Daily Archives

ହୋଲି ଖେଳି ସାରିବା ପରେ ସୋନପୁର ମହାନଦୀକୁ ଗାଧୋଇ ଯାଇ ଜଣଙ୍କର ମୃତ୍ୟୁ

ସୋନପୁର, (ପ୍ରଭୁଦତ୍ତ ରଥ) : ସୋନପୁର ବ୍ଲକ ଛକ ଅଂଚଳର ଜଣେ ଛାତ୍ର ହୋଲି ଖେଳି ସାରିବା ପରେ ମହାନଦୀକୁ ଗାଧୋଇ ଯାଇ ତା‌ଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ସୂଚନା ଯୋଗ୍ୟ ଯେ, ରାଜ୍ୟ ସରକାର ହୋଲିକୁ ନେଇ କଟକଣା ଜାରି କରିଥିଲେ । ତଥାପି ଘରେ ହେଉ ଅବା ସାଙ୍ଗ ମାନ‌ଙ୍କ ସହ
Read More...

ରେଲୱେ ବିଭାଗର ଖାମଖିଆଲି ଭାବେ ପୋଖରୀରୁ ମାଟି ଉତ୍ତୋଳନ ଅଭିଯୋଗ : ବିପଦରେ ଜନସାଧାରଣ ଓ ଗୃହପାଳିତ ପଶୁ

ବୌଦ୍ଧ, (ମମତା ମହାକୁର) : ବୌଦ୍ଧ ଜ଼ିଲ୍ଲାରେ ବର୍ତ୍ତମାନ ରେଳ ବିଭାଗ ତାର ରାସ୍ତା କାମ ମନମୁଣ୍ଡା ପଂଚାୟତରୁ ଆରମ୍ଭ କରି ଦ୍ରୁତ ଗତିରେ ରେଲୱେ ରାସ୍ତା କାମ ଚାଲିଅଛି । ବର୍ତ୍ତମାନ ଜ଼ିଲ୍ଲାପାଳଂକ ନିର୍ଦେଶ ଅନୁସାରେ ଓ ସରପଂଚ ମାନଙ୍କ ସହଯୋଗରେ ବିଭିନ୍ନ ପୋଖରୀରୁ ମାଟି ଉତ୍ତୋଳନ କରି
Read More...

ବନ ବିଭାଗ ‌ଦ୍ୱାରା କଞ୍ଚା ବାର୍ହା ମାଂସ ଜବତ୍‌ କରିବା ସହ ବାପ ପୁଅ ଗିରଫ

ବୋୖଦ୍ଧ, (ମମତା ମହାକୁର) : ବୋୖଦ୍ଧ ଜିଲ୍ଲା କଂଟାମାଲ ରେଞ୍ଜ ସାନଛେପାପାଲି ଗାଁରୁ ବନ ବିଭାଗ ଦ୍ୱାରା କଞ୍ଚା ବାର୍ହା ମାଂସ ଜବତ୍‌ କରିବା ସହ ବାପ ପୁଅଙ୍କୁ ଗିରଫ କରିଛି । ଗିରଫ ଦୁଇଜଣ ହେଲେ ବାପ ହରିଶ୍ଚନ୍ଦ୍ର ଦେହୁରୀ ଓ ପୁଅ ଶ୍ରୀଧର ଦେହୁରୀ । ସେମାନେ ନିକଟସ୍ଥ ରେଙ୍ଗାଲି
Read More...

ଆଜି ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୦୮

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଏବେ ଏକ୍‌ଟିଭ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ମାତ୍ର ୧୭୩୭ ରହିଛି । ଆଜି ୨୦୮ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୨୨ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୮୬ ଜଣ ଆଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ
Read More...

ପିପିଲି ଉପନିର୍ବାଚନ : ଅଜିତ ମଙ୍ଗରାଜଙ୍କୁ ପ୍ରାର୍ଥୀ କଲା କଂଗ୍ରେସ

ପିପିଲି : ପିପିଲି ଉପନିର୍ବାଚନ ପାଇଁ ତିନି ପ୍ରମୁଖ ଦଳ ପକ୍ଷରୁ ଜୋର୍‌ ଧରିଲାଣି ପ୍ରଚାର ପ୍ରସାର । ବିଜେପି ଓ ବିଜେଡି ପରେ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ । ବିଜେପିରୁ ଆଶ୍ରିତ ପଟ୍ଟନାୟକ ପ୍ରାର୍ଥୀ, ବିଜେଡିରୁ ରୁଦ୍ର ପ୍ରତାପ ମହାରଥି ପ୍ରାର୍ଥୀ ହୋଇଥିବା ବେଳେ କଂଗ୍ରେସରୁ ଅଜିତ
Read More...

ତିନି ଦିନ ଗୋପଲୀଳା ପାରାୟଣ ଅନୁଷ୍ଠିତ

କଳାହାଣ୍ଡି, (ଦିଲ୍ଲିପ କୁମାର ସରାପ) : କଳାହାଣ୍ଡି ଜିଲ୍ଲା ସାଇଦଲଙ୍ଗା ଗ୍ରାମରେ ତିନି ଦିନ ଗୋପଲୀଳା ପାରାୟଣ ଅନୁଷ୍ଠିତ ହୋଇଥିଲା । ମାର୍ଚ୍ଚ ୨୬ ରୁ ମାର୍ଚ୍ଚ ୨୮ ପର୍ୟ୍ୟନ୍ତ ତିନି ଦିନ ବ୍ୟାପୀ ହୋଇଥିବା ଏହି କାର୍ୟ୍ୟକ୍ରମରେ ଓଡିଶାର ପ୍ରସିଦ୍ଧ ପୁରାଣ ଗାୟିକା ସୁଶ୍ରୀ ପ୍ରିୟମ୍ବଦା
Read More...

ଆସ‌ନ୍ତୁ ଜାଣିବା ଆଜିର ପାଖାପାଖି ପନିପରିବା ଦର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରରେ ଆଜିର ପନିପରିବା ଦର କିଲୋ ପିଛା ପାଖାପାଖି ଯାହା ରହିଛି, ସେ ସଂପର୍କରେ ଜାଣିବା ଆସନ୍ତୁ । ବ୍ରୁକୋଲି – ୫୦, ଟମାଟର୍‌ – ୮ ଟଙ୍କା, ସଜନା ଛୁଇଁ (ମୁନ୍‌ଗା) – ୫୦ ଟଙ୍କା, ଅଦା – ୬୦ ଟଙ୍କା, ରଷୁଣ – ୧୨୦ ଟଙ୍କା, ଭେଣ୍ଡି -୬୦ ଟଙ୍କା,
Read More...