Daily Archives

ଜଙ୍ଗଲରେ ନିଆଁ ଲଗାଉଥିବା ବେଳେ ବନ କର୍ମଚାରୀଙ୍କ ଦ୍ଵାରା ଜଣେ ଗିରଫ : କଡା ପାଟ୍ରୋଲିଂ ବ୍ୟବସ୍ଥା

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ବନବିଭାଗର ବ୍ୟାପକ ସଚେତନତା ସତ୍ତ୍ଵେ କିଛି ଖଳ ପ୍ରକୃତିର ଲୋକ ଜାଣିଶୁଣି ନିଆଁ ଲଗାଉଛନ୍ତି । ଟିକାବାଲି ଫରେଷ୍ଟ ବିଭାଗ ତରଫରୁ ପାଟ୍ରୋଲିଂ କରୁଥିବା ସମୟରେ ଫୁଲବାଣୀ ବନଖଣ୍ଡ ଅଧିନ ଟିକାବାଲି ପରେଷ୍ଟ ରେଞ୍ଜ ଅର୍ନ୍ତଗତ ଲାଇନପଡ଼ା ରିଜର୍ଭ
Read More...

ନକଲି ସେନା ଅଧିକାରୀ ଗିରଫ୍‌ : ସେନାରେ ଚାକିରି ଦେବା ନାମରେ ଲୋକଙ୍କ ଠାରୁ ଲକ୍ଷ ଲକ୍ଷ ଟ‌ଙ୍କା ଠକିଛି

ବାରାଣାସୀ : ଉତ୍ତରପ୍ରଦେଶର ବାରାଣାସୀରେ ସେନାବାହିନୀର ଜଣେ ନକଲି ସେନା ଅଧିକାରୀ ହୋଇ ଲୋକଙ୍କୁ ପ୍ରତାରଣା କରୁଥିବା ଜଣେ ଦୁର୍ଦ୍ଦାନ୍ତ ଠକକୁ ପୋଲିସ ଗିରଫ କରିଛି । ବାରାଣାସୀର ଶିବପୁର ନିବାସୀ ରାଜବୀର ସିଂ ଲୋକଙ୍କୁ ସେନାରେ ଭର୍ତ୍ତି କରିବା ନାମରେ ଲକ୍ଷ ଲକ୍ଷ ଟ‌ଙ୍କାର ଠକେଇ କରିଥିବା
Read More...

ନିର୍ବାଚନ ହେବାକୁ ଥିବା ରାଜ୍ୟଗୁଡିକରେ କୋଭିଡ -୧୯ ଟୀକା ପ୍ରମାଣପତ୍ରରୁ ପିଏମ୍‌ଙ୍କ ଫଟୋ ଅପସାରିତ

ନୂଆଦିଲ୍ଲୀ : କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କୋଭିଡ -୧୯ ଟୀକା ପ୍ରମାଣପତ୍ରରୁ ପ୍ରଧାନମନ୍ତ୍ରୀଙ୍କ ଫଟୋ ହଟାଇବା ପାଇଁ ପ୍ରତିଦ୍ୱନ୍ଦ୍ୱୀ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳରେ କୋ-ୱିନ ପ୍ଲାଟଫର୍ମରେ ଫିଲ୍ଟର ବ୍ୟବହାର କରାଯାଇଛି । ମାର୍ଚ୍ଚ ୯ ତାରିଖ ଦିନ ନିର୍ବାଚନ ଆୟୋଗଙ୍କୁ ଲେଖିଥିବା
Read More...

ପବିତ୍ର ହରିଶଙ୍କର ପୀଠରେ ମହାଶିବରାତ୍ରି ଜାଗର ମେଳା ଅନୁଷ୍ଠିତ

ଖପ୍ରାଖୋଲ, (କ୍ରିଷ୍ଣା ସେଠୀ) : ଆଜି ମହାଶିବରାତ୍ରି ଜାଗର ମେଳା । ପବିତ୍ର ହରିଶଙ୍କର ପୀଠରେ ଶତାଧିକ ଶ୍ରଦ୍ଧାଳୁଙ୍କ ଗହଣରେ ଅନୁଷ୍ଠିତ ହେଉଛି । କୋଭିଡ୍ କଟକଣା ଯୋଗୁଁ ସକାଳ ୭ଟାରୁ ଲମ୍ବା ଲାଇନ ଏବଂ ନିୟମ କାନୁନ ଦେଇ ସମସ୍ତଙ୍କୁ ପୂଜାର୍ଚ୍ଚନା କରିବା ପାଇଁ ସୁଯୋଗ ଦିଆଯାଇଥିଲା ।
Read More...

ଅନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ ମହିଳା ସମ୍ମିଳନୀ ଅନୁଷ୍ଠିତ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲା ଡୁଙ୍ଗୁରି ସ୍ଥିତ ଏସିସି ସ୍ପୋର୍ଟ୍ସ କ୍ଲୁବ ଠାରେ ଏସିସି ସ୍ପୋର୍ଟ୍ସ କ୍ଲବ ଓ ମହାଶକ୍ତି ଫାଉଣ୍ଡେସନର ମିଳିତ ଆନୁକୂଲ୍ୟରେ ତଥା ପ୍ରତିଜ୍ଞା ଟ୍ରଷ୍ଟର ସହାୟତାରେ ଅନ୍ତର୍ଜାତୀୟ ମହିଳା ଦିବସ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ୟ୍ୟକ୍ରମରେ
Read More...

