Daily Archives

ଚଳିତ ବର୍ଷ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀମାନେ ବିନା ପରୀକ୍ଷାରେ ପାସ୍‌ : ଗଣଶିକ୍ଷା ମନ୍ତ୍ରୀ

ଭୁବନେ‌ଶ୍ୱର : ପୁଣି ବଢିବାରେ ଲାଗିଲାଣି କରୋନା । ତେବ ତା ‌ସ୍ଥିତିକୁ ଦେଖି ଏ ବର୍ଷର ପ୍ରଥମରୁ ଅଷ୍ଟମ ଯାଏ ଆଉ ସ୍କୁଲ ଖୋଲିବନି କି କ୍ଲାସ୍ ହେବନି । ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ୟ୍ୟନ୍ତ ଛାତ୍ରଛାତ୍ରୀମାନେ ପାସ୍ । ଗତବର୍ଷ ଭଳି ଏଥର ବି ପରୀକ୍ଷା ନ କରି କ୍ଲାସ ପ୍ରମୋସନ କରାଯିବ ବୋଲି
Read More...

ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ବ୍ୟବସାୟୀ ଗୁରୁତର ଅବସ୍ଥାରେ ମୁଖ୍ୟ ଚିକତ୍ସାଳୟରେ ଭର୍ତ୍ତି

ନବରଙ୍ଗପୁର : ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ଜଣେ ବ୍ୟବସାୟୀ ଗୁରୁତର ହୋଇଛ‌ନ୍ତି ବୋଲି ଖବର ମଳିଛି । ସୂଚନା ଯୋଗ୍ୟ ଯେ, ଯୁବ ବ୍ୟବସାୟୀ ଟି.ସଂଜୀବ ସୁବୁଦ୍ଧି ନିଜ ବାଇକରେ ଝରିଗାଁ ଯିବା ରାସ୍ତାରେ ନିଜ ଘରକୁ ଫେରୁଥିଲେ। ଏହି ସମୟରେ ହଠାତ ପଞ୍ଜାବ ନେସନାଲ ବ୍ୟାଙ୍କ ନିକଟରେ ହଠାତ ୩ ଜଣ ଯୁବକ
Read More...

ଅଗଷ୍ଟ ୧ରେ ହେବ ଚଳିତ ବର୍ଷର ଡାକ୍ତରୀ ପରୀକ୍ଷା ବା ନିଟ୍

ଭୁବନେଶ୍ୱର : ଅଗଷ୍ଟ ୧ରେ ହେବ ଚଳିତ ବର୍ଷର ଡାକ୍ତରୀ ପରୀକ୍ଷା ବା ନିଟ୍ । ଏନେଇ ନାସନାଲ ଟେଷ୍ଟିଂ ଏଜେନ୍ସି(ଏନଟିଏ) ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି । ଚଳିତ ବର୍ଷ ଅଫଲାଇନରେ ପରୀକ୍ଷା ହେବାନେଇ ସୂଚନା ରହିଛି । ୨୦୨୧ ବର୍ଷରେ ହିନ୍ଦୀ, ଇଂରାଜୀ ସମେତ ପ୍ରାୟ ୧୧ଟି ଭାଷାରେ ପରୀକ୍ଷା
Read More...

ରାଜ୍ୟରେ ଏକ୍‌ଟିଭ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ମାତ୍ର ୬୫୧ : ଆଜି ୬୫ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଏବେ ଏକ୍‌ଟିଭ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ମାତ୍ର ୬୫୧ ରହିଛି । ଆଜି ୬୫ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୩୮ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୨୭ ଜଣ ଅଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସଂପର୍କ
Read More...

ରାଜ୍ୟରେ ସମସ୍ତ ସରକାରୀ ଇଞ୍ଜିନିୟରିଂ ଓ ପଲିଟେକନିକ୍ ଛାତ୍ରଛାତ୍ରୀଙ୍କ ହଷ୍ଟେଲ ଫି’ ଛାଡ଼ କଲେ ରାଜ୍ୟ ସରକାର

ଭୁବନେଶ୍ୱର, (ସୁଶା‌ନ୍ତ ସାହୁ) : ରାଜ୍ୟ ସରକାର ରାଜ୍ୟରେ ସମସ୍ତ ସରକାରୀ ଇଞ୍ଜିନିୟରିଂ ଓ ପଲିଟେକନିକ୍ ଛାତ୍ରଛାତ୍ରୀଙ୍କ ହଷ୍ଟେଲ ଫି' ଛାଡ଼ କରିଛନ୍ତି । କରୋନା ସମୟରେ ପ୍ରାୟ ୯ ମାସ ଧରି ହଷ୍ଟେଲ ବନ୍ଦ ରହିଥିବାରୁ, ସେହି ମାସଗୁଡ଼ିକର ହଷ୍ଟେଲ ଫି' ଛାତ୍ରଛାତ୍ରୀଙ୍କୁ ଦେବାକୁ ପଡ଼ିବନାହିଁ
Read More...

ରକ୍ତ ରଞ୍ଜିତ ହେଲା ବେଲଖଣ୍ଡି ଶୈବ ପୀଠ : ଭକ୍ତଙ୍କ ଆଗରେ ହାରମାନିଲା ପ୍ରଶାସନ, ହଜାର ହଜାର ନିରୀହ ପଶୁ ପକ୍ଷୀଙ୍କ ବଳୀ

ସଇଁନ୍ତଲା, (ଅଜିତ କୁମାର ସାହୁ) : ଆଦିବାସୀ ପ୍ରଥା ଓ ପରମ୍ପରା ମୁତାବକ ବଲାଙ୍ଗିର ଜିଲ୍ଲା ଓ କଳାହାଣ୍ଡି ଜିଲ୍ଲା ସୀମାନ୍ତରେ ଥିବା ବେଲଖଣ୍ଡି ସ୍ଥିତ ତେଲ ଓ ଉତେଇ ନଦୀ ସଂଗମ ସ୍ଥଳରେ ଥିବା ଐତିହାସିକ ସପ୍ତମାତୃକା ଶୈବ ପୀଠ ପରିସରରେ ଆଜି ହଜାର ହଜାର ପଶୁ ପକ୍ଷୀଙ୍କୁ ବଳୀ ଦିଆଯାଇଛି ।
Read More...

