Daily Archives

ଜିଲ୍ଲା ସ୍ତରୀୟ ଜୁନିଅର ରେଡକ୍ରସ ପରାମର୍ଶଦାତା ତାଲିମ ଶିବିର ଉଦ୍‌ଘାଟିତ

ଶିକ୍ଷାର ପୂର୍ଣ୍ଣତା ହିଁ ଜୀବନରେ ଶ୍ରେଷ୍ଠତା ଆଣେବଲାଙ୍ଗିର, (ଦେବାଶିଷ ମିଶ୍ର) : ଭାରତୀୟ ରେଡକ୍ରସ ସୋସାଇଟି ଜୁନିଅର ରେଡକ୍ରସ, ଓଡିଶା ରାଜ୍ୟ ଶାଖା, ଭୁବନେଶ୍ୱରର ସହଯୋଗରେ ତଥା ଜିଲ୍ଲା ଜୁନିଅର ରେଡକ୍ରସ ବିଭାଗ ଆନୁକୂଲ୍ୟରେ ସ୍ଥାନୀୟ ମଣ୍ଟେଶ୍ୱରୀ ପବ୍ଲିକ ସ୍କୁଲ ଠାରେ ଜିଲ୍ଲା ସ୍ତରୀୟ
Read More...

ମୁକେଶ ଅମ୍ବାନୀଙ୍କ ଘର ନିକଟରେ ମିଳିଲା କାର ମାଲିକଙ୍କ ମୃତଦେହ

ମୁମ୍ବାଇ : ମୁମ୍ବାଇର ଉଦ୍ୟୋଗପତି ମୁକେଶ ଅମ୍ବାନୀଙ୍କ ଘର ନିକଟରୁ ବିଗତ ଦିନରେ ମିଳିଥିବା ଜିଲେଟିନ୍‌ ଭ‌ର୍ତ୍ତି କାର ମାଲିକଙ୍କ ମୃତଦେହ ମୁକେଶ ଅମ୍ବାନୀଙ୍କ ଘର ନିକଟରୁ ମିଳିଥିବା ସୂଚନାରେ କୁହାଯାଇଛି । ମୁମ୍ବାଇର ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ଘର ନିକଟରେ ସ୍କର୍ପିଓର ମାଲିକ ମାନସୁଖ
Read More...

କଳାମଣ୍ଡଳ ପଡିଆରେ ଆଂଚଳିକ କଳିଙ୍ଗ ହର୍ବାଲ ମେଳା ଉଦଘାଟିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ସ୍ଥାନୀୟ କଳାମଣ୍ଡଳ ପଡିଆ ଠାରେ ଆଂଚଳିକ କଳିଙ୍ଗ ହର୍ବାଲ ମେଳା ଉଦଘାଟିତ ହୋଇଯାଇଛି । ଆଜି ଠାରୁ ଆସନ୍ତା ୧୦ ତାରିଖ ପର୍ୟ୍ୟନ୍ତ ୫ ଦିନ କାଳ ହେବାକୁ ଥିବା ଏହି ମେଳାରେ ବଲାଙ୍ଗିର ଓ ଆଖପାଖ ଅଂଚଳର ବିଭୀନ୍ନ ବୈଦ୍ୟ ଯୋଗଦାନ କରି ବିଭୀନ୍ନ ରୋଗର ଉପସମ
Read More...

ଶୀଘ୍ର ପୋୖର ନିର୍ବାଚନ କରିବାକୁ ଆପ୍‌ର ଦାବୀ

ବରଗଡ଼, (ସତ୍ୟନାରାୟନ ‌ପ୍ରଧାନ ) : ଗତ ପୋୖର ପରିଷଦର କାର୍ୟ୍ୟକାଳ ଶେଷ ହେବା ପ୍ରାୟ ଦୁଇ ବର୍ଷ ଚାରି ମାସରୁ ଅଧିକ ହୋଇଥିଲେ ସୁଦ୍ଧା ତାଜା ନୂଆ ନିର୍ବାଚନ କେବେ ହେବ ସ୍ପଷ୍ଟ ଜଣାପଡୁନାହିଁ । ବରଗଡ଼ ସହରରେ କାଉନସିଲ ନଥିବା କାରଣରୁ ସାଧାରଣ ଲୋକଙ୍କ ସମସ୍ୟାର ସମାଧାନ ହୋଇପାରୁ ନଥିବା
Read More...

ସମାଜିକ ସୁରକ୍ଷା ବିଭାଗର ବଣ୍ଟନ ଶିବିର : ଭିନ୍ନକ୍ଷମଙ୍କୁ ଉପକରଣ ଓ ଭତ୍ତା ବଣ୍ଟନ କଲେ ନରସିଂହ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଦେଶର ସମ୍ବିଧାନ ଦେଶବାସୀଙ୍କୁ ସମ୍ମାନର ସହ ଜୀବନ ଜିଇଁବାର ଅଧିକାର ଦେଇଛି । ଏହା ସାଧାରଣ ଲୋକଙ୍କର ମୌଳିକ ଅଧିକାର ଅଟେ । ତାହା କାର୍ୟ୍ୟକାରୀ କରିବା ସରକାରମାନଙ୍କର କର୍ତ୍ତବ୍ୟ । ଏମିତି କେହିବି ସାଧାରଣ ଲୋକ ହେଉ ବା ଭିନ୍ନକ୍ଷମ ହୁଅନ୍ତୁ, ଯେମିତ ଏହି
Read More...

