Monthly Archives

March 2021

ରାସ୍ତା ମରାମତି କଲେ କୋଶଲ ସେନା

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ବ୍ଲକ କୁଶମେଲ କୁମ୍ଭାରପଡା ଠାରୁ ଲଙ୍କାବାହାଲ ଗ୍ରାମକୁ ଯିବା ରାସ୍ତା ଅବସ୍ଥା ଅତି ଶୋଚନୀୟ ଅବସ୍ଥାରେ ପଡି ରହିଥିଲା । କଂକ୍ରିଟ ରାସ୍ତା ହୋଇଥିଲେ ମଧ୍ୟ ରାସ୍ତା ଉପରେ ଫୁଟେରୁ ଅଧିକ ବାଲି ଓ ମାଟି ଜମି ରହି ଖାଲ ଖମା ସୃଷ୍ଟି ହୋଇଥିଲା । ଫଳରେ
Read More...

ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୪ : ବଲାଙ୍ଗିର ପୌରାଂଚଳରୁ ୩

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪ ରହିଥିବା ସରକାରୀ ସୂତ୍ରରୁ ଜଣାପଡ଼ିଛି । ବଲାଙ୍ଗିର ପୌରାଂଚଳ ୱାର୍ଡ ନଂ.୧୨ରୁ ୩ ଜଣ ଆକ୍ରାନ୍ତ ହୋଇଥିବା ବେଳେ ବେଲପଡ଼ା ବ୍ଲକ ଘାଗୁର୍ଲି ଗ୍ରା.ପ.ରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
Read More...

ଉଦଯାପିତ ହେଲା ଷଷ୍ଠଦଶ ବୌଦ୍ଧ ପୁସ୍ତକ ମେଳା : ଶ୍ୱେତକୁମାର ପ୍ରଧାନ ପାଇଲେ ‘ବୌଦ୍ଧ ବାର୍ତ୍ତାବହ’…

ବୌଦ୍ଧ, (ବଂଶୀଧର ମାଝୀ) : ଜିଲ୍ଲା ଜର୍ଣ୍ଣାଲିଷ୍ଟ ଫୋରମ ଦ୍ବାରା ସୁକାନ୍ତ ପଟ୍ଟନାୟକଙ୍କ ଆବାହକତ୍ବରେ ସ୍ଥାନୀୟ ଟାଉନହଳ ଠାରେ ଦୁଇଦିନ ଧରି ଆୟୋଜିତ ହୋଇଥିବା ଷଷ୍ଠଦଶ ବୌଦ୍ଧ ପୁସ୍ତକ ମେଳା ରବିବାର ଉଦଯାପିତ ହୋଇଯାଇଛି । କାର୍ୟ୍ୟକ୍ରମର ଉଦଯାପନୀ ସଂନ୍ଧ୍ୟାରେ ଫୋରମ ସଭାପତି ଦିବ୍ୟଶଙ୍କର
Read More...

ଗୁରୁ ଭଗବାନ ସାହୁଙ୍କ ଜୀବନୀ ପୁସ୍ତକ ଲୋକାର୍ପିତ

ବରଗଡ, (ନିରୋଜ କୁମାର ପାଣୀ) : ପଶ୍ଚିମ ଓଡିଶାର ମହାନ ନାଟ୍ୟଗୁରୁ କୋସଲି ନାଟ୍ୟମହର୍ଷି ଗୁରୁ ଭଗବାନ ସାହୁଙ୍କ ଜୀବନୀ ପୁସ୍ତକ ସ୍ଥାନୀୟ ବିଜୁ ପଟ୍ଟନାୟକ ଟାଉନ ହଲ ପରିସରରେ ଲୋକାର୍ପିତ ହୋଇଯାଇଛି । ଗୁରୁ ଭଗବାନ ସାହୁ ସ୍ମୃତି କମିଟୀର ସଭାପତି ମୋହନ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି
Read More...

କରୋନା ସଂକ୍ରମଣ ବୃ‌ଦ୍ଧିକୁ ନେଇ ରାଜ୍ୟରେ ନବମ ଏବଂ ଏକାଦଶ ଶ୍ରେଣୀର କ୍ଲାସ ବନ୍ଦ ହେବ ନାହିଁ : ଗଣଶିକ୍ଷା ମନ୍ତ୍ରୀ

ଭୁବନେ‌ଶ୍ୱର, (ସୁଶାନ୍ତ ସାହୁ) : କରୋନା ସଂକ୍ରମଣ ବୃ‌ଦ୍ଧିକୁ ନେଇ ରାଜ୍ୟରେ ନବମ ଏବଂ ଏକାଦଶ ଶ୍ରେଣୀର କ୍ଲାସ ବନ୍ଦ ହେବ ବୋଲି ସାଧାରଣରେ ଯେଉଁ ଚର୍ଚ୍ଚା ହେଉଥିଲା, ତାହା ଆଜି ‌ସ୍ପ‌ଷ୍ଟ ଭାବେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇ କହିଛନ୍ତି ଯେ, "ଏବେ ବନ୍ଦ ହେବନି
Read More...

