Daily Archives

ଡେଲାଙ୍ଗ ତହସିଲ ସମ୍ମୁଖରେ ବିଶାଳ ଗଣଧାରଣା : ତହସିଲଦାର ପ୍ରତିଶ୍ରୁତି ଦେବା ପରେ ଧାରଣା ପ୍ରତ୍ୟାହୃତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଫଣି ବାତ୍ୟାରେ ଘରଭଙ୍ଗା ପ୍ରାପ୍ୟରୁ ବଂଚିତ ହିତାଧିକାରୀ ମାନଙ୍କୁ ପୂର୍ଣ୍ଣ ସହୟତା ରାଶି ପ୍ରଦାନ ନେଇ ଡେଲାଙ୍ଗ ବ୍ଲକର ୨୧ଟି ପଚାଂୟତର ଫଣି କ୍ଷୟକ୍ଷତି ହିତାଧିକାରୀ ମଚଂ ପକ୍ଷରୁ ଆଜି ତହସିଲ ସମ୍ମୁଖରେ ବିଶାଳ ଗଣଧାରଣା ସମିତି ସଭ୍ୟ ଦୁର୍ଗା ଚରଣ
Read More...

ଆଖି ଲାଗି ଯିବାରୁ ଗଛରେ ପିଟି ହେଲା ଟାଟା ପିକ୍‌ଅପ୍‌

ବୌଦ୍ଧ, (ବଂଶୀଧର ମାଝୀ) : ଖୋର୍ଦ୍ଧା-ବଲାଙ୍ଗିର ୫୭ନଂ ଜାତୀୟ ରାଜପଥର ମଧୁପୁର-ଖୁଂଟବନ୍ଧ ମଝିରେ ଆଜି ଭୋର ପ୍ରାୟ ସାଢ଼େ ୪ ଟା ବେଳେ ଏକ ଟାଟା ପିକ ଅପ ଗାଡି ନଂ ଓଡ଼ି ୦୭/ଇ -୧୬୧୪ ଦୁର୍ଘଟଣା ଗ୍ରସ୍ତ ହୋଇଛି । ସୌଭାଗ୍ୟକୁ ଗାଡିର ଡ୍ରାଇଭର ଓ ହେଲ୍ପର ସାମାନ୍ୟ ଆହତ ହୋଇ ଅଳ୍ପକେ ନିଶ୍ଚିତ ବଡ
Read More...

ପଥରଚେପାରେ ଜଙ୍ଗଲ ଜୀବନ ସୁରକ୍ଷା ଅଭିଯାନର ସଚେତନତା କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ନିକଟସ୍ଥ ସଦାଇପାଲି ପଞ୍ଚାୟତର ପଥରଚେପା ଠାରେ ଆଜି ଜଙ୍ଗଲ ଜୀବନ ସୁରକ୍ଷା ଅଭିଯାନ ପକ୍ଷରୁ ପରିବେଶ ସଚେତନା କାର୍ଯ୍ୟକ୍ରମ କରାଯାଇଛି । ଗତକାଲି ପ୍ରଥମେ ଗନ୍ଧରେଲକୁ ଏକ ସାଇକେଲ ଶୋଭାଯାତ୍ରା କରାଯାଇ ଗାଁରେ ବୈଠକ କରାଯାଇ ଲୋକଙ୍କୁ ସଚେତନ
Read More...

ଅଂଶୁଘାତ ପ୍ରତି ସାବଧାନ ରୁହନ୍ତୁ !

ଭୁବନେ‌ଶ୍ୱର, (କେପିଏନ୍‌ଏସ୍‌) : ଅଂଶୁଘାତ ପ୍ରତି ସାବଧାନ ରୁହନ୍ତୁ । ଜରୁରୀ କାମରେ ବାହାରକୁ ଯିବାକୁ ହେଲେ ମୁଣ୍ଡରେ ଓଦା ଗାମୁଛା, ଛତା, ଚପଲ ଏବଂ କଳା ଚଷମା ବ୍ୟବହାର କରନ୍ତୁ । ବାହାରକୁ ଯିବା ସମୟରେ ପାଣି ବୋତଲ ସାଙ୍ଗରେ ନିଅନ୍ତୁ । ଅଂଶୁଘାତରେ ଆକ୍ରାନ୍ତ ବ୍ୟକ୍ତିଙ୍କୁ ଯଥାଶୀଘ୍ର
Read More...

କରୋନା ବିରୁଦ୍ଧରେ ଲଢେଇ ଜାରି ରଖନ୍ତୁ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : କରୋନା ବିପଦ ଏବେବି ସମ୍ପୁର୍ଣ୍ଣ ଭାବରେ ଟଳି ନାହିଁ । ମାସ୍କ ସଠିକ୍ ଭାବରେ ପରିଧାନ କରନ୍ତୁ, ଶାରିରୀକ ଦୂରତା ବଜାୟ ରଖନ୍ତୁ ଏବଂ ଭଲ ଭାବରେ ସାବୁନରେ ହାତ ଧୋଇବା ଅଭ୍ୟାସ ଜାରି ରଖନ୍ତୁ । ରାଜ୍ୟ ସୂଚନା ଓ ଲୋକ ସ‌ମ୍ପର୍କ ବିଭାଗ ପକ୍ଷରୁ ଏହି ସୂଚନା
Read More...

