Daily Archives

ଆଇଆଇଟି-ଜେଇଇ ମେନ୍ ପରୀକ୍ଷାରେ ଓଡ଼ିଶା ଟପ୍ପର ହୋଇଥିବା ଗୌତମ ଦାସଙ୍କୁ ମୁଖ୍ୟମନ୍ତ୍ରୀ‌ଙ୍କ ଶୁଭେଚ୍ଛା

ଭୁବନେ‌ଶ୍ୱର, (କେପିଏନ୍‌ଏସ୍‌) : ଆଇଆଇଟି-ଜେଇଇ ମେନ୍ ପରୀକ୍ଷାରେ ଓଡ଼ିଶା ଟପ୍ପର ହୋଇଥିବା ଗୌତମ ଦାସଙ୍କୁ ମୁଖ୍ୟମନ୍ତ୍ରୀ ଟ୍ୱିଟ୍‌ ମାଧ୍ୟମରେ ଶୁଭେଚ୍ଛା ଜଣାଇବା ସହ ଲେଖିଛ‌ନ୍ତି ଯେ, 'ଆଇଆଇଟି-ଜେଇଇ ମେନ୍ ପରୀକ୍ଷାରେ ଓଡ଼ିଶା ଟପ୍ପର ହୋଇଥିବା ଗୌତମ ଦାସ ଏବଂ ସଫଳତା ହାସଲ କରିଥିବା
Read More...

ପଦ୍ମପୁର ବ୍ଲକ ଚ୍ୟାରମେନ୍‌ କୁମରମଣି ନାୟକ ଗିରଫ ମାମଲା : ପୋଲିସ ଜିଡିଙ୍କୁ ଭେଟିଲେ ବିଜେପି ପ୍ରତିନିଧି

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ପଞ୍ଚାୟତ ସମିତି ଅଧ୍ୟକ୍ଷ କୁମରମଣି ନାୟକଙ୍କୁ ପଦ୍ମପୁର ପୋଲିସ ଆକ୍ରୋଶ ମୂଳକ ଭାବେ ଗିରଫ କରି ଜେଲ ପଠାଇ ଦେଇଥିବା ପ୍ରତିବାଦରେ ଗତ କାଲି ଭାରତୀୟ ଜନତାପାର୍ଟି ଏକ ପ୍ରତିନିଧି ମଣ୍ଡଳୀ ପୂର୍ବତନ ବିଧାୟକ ତଥା ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ
Read More...

ଆସ‌ନ୍ତା କାଲି ନୂଆପଡ଼ା ଜିଲ୍ଲାରେ ଅନେକ ବିକାଶ ମୂଳକ କାର୍ଯ୍ୟ ଶୁଭାର‌ମ୍ଭ କରିବେ ମୁଖ୍ୟମ‌ନ୍ତ୍ରୀ

ନୂଆପଡ଼ା, (କେପିଏନ୍‌ଏସ୍‌) : ନୂଆପଡ଼ା ବିକାଶ ପର୍ବରେ ଯୋଡ଼ି ହେବ ନୂଆ ଫର୍ଦ୍ଦ । ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପ‌ଟ୍ଟନାୟକ ଆସନ୍ତା ମାର୍ଚ୍ଚ ୧୦ ତାରିଖରେ ନୂଆପଡ଼ା ଗସ୍ତରେ ଲୋକଙ୍କୁ ଭେଟିବା ସହ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଶୁଭାରମ୍ଭ କରିବାକୁ ଯାଉଛନ୍ତି । ଏହି ସବୁ ପ୍ରକଳ୍ପ
Read More...

ଆଜି ରାଜ୍ୟରେ ୫୭ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଏବେ ଏକ୍‌ଟିଭ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ମାତ୍ର ୭୨୨ ରହିଛି । ଆଜି ୫୭ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୩୪ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୨୩ ଜଣ ଆଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସଂପର୍କ
Read More...

ପ୍ରଧାନ ଶିକ୍ଷକଙ୍କ ଅବସରକାଳୀନ ସମ୍ବର୍ନ୍ଧନା ଉତ୍ସବ

ତରଭା, (ଜିତେନ୍ଦ୍ର ସା) : ଶିକ୍ଷକ ଯିଏ କି ବି‌ଶ୍ୱରେ ଦ୍ୱିତୀୟ ଗୁରୁ ରୂପେ ସ୍ଥାନ ପାଇଛନ୍ତି । ଯିଏ ସ୍ଥାନରେ ନୁହେଁ କାମରେ ମଧ୍ୟ କରି କି ଦେଖାନ୍ତି । ଆପଣ ମାନେ ତ ବହୁତ ସ୍ଥାନରୁ ଶୁଣି ଥିବେ ଦେଖି ଥିବେ ଆଉ ବହୁତ ଗୁଡ଼ାଏ ଶିକ୍ଷକଙ୍କ ମଧ୍ୟ ନିଃସ୍ଵାର୍ଥପର କାର୍ୟ୍ୟ ବିଷୟରେ ଜାଣିଥିବେ
Read More...

