Daily Archives

ବିଦ୍ୟୁତ୍‌ ଟ୍ରାନସଫର୍ମର ଫାଟି ୪ ଜଣ ଗୁରୁତର

ଭୁବନେଶ୍ୱର, (ସୁଶା‌ନ୍ତ ସାହୁ) : ବିଦ୍ୟୁତ୍‌ ଟ୍ରାନସଫର୍ମର ଫାଟି ୪ ଜଣ ଗୁରୁତର ହୋଇଛ‌ନ୍ତି ବୋଲି ଖବର ମଳିଛି । ସୂଚନା ଯୋଗ୍ୟ ଯେ, ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଓମଫେଡ ଅଫିସ ଗେଟ୍‌ ସମ୍ମୁଖରେ ଥିବା ବିଦ୍ୟୁତ୍‌ ଟ୍ରାନସଫର୍ମର ଫାଟିଛି । ଯାହାଫଳରେ ନିକଟରେ ଥିବା ୪ ଜଣ ଲୋକ ଗୁରୁତର
Read More...

ମର୍ମ‌ନ୍ତୁଦ ସଡକ ଦୁର୍ଘଟଣା : ଦୁଇ ବାଇକ ମୁହାଁମୁହିଁ ଧକ୍କା, ୧ମୃତ, ୨ ଗୁରୁତର

ସମ୍ୱଲପୁର : ସମ୍ୱଲପୁର ଜିଲ୍ଲା ମହୁଲପାଲି ଥାନା ଅନ୍ତର୍ଗତ ବାଙ୍କେ ପଞ୍ଚାୟତର ବାଂଡିପଡା ଛକରେ ଏକ ମର୍ମ‌ନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଦୁଇ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କାହେବା ଫଳରେ ଘଟଣା‌ସ୍ଥଳରେ ୨ ଜଣ ଗୁରୁତର ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି । ମୃତ ବ୍ୟକ୍ତି
Read More...

ମା’ ଶ୍ୟାମଳାଇ କେୟାର ଏଣ୍ଡ କ୍ୟୁର୍‌ ହସ୍ପିଟାଲ ଉଦଘାଟିତ

ହିଞ୍ଜିଳିକାଟୁ, (କେପିଏନ୍‌ଏସ୍‌) : ସ୍ଥାନୀୟ ମେନ୍‌ ରୋଡ ସ୍ଥିତ ପୁରୁଣା ସିନେମା ହଲ ଛକରେ ମା’ ଶ୍ୟାମଳାଇ କେୟାର ଏଣ୍ଡ କ୍ୟୁର୍‌ ହସ୍ପିଟାଲ ମଙ୍ଗଳବାର ଉଦଘାଟିତ ହୋଇଯାଇଛି । ଏଥିରେ ମୁଖ୍ୟଅତିଥି ଭାବେ ଭାରତ ବର୍ଷର ବିଶିଷ୍ଟ ଭେଷଜବିତ୍‌ ପ୍ରଫେସର ଡ଼ା. ପି.ସି. ସାହୁ ଯୋଗଦେଇ ହସ୍ପିଟାଲ
Read More...

ବରଗଡ଼ ଜିଲ୍ଲା ଆନ୍ତଃ କ୍ଲବ୍ ବରିଷ୍ଠ କ୍ରିକେଟ ପ୍ରତଯୋଗିତା : ବ୍ଲୁ ଡ଼ାଇମଣ୍ଡ କ୍ଲବ୍ ଓ ସୋହେଲା ବିଜୟୀ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଓଡ଼ିଶା କ୍ରିକେଟ ଆସୋସିଏସନ୍ ପକ୍ଷରୁ ଭିଜନ ୨୦- ୨୪ ଆନୁକୁଲ୍ୟରେ ବରଗଡ଼ ଲେଂଗୁ ମିଶ୍ର ମିନି ଷ୍ଟାଡିୟମ୍ ଓ ବିକାଶ ଷ୍ଟାଡିୟମରେ ଜିଲ୍ଲା କ୍ରିକେଟ ଆସୋସିଏସନ୍ ପକ୍ଷରୁ ଚାଲିଥିବା ଆନ୍ତଃ କ୍ଲବ୍ ବରିଷ୍ଠ କ୍ରିକେଟ ପ୍ରତିଯୋଗିତାରେ ଗତକାଲି ମ୍ୟାଚକୁ ବ୍ଲୁ
Read More...

ଜିଲ୍ଲାରେ ପଞ୍ଚାୟତ ସ୍ତରରେ କୋଭିଡ ଟୀକାକରଣ ଆରମ୍ଭ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ ଜିଲ୍ଲାରେ ଆଜି ପଞ୍ଚାୟତ ସ୍ତରୀୟ ବରିଷ୍ଠ ନଗରିକଙ୍କୁ କୋଭିଡ ଟୀକାକରଣ ଆରମ୍ଭ ହୋଇଯାଇଛି । ଏହି କ୍ରମରେ ଉପାନ୍ତ ଅମ୍ଭାଭୋନା ବ୍ଲକ ଅନ୍ତର୍ଗତ ଲଖନପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଠାରେ ଟୀକାକରଣ ଶୁଭାରମ୍ଭ ହୋଇଛି । ଅତିଥି ଭାବେ ଜିଲ୍ଲା ପରିଷଦ
Read More...

