Daily Archives

ବିପଦପୂର୍ଣ୍ଣ ଟ୍ରାନ୍‌ସ୍‌ଫର୍ମରକୁ ସ୍ଥାନାନ୍ତରିତ କରିବାକୁ ସାଧାରଣରେ ଦାବୀ

ଖପ୍ରାଖୋଲ, (କ୍ରି‌ଷ୍ଣା ସେଠୀ) : ଭରତବାହାଲ ଗ୍ରାମର ସରକାରୀ ପ୍ରାଥମିକ ବିଦ୍ୟାଳୟ ଓ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ଗୋଟିଏ ଜାଗାରେ ଅଛି । ପାଟଣାଗଡ଼ ଉପଖଣ୍ଡ ବିଦ୍ୟୁତ୍ ସପ୍ଲାଏରୁ ସିଧାସଳଖ ୩୩ କେଭି ତାର ଆସି ପ୍ରାଥମିକ ବିଦ୍ୟାଳୟର ଛାତ ଉପରୁ ଯାଇଛି । ଏହି ସ୍କୁଲରେ ତାର ଯେଉଁ ବାଟ ଦେଇ
Read More...

ଉଦୟନାଥ ଫର୍ଣ୍ଣିଚରର ୧୬ତମ ଲକି ଡ୍ର’ ଉଠାଣ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସହର କପସିଲା ରୋଡ଼ସ୍ଥିତ ଉଦୟନାଥ ଫର୍ଣ୍ଣିଚର ତରଫରୁ ଆରମ୍ଭ ହୋଇଥିବା ମାସିକ କିସ୍ତି ଯୋଜନାର ୧୬ତମ ଲକି ଡ୍ର' ଉଠାଣ ଆଜି ସଂଧ୍ୟାରେ ଅନୁଷ୍ଠିତ ହୋଇଯାଇଛି । ଏହି ଉଠାଣର ବିଜେତା ହେଉଛନ୍ତି ପାଟଣାଗଡ଼ର ଦୀପକ ଭୋଇ । ଏହି ଉଠାଣ କାର୍ୟ୍ୟକ୍ରମରେ
Read More...

‘କୋଶଳ ପ୍ରବାହ’ର ପ୍ରଭାବ : ଡାକ୍ତରଙ୍କ ଅନୁପସ୍ଥିତି ଯୋଗୁଁ ନର୍ସଙ୍କ ତତ୍ତ୍ୱାବଧାନରେ ମହିଳା ଜ‌ନ୍ମ…

ସଇଁନ୍ତଲା, (ଅଜିତ କୁମାର ସାହୁ) : ସଇଁନ୍ତଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ଅବହେଳାରୁ ଦୁଇ ନବଜାତ ଶିଶୁପୁତ୍ରଙ୍କ ମୃତ୍ୟୁ ଘଟଣାରେ ଜିଲ୍ଲାପାଳ ଚଂଚଳ ରାଣାଙ୍କ ନିର୍ଦ୍ଦେଶ କ୍ରମେ ସଇଁନ୍ତଲା ସମନ୍ୱିତ ଶିଶୁ ବିକାଶ କେନ୍ଦ୍ର ସିଡିପିଓ ସବିତା ଦାସଙ୍କ ପରାମର୍ଶରେ ସୁପର୍‌ଭାଇଜର୍‌
Read More...

କେବେ ସୁଧୁରିବ ପାଟଣାଗଡ଼ ଟ୍ରାଫିକ ସମସ୍ୟା : କେବେ ନିର୍ମାଣ ହେବ ବାଇପାସ୍ ରାସ୍ତା ?

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ସହରରେ ଦେଖାଦେଇଥିବା ଟ୍ରାଫିକ ସମସ୍ୟା ଦିନକୁ ଦିନ ଜଟିଳ ହେବାରେ ଲାଗିଛି । ଏନେଇ ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯାଇଥିଲେ ସୁଦ୍ଧା କିଛି ସୁଫଳ ମିଳୁ ନଥିବାରୁ ଜନ ଅସନ୍ତୋଷ ବଢିବାରେ ଲାଗିଛି । ଏଠାକାର ସହର ମୁଖ୍ୟ କଲେଜ ଛକ ଠାରୁ ରାମଜୀ ଛକ
Read More...

ସମାଜ ସେବା ପାଇଁ ସବୁବେଳେ ସମର୍ପିତ ଦିବସ

ପଦ୍ମପୁର, (ନିରୋଜ କୁମାର ପାଣୀ) : ରାଜ୍ୟ ସରକାର ଲୋକଙ୍କ ହିତ ପାଇଁ କରୁଛନ୍ତି ଅନେକ ଯୋଜନା, ଗରିବ ଲୋକେ ସରକାରୀ ଯୋଜନାର ଲାଭ ପାଇ ଉପକୃତ ହୁଅନ୍ତୁ ବୋଲି ସରକାର ସଦାଚେଷ୍ଟିତ । କିନ୍ତୁ ସଚେତନତା ଅଭାବରୁ ହେଉ କିମ୍ବା ପ୍ରଶାସନିକ ଅଧିକାରୀଙ୍କ ଆନ୍ତରିକତାର ଅଭାବରୁ ହେଉ ରାଜ୍ୟ ସରକାରଙ୍କ
Read More...