ବିନା ନୋଟିସରେ ବିଦ୍ୟୁତ କାଟ୍‌କୁ ଆମ୍ ଆଦମୀ ପାର୍ଟିର ଵିରୋଧ

ବରଗଡ଼, (ନିରୋଜ କୁମାର ପାଣୀ) : ମାର୍ଚ୍ଚ ମାସର ଆଳ ଦେଖାଇ ୱେସ୍କୋ ଏବେ ଉପଭୋକ୍ତାଙ୍କ ଠାରୁ ଟଙ୍କା ଅସୁଲି କରିବା ସହ ପୈଠ ନକଲେ ବିଦ୍ୟୁତ ସଂଯୋଗ କାଟ୍ କକରୁଥିବା ଅଭିଯୋଗ କରିଛି ଆମ୍ ଆଦମୀ ପାର୍ଟି । ୧୫ ଦିନର ନୋଟିସ ନଦେଇ ଜୋରଜବରଦସ୍ତ ବିଦ୍ୟୁତ କାଟ୍ କୁ ଜନ ସାଧାରଣ ସହ୍ୟ କରି
Read More...

ଆଜି ବଲାଙ୍ଗିର ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ଶୂନ୍ୟ : ଏକ୍‌ଟିଭ୍‌ ଆକ୍ରାନ୍ତ ୧୨ ଚିକିତ୍ସାଧୀନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାରେ କରେନା ଆକ୍ରାନ୍ତଙ୍କ ସଂଖ୍ୟା ଶୂନ୍ୟ ରହିଛି । ସରକାରୀ ସୂତ୍ର ଅନୁସାରେ ଜିଲ୍ଲାରେ ୧୨ ଜଣ କରୋନ ଏକ୍‌ଟିଭ୍‌ ସଂକ୍ରମିତ ଚିକିତ୍ସାଧୀନ ରହିଛନ୍ତି । ବଲାଙ୍ଗିର ଜିଲ୍ଲାରେ ବର୍ତ୍ତମାନ ପର୍ଯ୍ୟନ୍ତ ୮୮୬୯ ଜଣ କରୋନା ଆକ୍ରାନ୍ତ ହୋଇଥିବା
Read More...

ରାଜ୍ୟରେ ଏକ୍‌ଟିଭ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ମାତ୍ର ୬୬୧ : ଆଜି ୮୪ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଏବେ ଏକ୍‌ଟିଭ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ମାତ୍ର ୬୬୧ ରହିଛି । ଆଜି ୭୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୪୯ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୩୫ ଜଣ ଅଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସଂପର୍କ
Read More...

‘ନବୀନ’ର ବିଷୁବ ମିଳନ ଓ ରାଜ୍ୟସ୍ତରୀୟ ସାରସ୍ୱତ ସମାବେଶ ପାଇଁ ବ୍ୟାପକ ପ୍ରସ୍ତୁତି

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ଓଡ଼ିଶାର ସର୍ବପୁରାତନ ସମ୍ବାଦପତ୍ର ‘ନବୀନ’ ପକ୍ଷରୁ ଗଠିତ ନବୀନ ପାଠାଗାର ଓ ସାହିତ୍ୟ ପ୍ରତିଷ୍ଠାନ ଆନୁକୂଲ୍ୟରେ ଏପ୍ରିଲ ୧୪ ତାରିଖରେ ଅନୁଷ୍ଠିତ ତ୍ରୟୋବିଂଶତମ ବିଷୁବ ମିଳନ ଓ ରାଜ୍ୟସ୍ତରୀୟ ସାରସ୍ୱତ ସମାବେଶ ପାଇଁ ପ୍ରସ୍ତୁତି ବୈଠକ ନବୀନ ଭବନ ପରିସରରେ
Read More...

ଅନ୍ତର୍ଜାତୀୟ କବିତା ମହୋତ୍ସବରେ ଭାରତର ପ୍ରତିନିଧିତ୍ୱ କରିବେ କଳାହାଣ୍ଡିର କବି

ଭବାନୀପାଟଣା, (ହେମ‌ନ୍ତ ସାହୁ) : କବି ଓ କବିତାକୁ ନେଇ ମାର୍ଚ୍ଚ ୨୧ ତାରିଖ ବିଶ୍ୱ କବିତା ଦିବସ ଅବସରରେ ଏକ ଆନ୍ତର୍ଜାତିକ କବିତା ମହୋତ୍ସବ ଅନୁଷ୍ଠିତ ହେବ । ଏଥିରେ ଚାଇନାରୁ ସେନ-ଶିଉ-ଚେନ, କିଟି ସୁ, ତାଇୱାନରୁ ମିୟୁ ଇତୁ, ଭିଏତନାମରୁ ଡେଙ୍ଗ ଥେନ, ଆମେରିକାରୁ ମିହୋ ନୋନାକା, ଜାପାନରୁ
Read More...