Daily Archives

କେଶରୀୟା ହିନ୍ଦୁ ବାହିନୀର ଲୋଇସିଂହାରେ ବାଇକ ଶୋଭାଯାତ୍ରା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲା କେଶରୀୟା ହିନ୍ଦୁ ବାହିନୀ ଲୋଇସିଂହା ବ୍ଲକ୍ ତରଫରୁ ଲୋଇସିଂହା ଠାରେ ନୂତନ ଭାବେ ଜିଲ୍ଲା ସଭାପତି ଦାୟିତ୍ଵ ଗ୍ରହଣ କରିଥିବା ପ୍ରଦୀପ କୁମାର ତ୍ରିପାଠୀଙ୍କୁ ଏକ ବାଇକ ଶୋଭାଯାତ୍ରା କରି ସ୍ଵାଗତ ସମ୍ବର୍ଦ୍ଧନା କରାଯାଇଥିଲା ଏବଂ
Read More...

ଆସନ୍ତା ଏପ୍ରିଲ ୧୭ରେ ହେବ ପିପିଲି ଉପ-ନିର୍ବାଚନ

ଭୁବନେଶ୍ୱର, (ସୁଶା‌ନ୍ତ ସାହୁ) : ବିଜେଡିର ବରି‌ଷ୍ଠ ନେତା ତଥା ବିଧାୟକ ପ୍ରଦୀପ ମହାରଥୀଙ୍କ ଦେହାନ୍ତ ପରେ ପିପିଲି ଆସନ ମେଲା ପଡିଥିବା ବେଳେ ଆସନ୍ତା ଏପ୍ରିଲ ୧୭ରେ ହେବ ପିପିଲି ଉପ-ନିର୍ବାଚନ ବୋଲି ଭାରତୀୟ ନିର୍ବାଚନ କମିଶନଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ନାମାଙ୍କନ ଦାଖଲର
Read More...

କରୋନା ସଂକ୍ରମଣ ବୃଦ୍ଧି ଯୋଗୁଁ ପୁଣି ଫେରିଲା ଗୁଜୁରାଟକୁ ରାତ୍ରିକାଳୀନ କର୍ଫ୍ୟୁ

ଗୁଜୁରାଟ : ପୁଣି ବଢିବାରେ ଲାଗିଛି ଗୁଜୁରାଟରେ କରୋନା‌ ସଂକ୍ରମଣ । ତେବେ ସେଥିପାଇଁ ସେଠାକାର ୪ଟି ସହରରେ ରାତ୍ରିକାଳୀନ କର୍ଫ୍ୟୁ କଟକଣା ଫେରିଛି । ଗୁଜୁରାଟର ଅହମ୍ମଦାବାଦ, ବଡୋଦରା, ସୁରଟ୍ ଓ ରାଜେକାଟରେ କଟକଣା ଲାଗୁ ହୋଇଛି । ଏହି ୪ ସହରରେ ନାଇଟ୍ କର୍ଫ୍ୟୁ ରାତି ୧୦ଟାରୁ ମାର୍ଚ୍ଚ ୧୭
Read More...

ଧଳାଜହର ବିକ୍ରି କରିବା ଅଭିଯୋଗରେ ୨ ଅଭିଯୁକ୍ତ ଗିରଫ : ୨୭୦ ଗ୍ରାମ ବ୍ରାଉନସୁଗାର ଜବତ

କଟକ : ଦିନକୁ ଦିନ ବଢିବାରେ ଲାଗୁଛି ଧଳାଜହର କାରବାର ବେଳେ ଆଜି ପୁଣି କଟକ ଜଗତପୁର ଥାନା ପୋଲିସ ଜଗତପୁର ଅଞ୍ଚଳରେ ଧଳାଜହର ବିକ୍ରି କରିବା ଅଭିଯୋଗରେ ୨ ଅଭିଯୁକ୍ତଙ୍କୁ ଗିରଫ କରିଛି । ଗିରଫ ହୋଇଥିବା ଅଭିଯୁକ୍ତଙ୍କ ଠାରୁ ୨୭୦ ଗ୍ରାମ ବ୍ରାଉନସୁଗାର ଜବତ କରାଯାଇଛି । ତେବେ ଜବତ ହୋଇଥିବା
Read More...

ଗେମଚେ‌ଞ୍ଜର କେରେମ କ୍ଲବର ପ୍ରଥମ ବାର୍ଷିକ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସ୍ଥିତ ଗେମଚେ‌ଞ୍ଜର କେରେମ କ୍ଲବର ପ୍ରଥମ ବାର୍ଷିକ ଅନୁଷ୍ଠିତ ହୋଇଯାଇଛି । ସର୍ବ ପ୍ରଥମେ କ୍ଲବର ସଭାପତି ଗଜେନ୍ଦ୍ର କୁମାର ମହାନ୍ତି କ୍ଲବର ସମସ୍ତ ସଭ୍ୟ ମାନଙ୍କୁ ସ୍ୱାଗତ କରିଥିଲେ । ସମ୍ପାଦକ ଦିନେଶ୍ୱ ପାଣିଗ୍ରାହୀ ତାଙ୍କ ମନ୍ତବ୍ୟରେ
Read More...