ମାର୍ଚ୍ଚ ୨୮ରୁ ବୀର ସୁରେନ୍ଦ୍ର ସାଇ ବିମାନବନ୍ଦରରୁ ଚେନ୍ନାଇକୁ ସିଧାସଳଖ ବିମାନ ସେବା ଆରମ୍ଭ ହେବ

ଝାରସୁଗୁଡ଼ା : ମାର୍ଚ୍ଚ ୨୮ ତାରିଖରୁ ସ୍ପାଇସଜେଟ୍ ପକ୍ଷରୁ ଝାରସୁଗୁଡ଼ାର ବୀର ସୁରେନ୍ଦ୍ର ସାଇ ବିମାନବନ୍ଦରରୁ ଚେନ୍ନାଇକୁ ସିଧାସଳଖ ବିମାନ ସେବା ଆରମ୍ଭ ହେବ । ତେବେ ଏହି ବିମାନଟି ବୀର ସୁରେନ୍ଦ୍ର ସାଇ ବିମାନବନ୍ଦରରୁ ଅପରାହ୍ନ ୩.୩୦ରେ ବାହାରି ଚେନ୍ନାଇରେ ଅପରାହ୍ନ ୫ ଟାରେ ଅବତରଣ କରିବ
Read More...

ଟାଟୁ ମଣିଷ : ମୁଣ୍ଡରୁ ପାଦ ପର୍ୟ୍ୟନ୍ତ ଟାଟୁ ହେବାର ଅଦ୍ଭୁତ କ୍ରେଜ୍

ବର୍ଲିନ୍ : ମଜାକଥା ଯେ, ପ୍ରାୟତଃ ଲୋକମାନେ ନିଜ ଜୀବନରେ ଅତି କମ୍‌ରେ ଗୋଟିଏ ଟାଟୁ ପାଇବାକୁ ଚାହାଁନ୍ତି । ଏହା କାହାର ନାମ କିମ୍ବା ଚିହ୍ନ କିମ୍ବା ଅନ୍ୟ କିଛି ହୋଇପାରେ, ଯାହା ଦେଖି ସେମାନେ ଖୁସି ହେବେ । ଲୋକମାନେ ନିଜ ଶରୀରରେ ଗୋଟିଏ କିମ୍ବା ଦୁଇଟି ଟାଟୁ କରିଥା’ନ୍ତି, କିନ୍ତୁ ୭୨
Read More...

ବୀର ସୁରେନ୍ଦ୍ର ସାଏ ବୈଷୟିକ ବି‌ଶ୍ୱବିଦ୍ୟାଳୟରେ ଆସନ୍ତା ୧୬ ତାରିଖରୁ ଆରମ୍ଭ ହେବ ଅଫଲାଇନ୍ କ୍ଲାସ୍

ବୁର୍ଲା : ବୁର୍ଲା ସ୍ଥିତ ବୀର ସୁରେନ୍ଦ୍ର ସାଏ ବୈଷୟିକ ବି‌ଶ୍ୱବିଦ୍ୟାଳୟରେ ଆସନ୍ତା ୧୬ ତାରିଖରୁ ଆରମ୍ଭ ହେବ ଅଫଲାଇନ୍ କ୍ଲାସ୍ । ଏକାଧିକ ଛାତ୍ରଛାତ୍ରୀ କରୋନା ଆକ୍ରାନ୍ତ ଚିହ୍ନଟ ହେବା ଯୋଗୁଁ ସମସ୍ତ ସେମିଷ୍ଟାର ଓ କ୍ଲାସକୁ ବୀର ସୁରେନ୍ଦ୍ର ସାଏ ବୈଷୟିକ ବି‌ଶ୍ୱବିଦ୍ୟାଳୟରେ ବାତିଲ
Read More...

ମମତାଙ୍କୁ ଆକ୍ରମଣ ଘଟଣା : ପଶ୍ଚିମବଙ୍ଗ ସରକାରଙ୍କ ରିପୋର୍ଟରେ ସନ୍ତୁଷ୍ଟ ନହୋଇ ମୁଖ୍ୟ ଶାସନ ସଚିବଙ୍କଠାରୁ ଅଧିକ ସୂଚନା…

କୋଲକାତା : ପଶ୍ଚିମବଙ୍ଗର ନନ୍ଦିଗ୍ରାମରେ ରାଜ୍ୟ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପରେ ହୋଇଥିବା ଆକ୍ରମଣ ସମ୍ପର୍କରେ ପଶ୍ଚିମବଙ୍ଗ ସରକାର ପଠାଇଥିବା ରିପୋର୍ଟରେ ନିର୍ବାଚନ ଆୟୋଗ ସନ୍ତୁଷ୍ଟ ନୁହଁନ୍ତି । ଆୟୋଗ ମୁଖ୍ୟ ଶାସନ ସଚିବଙ୍କଠାରୁ ଅଧିକ ସୂଚନା ଲୋଡିଛନ୍ତି । ରାଜ୍ୟ ନିର୍ବାଚନ
Read More...