ଗର୍ଭବତୀଙ୍କୁ ୩ କିମି ଚଲାଇ ନିଲମ୍ବିତ ହେଲେ ଥାନା ଅଧିକାରୀ

ମୟୂରଭଞ୍ଜ : ହେଲମେଟ୍ ଚେକିଂ ବେଳେ ଗର୍ଭବତୀଙ୍କୁ ଚଳାଇବା ଘଟଣାରେ ମୟୂରଭଞ୍ଜ ଜିଲ୍ଲା ଶରତ ଥାନା ଅଧିକାରୀଙ୍କୁ ଏସ୍‌ପି ନିଲମ୍ବିତ କରିଥିବା ସୂଚନା ମିଳିଛି । ସୂଚନା ଅନୁସାରେ ଗତକାଲି ଶରତ ଥାନା ଓଆଇସି ରୀନା ବକ୍ସଲାଙ୍କ ନିର୍ଦ୍ଦେଶରେ ଯୋଗୁଁ ଜଣେ ଗର୍ଭବତୀ ୩ କିମି ଚାଲି ଚାଲି
Read More...

ହୋଲି ଖେଳି ସାରିବା ପରେ ସୋନପୁର ମହାନଦୀକୁ ଗାଧୋଇ ଯାଇ ଜଣଙ୍କର ମୃତ୍ୟୁ

ସୋନପୁର, (ପ୍ରଭୁଦତ୍ତ ରଥ) : ସୋନପୁର ବ୍ଲକ ଛକ ଅଂଚଳର ଜଣେ ଛାତ୍ର ହୋଲି ଖେଳି ସାରିବା ପରେ ମହାନଦୀକୁ ଗାଧୋଇ ଯାଇ ତା‌ଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ସୂଚନା ଯୋଗ୍ୟ ଯେ, ରାଜ୍ୟ ସରକାର ହୋଲିକୁ ନେଇ କଟକଣା ଜାରି କରିଥିଲେ । ତଥାପି ଘରେ ହେଉ ଅବା ସାଙ୍ଗ ମାନ‌ଙ୍କ ସହ
Read More...

ରେଲୱେ ବିଭାଗର ଖାମଖିଆଲି ଭାବେ ପୋଖରୀରୁ ମାଟି ଉତ୍ତୋଳନ ଅଭିଯୋଗ : ବିପଦରେ ଜନସାଧାରଣ ଓ ଗୃହପାଳିତ ପଶୁ

ବୌଦ୍ଧ, (ମମତା ମହାକୁର) : ବୌଦ୍ଧ ଜ଼ିଲ୍ଲାରେ ବର୍ତ୍ତମାନ ରେଳ ବିଭାଗ ତାର ରାସ୍ତା କାମ ମନମୁଣ୍ଡା ପଂଚାୟତରୁ ଆରମ୍ଭ କରି ଦ୍ରୁତ ଗତିରେ ରେଲୱେ ରାସ୍ତା କାମ ଚାଲିଅଛି । ବର୍ତ୍ତମାନ ଜ଼ିଲ୍ଲାପାଳଂକ ନିର୍ଦେଶ ଅନୁସାରେ ଓ ସରପଂଚ ମାନଙ୍କ ସହଯୋଗରେ ବିଭିନ୍ନ ପୋଖରୀରୁ ମାଟି ଉତ୍ତୋଳନ କରି
Read More...

ବନ ବିଭାଗ ‌ଦ୍ୱାରା କଞ୍ଚା ବାର୍ହା ମାଂସ ଜବତ୍‌ କରିବା ସହ ବାପ ପୁଅ ଗିରଫ

ବୋୖଦ୍ଧ, (ମମତା ମହାକୁର) : ବୋୖଦ୍ଧ ଜିଲ୍ଲା କଂଟାମାଲ ରେଞ୍ଜ ସାନଛେପାପାଲି ଗାଁରୁ ବନ ବିଭାଗ ଦ୍ୱାରା କଞ୍ଚା ବାର୍ହା ମାଂସ ଜବତ୍‌ କରିବା ସହ ବାପ ପୁଅଙ୍କୁ ଗିରଫ କରିଛି । ଗିରଫ ଦୁଇଜଣ ହେଲେ ବାପ ହରିଶ୍ଚନ୍ଦ୍ର ଦେହୁରୀ ଓ ପୁଅ ଶ୍ରୀଧର ଦେହୁରୀ । ସେମାନେ ନିକଟସ୍ଥ ରେଙ୍ଗାଲି
Read More...

ଆଜି ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୦୮

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଏବେ ଏକ୍‌ଟିଭ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ମାତ୍ର ୧୭୩୭ ରହିଛି । ଆଜି ୨୦୮ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୨୨ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୮୬ ଜଣ ଆଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ
Read More...