Daily Archives

ପିପିଲି ଉପ-ନିର୍ବାଚନ ପାଇଁ ସର୍ବ ଦଳୀୟ ବୈଠକ

ଭୁବନେଶ୍ୱର : ପିପିଲି ଉପ-ନିର୍ବାଚନ ପରିପ୍ରେକ୍ଷିରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ୍‌ କୁମାର ଲୋହାନୀ ଆଜି ସମସ୍ତ ସ୍ୱୀକୃତି ପ୍ରାପ୍ତ ରାଜନୈତିକ ଦଳର ପ୍ରତିନିଧିଙ୍କ ସହ ଏକ ସର୍ବଦଳୀୟ ବୈଠକର ଆୟୋଜନ କରିଥିଲେ । ମୁଖ୍ୟ ନିର୍ବାଚନ ଅଧିକାରୀ ପିପିଲି ଉପ-ନିର୍ବାଚନ ସଂପର୍କରେ
Read More...

ବାଇକ୍‌ ଚୋରି ସଂଦେହରେ ଗାଡି ସହ ଜଣେ ଯୁବକ ଅଟକ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ଥାନା ଅନ୍ତର୍ଗତ ବଙ୍ଗଳା ଛକ ନିକଟରେ ଏକ ଦୁଇ ଚକିଆ ଗାଡିରେ ଥିବା ଜଣେ ଯୁବକଙ୍କୁ ସଂଦେହ କରି ଦେଓଗାଁ ପୁଲିସ ଥାନାରେ ଅଟକ ରଖିଥିବା ଜଣାପଡ଼ିଛି । ପ୍ରକାଶ ଥାଉ କିି, ଗୁରୁବାର ଦିନ ୧୧ଟା ସମୟରେ ବଙ୍ଗଳା ଛକରେ ଜଣେ ଯୁବକ ଏକ ବାଇକରେ ଛକି ରହିଥିଲେ
Read More...

ଓସିଏ ଭିଜନ ୨୦୨୪ : ୟଙ୍ଗ ଷ୍ଟୁଡେଣ୍ଟ ଓ ପାଟଣାଗଡ଼ କିକ୍ରେଟ ଦଳ ବିଜୟୀ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଓସିଏ ଭିଜନ ୨୦୨୪ର ସିନିଅର ଇନଟ୍ରାକ୍ଲବ କ୍ରିକେଟ ପ୍ରତିଯୋଗିତା ଆଜି ଦୁଇଟି ମ୍ୟାଚ ଆୟୋଜିତ ହୋଇଯାଇଛି । ବଲାଙ୍ଗିର ଗାନ୍ଧୀ ଷ୍ଟାଡିୟମ ଠାରେ ଆୟୋଜିତ ମ୍ୟାଚରେ ୟଙ୍ଗ ଷ୍ଟୁଡେଣ୍ଟ କ୍ରିକେଟ ଦଳ ବିଜୟ ଲାଭ କରିଥିବା ବେଳେ ପାଟଣାଗଡ ଷ୍ଟାଡିୟମ ଠାରେ ଅନୁଷ୍ଠିତ
Read More...

ଚଢ଼ାଉ ବେଳେ ଚୋରା ଦେଶୀ ମଦ ସହ ୨ ଗିରଫ

ରାଇରଙ୍ଗପୁର : ଅବକାରୀ ବିଭାଗର ଚଢ଼ାଉ ବେଳେ ଚୋରା ଦେଶୀ ମଦ ସହ ୨ ଗିରଫ ହୋଇଛ‌ନ୍ତି ବୋଲି ଖବର ମଳିଛି । ସୂଚନା ଯୋଗ୍ୟ ଯେ, ରାଇରଙ୍ଗପୁର ବାଦାମପାହାଡ଼ ଥାନାର ପାଣ୍ଡୁଗଣ୍ଡି ଓ ଦୁଧିଝରଣ ଗ୍ରାମ ନିକଟସ୍ଥ ଜଙ୍ଗଲରେ ଅବକାରୀ ବିଭାଗର ଚଢ଼ାଉ ବେଳେ ୫୬ ଲିଟର ଦେଶୀ ମଦ ଜବତ କରିବା ସହିତ ପ୍ରାୟ
Read More...

ବାଉଁଶ ଶିଳ୍ପୀଙ୍କୁ ଉଦ୍ୟୋଗ ବିକାଶ ତାଲିମ କାର୍ଯ୍ୟକ୍ରମ ଉଦ୍‌ଘାଟିତ

ମୁନିଗୁଡା. (କେପିଏନ୍‌ଏସ୍‌) : ଜାତୀୟ କୃଷି ଏବଂ ଗ୍ରାମୀଣ ବିକାଶ ବ୍ୟାଙ୍କ (ନାବାର୍ଡ) ସହାୟତାରେ ମହାଶକ୍ତି ଫାଉଣ୍ଡେସନ ତରଫରୁ ରାୟଗଡା ଜିଲ୍ଲାର ମୁନିଗୁଡା ବ୍ଲକ ଅନ୍ତର୍ଗତ ମୁନିଖୋଲ ଗାଁର ୩୦ ଜଣ ସ୍ଵୟଂ ସହାୟକ ଦଳର ସଭ୍ୟାଙ୍କୁ ଉଦ୍ୟୋଗ ବିକାଶ କାର୍ୟ୍ୟକ୍ରମ (ଏମ୍.ଇ.ଡିପି) ଆଧିନରେ
Read More...

ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜଣେ ଯୁବକଙ୍କର ଜୀବନ ଗଲା

ଖୋର୍ଦ୍ଧା : ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା ଗୌଡ଼ନୂଆଗାଁରେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜଣେ ଯୁବକଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ମୃତ ଯୁବକ ଜଣକ ହେଲେ ଭାଗବତ ପଣ୍ଡା । ଭାଗବତ ଆଜି ସକାଳେ ଶୌଚ ପାଇଁ ଗ୍ରାମ ନିକଟ ଗାଡ଼ିଆକୁ ଯାଇଥିବା ବେଳେ ସେଠାରେ ଥିବା ବୋରିଂ ବିଦ୍ୟୁତ୍
Read More...

କେରମେଲିରେ ଜଙ୍ଗଲ ନିଆଁ ନିରୋଧ ସଚେତନତା କାର୍ଯ୍ୟକ୍ରମ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ କେରମେଲି ପଞ୍ଚାୟତ ସ୍ଥିତ ନର୍ସରିରେ ଆଜି ସଇଁନ୍ତଲା ବନାଞ୍ଚଳ ଓ ବଲାଙ୍ଗିର ବନଖଣ୍ଡଙ୍କ ମିଳିତ ଆନୁକୂଲ୍ୟରେ ଜଙ୍ଗଲ ନିଆଁ ନିରୋଧ ସଚେତନତା ଅଭିଯାନ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ତେବେ ଏଥିରେ ମୁଖ୍ୟ ଅତିଥି
Read More...

ଆଜି ଉଦଯାପିତ ହେବ ରାଜ୍ୟ ସ୍ତରୀୟ କୃଷି ମହାକୁମ୍ଭ ଓ ଜିଲ୍ଲା ସ୍ତରୀୟ କୃଷି ପ୍ରଦର୍ଶନୀ

ଭୁବନେ‌ଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟ ସ୍ତରୀୟ କୃଷି ମହାକୁମ୍ଭ ଓ ଜିଲ୍ଲାସ୍ତରୀୟ କୃଷି ପ୍ରଦର୍ଶନୀ ଆଜି ଉଦଯାପିତ ହେଉଛି । ଭୁବନେ‌ଶ୍ୱର ବରମୁଣ୍ଡା ଖେଳ ପଡିଆରେ ଆୟୋଜିତ ରାଜ୍ୟସ୍ତରୀୟ କୃଷି ଓଡିଶା-୨୦୨୧ର ଉଦଯାପନୀ ସମାରୋହରେ ଓଡିଶାର ମାନ୍ୟବର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଯୋଗଦାନ
Read More...

ରାଜ୍ୟରେ ମାଛ ଉତ୍ପାଦନର ସଫଳତା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ବିଗତ ୨୦ ବର୍ଷରେ ରାଜ୍ୟରେ ମାଛ ଉତ୍ପାଦନ ୨.୫୯ ମେଟ୍ରିକ ଟନରୁ ୮.୧୬ ଲକ୍ଷ ମେଟ୍ରିକ ଟନ୍ ବୃଦ୍ଧି ପାଇଛି । ମାଛ ରପ୍ତାନୀ ୩୭୯ କୋଟି ଟଙ୍କାରୁ ୩୨୪୩ କୋଟି ଟଙ୍କାକୁ ବୃଦ୍ଧି ପାଇଛି । ମାଛ ଚାଷ କୃଷକଙ୍କ ଆୟ ବହୁଗୁଣିତ କରିବା ତଥା ମାଛ ଉତ୍ପାଦନରେ ରାଜ୍ୟକୁ
Read More...

ଦର୍ଶକଙ୍କ ଅପେକ୍ଷାର ଅନ୍ତ : ରିଲିଜ୍‌ ହେଲା ଫିଲ୍ମ’ସନ୍ଦୀପ୍ ଔର ପିଙ୍କି ଫରାର’

ନୂଆଦିଲ୍ଲୀ : ଦର୍ଶକଙ୍କ ଅପେକ୍ଷାର ଅନ୍ତ ହେବା ପରେ ରିଲିଜ୍ ହୋଇଯାଇଛି ଫିଲ୍ମ'ସନ୍ଦୀପ୍ ଔର ପିଙ୍କି ଫରାର' । ଏଥିରେ ମୁଖ୍ୟ ଅଭିନୟ କରିଛ‌ନ୍ତି ବଲିଉଡର ଲୋକପ୍ରିୟ ଅଭିନେତ୍ରୀ ପରିଣୀତି ଚୋପ୍ରା ଏବଂ ଅଭିନତା ଅର୍ଜୁନ୍ କପୁର । ଦିବାକର୍ ବାନାର୍ଜୀ ଏହି ଫିଲ୍ମକୁ ଡିରେକ୍ଟ କରିଥିବା ବେଳେ,
Read More...