ବେଲଖଣ୍ଡିରେ ପାଳନ ହେଉଛି ମହାଶିବରାତ୍ରୀ : କୋଭିଡ କଟକଣା ହେତୁ ହେଉନାହିଁ ମେଳା

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଓ କଳାହାଣ୍ଡି ଜିଲ୍ଲାର ସୀମାନ୍ତରେ ରହିଛି ବେଲଖଣ୍ଡି ଧବଳେ‌ଶ୍ୱର ଶିବ ମନ୍ଦିର । କଳାହାଣ୍ଡିର ଅନ୍ୟତମ ପ୍ରାଚୀନ ତଥା ଐତିହାସିକ ଶୈବପୀଠ ବେଲଖଣ୍ଡି ଠାରେ ଏଥର ଜମିନାହିିଁ ମେଳା । କୋଭିଡ କଟକଣା ହେତୁ କୈାଣସି ଦୋକାନ ବଜାର, ମୀନାବଜାର,
Read More...

ଆମେରିକା ସହିତ ପ୍ରତିଦ୍ୱନ୍ଦ୍ୱିତା କରିବା ପାଇଁ ଚୀନ୍ ବିଶ୍ୱର ସର୍ବବୃହତ ନୌସେନା ନିର୍ମାଣ କରିଛି

ୱାଶିଂଟନ୍ : ଆମେରିକା ସହିତ ପ୍ରତିଦ୍ୱନ୍ଦ୍ୱିତା କରିବା ପାଇଁ ଚୀନ୍ ବିଶ୍ୱର ସର୍ବବୃହତ ନୌସେନା ନିର୍ମାଣ କରିଛି । ସମ୍ପ୍ରତି ଚୀନ୍ ପାଖରେ ଯେତିକି ଯୁଦ୍ଧ ଜାହାଜ ଏବଂ ବୁଡ଼ାଜାହାଜ ଅଛି, ଆମେରିକା ପାଖରେ ମଧ୍ୟ ନାହିିଁ । ଏହା ଏକ ଭିନ୍ନ କଥା ଯେ, ଚୀନ୍ ନୌସେନାରେ ଏତେ ସଂଖ୍ୟକ
Read More...

ଜ୍ୟୋତିରାଣୀ ମିଶ୍ରଙ୍କ ପ୍ରଥମ କବିତା ସଂକଳନ ‘ଭକ୍ତି ଗଂଗୋତ୍ରୀ’ର ଶୁଭ ଉନ୍ମୋଚନ

ବଲା‌ଙ୍ଗିର, (କେପିଏନ୍‌ଏସ୍‌) : ଆଜି ସ୍ଥାନୀୟ ଲିଟରାରି ଏ‌ଣ୍ଡ ସୋସିଆଲ କ୍ଲବ ପରିସରରେ ପୂଜ୍ୟ ପୂଜା ସେବା ସଂଗଠନ ସହଯୋଗରେ ଜ୍ୟୋତିରାଣୀ ମିଶ୍ରଙ୍କ ପ୍ରଥମ କବିତା ସଂକଳନ ଭକ୍ତି ଗଂଗୋତ୍ରୀର ଶୁଭ ଉନ୍ମୋଚନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆଙ୍କ ସଭାପତିତ୍ବରେ
Read More...

ଅଟୋ ଦୁର୍ଘଟଣାଗ୍ର‌ସ୍ତ : ୧ ଗୁରୁତର, ୮ଜଣ ଆହତ : ଡ୍ରାଇଭର ଫେରାର

ସୁବର୍ଣ୍ଣପୁର, (ପ୍ରଭୁଦ‌ତ୍ତ ରଥ) : ଏକ ଅଟୋ ଦୁର୍ଘଟଣାଗ୍ର‌ସ୍ତ ହୋଇଥିବା ଜଣାପଡ଼ିଛି। ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ଦୁର୍ଜନତୈଲାରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏଥିରେ ଜଣେ ଶିଶୁ ଗୁରୁତର ଥିବାବେଳେ ୮ ଜଣ ଆହତ ହୋଇଥିବା କୁହାଯାଉଛି। ଆହତଙ୍କୁ ହସ୍ପିଟାଲରେ
Read More...

କୂଅ ଭିତରେ ଖସି ପଡ଼ିଲା ହାତୀ

ଅନୁଗୁଳ : ଅନୁଗୁଳ ବନାଞ୍ଚଳ ପୁରୁଣାଗଡ଼ ସେକ୍ସନର ବାଳିଜେରେଙ୍ଗ ଗାଁରେ ବିଳମ୍ବିତ ରାତିରେ ହାତୀପଲ ଗାଁକୁ ଆସିଥିବା ବେଳେ ହାତୀଟି ଗାଁର ସୁରଥ ସାହୁଙ୍କ ବାଡ଼ିରେ ଥିବା କୂଅରେ ପଡ଼ି ଯାଇଥିଲା । ତେବେ ଆଜି ସକାଳୁ ସ୍ଥାନୀୟ ଲୋକେ କୂଅ ଭିତରେ ହାତୀ ଖସିପଡ଼ିଥିବା ଦେଖିବାକୁ ପାଇ ବନ ବିଭାଗକୁ
Read More...