Daily Archives

ଚର୍ଚ୍ଚାରେ ଟିଟିଲାଗଡ ଉପଜିଲ୍ଲାପାଳ

ଟିଟିଲାଗଡ, (ଗୌରବ ଦର୍ଜୀ) : ଓଡିଶାର ଏକ ବୃହତ୍ତମ ଉପଖଣ୍ଡ ଭାବରେ ଟିଟିଲାଗଡ ଉପଖଣ୍ଡ ବେଶ୍‌ ପରିଚିତ । ଏକ ଆଦିବାସୀ ବହୁଳ ପଛୁଆ ଅଂଚଳ ଭାବରେ ଏହି ଟିଟିଲାଗଡ ଅଂଚଳ ରାଜ୍ୟରେ ନାଁ କରିଛି । କେତେବେଳେ ପିଲା ବିକ୍ରୀ ଘଟଣା ତ ପୁଣି କେତେବେଳେ ଅର୍ଦ୍ଧାହାରର ଶିକାର ଏଠାକାର ଗରିବ ନିରୀହ
Read More...

ମିଆଁମାରରେ ବ୍ୟାପକ ହିଂସା, ସୁରକ୍ଷାବଳ ଗୁଳିରେ ୫୦ ଜଣଙ୍କ ମୃତ୍ୟୁ ଆଶଙ୍କା

ମିଆଁମାର : ଶନିବାର ମିଆଁମାରରେ 'ଅର୍ଡର ଫୋର୍ସ ଡେ' ଅବସରରେ ସୁରକ୍ଷା ବାହିନୀ ଏବଂ ବିକ୍ଷୋଭକାରୀଙ୍କ ମଧ୍ୟରେ ତୀବ୍ର ସଂଘର୍ଷ ଘଟିଛି ଏବଂ ସୁରକ୍ଷା ବାହିନୀ ଦ୍ୱାରା ପ୍ରାୟ ୫୦ ଜଣଙ୍କର ମୃତ୍ୟୁ ହେବାର ଆଶଙ୍କା କରାଯାଉଛି । ସାମରିକ ମୁଖ୍ୟ ମିନ ଆଙ୍ଗ ଲାଇଙ୍ଗ ଶନିବାର ଜାତୀୟ ଟେଲିଭିଜନରେ
Read More...

ଜଙ୍ଗଲ ସୁରକ୍ଷା ଜୀବନ ରକ୍ଷା

ତୁରେକେଲା, (କୈଳାଶ ସଗ୍ରିଆ) : ଏବେ ଜଂଗଲରେ ନିଆଁ ଏକ ବିଶାଳ ସମସ୍ୟା ହୋଇ ଠିଆ ହୋଇଛି ସମାଜ ସାମ୍‌ନାରେ । ଦିନକୁ ଦିନ ଜଂଗଲ ‌ଧ୍ୱଂସ ହୋଇ ଚାଲିଥିବା ବେଳେ ଏବେ ଅହେତୁକ ନିଆଁ ଲାଗି ଜଂଗଲ ଛାର୍‌ଖାର୍‌ ହେବାରେ ଲାଗିଛି । ଏହି ସମୟରେ ହିଆଲ ଗ୍ରା:ପ: ଅନ୍ତର୍ଗତ ଖୁଟୁଲୁମୁଣ୍ଡା ଅଧୀନସ୍ଥ
Read More...

ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୧୨ : ବଲାଙ୍ଗିର ପୌରାଂଚଳରୁ ୬

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨ ରହିଥିବା ସରକାରୀ ସୂତ୍ରରୁ ଜଣାପଡ଼ିଛି । ବଲାଙ୍ଗିର ପୌରାଂଚଳରୁ ୬ ଜଣ ଚିହ୍ନଟ ହୋଇଛନ୍ତି । ୱାର୍ଡ ନଂ.୧, ୨, ୧୫ ଓ ୧୯ରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୱାର୍ଡ ନଂ.୧୪ରୁ ୨
Read More...

ଖଟଖଟିଆ ଓ ପଲସାଗୋରାରେ ଗୋ‌ଷ୍ଠୀ ଶୌଚାଳୟ ଉତଘାଟିତ

ବୋୖଦ୍ଧ, (ମମତା ମହାକୁର) : ବୋୖଦ୍ଧ ଜିଲ୍ଲା କଂଟାମାଲ ବ୍ଲକ ଖଟଖଟିଆ ଓ ପଲସାଗୋରାଠାରେ ନୂତନ ଭାବେ ନିର୍ମିତ ଦୁଇଗୋଟି ଗୋ‌ଷ୍ଠୀ ଶୌଚାଳୟ ଉତଘାଟିତ ହୋଇଯାଇଛି । ଉଦଝାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ କଂଟାମାଲ ବିଡ଼ିଓ ବନ୍ଦନା ଖଟୁଆ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବରେ ଖଟଖଟିଆ
Read More...

