Monthly Archives

February 2021

ସଇଁନ୍ତଲାରେ ୧୦୧ ଜଣଙ୍କୁ କରୋନା ଟୀକା ପ୍ରଦାନ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ କାର୍ୟ୍ୟାଳୟ ପରସରରେ ‌ଦ୍ୱିତୀୟ ପର୍ୟ୍ୟାୟରେ ୧୦୧ ଜଣ କରୋନା ଯୋଦ୍ଧାଙ୍କୁ କରୋନା ଟୀକା ପ୍ରଦାନ କରାଯାଇଛି । ତେବେ ପ୍ରଥମେ ସଇଁନ୍ତଲା ଥାନାର ହାବିଲଦାର ଭୁବନେଶ୍ୱର ଭୋଇଙ୍କୁ ଟୀକା ଦିଆଯାଇଥିଲା । ଏହାପରେ ବିଡ଼ିଓ
Read More...

ଚୀନ୍ ସହ ଟ‌କ୍କର : କୁଏତ ଦେଶର ନେତାମାନେ ପ୍ରଥମ ବୈଠକ କରିପାର‌ନ୍ତି, ପ୍ରସ୍ତୁତିରେ ବାଇଡେନ ପ୍ରଶାସନ

ୱାଶିଂଟନ୍ : କୁଏତ୍‌ ଫ୍ରେମୱାର୍କ ଢ଼ାଞ୍ଚାରେ ଅନ୍ତର୍ଭୁକ୍ତ ଚାରୋଟି ଦେଶ ଭାରତ, ଆମେରିକା, ଜାପାନ ଏବଂ ଅଷ୍ଟ୍ରେଲିଆ ଶୀଘ୍ର ପ୍ରଥମ ଥର ପାଇଁ ସାକ୍ଷାତ ହୋଇପାର‌ନ୍ତି । ଚୀନ୍‌ର ଚ୍ୟାଲେଞ୍ଜ ମଧ୍ୟରେ ଏହି ଗୋଷ୍ଠୀ ସୃଷ୍ଟି ହୋଇଛି । କିନ୍ତୁ ଏହା ସହ ଜଡିତ ନେତା ତଥା ଅଧିକାରୀମାନେ ଦାବୀ
Read More...

ଅଭିଭାବକ ସଂଘ ଗଠିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଓଡିଶା ଅଭିଭାବକ ମହାସଂଘ ବଲାଙ୍ଗିର ଜିଲ୍ଲା ଆବାହକ ଚକ୍ର ପାଣିଙ୍କ ନେତୃତ୍ୱରେ ବଲାଙ୍ଗିର ଲିଟିଲ ଫ୍ଲାୱାର ସ୍କୁଲର ଏକ ବୈଠକ ସ୍ଥାନୀୟ ମାରୱାଡି ଧର୍ମଶାଳା ଠାରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଅଭିଭାବକ କମିଟି ଗଠନ କରାଯିବା ସହିତ ବିଦ୍ୟାଳୟରେ ହେଉଥିବା
Read More...

ରାଜଧାନୀରୁ ୪ ଡକାୟତ ଗିରଫ

ଭୁବନେଶ୍ୱର, (ସୁଶାନ୍ତ ସାହୁ) : ରାଜଧାନୀରୁ ୪ଜଣ ଡକାୟତଙ୍କୁ ଗିରଫ କରିଛି ପୋଲିସ ବୋଲି ଖବର ମଳିଛି । ସୂଚନା ଯୋଗ୍ୟ ଯେ, ଶନିବାର ରାତିରେ ୪ ଜଣ ଡକାୟତ ମାନେ ଡକାୟତି ଯୋଜନା କରୁଥିବା ବେଳେ ସ୍ପେଶାଲ ସ୍କ୍ବାଡ ଓ ଚନ୍ଦ୍ରଶେଖରପୁର ଥାନା ପୋଲିସ ମିଳିତ ଭାବେ ସେମାନଙ୍କୁ ଗିରଫ କରିବାରେ ସଫଳ
Read More...

