ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୧୧୯ ଜଣ ଆଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ
Read More...

ଝାରବନ୍ଧରେ ଅଘୋଷିତ ବିଦ୍ୟୁତ କାଟ ନେଇ ଜନ ଅସନ୍ତୋଷ ତେଜୁଛି

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ଅଞ୍ଚଳରେ ଘନ ଘନ ଅଘୋଷିତ ବିଦ୍ୟୁତ କାଟ ହେବା ଯୋଗୁଁ ଉପଭୋକ୍ତା ଅତି‌ଷ୍ଠ ହେଉଥିବା ଦେଖାଯାଉଛି । ପ୍ରତ୍ୟହ ଦିନ ଘଣ୍ଟା ଘଣ୍ଟା ଧରି ବିଦ୍ୟୁତ କାଟ ହେଉଛି । ପୁଣି ତା ସାଙ୍ଗକୁ ରାତ୍ର ସମୟରେ ବିଦ୍ୟୁତ କାଟ
Read More...

ହିଟ୍ ୱେଭ୍ ମୁକାବିଲା ପାଇଁ ପଦକ୍ଷେପ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ହିଟ୍ ୱେଭ୍ ମୁକାବିଲା ପାଇଁ ଆଗୁଆ ପଦକ୍ଷେପ ଗ୍ରହଣ କରାଯାଇଛି । ଡାକ୍ତରଖାନାରେ ଅଂଶୁଘାତ ମୁକାବିଲା ପାଇଁ ସ୍ୱତନ୍ତ୍ର ୱାର୍ଡ୍ ସହିତ ଓଆରଏସ୍ ଗଚ୍ଛିତ ରଖାଯାଇଛି । ଅଧିକ ଉତ୍ତାପ ପରିସ୍ଥିତିରେ ୧୧ଟାରୁ ୩ଟା ଭିତରେ ଶ୍ରମିକମାନଙ୍କ କାର୍ୟ୍ୟ ବାରଣ କରାଯିବ ।
Read More...

ବଉଲ ନାଟ ଏଣ୍ଡ କଲ୍‌ଚରାଲ୍ ଏସୋସିଏସନ ପକ୍ଷରୁ ବିଶ୍ଵନାଟ୍ୟ ଦିବସ ପାଳିତ

ବୌଦ୍ଧ, (ମମତା ମହାକୁର) : ବଉଲ ନାଟ ଏଣ୍ଡ କଲ୍‌ଚରାଲ୍ ଏସଓସିଏସନ, ବ୍ରହ୍ମଣୀ ପକ୍ଷରୁ ବିଶ୍ଵନାଟ୍ୟ ଦିବସ ପାଳିତ ହୋଇଯାଇଛି । ମଞ୍ଚ ଅଭିନେତା ଶିବ କମ୍ପଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବଉଲ ନାଟ ଏଣ୍ଡ କଲଚୁରାଲ ଏସଓସିଏସନର ସଭାପତି ଅର୍ଜୁନ ପ୍ରଧାନ, ହଳଧର କର୍ମୀ, ଲାଲ ପଲିଆ ପ୍ରମୁଖ
Read More...

କାନ୍ଦୁଛି ପେଟ, ଠିକଣା ଖୋଜୁଛି ପାଠ

ସଇଁନ୍ତଲା, (ଅଜିତ୍‌ କୁମାର ସାହୁ) : ଶିଶୁ ହସିଲେ ଦେଶ ହସିବ ବୋଲି ସ୍ଲୋଗାନ ଦିଆଯାଉଛି । ଶିଶୁ ମାନଙ୍କ ବିକାଶ ସହିତ ଉପଯୁକ୍ତ ଶିକ୍ଷା ଯୋଗାଇବା ଲକ୍ଷ୍ୟରେ ସରକାର ବିଭିନ୍ନ ଯୋଜନା ପ୍ରଣୟନ କରି ବିପୁଳ ଟଙ୍କା ବ୍ୟୟ କରୁଛନ୍ତି । କିନ୍ତୁ ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକରେ ସରକାରୀ
Read More...