କଂଗ୍ରେସ କରିବ ବରଗଡ଼ରେ ଚାଷୀ ସମାବେଶ : ଯୋଗ ଦେବେ ଏଆଇସିସି ସାଧାରଣ ସମ୍ପାଦକ ଚେଲା କୁମାର

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ରେ କଂଗ୍ରେସ ଦଳ ଏକ ବଡ ଧରଣର ଚାଷୀ ସମାବେଶ ଆସନ୍ତା ମାର୍ଚ୍ଚ ୨୨ ତାରିଖରେ ଆୟୋଜନ କରିବାକୁ ଯାଉଛି । ଓଡ଼ିଶାରେ ବିଶେଷ କରି ବରଗଡ଼ ଜିଲ୍ଲାରେ ଚାଷୀ ମାନଙ୍କ ସମସ୍ୟା ପ୍ରତି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉଦାସୀନତାର ପ୍ରତିବାଦରେ ପ୍ରଦେଶ
Read More...

ଦେଶବ୍ୟାପୀ ବୃହତ ରକ୍ତଦାନ ଶିବିର ପାଇଁ ପ୍ରସ୍ତୁତି ବୈଠକ

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : ଚଳିତ ମାସ୨୩ ତାରିଖରେ ଶହୀଦ ଭଗତସିଂ, ସୁଖଦେବ ଓ ରାଜଗୁରୁଙ୍କ ବଳିଦାନ ଦିବସ ଉପଲକ୍ଷେ ଏକ ବୃହତ ରକ୍ତଦାନ ଶିବିର ଭାରତର ୬ଶହ ସହରରେ ଏକକାଳୀନ ଅନୁଷ୍ଠିତ ହେବ । ହରିୟାଣାର ନିଫା ଅନୁଷ୍ଠାନ ପକ୍ଷରୁ ଅନୁଷ୍ଠିତ ହେବାକୁ ଥିବା ସମ୍ବେଦନା ନାମକ ବୃହତ
Read More...

ଆସ‌ନ୍ତୁ ଜାଣିବା ଆଜିର ପାଖାପାଖି ପନିପରିବା ଦର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରରେ ଆଜିର ପନିପରିବା ଦର କିଲୋ ପିଛା ପାଖାପାଖି ଯାହା ରହିଛି, ସେ ସଂପର୍କରେ ଜାଣିବା ଆସନ୍ତୁ । ସଜନା ଛୁଇଁ (ମୁନ୍‌ଗା) – ୫୦ ଟଙ୍କା, ଅଦା – ୬୦ ଟଙ୍କା, ରଷୁଣ – ୧୨୦ ଟଙ୍କା, ଟମାଟର୍‌ – ୧୦ ଟଙ୍କା, ଭେଣ୍ଡି -୬୦ ଟଙ୍କା, ବିମ୍‌ – ୬୦ ଟଙ୍କା,
Read More...

ଓଡ଼ିଶାର ୧୫ଟି ମାଓପ୍ରବଣ ଜିଲ୍ଲାକୁ ମିଳୁଛି ସ୍ୱତନ୍ତ୍ର କେନ୍ଦ୍ରୀୟ ସହାୟତା

• ରାଜ୍ୟକୁ ଚାରି ବର୍ଷରେ ମିଳିଛି ୧୫୭.୫୮ କୋଟି ଟଙ୍କା• ଦେଶର ୫୪ଟି ମାଓ ଉପଦ୍ରୁତ ଜିଲ୍ଲା ଏସ୍ଆରଇ ଯୋଜନାରେ ସାମିଲ ନୂଆଦିଲ୍ଲୀ, (ପିଆଇବି) : ଦେଶର ବାମପନ୍ଥୀ ଉଗ୍ରବାଦ ପ୍ରବଣ ଜିଲ୍ଲାଗୁଡ଼ିକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର କେନ୍ଦ୍ରୀୟ ସହାୟତା (ଏସସିଏ) ଯୋଜନା ମାଧ୍ୟମରେ
Read More...

କ୍ରୀଡ଼ା ଓ ଯୁବ ବ୍ୟାପାର କ୍ଷେତ୍ରରେ ସହଯୋଗ ଲାଗି ଭାରତ ଓ ମାଳଦ୍ୱୀପ ମଧ୍ୟରେ ଏମଓୟୁକୁ କ୍ୟାବିନେଟ୍ ଅନୁମୋଦନ

ନୂଆଦିଲ୍ଲୀ, (ପିଆଇବି) : କ୍ରୀଡ଼ା ଏବଂ ଯୁବ ବ୍ୟାପାର କ୍ଷେତ୍ରରେ ଭାରତ ଓ ମାଳଦ୍ୱୀପ ମଧ୍ୟରେ ବୁଝାମଣାପତ୍ର (ଏମଓୟୁ) ସମ୍ପର୍କରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟକୁ ଅବଗତ କରାଯାଇଥିଲା। ଏହି ଏମଓୟୁ ଭାରତର ଯୁବ ବ୍ୟାପାର ଏବଂ
Read More...