Monthly Archives

March 2021

ଆଇଏନ୍‌ଟିୟୁସି ପକ୍ଷରୁ ନିର୍ମାଣ ଶ୍ରମିକ ଆଇନର ଦୁରୁପଯୋଗ ଓ ଜିଲ୍ଲା ଶ୍ରମ ଅଧିକାରୀଙ୍କ ବିରୁଦ୍ଧରେ ଶ୍ରମ କାର୍ଯ୍ୟାଳୟ…

ବଲାଙ୍ଗିର, (ଦେବାଶିଷ ମିଶ୍ର) : ନିର୍ମାଣ ଶ୍ରମିକ ଆଇନର ଦୁରୁପଯୋଗକୁ ବିରୋଧ କରି ତଥା ଜିଲ୍ଲା ଶ୍ରମ ଅଧିକାରୀଙ୍କ ବିରୁଦ୍ଧରେ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ଘେରାଓ କରିଛି ଆଇଏନ୍‌ଟିୟୁସି । କୁହାଯାଇଛି ଯେ, ସାରା ଦେଶରେ ୮ କୋଟି ଓ ଆମ ରାଜ୍ୟରେ ୫୦ ଲକ୍ଷ ନିର୍ମାଣ ଶ୍ରମିକଙ୍କ ସାମାଜିକ
Read More...

ଲୋକସଭା ଟିଭି ଓ ରାଜ୍ୟସଭା ଟିଭିର ମିଶ୍ରଣ ହେଲା : ଆରମ୍ଭ ହେବ ସାଂସଦ ଟିଭି

ନୂଆଦିଲ୍ଲୀ : ଲୋକସଭା ଟିଭି ଓ ରାଜ୍ୟସଭା ଟିଭି ମିଶ୍ରଣ ହୋଇଥିବା ବେଳେ ନୂଆ କରି ସାଂସଦ ଟିଭି ଆରମ୍ଭ ହେବ ବୋଲି ମଙ୍ଗଳବାର ସୂଚନା ମିଳିଛି । ସୂଚନାନୁସାରେ, ଅବସରପ୍ରାପ୍ତ ଆଇଏଏସ୍ ଅଧିକାରୀ ରବି କପୁରଙ୍କୁ ସାଂସଦ ଟିଭିର ପ୍ରଥମ ମୁଖ୍ୟ କାର୍ୟ୍ୟନିର୍ବାହୀ ଅଧିକାରୀ (ସିଇଓ) ଭାବରେ ଏକ ବର୍ଷ
Read More...

ଭାରତୀୟ ଜନତା ପାର୍ଟିର ବରଗଡ ଜିଲ୍ଲା ନୂତନ ଉପ ସଭାପତି ହେଲେ ଯୁବନେତା ସରୋଜ ସାମଲ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଭାରତୀୟ ଜନତା ପାର୍ଟିର ପାଇକମାଲ ମଣ୍ତଳ ପୂର୍ବତନ ମଣ୍ତଳ ସଭାପତି ସରୋଜ ସାମଲଙ୍କୁ ନୂତନ ଭାବେ ବରଗଡ ଜିଲ୍ଲା ଉପ ସଭାପତି ଦାୟିତ୍ୱ ଦିଆଯାଇଛି । ଏହା ପୂର୍ବରୁ ସେ ପଦ୍ମପୁର ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତଙ୍କ ବିଧାୟକ ପ୍ରତିନିଧି ଭାବେ କାର୍ୟ୍ୟ
Read More...

ବ୍ଲକରେ କାର୍ୟ୍ୟରତ କନିଷ୍ଠ ଯନ୍ତ୍ରୀ କେ.ନାଗେ‌ଶ୍ୱର ସେନାପତିଙ୍କ ଘରେ ଭିଜିଲାନ୍ସ ଚଢାଉ

ପାରଳାଖେମୁଣ୍ଡି : ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗଜପତି ଜିଲ୍ଲା ରାୟଗଡ଼ ବ୍ଲକରେ କାର୍ୟ୍ୟରତ କନିଷ୍ଠ ଯନ୍ତ୍ରୀ କେ.ନାଗେ‌ଶ୍ୱର ସେନାପତିଙ୍କ ଘରେ ଭିଜିଲାନ୍ସ ଚଢାଉ ଜାରି ରହିଥିବାର ଖବର ମିଳିଛି । ଭିଜିଲାନ୍ସ ବିଭାଗର ୬ଟି ଟିମ୍ ପାରଳାଖେମୁଣ୍ଡି ସ୍ଥିତ ଜଗନ୍ନାଥ ବିହାରରେ ଥିବା
Read More...

