Daily Archives

ଗଛ ଲଗାରେ ଦୁର୍ନୀତି ଅଭିଯୋଗ

ପଦ୍ମପୁର, (ନିରୋଜ କୁମାର ପାଣୀ ) : ବରଗଡ଼ ଜିଲ୍ଲା ପଦ୍ମପୁର ରେଞ୍ଜ ଗନ୍ଧମାର୍ଦ୍ଦନ ପିଆରଏଫ ବା ପାଇକମାଳ ବ୍ଳକ ଅନ୍ତର୍ଗତ କେର୍ମେଲାବାହାଲ ଗ୍ରାମ ପଞ୍ଚାୟତର ତେନ୍ତୁଳିଖୁଣ୍ଟି ଓ ଖଲିଆପାଲି ଗ୍ରାମ ପଞ୍ଚାୟତର ବେଣ୍ଟକାରପୁର ପର୍ୟ୍ୟନ୍ତ ଗଛ ଲଗାଯାଇଛି ଦୁଇହଜାର କୋଡ଼ିଏ/ଏକୋଇଶ ବର୍ଷ ପାଇଁ
Read More...

ମାନ୍ୟବର ମୁଖ୍ୟମନ୍ତ୍ରୀ‌ଙ୍କ କୋଭିଡ ସମୀକ୍ଷା

ଭୁବନେ‌ଶ୍ୱର, (କେପିଏନ୍‌ଏସ୍‌) : ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତକାଲି କୋଭିଡ ମହାମାରୀର ସମ୍ଭାବ୍ୟ ୨ୟ ସଂକ୍ରମଣର ମୁକାବିଲା ସଂପର୍କରେ ସମୀକ୍ଷା କରି ସତର୍କତା ମୂଳକ ପଦକ୍ଷେପ ଓ ଜନସଚେତନତା ଉପରେ ଗୁରୁତ୍‌ତ୍ୱ ଆରୋପ କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଏବେଠାରୁ
Read More...

ଓସିଏ ଭିଜନ ୨୦୨୪ : ନବକିଶୋର କ୍ରିକେଟ ଦଳ ବିଜୟୀ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ବଲାଙ୍ଗିର ଗାନ୍ଧୀ ଷ୍ଟାଡିୟମ ଠାରେ ଆୟୋଜିତ ଓସିଏ ଭିଜନ ୨୦୨୪ର ସିନିଅର ଇନଟ୍ରାକ୍ଲବ କ୍ରିକେଟ ପ୍ରତିଯୋଗିତାରେ ନବକିଶୋର ଦଳ ବିଜୟ ଲାଭ କରିଛି । ଆଜିର ପ୍ରତିଯୋଗିତାରେ ନବକିଶୋର ଦଳ ଓ ଗାନ୍ଧୀନଗର ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଗାନ୍ଧିନଗର ଦଳ ଟସ
Read More...

ଓଡିଶା ଆଗମନର ଶହେ ବର୍ଷ ପୂର୍ତ୍ତି ଅବସରରେ ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି

ସୁବର୍ଣ୍ଣପୁର, (ପ୍ରଭୁଦ‌ତ୍ତ ରଥ) : ମହାତ୍ମା ଗାନ୍ଧୀଙ୍କ ଓଡ଼ିଶା ଆଗମନର ଏକ ଶହ ବର୍ଷ ପୂର୍ତ୍ତି ଅବସରରେ ଜିଲ୍ଲା ପ୍ରଶାସନ ଦ୍ୱାରା ବିଭିନ୍ନ କାର୍ୟ୍ୟକ୍ରମ କରାଯାଇଥିବା ବେଳେ ପୂଜ୍ୟ ଗାନ୍ଧିଜୀଙ୍କୁ ଶ୍ରଦ୍ଧାଞ୍ଜଳି ପ୍ରଦାନ କରାଯାଇଛି । ଏହି ପରିପ୍ରେକ୍ଷୀରେ ଜିଲ୍ଲାପାଳ ସୁବର୍ଣ୍ଣପୁର
Read More...

କିସ ବିଶ୍ୱବିଦ୍ୟାଳୟ ତରଫରୁ ଦଶମ ପର୍ୟ୍ୟାୟ ପାଠ୍ୟ ଉପକରଣ ପ୍ରଦାନ : କିସ ଆଦିବାସୀ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠାତା…

ଖପ୍ରାଖୋଲ, (କ୍ରିଷ୍ଣା ସେଠୀ) : ଆଜି କରୋନା ଜନିତ କଟକଣା ସମୟରେ ଗୁଣାତ୍ମକ ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ କରିବା ପାଇଁ କିସର ପ୍ରତିଷ୍ଠାତା ତଥା ରାଷ୍ଟ୍ରୀୟ କନ୍ୟା କିରଣର ପ୍ରତିଷ୍ଠାତା, ଅନ୍ତର୍ଜାତୀୟ ଆର୍ଟ ଅଫ ଗିଭିଙ୍ଗର ପ୍ରତିଷ୍ଠାତା ଡ଼ ଅଚ୍ୟୁତ ସାମନ୍ତ, କଳିଙ୍ଗ ଇନସ୍ଟିଚ୍ୟୁଟ ଅଫ
Read More...

