ଅଭାବନୀୟ ଘଟଣା : ଠିକା ସଂସ୍ଥାର ଅସ୍ଥାୟୀ କ୍ୟାମ୍ପରେ ଶାବଳରେ ଭୁସି ଜଣେ ଯୁବକଙ୍କୁ ହତ୍ୟା
ରାଉରକେଲା : ରାଉରକେଲା ମହୁଲପଦା ଥାନା ଅନ୍ତର୍ଗତ ଅନୁଗୁଳ ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଗତକାଲି ବିଳମ୍ବିତ ରାତିରେ ଗ୍ରାମ ପାଖରେ ଥିବା ଠିକା ସଂସ୍ଥାର ଅସ୍ଥାୟୀ କ୍ୟାମ୍ପରେ ଶାବଳରେ ଭୁସି ଜଣେ ଯୁବକଙ୍କୁ ହତ୍ୟା କରାଯାଇଥିବା ଖବର ମଳିଛି । ସୂଚନା ଯୋଗ୍ୟ ଯେ,!-->…
Read More...
Read More...