Daily Archives

ଡାକ୍ଟର ଶଙ୍କର ରାମ ଚନ୍ଦାନୀ ସମାଜ ପାଇଁ ଉଦାହରଣ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଭିମସାର ଡାକ୍ଟର ଆସିଷ୍ଟାଣ୍ଟ ପ୍ରଫେସର ଶଙ୍କର ରାମ ଚନ୍ଦାନୀ ସମାଜ ସେବା ପାଇଁ ଏକ ଉଦାହରଣ । ସେ ବରଗଡ଼ ଜିଲ୍ଲା ପଦ୍ମପୁରରେ ଏକ ମଧ୍ୟବିତ୍ତ ପରିବାରରେ ତାଙ୍କର ଜନ୍ମ । ଛୋଟ ବେଳୁ ତାଙ୍କର ସମାଜସେବା କରିବା ପାଇଁ ପ୍ରବଳ ଇଚ୍ଛାଥିଲା । ସେ ବୁର୍ଲା
Read More...

ଜଣେ ଆକ୍ରାନ୍ତ ଚିହ୍ନଟ ବଲାଙ୍ଗିର ଜିଲ୍ଲାରେ ଆଜି

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜଣେ କରୋନା ଆକ୍ରାନ୍ତ ଆଜି ବଲାଙ୍ଗିର ଜିଲ୍ଲାରେ ଚିହ୍ନଟ ହୋଇଥିବା ବେଳେ ଏବେ ୪ ଜଣ ଏକ୍‌ଟିଭ୍‌ ଆକ୍ରାନ୍ତ ଚିକିତ୍ସାଧୀନ ରହିଥିବା ସରକାରୀ ସୂତ୍ରରୁ ଜଣାପଡ଼ିଛି । ତେବେ ବଲାଙ୍ଗିର ମ୍ୟୁନିସିପାଲିଟି ୱାର୍ଡ ନଂ.୧୮ରୁ ଜଣେ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।
Read More...

୪ଦିନ ହେଲା ହୁହୁ ହୋଇ ସଂରକ୍ଷଣ ଜଙ୍ଗଲରେ ଜଲୁଛି ନିଆଁ

ଖପ୍ରାଖୋଲ, (କ୍ରିଷ୍ଣା ସେଠୀ) : ବଲାଙ୍ଗିର ଜିଲ୍ଲା ଲାଠୋର ରେଞ୍ଜ ଅଧିନ ଟଙ୍କପାଣି ସେକ୍ସନ ସଂରକ୍ଷଣ ଜଙ୍ଗଲରେ ୪ଦିନ ହେବ ହୁହୁ ହୋଇ ଜଲୁଛି ନିଆଁ । ଏହି ନିଆଁ ଗତ କିଛି ଦିନ ହେବ ସାନଗୁର୍ଜିଭଟା, ମସିଣା ଜଙ୍ଗଲରେ ଜଲୁଥିଲା ହେଲେ ଧିରେ ଧିରେ ନିଆଁ ଚାନ୍ଦଲି ଜଙ୍ଗଲର ସବୁ ଆଡକୁ ମାଡି ଆସି
Read More...

ମର୍ମନ୍ତୁଦ ସଡକ ଦୁର୍ଘଟଣା : ବାଇକ ଉପରେ ଚଢ଼ିଗଲା ଟ୍ରକ

ଗଞ୍ଜାମ : ଗ‌ଞ୍ଜାମ ଜିଲ୍ଲା ରମ୍ଭା ଥାନା ଶାବୁଳିଆ ଛକ ଅ‌ଞ୍ଚଳରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ବାଇକ ବାଇକ ଉପରେ ଚଢ଼ିଗଲା ଟ୍ରକ । ଫଳରେ ଘଟଣାସ୍ଥଳରେ ପୁଅ ଓ ଝିଅଙ୍କର ମୃତ୍ୟୁ ହୋଇଥିବା ବେଳେ ବାପା-ମାଆ ଗୁରୁତର ହୋଇଛନ୍ତି । ଗୁରୁତର ବାପା-ମାଆଙ୍କୁ ବ୍ରହ୍ମପୁର ଏମକେସିଜିକୁ
Read More...

ମୁଖ୍ୟମନ୍ତ୍ରୀଙ୍କ ନୂଆପଡ଼ା ଗସ୍ତ ଅବସରରେ ନୂଆପଡ଼ା ଓ ବଲାଙ୍ଗିର ଜିଲ୍ଲା ପାଇଁ ୪ ହଜାର କୋଟି ଟଙ୍କାର ବିଭିନ୍ନ…

ନୂଆପଡ଼ା : ଆଜି ନୂଆପଡ଼ା ଜିଲ୍ଲା ଗସ୍ତରେ ଯାଇ ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର ଉଦଘାଟନ କରିଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନୂଆପଡା ଠାରେ ଆୟୋଜିତ ସଭାରେ ବହୁ ପ୍ରତୀକ୍ଷିତ ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପ ଲୋକାର୍ପଣ ସହ ପାନୀୟ ଜଳ, ରାସ୍ତା, ଦକ୍ଷତା ବିକାଶ
Read More...