ପରାମର୍ଶଦାତାଙ୍କ ସେବା ମାନବୀୟ ଭାବାବେଗରେ ପରିପୂର୍ଣ୍ଣ

ସୋନପୁର, (ପ୍ରଭୁଦତ୍ତ ରଥ) : ଜୁନିଅର ରେଡକ୍ରସ ପରାମର୍ଶଦାତାଙ୍କ ସେବା ମାନବୀୟ ଭାବାବେଗରେ ପରିପୂର୍ଣ୍ଣ ହେଲେ ସମାଜର ମଙ୍ଗଳ ସାଧନ ହେବ ବୋଲି ସୋନପୁର ପଂଚାୟତ ନୋଡାଲ ହାଇସ୍କୁଲରେ ଉଦ୍‌ଯାପିତ ହୋଇଯାଇଥିବା ପଂଚ ଦିବସୀୟ ଜୁନିଅର ରେଡକ୍ରସ ପରାମର୍ଶଦାତା ତାଲିମ ଶିବିରରେ ଉପସ୍ଥିତ ଥିବା
Read More...

ପରିବେଶ ଓ ବନ୍ୟଜନ୍ତୁଙ୍କ ସୁରକ୍ଷା ପାଇଁ ଅଣ୍ଟା ଭିଡ଼ିଲା ଜିଲ୍ଲା ପ୍ରଶାସନ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ଜଙ୍ଗଲ ମାଫିଆ ବା ଶିକାରୀଙ୍କ କବଜାରେ ଜଙ୍ଗଲ । ସବୁଜ ବନାନୀ ଜଙ୍ଗଲ ଏବେ ରକ୍ତ ମୁଖା ପାଲଟିଛି । ଏହାକୁ ଆୟତ୍ତ କରିବାରେ ବନ ବିଭାଗରେ ପର୍ୟ୍ୟାପ୍ତ ପରିମାଣର କର୍ମଚାରୀ ନ ଥିବାରୁ ବିଭାଗ ନିଜର ସମସ୍ତ ପ୍ରକାର ଉଦ୍ୟମ ଜାରି ରଖିଛନ୍ତି । ଏ
Read More...

ବଲାଙ୍ଗିର ସହରରେ ଆଜିର ପାଖାପାଖି ପନିପରିବା ଦର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରରେ ଆଜିର ପନିପରିବା ଦର କିଲୋ ପିଛା ପାଖାପାଖି ଯାହା ରହିଛି, ସେ ସଂପର୍କରେ ଜାଣିବା ଆସନ୍ତୁ । ସଜନା ଛୁଇଁ (ମୁନ୍‌ଗା) - ୮୦ ଟଙ୍କା, ଅଦା - ୬୦ ଟଙ୍କା, ରଷୁଣ - ୧୨୦ ଟଙ୍କା, ଟମାଟର୍‌ - ୧୪ ଟଙ୍କା, ଭେଣ୍ଡି -୬୦ ଟଙ୍କା, ବିମ୍‌ - ୮୦ ଟଙ୍କା,
Read More...

ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗ : ସହକାରୀ ଯନ୍ତ୍ରୀ ପଡ଼ିଲେ ଭିିଜିଲାନ୍ସ ଜାଲରେ, ଚଢାଉ ଜାରି

ସୁନ୍ଦରଗଡ : ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ବଡ଼ଗାଁ ବ୍ଲକ ସହକାରୀ ଯନ୍ତ୍ରୀ ପର୍ଶୁରାମ ନାଏକଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରାଯାଇଥିବା ସୂଚନା ମିଳିଛି । ସୂଚନା ଅନୁସାରେ ତାଙ୍କ ପୈତୃକ ଗାଁ ଲେଫ୍ରିପଡା ବାସଭବନ ସହ ବଡଗାଁ କାର୍ୟ୍ୟାଳୟ, ରଙ୍ଗାଢ଼ିପା ବାସଭବନରେ ଭିଜିଲାନ୍ସ ଟିମ୍‌
Read More...

ବଲାଙ୍ଗିର ରୋଟାରୀ କ୍ଲବ ତରଫରୁ ୪୫ତମ ପ୍ରତିଷ୍ଠା ଦିବସ ତଥା ଆନ୍ତର୍ଜାତିକ ମହିଳା ଦିବସ ପାଳିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ରୋଟାରୀ କ୍ଲବ ତରଫରୁ ୪୫ତମ ପ୍ରତିଷ୍ଠା ଦିବସ ତଥା ଆନ୍ତର୍ଜାତିକ ମହିଳା ଦିବସ ମାରୱାଡି ସେବା ସଦନ ଠାରେ ପାଳିତ ହୋଇଯାଇଛି । କ୍ଲବ ସଭାପତି ରାଜେଶ ଜୈନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରାଣା
Read More...