Daily Archives

ମହୁଲ ଫୁଲ ଗୋଟେଇବାକୁ ନେଇ ମହିଳାଙ୍କୁ ଅପବ୍ୟବହାର ଓ ମାଡ ଘଟଣା : ଥାନାରେ ଅଭିଯୋଗର ୪ଦିନ ପରେ ମଧ୍ୟ ପୁଲିସର…

ଦେଓଗାଁ, (ମନୀଷ କୁମାର ସାହୁ) : ଜନସାଧାରଣଙ୍କୁ ନ୍ୟାୟ ପ୍ରଦାନ ପାଇଁ ପ୍ରତ୍ୟେକ ଥାନାରେ ମୋ ସରକାରର ‘ଫାଇପ୍‌ ଟି’ ନିୟମ ଲାଗୁ କରିଛନ୍ତି ରାଜ୍ୟ ସରକାର । ହେଲେ ଜଣେ ମହିଳାଙ୍କୁ ଅପବ୍ୟବହାର କରିବା ସହ ମାଡ଼ ମାରିବା ଭଳି ଅଭିଯୋଗ ହୋଇଥିଲେ ମଧ୍ୟ ପୁଲିସ କୌଣସି କାର୍ୟ୍ୟନୁଷ୍ଠାନ
Read More...

କରୋନା ଫେରିବା ପରେ ଗଂଜାମ ଜିଲ୍ଲା ପ୍ରଶାସନ ପୁଣି ତତ୍ପର

ଗଂଜାମ, (କେ.ସତ୍ୟନାରାୟଣ ରେଡ୍ଡୀ) : ବର୍ତ୍ତମାନ କରୋନା ଫେରିବା ପରେ ଗଂଜାମ ଜିଲ୍ଲା ପ୍ରଶାସନ ପୁଣି ତତ୍ପରତା ପ୍ରକାଶ କରିଛି । ଆଜି ଏନେଇ ଏକ ଭି.ସି. ବୈଠକରେ ସମସ୍ତ ବିଷୟକୁ ତଦାରଖ କରିବା ସହ ଆଗାମୀ କାର୍ୟ୍ୟପନ୍ଥା ନେଇ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ମତ ଦେଇଥିଲେ । ଏପ୍ରିଲ
Read More...

୩୦ ଲକ୍ଷ ପରିବାରକୁ ମାସକୁ ୩୦୦୦ ଟଙ୍କା ଆର୍ଥିକ ସହାୟତା : ଆସାମ ପାଇଁ ବିଜେପିର ପ୍ରତିଶୃତି

ଗୌହାଟି : ଆସାମ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଭାରତୀୟ ଜନତା ପାର୍ଟି ନିଜର ମନିଫେଷ୍ଟୋ ପ୍ରକାଶ କରିଛି ଏବଂ ମନିଫେଷ୍ଟୋରେ ଭାରତୀୟ ଜନତା ପାର୍ଟି ଆସାମବାସୀଙ୍କୁ ଅନେକ ପ୍ରତିଶ୍ରୁତି ଦେଇଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ପ୍ରତି ମାସରେ ଆର୍ଥିକ ସହାୟତା । ଭାରତୀୟ ଜନତା
Read More...

ଅନ୍ତର୍ଜାତୀୟ କବିତା ମହୋତ୍ସବରେ ଭାରତର ପ୍ରତିନିଧିତ୍ୱ କଲେ କଳାହାଣ୍ଡିର କବି

ଭବାନୀପାଟଣା, (ହେମ‌ନ୍ତ ସାହୁ) : କବି ଓ କବିତାକୁ ନେଇ ମାର୍ଚ୍ଚ ୨୧ ତାରିଖ ଆୟୋଜିତ ବିଶ୍ୱ କବିତା ଦିବସ ଅବସରରେ ଆନ୍ତର୍ଜାତିକ କବିତା ମହୋତ୍ସବରେ ଭାରତର ପ୍ରତିନଧିତ୍ୱ କରିଛନ୍ତି କବି ଭବାନୀଶଙ୍କର ନିଆଲ । ଏଥିରେ ଚାଇନାରୁ ସେନ-ଶିଉ-ଚେନ, କିଟି ସୁ, ତାଇୱାନରୁ ମିୟୁ ଇତୁ, ଭିଏତନାମରୁ
Read More...

ଶହେତମ ବର୍ଷ ପୂର୍ତ୍ତି ଉପଲକ୍ଷେ ଗା‌ନ୍ଧିଜୀଙ୍କୁ ମାଲ୍ୟାର୍ପଣ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଓଡ଼ିଶା ଗସ୍ତର ଶହେତମ ପୂର୍ତ୍ତି ଉପଲକ୍ଷେ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ମହାତ୍ମା ଗାନ୍ଧୀଙ୍କ ପ୍ରତି ମୂର୍ତ୍ତିରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ସକାଳୁ ପ୍ରଶାସନ ପକ୍ଷରୁ ଜିଲ୍ଲାପାଳ ଜ୍ୟୋତି
Read More...