ଅଭାବନୀୟ ଘଟଣା : ଖେଳୁଥିବା ବେଳେ ସ୍କୁଲ ପାଚେରି ଭୁଷୁଡ଼ି ଜଣେ ଛାତ୍ରୀଙ୍କ ମୃତ୍ୟୁ

କନ୍ଧମାଳ : କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକର ପେଟାପାଙ୍ଗାରେ ଏକ ଅଭାବନୀୟ ଘଟଣା ଘଟିଛି । ସ୍କୁଲ୍ ବନ୍ଦ ରହିଥିବା ବେଳେ କିଛି ପିଲା ବେଲକଟି ୟୁପି ସ୍କୁଲ ମୁଖ୍ୟ ଫାଟକ ନିକଟରେ ଖେଳୁଥିବା ବେଳେ ହଠାତ୍ ଭୁଷୁଡ଼ି ପଡ଼ିଥିଲା ସ୍କୁଲ ପାଚେରି । ଫଳରେ ଜଣେ ପଞ୍ଚମ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ
Read More...

ଏପ୍ରିଲ ୧ରେ ନୂଆ ଢଙ୍ଗରେ କଳା ଦିବସ ପାଳନ କରିବାକୁ କୋଶଳ ରାଜ୍ୟ ସମନ୍ୱୟ ସମିତିର ନିଷ୍ପତ୍ତି

ବଲାଙ୍ଗିର, (କେପିଏନ୍ଏସ୍‌) : ସବୁ ବର୍ଷ ଭଳି ଏ ବର୍ଷ ମଧ୍ୟ କୋଶଳ ରାଜ୍ୟ ସମନ୍ୱୟ ସମିତି ତରଫରୁ ଏପ୍ରିଲ ୧ ତାରିଖରେ କଳାଦିବସ ପାଳନ କରାଯିବ । ଏହି ଦିନ କୋଶଳ ରାଜ୍ୟ ସମନ୍ୱୟ ସମିତି ଓ ତା’ ସହ ସମ୍ବନ୍ଧିତ ସଂଗଠନ ମାନଙ୍କ ତରଫରୁ ବିଭିନ୍ନ ଜିଲ୍ଲା ସଦର ମହକୁମା, ସବ୍‌ଡ଼ିଭିଜନ ଓ ବ୍ଲକ
Read More...

ଭାଲୁମୁଣ୍ଡାରେ ଭିଡିଓ କନ୍‌ଫରେନ୍‌ସିଂ ମାଧ୍ୟମରେ ଜନସାଧାରଣଙ୍କୁ ଉଦବୋଧନ ଦେଲେ ମୁଖ୍ୟମନ୍ତ୍ରୀ : ବଙ୍ଗୋମୁଣ୍ଡାରେ…

ବଙ୍ଗୋମୁଣ୍ଡା, (ଅଶୋକ ଭୋଇ) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୂଆପଡା ଜିଲା ଗ୍ରସ୍ତ କରି ବିଭିନ୍ନ ପ୍ରକଳ୍ପର ଉଦଘାଟନ କରିବା ସହ ଶିଳାନ୍ୟାସ କରିଥିଲେ । ୧୯୨୬ କୋଟି ବ୍ୟୟ ଅଟକଳର ଲୋୟର ଇନ୍ଦ୍ର ପ୍ରକଳ୍ପର ଶୁଭ ଉଦଘାଟନ କରିଥିଲେ । ଏହି ପ୍ରକଳ୍ପ ଦ୍ୱାରା ବଙ୍ଗୋମୁଣ୍ଡା, ମୁରିବାହାଲ,
Read More...

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଧୂଆଁବାଣ, ନୂଆପଡା ଗସ୍ତକୁ ପ୍ରତିବାଦ କରି ବିକ୍ଷୋଭ ପ୍ରଦର୍ଶନ କଲା ବିଜେପି

ସଇଁନ୍ତଲା, (ଅଜିତ କୁମାର ସାହୁ) : ଆଜି ନୂଆପଡା ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଅବସରରେ ନୂଆପଡା ଜିଲ୍ଲାରେ ତିଖାଲି ଠାରେ ନିର୍ମିତ ବହୁ ପ୍ରତୀକ୍ଷିତ ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପ ଉଦ୍‌ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ତେବେ ମୁଖ୍ୟମନ୍ତ୍ରୀଙ୍କ ନୂଆପଡା ଗସ୍ତକୁ
Read More...

ତିନୋଟି ପୃଥକ୍‌ ପୃଥକ୍‌ ସ୍ଥାନରେ ଦୁର୍ଘଟଣା : ମହୁଲ ଗଛକୁ ପିଟିଲା ଟ୍ରକ୍, ନିମ୍ବ ଗଛରେ ଧକ୍କା ଦେଲା କାର୍, ଲିମ୍ବ…

ସଇଁ‌ନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁ‌ନ୍ତଲା ଥାନା ଅଞ୍ଚଳରେ ତିନୋଟି ପୃଥକ ପୃଥକ ସ୍ଥାନରେ ଦୁର୍ଘଟଣା ଘଟିଥିବା ବେଳେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି । ତେବେ ଆଜି ସଇଁ‌ନ୍ତଲାର ବାଇକ ସୋରୁମ ନିକଟରେ ଏକ କାର ଏକ ନିମ୍ବ ଗଛକୁ ଧକ୍କା ଦେଇଛି ।
Read More...