ଓସିଏ ଭିଜନ ୨୦୨୪ : ନାଏକ କ୍ରିକେଟ ଦଳ ୧୦ ୱିକେଟରେ ବିଜୟୀ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଗାନ୍ଧୀ ଷ୍ଟାଡିୟାମ ଠାରେ ଓସିଏ ଭିଜନ ୨୦୨୪ ସିନିୟର ଇନ୍‌ଟ୍ରାକ୍ଲବ କ୍ରିକେଟ ପ୍ରତିଯୋଗିତାର ଦ୍ଵିତୀୟ ଦିବସରେ ଆଜି ୟଙ୍ଗ ଷ୍ଟୁଡେଣ୍ଟ କ୍ରିକେଟ ଦଳ ଓ ନାଏକ କ୍ରିକେଟ ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ୟଙ୍ଗ ଷ୍ଟୁଡେଣ୍ଟ ଦଳ ପ୍ରଥମେ ବ୍ୟାଟିଂ କରି
Read More...

ଟ୍ରେନ ଲାଇନରୁ ଅଚି‌ହ୍ନା ଯୁବକଙ୍କ ମୃତଦେହ ଉଦ୍ଧାର

ଗଞ୍ଜାମ : ଟ୍ରେନ ଲାଇନରୁ ଅଚି‌ହ୍ନା ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି ବୋଲି ଖବର ମଳିଛି । ସୂଚନା ଯୋଗ୍ୟ ଯେ, ଗଞ୍ଜାମ ଜିଲ୍ଲା ଛତ୍ରପୁର ବଡ ଷ୍ଟେସନ ନିକଟରେ ଟ୍ରେନ ଲାଇନରୁ ଜଣେ ଅଚି‌ହ୍ନା ଯୁବକଙ୍କ ମୃତଦେହ ପଡିଥିବା ଦେଖିବାକୁ ମିଳିଥିଲା । ସ୍ଥାନୀୟଲୋକ ମୃତଦେହ ଦେଖି ଆରପିଏଫକୁ ଖବର
Read More...

ରାଜ୍ୟରେ ଏକ୍‌ଟିଭ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ମାତ୍ର ୬୨୨ : ଆଜି ୬୫ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଏବେ ଏକ୍‌ଟିଭ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ମାତ୍ର ୬୨୨ ରହିଛି । ଆଜି ୬୫ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୩୭ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୨୮ ଜଣ ଅଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସଂପର୍କ
Read More...

ଖରାଦିନେ ପାଏନ୍‌ ବୁନ୍ଦେ ଲାଗି ବଡ଼ା ଗୁଲ୍‌ଗୁଲା

ତୁରେକେଲା, (କୈଳାଶ ସଗ୍ରିଆ) : କୁଇବାହାଲ ଗ୍ରା.ପ. ଅନ୍ତର୍ଗତ ସେମଲା ଗାଁର କିନ୍ଦେରକେଲା ପଡ଼ା ଥି ପ୍ରାୟ ଦୁଇ ଶହ ଲୋକ୍‌ ରହେସନ୍‌ । ପଡ଼ା ନେ ଗୁଟେ ଢେଁକିଆ କଲ୍‌ । ଖରାଦିନ୍‌ ହେଇଗଲେ ବଡ଼ା ଗୁଲ୍‌ଗୁଲା ହେବାକେ ପଡ଼୍‌ସି । ଫେର୍‌ ଇ’ ଢେଁକିଆ କଲ୍‌ ଥି କାଦୋ ପାଏନ୍‌ ବାହାର୍‌ସି ବଲି
Read More...

ପ୍ରଧାନମନ୍ତ୍ରୀ ସ୍ୱାସ୍ଥ୍ୟ ସୁରକ୍ଷା ଯୋଜନାରେ ୭୩ଟି ସରକାରୀ ମେଡ଼ିକାଲ କଲେଜ/ପ୍ରତିଷ୍ଠାନର ହେବ ଉନ୍ନତିକରଣ

• ଓଡ଼ିଶାର ତିନୋଟି ମେଡ଼ିକାଲ କଲେଜରେ ହେବ ଭିତ୍ତିଭୂମି ସୁଧାର ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ସ୍ୱାସ୍ଥ୍ୟ ସୁରକ୍ଷା ଯୋଜନାରେ ଦେଶର ୭୩ଟି ସରକାରୀ ମେଡ଼ିକାଲ କଲେଜ/ପ୍ରତିଷ୍ଠାନର ଉନ୍ନତିକରଣ କାର୍ୟ୍ୟ ହାତକୁ ନିଆଯାଇଛି। ତେବେ ଏହି ଯୋଜନାରେ ନୂତନ ସରକାରୀ ମେଡ଼ିକାଲ
Read More...