Daily Archives

ଚଳିତ ବର୍ଷ ଆୟୋଜିତ ହେଉଛି ମାର୍ଚ୍ଚ ୧୫ରୁ ୧୯ ପର୍ଯ୍ୟନ୍ତ “କୃଷି ଓଡିଶା”

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଚଳିତ ବର୍ଷ "କୃଷି ଓଡିଶା" ମାର୍ଚ୍ଚ ୧୫ରୁ ୧୯ ତାରିଖ ପର୍ୟ୍ୟନ୍ତ ବରମୁଣ୍ଡା ଖେଳ ପଡିଆରେ ଆୟୋଜିତ ହେଉଛି। ମାନ୍ୟବର ମୁଖ୍ୟମନ୍ତ୍ରୀ ଏହାକୁ ଉଦଘାଟନ କରିବେ ଏବଂ ମାନ୍ୟବର ରାଜ୍ୟପାଳ ୧୯ ତାରିଖ ଉଦଯାପନୀ ଉତ୍ସବରେ ଯୋଗ ଦେବେ। ସମନ୍ବିତ ଚାଷ, ଚାଷୀଙ୍କ ବିକାଶ
Read More...

ଔରଙ୍ଗାବାଦରେ ମଧ୍ୟ ଲକ୍‌ ଡ଼ାଉନ୍ ଲାଗୁ

ଔରଙ୍ଗାବାଦ : ମହାରାଷ୍ଟ୍ରର ଓରଙ୍ଗାବାଦରେ ମଧ୍ୟ ଲକ୍‌ ଡ଼ାଉନ୍‌ କରିାକୁ ନିଷ୍ପତ୍ତି ନିଆଯାଇଛି । ଏହି ପ୍ରତିବନ୍ଧକ ସପ୍ତାହ ଶେଷରେ ଅର୍ଥାତ୍ ଶନିବାର ଏବଂ ରବିବାର ଦିନ ହେବ । ବାସ୍ତବରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ମାମଲାକୁ ଦୃଷ୍ଟିରେ ରଖି ସରକାର ଏହି କଠୋର ପଦକ୍ଷେପ ନେଇଛନ୍ତି ।
Read More...

ଦେଓଗାଁ ବ୍ଲକରେ ନୂତନ ବିଡ଼ିଓ ଭାବେ ଯୋଗ ଦେଲେ ଭେଡେନ ବିଡ଼ିଓ : ବ୍ଲକର ପଡିରହିଥିବା ପ୍ରକଳ୍ପ କାମ ତ୍ୱରାନ୍ୱିତ ହେବା…

ଦେଓଗାଁ, (ମନୀଷ କୁମାର ସାହୁ) : ବୁଧବାର ଦେଓଗାଁର ନୂଆ ବିଡିଓ ଭାବେ ମୁରଲୀଧର ନାୟକ ଯୋଗ ଦେଇଛନ୍ତି । ଶ୍ରୀ ନାୟକ ଏହା ପୂର୍ବରୁ ବରଗଡ଼ ଜିଲ୍ଲାର ଭେଡ଼େନ ବ୍ଲକରେ ବିଡିଓ ଭାବେ କାର୍ୟ୍ୟରତ ଥିଲେ । ଶୁକ୍ରବାର ସେ ଦେଓଗାଁ ଏବିଡିଓ ରୁଦ୍ର ପ୍ରସାଦ ସୁନାଙ୍କର ଦାୟି‌ତ୍ୱ ଗ୍ରହଣ କରିଥିଲେ ।
Read More...

ଆଜିର ପାଖାପାଖି ପନିପରିବା ଦର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରରେ ଆଜିର ପନିପରିବା ଦର କିଲୋ ପିଛା ପାଖାପାଖି ଯାହା ରହିଛି, ସେ ସଂପର୍କରେ ଜାଣିବା ଆସନ୍ତୁ । ସଜନା ଛୁଇଁ (ମୁନ୍‌ଗା) - ୧୦୦ ଟଙ୍କା, ଅଦା - ୬୦ ଟଙ୍କା, ରଷୁଣ - ୧୨୦ ଟଙ୍କା, ଟମାଟର୍‌ - ୧୬ ଟଙ୍କା, ଭେଣ୍ଡି -୬୦ ଟଙ୍କା, ବିମ୍‌ - ୮୦
Read More...