ଆଜି ରାଜ୍ୟରେ ୬୯ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଏବେ ଏକ୍‌ଟିଭ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ମାତ୍ର ୭୦୯ ରହିଛି । ଆଜି ୬୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୪୧ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୨୮ ଜଣ ଆଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସଂପର୍କ
Read More...

ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ଦେଲେ ସୂଚନା, ଏପ୍ରିଲରୁ ବନ୍ଦ ହେବ ରବିବାର ପାଠପଢ଼ା

ଭୁବନେ‌ଶ୍ୱର : ଛାତ୍ରଛାତ୍ରୀଙ୍କ ପାଇଁ ଏକ ବଡ଼ ସୂଚନା ପ୍ରଦାନ କରିଛ‌ନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ । ଏପ୍ରିଲ ପହିଲାରୁ ରିଭିଜନ୍ କ୍ଲାସ ଆରମ୍ଭ ହେବ । ଚଳିତ ମାର୍ଚ୍ଚ ଶେଷ ସୁଦ୍ଧା ସ୍କୁଲମାନଙ୍କରେ ସବୁ କୋର୍ସ ସମା‌ପ୍ତ ହୋଇଯିବ ବୋଲି କହିଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର
Read More...

ଲୋଇସିଂହାକୁ ଏନଏସି ମାନ୍ୟତା ଦାବୀରେ ୧୨ ଘଣ୍ଟିଆ ବନ୍ଦ ସଫଳ

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହାକୁ ଏନଏସି ମାନ୍ୟତା ଦାବୀରେ ସ୍ଥାନୀୟ ଆଞ୍ଚଳିକ ବିକାଶ ପରିଷଦ ତରଫରୁ ବ୍ଲକ କାର୍ୟ୍ୟାଳୟ ସମ୍ମୁଖରେ ଚାଲିଥିବା ଗଣଧାରଣା ବୁଧବାର ୧୫ତମ ଦିନରେ ପହଂଚିଛି । ଲୋକଙ୍କ ଆନ୍ଦୋଳନ ଉପରେ ରାଜ୍ୟ ସରକାର କୌଣସି ସ୍ପଷ୍ଟୀକରଣ ଦେଇ ନ ଥିବାରୁ ସାଧାରଣରେ ତୀବ୍ର
Read More...

ଦେଢ଼ କୋଟି ଟଙ୍କାର ବ୍ରାଉନସୁଗାର ଜବତ ସହ ଜଣେ ଗିରଫ

ବାଲେଶ୍ୱର : ଦିନକୁ ଦିନ ବ୍ରାଉନସୁଗାର କାରବାର ବଢିବାରେ ଲାଗିଥିବା ବେଳେ ଆଜି ପୁଣି ବାଲେଶ୍ୱର ଜିଲ୍ଲା ଲକ୍ଷ୍ମଣନାଥ ତନଖି ଫାଟ ନିକରୁ ଦେଢ଼ କୋଟି ଟଙ୍କାର ବ୍ରାଉନସୁଗାର ଜବତ କରିବା ସହ ଘଟଣାରେ ସଂପୃକ୍ତ ଜଣଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ ଏସଟିଏଫ୍ । ଗିରଫ ହୋଇଥିବା ଅଭିଯୁକ୍ତର ନାଁ
Read More...

ଛତିଶଗଡ : ଶବ ଜାଳିବା ବଦଳରେ ଗୋଣ୍ଡ ଆଦିବାସୀମାନେ ଏବେ ମାଟିରେ ପୋତିବେ

ରାୟପୁର : ଛତିଶଗଡରେ ଆଦିବାସୀଙ୍କ ଅନ୍ତିମ ସଂସ୍କାର ସମ୍ପର୍କରେ ଏକ ନୂଆ ବିତର୍କ ଆରମ୍ଭ ହୋଇଛି ।ରାଜ୍ୟର କବୀରହମ୍ ଜିଲ୍ଲାରେ ଦୁଇ ଦିନ ଧରି ଚାଲିଥିବା ଗୋଣ୍ଡ ଆଦିବାସୀମାନଙ୍କର ସାଧାରଣ ସଭାରେ ନିଷ୍ପତ୍ତି ନିଆଯାଇଛି ଯେ, ମୃତ ଶରୀରକୁ ଆଉ ଗୋଣ୍ଡ ସମାଜରେ ପୋଡ଼ି ଦିଆଯିବ ନାହିଁ, ବରଂ ମୃତ
Read More...