ଗୁରୁତର ଅଭିଯୋଗ : ଦୁର୍ନୀତିର ଗନ୍ତାଘର ପାଲଟିଛି ଅମ୍ବାଭୋନା ବ୍ଲକ

ବରଗଡ, (ନିରୋଜ କୁମାର ପାଣୀ) : ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ଉନ୍ନତି ସକାଶେ ଏବଂ ସ୍ୱଚ୍ଛତା ବଜାୟ ରଖିବା ପାଇଁ 5T ତଥା ମୋ ସରକାର ଯୋଜନା ପ୍ରଣୟନ କରିଛନ୍ତି । କିନ୍ତୁ ତୃଣମୂଳ ସ୍ତରରେ ତାହାକୁ କାର୍ୟ୍ୟକାରୀ କରିବା ନିମନ୍ତେ ବ୍ଲକ ପ୍ରଶାସନ ଅଧିକାରୀଙ୍କ ମନୋବଳ
Read More...

ସମନ୍ଵିତ ଶିଶୁ ବିକାଶ ବିଭାଗ ମହିଳା କର୍ମଚାରୀଙ୍କୁ ଦୁର୍ବ୍ୟବହାର ଅଭିଯୋଗ : ଘଟଣାକୁ ଚପାଇ ଦେବାକୁ ପ୍ରଶାସନିକ ସ୍ତରରେ…

ଟିଟିଲାଗଡ, (ଗୌରବ ଦର୍ଜୀ) : ଟିଟିଲାଗଡ଼ ବ୍ଲକ ବିଡିଓଙ୍କ ପ୍ରକୋଷ୍ଠରେ ମହିଳା କର୍ମଚାରୀ ପୁର୍ଣିମା ବୈଠାରୁଙ୍କୁ ଦୁର୍ବ୍ୟବହାର ଅଭିଯୋଗ । ମହିଳା କର୍ମଚାରୀଙ୍କୁ ବ୍ଲକ କାର୍ୟ୍ୟାଳୟର ମୁଖ୍ୟ କିରାଣୀଙ୍କ ଦୁର୍ବ୍ୟବହାର ଅଭିଯୋଗ ହୋଇଛି । ଟିଟିଲାଗଡ଼ ବ୍ଲକ ବିଡ଼ିଓ ନବୀନ ନାଏକଙ୍କ
Read More...

ଅର୍ଥ ଅଭାବରୁ ହୋଇପାରୁନି କ୍ୟାନସର ପୀଡ଼ିତାଙ୍କ ଚିକିତ୍ସା

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଗାଇସିଲେଟ୍ ବ୍ଲକ୍ କଟାବହାଲ ପଞ୍ଚାୟତ କେନ୍ଦୁମାଲ୍ ଗାଆଁରେ ରହନ୍ତି ଚୂଡ଼ାମଣି ସାହୁଙ୍କ ପରିବାର । ପରିବାର କହିଲେ ସ୍ଵାମୀ ସ୍ତ୍ରୀ ପୁଅ ବହୁ ଓ ନାତୁଣୀ । ବେଶ୍ ହସ ଖୁସିରେ ଚାଲିଥିଲା ପରିବାର । ଜମିବାଡ଼ି କହିଲେ ମାତ୍ର
Read More...

ବଂଜାରା ସେବା ସଂଘ ନୂତନ କର୍ମକର୍ତ୍ତା ଗଠନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବୋଡାସମ୍ବର୍ ବଂଜାରା ସେବା ସଂଘ ନୂତନ କର୍ମକର୍ତ୍ତା ସୋମବାର ଦିନ ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ନିତ୍ୟାନନ୍ଦ ପୂର ତାଣ୍ଡା ଗ୍ରା.ପ. ବିଲାସପୁର ଠାରେ ଗଠନ କରାଯାଇଛି । ନୂତନ କର୍ମକର୍ତ୍ତା ସଭାପତି ଚୈତ୍ କୁମାର ନାଏକ, ଉପସଭାପତି ଲକ୍ଷ୍ମଣ ନାଏକ,
Read More...

ସଂସଦରେ ଦାବୀ କଲେ ବଲାଙ୍ଗିର ସାଂସଦ : ସତେ ରହିବ କି ଦେଓଗାଁରେ ଏକ୍ସପ୍ରେସ ଟ୍ରେନ ?

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ରେଲଷ୍ଟେସନରେ ଦୃତଗାମୀ ଟ୍ରେନ ଇଷ୍ପାତ ଓ ପୁରୀ ଦୁର୍ଗ ଅଟକାଇବା ନେଇ ବଲାଙ୍ଗିର ସାଂସଦ ସଙ୍ଗୀତା କୁମାରୀ ସିଂଦେଓ ଆଜି ଲୋକସଭାରେ ଦାବୀ କରିଥିବା ଏକ ଭିଡିଓ ଭାଇରାଲ ହୋଇଛି । ଏଥିରେ କେବଳ ଦେଓଗାଁ ନୁହେଁ ବଲାଙ୍ଗିର ଜିଳ୍ଲାର ବିଭିନ୍ନ ସ୍ଥାନରେ
Read More...