Monthly Archives

February 2021

ଉତ୍ତରାଖଣ୍ଡ ହିମ‌ସ୍ଖଳନ ଯୋଗୁଁ ଦୁର୍ଘଟଣା : ୧୨୫ ଜଣ ନିଖୋଜ, ୭ ଶବ ମିଳିଛି : ସିଏମ ରାୱତଙ୍କ ସାମ୍ବାଦିକ ସମ୍ମିଳନୀ

ଡେ଼ରାଡ଼ୁନ : ଉତ୍ତରାଖ‌ଣ୍ଡର ଚାମୋଲି ଜିଲ୍ଲାରେ ଗ୍ଲେସିୟର ଭାଙ୍ଗିବା ପରେ ବିପର୍ୟ୍ୟୟ ଘଟିଥିବା ବେଳେ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂ ରାୱତ କହିଛନ୍ତି ଯେ. ଏହି ଘଟଣାରେ ପ୍ରାୟ ୧୨୫ ଜଣ ନିଖୋଜ ଅଛନ୍ତି ଏବଂ ୭ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଏହି ଦୁର୍ଘଟଣାରେ ମୃତ୍ୟୁବରଣ
Read More...

ରାଜପଥ ଦୁର୍ଘଟଣାରେ ଅଗ୍ନିଶମ ବିଭାଗର କାର୍ୟ୍ୟକାରିତାକୁ ନେଇ ଅଞ୍ଚଳରେ ଉଚ୍ଚ ପ୍ରଶଂସା : ଆମ୍ବୁଲାନ୍ସ, ହାଇଡ୍ରୋଲିକ…

ଦେଓଗାଁ, (ମନୀଷ କୁମାର ସାହୁ): ଜାତୀୟ ରାଜପଥ କଡ଼ରେ ଥିବା ଦେଓଗାଁ ଅଗ୍ନିଶମ ବିଭାଗର କାର୍ୟ୍ୟକାରିତା ନେଇ ଅଞ୍ଚଳରେ ଆଲୋଚନା ହେଉଛି । ବରଗଡ଼ ବୋରିଗୁମ୍ମା ଜାତୀୟ ରାଜପଥର ଦେଓଗାଁ ବଲାଙ୍ଗୀର ରାସ୍ତାର ସିନଖମନ ପର୍ୟ୍ୟନ୍ତ ଓ ଦେଓଗାଁ ସଇଁନ୍ତଲା ରାସ୍ତାର କନ୍ଧକେଳଗାଁ ମଧ୍ୟରେ ହେଉଥିବା
Read More...

ରାଣୀପୁର ଝରିଆଲରେ ପ୍ରାଥମିକ ଶିକ୍ଷକ ଏକ୍ସ କ୍ୟାଡର ରାଜ୍ୟସ୍ତରୀୟ ଶିକ୍ଷକ ସମାବେଶ : ଶିକ୍ଷକଙ୍କର ବିଭିନ୍ନ ସମସ୍ୟା…

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକର ଉପାନ୍ତ ଇଲାକାରେ ଥିବା ଐତିହାସିକ ଯୋଗିନୀ ପୀଠ ରାଣୀପୁର ଝରିଆଲ ଠାରେ ବଲାଙ୍ଗିର ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ଏକ୍ସ କ୍ୟାଡର ଆନୁକୂଲ୍ୟରେ ରାଜ୍ୟସ୍ତରୀୟ ଶିକ୍ଷକ ସମାବେଶ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ
Read More...

ବଲାଙ୍ଗିର ଜିଲ୍ଲା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘର ବୈଠକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘର ବୈଠକ ସ୍ଥାନୀୟ ନୃସିଂହ ମନ୍ଦିର ପ୍ରାଙ୍ଗଣରେ ସଭାପତି ନୀଳମଣି ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ସଂଘର ବିଭିନ୍ନ ସମସ୍ୟା ଉପରେ ଆଲୋଚନା ହୋଇଥିଲା । ବିଶେଷତଃ କେତେକ
Read More...

ସମାଜସେବୀ ଶତାୟୁ ବ୍ୟକ୍ତି ରଜନୀକାନ୍ତ ମହାନ୍ତିଙ୍କ ପରଲୋକ

ଭୋଗରାଇ, (ଶିବନାରାୟଣ ପାତ୍ର) : ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ଖରିଦପିପଳ ଗ୍ରାମ ପଞ୍ଚାୟତ ଅଧିନସ୍ଥ ଦହମୁଣ୍ଡା ଗ୍ରାମର ଧର୍ମପରାୟଣ, ପରୋପକାରୀ ଓ ସମାଜସେବୀ ରଜନୀକାନ୍ତ ମହାନ୍ତିଙ୍କ ଗତ ଶନିବାର ଦିନ ୧୧ଟା୫୫ ମିନିଟ ସମୟରେ ନିଜ ଦହମୁଣ୍ଡାସ୍ଥିତ ବାସଭବନରେ ବାର୍ଦ୍ଧକ୍ୟ ଜନୀତ ୧୦୦ ବର୍ଷ
Read More...

