Daily Archives

ଦିବ୍ୟାଙ୍ଗ ନାବାଳିକା ଦୁଷ୍କର୍ମ ଘଟଣାର ପ୍ରତିବାଦରେ କନ୍ଦରପୁର ଥାନାରେ ଉତ୍କଳ ବିକାଶ ପରିଷଦର ଦାବୀପତ୍ର

ସାଧାରଣ ଜନତାଙ୍କୁ ନ୍ୟାୟ ଦାବୀରେ ଆମେ ପ୍ରତିଶ୍ରୁତିବଦ୍ଧ : ଇଂ.ପ୍ରକାଶ ଚନ୍ଦ୍ର ସେଠୀ କଟକ, (ଚକ୍ରବର୍ତ୍ତୀ ଓତା) : କଟକ ସଦର କନ୍ଦରପୁର ଥାନା ଉପକଣ୍ଠ ନିମେଇଶାପୁର ଗ୍ରାମର ଦିବ୍ୟାଙ୍ଗ ନାବାଳିକାକୁ ଦୁଷ୍କର୍ମ ଘଟଣାର ପ୍ରତିବାଦ ତଥା ଏହି ନିନ୍ଦନୀୟ କାର୍ୟ୍ୟକୁ ଦୃଢ ବିରୋଧ କରି
Read More...

ଟ୍ରାକ୍ଟରରୁ ପଡି ମୃତ୍ୟୁ ହୋଇଥିବା ଶ୍ରମିକଙ୍କ ପରିବାରକୁ ସହାୟତା

ବୌଦ୍ଧ, (ବଂଶୀଧର ମାଝୀ) : ଗତ ମାସ ୨୨ତାରିଖରେ ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ ବୁରୁବୁଡା ଠାରେ ଏକ କୋଇଲା ବୋଝେଇ ଟ୍ରାକ୍ଟରରୁ ଖସିପଡି ମୃତ୍ୟୁ ବରଣ କରିଥିବା କୁଇଲିସୁତା ଗ୍ରାମର ଅନନ୍ତ କର୍ଣ୍ଣ (୩୫) ଶ୍ରମିକଙ୍କ ପରିବାରକୁ ପ୍ରଶାସନ ପକ୍ଷରୁ ୧୦ହଜାର ଟଙ୍କାର ଆର୍ଥିକ ସହାୟତା
Read More...

ଯାତ୍ରୀବାହୀ ଘରୋଇ ବସ ଓ ଟ୍ରକ ମୁହାଁମୁହିଁ ଧକ୍କା : ବସରେ ଯାତ୍ରା କରୁଥିବା କଳାହାଣ୍ଡିର ୧୦ଯାତ୍ରୀ ଆହତ

ବୌଦ୍ଧ, (ବଂଶୀଧର ମାଝୀ) : ଶୁକ୍ରବାର ହରଭଙ୍ଗା ବ୍ଲକର ମଥୁରା ପଞ୍ଚାୟତ ଅନ୍ତର୍ଗତ ଖଜୁରିପଡା ଦେଇ ଖୋର୍ଦ୍ଧା-ବଲାଙ୍ଗିର ବଡି ଭୋରରେ ୫୭ନମ୍ବର ଜାତୀୟ ରାଜପଥରେ ଯାଉଥିବା ଏକ ଘରୋଇ ଯାତ୍ରୀବାହୀ ବସ ଏବଂ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ଫଳରେ ବସରେ ଥିବା ୧୦ଜଣ ଯାତ୍ରୀ ଆହତ ହୋଇଥିବା
Read More...

ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ

ବ୍ରହ୍ମପୁର, (କେ. ସତ୍ୟ ନାରାୟଣ ରେ‌ଡ୍ଡୀ) : ଛତ୍ରପୁର ସ୍ଥିତ ଶିବ କୁମାର ରିଡିଙ୍ଗ ରୁମ ଠାରେ ଗଂଜାମ ଜିଲ୍ଲା ବିଜୁ ଛାତ୍ର ଜନତକ୍ଷ ଦଳ ପକ୍ଷରୁ ଓଡିଶା ମୋ ପରିବାର ଆନୁକୂଲ୍ୟରେ ଜୀବନ ବିନ୍ଦୁ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ବିଜୁ ଛାତ୍ର ଜନତା ଦଳର ଜିଲ୍ଳା ସଭାପତି ପ୍ରଶାନ୍ତ
Read More...

ଆଜିଠାରୁ ବୌଦ୍ଧର ଷଷ୍ଟଦଶ ପୁସ୍ତକ ମେଳା

ବୌଦ୍ଧ, (ମମତା ମହାକୁର) : ଆଜିଠାରୁ ବୌଦ୍ଧର ଷଷ୍ଟଦଶ ପୁସ୍ତକମେଳା ଜିଲା ଜରନାଲିଷ୍ଟ ଫୋରମର ବାର୍ଷିକ ଉତ୍ସବ ଅବସରରେ ୨୭ ଓ୨୮ ଦୁଇଦିନ ଧରି ବୌଦ୍ଧ ଟାଉନହଲ ଠାରେ ଅନୁଷ୍ଟିତ ହେବ । ଏଥିରେ ବୌଦ୍ଧ ଜିଲ୍ଲାର ପୁସ୍ତକ ଓ ପତ୍ରପତ୍ରିକା ପ୍ରଦର୍ଶନୀ ଅନୁଷ୍ଠିତ ହେବାସହ କବିତା ଆସର ଓ ବ୍ୟଙ୍ଗ କବି
Read More...