ବିଧବା ମହିଳାଙ୍କୁ ସୁକନ୍ୟା ଶକ୍ତି ସଂଗଠନ ଚାରିଟେବୁଲ୍ ଟ୍ରଷ୍ଟ ତରଫରୁ ରାସନ ସାମଗ୍ରୀ ପ୍ରଦାନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ପଦ୍ମପୁର ଉପଖଣ୍ତ ସର୍ଗିବାହାଲ ପଞ୍ଚାୟତ ଅଧିନସ୍ଥ ଇଛ୍ଛାପାଲି ଗ୍ରାମର ଅସହାୟ ବିଧବା ମହିଳା କନକ ପଧାନଙ୍କୁ ସୁକନ୍ୟା ଶକ୍ତି ସଂଗଠନ ଚାରିଟେବୁଲ୍ ଟ୍ରଷ୍ଟ ତରଫରୁ ରାସନ ସାମଗ୍ରୀ ପ୍ରଦାନ କରାଯାଇଛି । ଟ୍ରଷ୍ଟ ତରଫରୁ ୨୫ କି.ଗ୍ରା ଚାଉଳ, ଡାଲି,
Read More...

ଓସିଏ ଭିଜନ ୨୦୨୪ : ୟଙ୍ଗ ଷ୍ଟୁଡେଣ୍ଟ କ୍ଲବ ବିଜୟୀ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ବଲାଙ୍ଗିର ଗାନ୍ଧୀ ଷ୍ଟାଡିୟମଠାରେ ଆୟୋଜିତ ଓସିଏ ଭିଜନ ୨୦୨୪ର ସିନିଅର ଇନଟ୍ରାକ୍ଲବ କ୍ରିକେଟ ପ୍ରତିଯୋଗିତାରେ ୟଙ୍ଗ ଷ୍ଟୁଡେଣ୍ଟ କ୍ଲବ ବିଜୟ ଲାଭ କରିଛି । ଆଜିର ପ୍ରତିଯୋଗିତାରେ ୟଙ୍ଗ ଷ୍ଟୁଡେଣ୍ଟ କ୍ଲବ ଓ ଅମିତାଭ ଫେନ କ୍ଲବ ମଧ୍ୟରେ ଅନୁଷ୍ଠିତ
Read More...

ଡୁମ୍ବେରବାହାଲ ଗ୍ରାମରେ ଷୋହଳ ପ୍ରହରୀ ନାମଯଜ୍ଞ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକ ଅନ୍ତର୍ଗତ ଡୁମ୍ବେରବାହାଲ ଗ୍ରାମର ଶ୍ରୀ ଶ୍ରୀ ରାଧାକୃଷ୍ଣ ମନ୍ଦିରରେ ଗତ ୨୫ ତାରିଖରୁ ଆରମ୍ଭ ହୋଇଥିବା ଷୋହଳ ପ୍ରହରୀ ନାମ ଯଜ୍ଞ ଆଜି ଉଦଯାପିତ ହୋଇଯାଇଛି । ଏଥିରେ ନିମିଚନ ଭିଲ ସପତ୍ନୀକ କର୍ତ୍ତା ଭାବେ ଓ ପଣ୍ଡିତ ହରିହର ଦେବତା ଏବଂ
Read More...

ଜଙ୍ଗଲ ନିଆଁର କାରଣ ଓ ପ୍ରତିକାର ଉପରେ ସଚେତନତା ସଭା ଓ ଶୋଭାଯାତ୍ରା

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : ସଂପ୍ରତି ପରିସ୍ଥିତିରେ ଜଙ୍ଗଲକୁ ନିଆଁ ଦାଉରୁ ଓ ବନ୍ୟପ୍ରାଣୀଙ୍କୁ ଅବାଧ ଶିକାରରୁ ରକ୍ଷା କରିବା ପାଇଁ କଣ୍ଟାବାଞ୍ଜି ବନାଞ୍ଚଳ କାର୍ୟ୍ୟାଳୟ ତରଫରୁ ଏକ ମୋଟର ସାଇକଲ ଶୋଭାଯାତ୍ରା ଏବଂ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି । ସକାଳ ୭ ଘଣ୍ଟା ସମୟରେ ପରିବେଶ
Read More...

ଟ୍ରକ ଧକ୍କାରେ ସ୍କୁଟି ଚାଳକ ମୃତ

ଲୋଇସିଂହା, (କେପିଏନ୍‌ଏସ୍‌) : ୨୬ ନଂ ଜାତୀୟ ରାଜପଥ ଲୋଇସିଂହା କଲେଜ ଛକ ନିକଟରେ ଶନିବାର ମଧ୍ୟାହ୍ନ ସାଢ଼େ ୧୨ ଟାରେ ଟ୍ରକ ଧକ୍କାରେ ଜନୈକ ସ୍କୁଟି ଚାଳକଙ୍କ ମୃତ୍ୟୁ ଘଟିଛି । ମୃତକ ଜଣକ ହେଲେ ପୁଇଁତଲା ଥାନା ଅନ୍ତର୍ଗତ ଧୁବାଉଡାର ଗ୍ରାମର ନୀଳ ମହାକୁର (୫୩) । ସେ ଏକ ଆକ୍ଟିଭା ସ୍କୁଟି
Read More...