ମୋଦୀ ନିର୍ବାଚନ ଜିତିବାକୁ ଚାହୁଁଛନ୍ତି, ଆଲୋଚନା ଚାହୁଁ ନାହାଁନ୍ତି : ଇମ୍ରାନ ଖାନ

ଇସ୍‌ଲାମାବାଦ : ମୋଦୀ ନିର୍ବାଚନ ଜିତିବାକୁ ଚାହୁଁଛନ୍ତି, ଆଲୋଚନା ଚାହୁଁ ନାହାଁନ୍ତି ବୋଲି ପାକି‌ସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ କହିଛନ୍ତି । ଏହି ସପ୍ତାହରେ ପାକିସ୍ତାନରୁ ପ୍ରକାଶିତ ଉର୍ଦ୍ଦୁ ଖବରକାଗଜରେ ଭାରତ ଦ୍ୱାରା ଶାସିତ କାଶ୍ମୀର ସମ୍ବନ୍ଧୀୟ ଖବର ସର୍ବାଧିକ ଚ‌ର୍ଚ୍ଚାରେ
Read More...

ରାଜ୍ୟରେ ଆଜି ୭୨ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଆଜି ୭୨ ନୂଆ କରୋନା ଆକ୍ରାନ୍ତ ଆଜି ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୪୩ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୨୯ ଜଣ ଅଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ କୁହାଯାଇଛି । ଜିଲ୍ଲା ଅନୁସାରେ
Read More...

ବିପୁଳ ପରିମାଣର ଗଞ୍ଜେଇ ଜବତ

ନବରଙ୍ଗପୁର : ଥମୁନି ଗଞ୍ଜେଇ ଚୋରା ଚାଲାଣ ମାମଲା, ବରଂ ଦିନକୁ ଦିନ ବଢିବାରେ ଲାଗିଛି । ଆଜି ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ପୋଲିସ ବିଶେଷ ସୂତ୍ରରୁ ଖବର ପାଇ ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛିି ବୋଲି ଖବର ମଳିଛି । ସୂଚନା ଯୋଗ୍ୟ ଯେ, ଜୟପୁରରୁ ଝାଡ଼ଖଣ୍ଡ ଅଭିମୁଖେ ଗଞ୍ଜେଇ ଚୋରା
Read More...

ଭାଲୁମୁଣ୍ଡା- ବେଲପଡା ରାସ୍ତା କଡରେ ଯୁବକର ମୃତଦେହ ଉଦ୍ଧାର ଘଟଣାରେ ପରିବାର ଲୋକେ ଆଣିଲେ ହତ୍ୟା ଅଭିଯୋଗ

ମୃତ୍ୟୁର କାରଣ ଅସ୍ପଷ୍ଟ, ପୋଲିସର ତଦନ୍ତ ଜାରିବଙ୍ଗୋମୁଣ୍ଡା, (ଅର୍ଜୁନ କମୁାର ହଂସ) : ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ଥାନା ଭାଲୁମୁଣ୍ଡା-ବେଲପଡା ରାସ୍ତା କଡ଼ରୁ ଏକ ଯୁବକର ମୃତ ଦେହକୁ ଉଦ୍ଧାର କରିଛି ବଙ୍ଗୋମୁଣ୍ଡା ପୋଲିସ । ମୃତକଙ୍କ ପରିବାର ଲୋକେ ଆଣିଛନ୍ତି ହତ୍ୟା ଅଭିଯୋଗ । ମୃତକ
Read More...

ଓଡ଼ିଶାର କବି ପାଇଲେ ଇଣ୍ଟରନେସନାଲ ଏମ୍ବାସଡ଼ର ଅଫ ପିସ ପୁରସ୍କାର

ଭବାନୀପାଟଣା, (ପି.କେ. ସାହୁ) : ଓଡ଼ିଶାର ପ୍ରଥମ କବି ଭାବେ ମିଳିତ ଜାତିସଂଘ ସ୍ୱୀକୃତିପ୍ରାପ୍ତ ୱାର୍ଲଡ଼ ଲିଟରେଚର ଫୋରମ ଫର ପିସ ଏଣ୍ଡ ହୁମ୍ୟାନ ରାଇଟ ପ୍ରଦତ୍ତ ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ 'ଇଣ୍ଟରନେସନାଲ ଏମ୍ବାସଡ଼ର ଅଫ ପିସ' ପୁରସ୍କାର ପାଇଛନ୍ତି କବି ଭବାନୀଶଙ୍କର ନିଆଲ । ବିଶ୍ୱରେ
Read More...