ପୋଲିସକୁ ମିଳିଲା ବଡ଼ ସଫଳତା : ୭ କୋଟି ୯୦ ଲକ୍ଷର ନକଲି ନୋଟ୍ ଜବତ, ୩ ଅଟକ

କୋରାପୁଟ : ପଟାଙ୍ଗୀ ପୋଲିସକୁ ବଡ ସଫଳତା ମିଳିଛି ବୋଲି ଖବର ମଳିଛି । କୋରାପୁଟ ଜି‌ଲ୍ଲା ପଟାଙ୍ଗୀ ପୋଲିସ ସୁଙ୍କି ଆଉଟପୋଷ୍ଟ ନିକଟରୁ ୭ କୋଟି ୯୦ ଲକ୍ଷ ଟଙ୍କାର ନକଲି ନୋଟ୍ ଜବତ କରିଛି । ଏକ କାରରେ ୩ ଜଣ ଯୁବକ ବିଶାଖାପାଟଣାରୁ ବିପୁଳ ପରିମାଣର ନକଲି ନୋଟ୍ ନେଇ ଛତିଶଗଡ଼ ଯାଉଥିଲେ । ତେବେ
Read More...

ରାଜ୍ୟରେ ଏକ୍‌ଟିଭ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ମାତ୍ର ୭୩୪ : ଆଜି ୭୪ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଏବେ ଏକ୍‌ଟିଭ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ମାତ୍ର ୭୩୪ ରହିଛି । ଆଜି ୭୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୪୫ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୨୯ ଜଣ ଅଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସଂପର୍କ
Read More...

କୋଭିଡ ସଂକ୍ରମଣକୁ ନଜରରେ ରଖି ଜରୁରୀ ନୋଟିସ ଜାରି କରିଛି ସମ୍ବଲପୁର ବିଶ୍ୱ ବିଦ୍ୟାଳୟ

ସମ୍ବଲପୁର : କୋଭିଡ ସଂକ୍ରମଣକୁ ନଜରରେ ରଖି ଜରୁରୀ ନୋଟିସ ଜାରି କରିଛି ସମ୍ବଲପୁର ବିଶ୍ୱ ବିଦ୍ୟାଳୟ । ପିଜି ହଷ୍ଟେଲ ୱାର୍ଡେନ ପ୍ରଫେସର ବି. ଶତପଥୀ ଏହି ନୋଟିସ ଜାରି କରିଛନ୍ତି । କୋଭିଡ ନିୟମ କଡାକଡି କରିବା ପାଇଁ ନୋଟିସରେ ଉଲ୍ଲେଖ ରହିଛି । ସନ୍ଧ୍ୟା ୭ ଟା ୩୦ ଭିତରେ ହଷ୍ଟେଲକୁ
Read More...

ହୁସିଆର୍‌ : ବଢ଼ୁଛି ତାତି, ଏଥର ଅସମ୍ଭାଳ ହୋଇପାରେ ଗ୍ରୀଷ୍ମ ପ୍ରବାହ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଢ଼ୁଛି ତାତି । ଏଇ ସପ୍ତାହେ ଭିତରେ ତହକ ବିକଳ ହେଲେଣି ଲୋକେ । ସ୍ଥାନେ ସ୍ଥାନେ ସହର ଭିତରେ ଖରାର ତେଜ ପାଇଁ ଥଣ୍ଡା ପାନୀୟ ତଥା ତରବୁଜ ଦୋକାନ ସବୁରେ ଭିଡ଼ ଜମିଲାଣି । ବଲାଙ୍ଗିର ଜିଲ୍ଲାରେ ୩୮ ଡିଗ୍ରୀକୁ ଛୁଇଁ ସାରିଲାଣି ତାପମାତ୍ରା ବୋଲି ରେକଡର଼୍
Read More...

ରାଉରକେଲା ସାହିତ୍ୟ ଚିର ବସନ୍ତର କଥା କୁହେ

ରାଉରକେଲା, (କେପିଏନ୍‌ଏସ୍‌) : ରାଉରକେଲାର ସାହିତ୍ୟିକ ମାନେ ବସନ୍ତ ଋତୁକୁ ନିଆରା ଢଂଗରେ ଦେଖିଥାନ୍ତି । ଶିଳ୍ପ ସହରରେ କବି ଭାବୁକ ମାନେ ନିଜ ରଚନାରେ ସ୍ୱପ୍ନ ଓ ଭାବ ପ୍ରବଣତା ଅପେକ୍ଷା ବାସ୍ତବତାର କଥା ବେଶୀ କହନ୍ତି ବୋଲି ଆୟୋଜିତ ବସନ୍ତ ମିଳନରେ ବିଶିଷ୍ଟ ଶିକ୍ଷାବିଦ୍‌ ପ୍ରସନ୍ନ
Read More...

ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି, ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗର ବିଭିନ୍ନ ପ୍ରକଳ୍ପର…

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି, ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗର ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ କରିବେ । ସୂଚନା ଓ ଲୋକ ସ‌ମ୍ପର୍କ ବିଭାଗ ପକ୍ଷରୁ ଏହି ସୂଚନା ପ୍ରଦାନ କରାଯାଇଛି
Read More...