ଜରାସିଂହା +୨କଲେଜରେ ଛାତ୍ରଛାତ୍ରୀଙ୍କର କରୋନା ପରୀକ୍ଷା

ଦେଓଗାଁ, (ମନୀଷ କୁମାର ସାହୁ) : ଆଜି ଜରାସିଂହା +୨କଲେଜରେ ଛାତ୍ରଛାତ୍ରୀ ମାନଙ୍କର କରୋନା ପରୀକ୍ଷା କରାଯାଇଛି । ଦେଓଗାଁ ସିଏଚ୍‌ସିରୁ କର୍ମଚାରୀମାନେ ଆସି ସମସ୍ତଙ୍କ ପରୀକ୍ଷା କରିଥିଲେ । ୧୨୪ ଛାତ୍ରଛାତ୍ରୀଙ୍କ ପରୀକ୍ଷାର ରିପୋର୍ଟ ନେଗେଟିଭ ଆସିଛି । କଲେଜର ଅଧ୍ୟକ୍ଷ ବସନ୍ତ କୁମାର
Read More...

ଜଲପାଙ୍କେଲ୍ ଗ୍ରାମରେ ବସୁଧା ଯୋଜନା ଫେଲ୍

ଖପ୍ରାଖୋଲ, (କ୍ରିଷ୍ଣା ସେଠୀ) : ସରକାର ଲୋକଙ୍କୁ ସ୍ୱଚ୍ଛ ପାନୀୟ ଜଳ ଯୋଗାଇ ଦେବା ପାଇଁ ବସୁଧା ଯୋଜନା କରିଛନ୍ତି । କିନ୍ତୁ ଯନ୍ତ୍ରୀ, ଠିକାଦାର ମାନଙ୍କ ମନମୁଖୀ କାର୍ୟ୍ୟ ଯୋଗୁଁ ଲୋକେ ‌ସ୍ୱଚ୍ଛ ପାନୀୟ ଜଳ ପାଇଁ ହନ୍ତସନ୍ତ ହେଉଛନ୍ତି । ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଖପ୍ରାଖୋଲ ବ୍ଲକ
Read More...

ଉତ୍କଳ ଦିବସ ପାଳନ ନିମନ୍ତେ ରାଜ୍ୟ ସରକାର‌ଙ୍କ କଟକଣା ଜାରି

ଭୁବନେଶ୍ୱର, (କେପିଏନ୍‌ଏସ୍‌) : କୋଭିଡ୍ ପରିସ୍ଥିତିରେ ଆସନ୍ତା ଉତ୍କଳ ଦିବସ ପାଳନ ନିମନ୍ତେ କେତେକ କଟକଣା ଜାରି ହୋଇଛି । ଉତ୍କଳ ଦିବସ ଅବସରରେ ସରକାରୀ କାର୍ୟ୍ୟକ୍ରମ ସର୍ବାଧିକ ୨୦୦ ଲୋକଙ୍କୁ ନେଇ କୋଭିଡ୍ ନିର୍ଦ୍ଦେଶାବଳୀ ପାଳନ ସହ ଆୟୋଜିତ ହେବ । ଘରୋଇ ସଂସ୍ଥା ଅନୁମତି ସହ
Read More...

ଦୁର୍ଘଟଣା ଗ୍ରସ୍ତ ମହନ୍ତ ମହାରାଜ ବାବାଜୀ ରାମ ନାରାୟଣ ଦାଶଙ୍କ କଟକ ବଡ଼ ମେଡିକାଲରେ ପରଲୋକ

ବ୍ରହ୍ମପୁର, (କେ. ସତ୍ୟ ନାରାୟଣ ରେଡ୍ଡୀ) : ଛତ୍ରପୁର କଲେଜ ଛକ ଠାରେ ଶୁକ୍ରବାର ଘଟିଥିବା ଦୁର୍ଘଟଣା ଗ୍ରସ୍ତ ଗଞ୍ଜାମ ସହର ସ୍ଥିତ ଧର୍ମଶାଳା ଜଗନ୍ନାଥ ମନ୍ଦିରର ମହନ୍ତ ମହାରାଜ ବାବାଜୀ ରାମ ନାରାୟଣ ଦାଶଙ୍କ ଆଜି ପ୍ରତ୍ୟୁଷରେ କଟକ ବଡ଼ ମେଡିକାଲରେ ପରଲୋକ ହୋଇଯାଇଛି କ୍ଷ ଜିଲ୍ଲା ଓ ରାଜ୍ୟର
Read More...

ଚଳିତ ଆର୍ଥିକ ବର୍ଷରେ ସ୍ୱାସ୍ଥ୍ୟ ବିଭାଗର ଖର୍ଚ୍ଚ ଅଟକଳ

ଭୁବନେ‌ଶ୍ୱର, (କେପିଏନ୍‌ଏସ୍‌) : ଚଳିତ ଆର୍ଥିକ ବର୍ଷରେ ‌ସ୍ୱାସ୍ଥ୍ୟସେବା ପାଇଁ ମୋଟ ୯୧୬୪.୨୬ କୋଟି ଟଙ୍କାର ବ୍ୟୟ ଅଟକଳ ରଖାଯାଇଛି । ବିଜୁ ‌ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ବାବଦରେ ୧୩୫୨. ୫୮ କୋଟି, ଗରୀବ ଲୋକଙ୍କ ଚିକିତ୍ସା ପାଇଁ ଓଡିଶା ରାଜ୍ୟ ଚିକିତ୍ସା ପାଣ୍ଠି ବାବଦକୁ ୫୦ କୋଟି ଟଙ୍କା
Read More...