୪ ଦେଶର ନେତାଙ୍କ ପ୍ରଥମ ବୈଠକ : ଗମ୍ଭୀର ଆଲୋଚନା

ୱାଶିଂଟନ୍‌ : ଆମେରିକା, ଭାରତ, ଅଷ୍ଟ୍ରେଲିଆ ଏବଂ ଜାପାନର ନେତାମାନେ ଶୁକ୍ରବାର ଦିନ ଚାରୋଟି ଦେଶର ନେତାମାନେ ପ୍ରଥମ ଭର୍ଚୁଆଲ୍ ବୈଠକରେ ଭାଗ ନେଇଥିଲେ । ଏହି ଭର୍ଚୁଆଲ୍ ବୈଠକରେ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ, ଅଷ୍ଟ୍ରେଲୀୟ ପ୍ରଧାନମନ୍ତ୍ରୀ
Read More...

ବନ୍ଦ ରହିବ ବ୍ୟାଙ୍କ ଆଜିଠୁ ୪ ଦିନ ପର୍ୟ୍ୟନ୍ତ

ବଲା‌ଙ୍ଗିର, (କେପିଏନ୍‌ଏସ୍‌) : ମାର୍ଚ୍ଚ ୧୫ ଓ ୧୬ ତାରିଖ ଦିନ ସର୍ବଭାରତୀୟ ବ୍ୟାଙ୍କ ଧର୍ମଘଟ କାର୍ଯ୍ୟକ୍ରମ ରହିଥିବା ବେଳେ ଆଜି ସେକେଣ୍ଡ ସଟର୍‌ଡେ' ଛୁଟି ଓ ଆସନ୍ତାକାଲି ରବିବାର ଆଜି ସେକେଣ୍ଡ ସଟର ଡେ ଛୁଟି ହୋଇଥିବା ବେଳେ ଆସନ୍ତାକାଲି ରବିବାର । ତେବେ ଆଜିଠାରୁ ୪ ଦିନ (ମାର୍ଚ୍ଚ ୧୩
Read More...

ସ୍ଵଚ୍ଛ ଭାରତ ମିଶନ ଯୋଜନା ବାଟବଣା

ତୁରେକେଲା, (କୈଳାଶ ସଗ୍ରିଆ) : ହିଆଲ ଗ୍ରା.ପ. ଅନ୍ତର୍ଗତ ଦାବରି ଗାଁରେ ସ୍ଵଚ୍ଛ ଭାରତ ମିଶନ ଯୋଜନା ବାଟବଣା ହୋଇଥିବା ଦେଖିବାକୁ ମିଳିଛି । ଗାଁର ଟୀକେଶ୍ଵର କୁଅଁର‌ଙ୍କ ପରିବାର ପାଇଁ ତିଆରି ହୋଇଛି ୫ଟି ଶୌଚାଳୟ । ପ୍ରାୟ ତିନି ବର୍ଷ ହେବ ଉକ୍ତ ଲେଟେରିନ ଗୃହ ଅସମ୍ପୂର୍ଣ୍ଣ ହୋଇ
Read More...

କେନ୍ଦ୍ର ସାହିତ୍ୟ ଅକାଦେମୀ ଯୁବ ପୁରସ୍କାର-୨୦୨୦ ପାଇବେ ଯୁବ ସାହିତ୍ୟିକ ଚନ୍ଦ୍ରଶେଖର ହୋତା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଯୁବ ସାହିତ୍ୟିକ ଚନ୍ଦ୍ରଶେଖର ହୋତା କେନ୍ଦ୍ର ସାହିତ୍ୟ ଆକାଦେମୀ ଯୁବ ପୁରସ୍କାର-୨୦୨୦ ପାଇବେ । ଦିଲ୍ଲୀରେ ଅନୁଷ୍ଠିତ ହୋଇଥିବା କେନ୍ଦ୍ର ସାହିତ୍ୟ ଆକାଦେମୀର କାର୍ଯ୍ୟକାରିଣୀ ପରିଷଦ ବୈଠକରେ ୨୦୨୦ ବର୍ଷ ପାଇଁ ଏହା ଘୋଷଣା ହୋଇଛି । ପ୍ରବନ୍ଧ ପୁସ୍ତକ
Read More...