ବଲାଙ୍ଗିର ଜିଲ୍ଲାରେ ଏକ୍‌ଟିଭ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୬ : ଆଜି ସଂକ୍ରମିତଙ୍କ ସଂଖ୍ୟା ଶୂନ୍ୟ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ଏକ୍‌ଟିଭ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୬ ରହିଥିବା ବେଳେ ଆଜି ସଂକ୍ରମିତଙ୍କ ସଂଖ୍ୟା ଶୂନ୍ୟ ରହିଥିବା ସରକାରୀ ରିପୋର୍ଟରେ କୁହାଯାଇଛି । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ଜିଲ୍ଲାରେ ୮୮୫୧ ଜଣ କରୋନା ଆକ୍ରାନ୍ତ ହୋଇଛନ୍ତି ଏବଂ
Read More...

ପିଇବା ପାଣି ଟିକିଏ ପାଇବା ପାଇଁ ଡହକ ବିକଳ ପଡ଼ାବାସୀ

ଟିଟିଲାଗଡ, (ଗୌରବ ଦର୍ଜୀ) : ଟିଟିଲାଗଡ଼ରେ ପାନୀୟ ଜଳ ସମସ୍ୟା ଉତ୍କଟ ରୂପ ନେଉଛି । ଆଜି ଟିଟିଲାଗଡ ସହର ସ୍ଥିତ ୧୧ ନମ୍ବର ୱାର୍ଡର ଶତାଧିକ ମହିଳା ପାନୀୟ ଜଳ ପାଇଁ ଟିଟିଲାଗଡ଼ ସହରରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଦୀର୍ଘ ପନ୍ଦର ଦିନ ଧରି ପାନୀୟ ଜଳ ଯୋଗାଣ ହୋଇ ନ ଥିବାରୁ ଆଜି
Read More...

୮ଫୁଟ ଲମ୍ବର କୁମ୍ଭୀରକୁ ଡ୍ରେନରୁ ଉଦ୍ଧାର କଲା ବନବିଭାଗ

ବ୍ରହ୍ମପୁର : ବ୍ରହ୍ମପୁର ଜି‌ଲ୍ଲା ଦିଗପହଣ୍ଡି ରେଞ୍ଜ୍‌ ଅଧୀନ ଉଜ୍ଜଳେଶ୍ୱର ମନ୍ଦିର ନିକଟ ପୁଷ୍କରଣୀକୁ ଲାଗିଥିବା ଡ୍ରେନରୁ ୮ଫୁଟ ଲମ୍ବର ଏକ କୁମ୍ଭୀରକୁ ଗ୍ରାମବାସୀ ଦେଖିବାକୁ ପାଇ ବନବିଭାଗକୁ ଖବର ଦେଇଥିଲେ । ଖବରପାଇ ବନବିଭାଗ ଟିମ୍‌ର ଦିଗପହଣ୍ଡି ରେଞ୍ଜର କାହ୍ନୁଚରଣ ପଟ୍ଟନାୟକ ଓ
Read More...

ସାମାଜିକ ଦାୟିତ୍ୱ ନିର୍ବାହ କଲା ଷ୍ଟେଟ ବ୍ୟାଙ୍କ

ବଲାଙ୍ଗିର, (ଦେବାଷିଷ ମିଶ୍ର) : ଗତ ୫ ତାରିଖ ଶୁକ୍ରବାର ଦିନ ଭାରତୀୟ ଷ୍ଟେଟ ବ୍ୟାଙ୍କ ସ୍ଥାନୀୟ ପ୍ରଶାସନିକ କାର୍ଯ୍ୟାଳୟ, ବଲାଙ୍ଗିର ପରିସରରେ ଏକ ସଭା ଆୟୋଜନ କରାଯାଇଥିଲା । ଭାରତୀୟ ଷ୍ଟେଟ ବ୍ୟାଙ୍କର ମହାପ୍ରବନ୍ଧକ ବିଜୟ କୁମାର କୁଜୁର, ସ୍ଥାନୀୟ ମୁଖ୍ୟ କାର୍ଯ୍ୟାଳୟ, ଭୁବନେଶ୍ୱର ଓ ମଦନ
Read More...

ଦନ୍ତା ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ

ସମ୍ବଲପୁର : ଦିନକୁ ଦିନ ହାତୀ ଉପଦ୍ରବ ବଢିବାରେ ଲାଗିଥିବା ବେଳେ ଅନେକ ନିରୀହ ଲୋକ‌ଙ୍କ ପ୍ରାଣ ଯାଉଛି । ତେବେ ଆଜି ସମ୍ବଲପୁର ଜିଲ୍ଲା ରେଢାଖୋଲ ବନଖଣ୍ଡ ବସାଲୋଇ ଗାଁରେ ହାତୀ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ ମୃତ ବ୍ୟକ୍ତିଙ୍କ ପରିଚୟ ମିଳିପାରିନାହିଁ ।
Read More...