ମନେରେଗା ଯୋଜନାରେ ୫ ଜଣ ହିତାଧିକାରୀଙ୍କୁ ମିଳିଲା ୩ ଶହ ଦିନର କାମ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ୨୦୨୦-୨୧ ଆର୍ଥିକ ବର୍ଷରେ ଝାରବନ୍ଧ ବ୍ଲକ ଅନ୍ତର୍ଗତ ଚଣ୍ଡୀ ଭଟ୍ଟା ଗ୍ରାମ ପଞ୍ଚାୟତର ୫ ଟି ପରିବାର ମନୋରେଗା ଯୋଜନାରେ ୩ ଶହ ଦିନ କାମ କରିଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ଏହି ବ୍ଲକରୁ ଅଧିକାଂଶ ପରିବାର ଆଖପାଖରେ ରୋଜଗାର ନ ପାଇ
Read More...

ତାମ୍ପରା ଭାରତ ଓ ଆନ୍ତର୍ଜାତୀୟ ସ୍ତରରେ ପର୍ୟ୍ୟଟନ ମାନଚିତ୍ରରେ ଏକ ନୂତନ ସ୍ଥାନ ପାଇବ : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର…

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ଋଷିକୁଲ୍ୟା, ମୁହାଣ, ସମୁଦ୍ର ଏବଂ ଅନେକ ନଦୀ ଓ ହ୍ରଦ ଗୁଡିକର କ୍ରିୟାଶୀଳ, ବିକାଶମୁଖୀ କରିବା ଦିଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦ୍ୟମ କରୁଛନ୍ତି । ଏହି ଜିଲ୍ଲାରେ ପ୍ରାଚୀନ କାରୁକାର୍ୟ୍ୟ, ଜିଲ୍ଲାରେ ରହିଥିବା
Read More...

ଆଜି ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୭୦

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଏବେ ଏକ୍‌ଟିଭ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ମାତ୍ର ୧୦୦୮ ରହିଛି । ଆଜି ୧୭୦ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୯୯ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୭୧ ଜଣ ଆଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ
Read More...

ଡାକ୍ତରୀ ଓ ଇଞ୍ଜିନିୟରିଂ ପାଠ୍ୟକ୍ରମ : ସରକାରୀ ହାଇସ୍କୁଲ ଛାତ୍ରଛାତ୍ରୀ‌ଙ୍କ ପାଇଁ ‌ସ୍ଥାନ ସଂରକ୍ଷଣ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟ କ୍ୟାବିନେଟ ଓଡିଶାର ସରକାରୀ ମେଡିକାଲ ଓ ଇଞିନିୟରିଂ କଲେଜରେ ସରକାରୀ ହାଇସ୍କୁଲ ପିଲାଙ୍କ ପାଇଁ ୧୫% ସ୍ଥାନ ସଂରକ୍ଷଣ ପାଇଁ ସଂକଳ୍ପ ଗ୍ରହଣ କରିଛି । ଏଥିପାଇଁ ଆବଶ୍ୟକ ସୁପାରିଶ କରିବା ପାଇଁ ଓଡିଶା ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍‌
Read More...

ଜଳସମ୍ପଦ କ୍ଷେତ୍ରରେ ଭାରତ ଓ ଜାପାନ ମଧ୍ୟରେ ସହଯୋଗ ବୁଝାମଣାପତ୍ର (ଏମଓସି)କୁ କ୍ୟାବିନେଟ ଅନୁମୋଦନ

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟକୁ ଜଳସମ୍ପଦ କ୍ଷେତ୍ରରେ ଭାରତ ସରକାରଙ୍କ ଜଳ ଶକ୍ତି ମନ୍ତ୍ରଣାଳୟ ଅଧୀନ ଜଳ ସମ୍ପଦ, ନଦୀ ବିକାଶ ଓ ଗଙ୍ଗା ସଂରକ୍ଷଣ ବିଭାଗ ଏବଂ ଜାପାନର ଭୂମି, ଭିତ୍ତିଭୂମି, ପରିବହନ ଓ ପର୍ୟ୍ୟଟନ
Read More...