ମୁଖ୍ୟ ଚିକିତ୍ସାଳୟର ରକ୍ତ ଭଣ୍ଡାରେ ଘୋର୍‌ ଅବ୍ୟବସ୍ଥା

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରକ୍ତ ସଂରକ୍ଷଣ ବିଭାଗରେ ଲାଗିଥିବା ଫ୍ରିଜର କୌଣସି ଯାନ୍ତ୍ରିକ ତ୍ରୁଟି ଯୋଗୁଁ ପୋଡି ଯାଇଥିବାରୁ ତା ମଧ୍ୟରେ ଥିବା ସମସ୍ତ ରକ୍ତ ନଷ୍ଟ ହୋଇ ଯାଇଛି । ଏ ବିଷୟରେ ବରଗଡ଼ ଏଡିଏମ ଓ ଡାକ୍ତର ବିଭୁତି ଭୂଷଣ ମେହେରଙ୍କୁ ଫୋନ
Read More...

ପ୍ରମୋଦ ସ୍ମୃତି ସମାରୋହ ଆୟୋଜିତ : ରାଜୀବ ପାଣି ଏବଂ ତୃପ୍ତି ପଣ୍ଡା ସମ୍ବର୍ଦ୍ଧିତ

ସମ୍ବଲପୁର : ଆଜି ପୂର୍ବାହ୍ନରେ ସମ୍ବଲପୁର ଉପକଣ୍ଠସ୍ଥ କେନ୍ ଘାଟି ସ୍ଥିତ ଶ୍ରୀରାମ ବାଟିକାରେ ପ୍ରମୋଦ ସ୍ମୃତି ସମାରୋହ, ପ୍ରମୋଦନାମା ଆୟୋଜିତ ହୋଇଯାଇଛି । ଆବାହକ ଡ.ଦ୍ଵାରିକାନାଥ ନାୟକଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସମାରୋହରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ ବିଶିଷ୍ଟ ନାଟ୍ୟଶିଳ୍ପୀ
Read More...

ଉପକାରାଗରରେ ପ୍ରେମ ଓ ଶାରୀରିକ ସଂପର୍କ : ମିଛ ପ୍ରତିଶ୍ରୁତି ଓ ପ୍ରତାରଣା ଅଭିଯୋଗରେ ଥାନାରେ ଏତଲା

ଟିଟିଲାଗଡ, (ଗୌରବ ଦର୍ଜୀ ) : ଜେଲ୍ ଭିତରେ ବିବାହ ପ୍ରଲୋଭନ ଦେଖାଇ ଶାରୀରିକ ସଂପର୍କ ରଖିଥିବା ଅଭିଯୋଗ କରିଛନ୍ତି ଜଣେ ମହିଳା ଅନ୍ତେବାସିନୀ । ଟିଟିଲାଗଡ଼ ଉପକାରାଗାରରେ ପୂର୍ବରୁ ରହିଥିବା ଜଣେ ମହିଳା ଅନ୍ତେବାସିନୀ ଏବେ ଉପକାରାଗାରରେ ବିଚାରଧୀନ ରହିଥିବା ଜଣେ ପୁରୁଷ ଅନ୍ତେବାସୀ ଉପରେ
Read More...

ରେଳଷ୍ଟେସନରୁ ନାବାଳିକାକୁ ଉଦ୍ଧାର କଲେ ଆରପିଏଫ୍‌ ଓ ଚାଇଲ୍ଡ ଲାଇନ

ଟିଟିଲାଗଡ, (ଗୌରବ ଦର୍ଜୀ ) : ଆଜି ଟିଟିଲାଗଡ ରେଳ ଷ୍ଟେସନରେ ଜଣେ ଛୋଟ ନାବାଳିକା ବୁଲୁଥିବାର ଦେଖି ଆରପିଏଫ ପଚରାଉଚୁରା କରିଥିଲା । ଜଣା ପଡିଥିଲା ଯେ, ସେହି ଛୋଟ ଝିଅଟି ଟ୍ରେନରେ ବସି ଏକାକୀ ପଳେଇ ଆସିଛି । ଝିଅଟି ସ୍ପଷ୍ଟ ନିଜ ପରିଚୟ ଦେଇ ପାରିନଥିଲେ ମଧ୍ୟ ଝିଅଟିର ନାମ କାଜଲ ସୁନାନୀ
Read More...

ମୁରଲୀ ଶିକାଙ୍କ କୋଶଲୀ ଗଳ୍ପ ସଂକଳନ “କେନ୍ କ୍ଷେତର ଢେଲ” ଉନ୍ମୋଚିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସ୍ଥାନୀୟ ଯାଦବ ଭବନ ବଲାଙ୍ଗିର ଠାରେ ଯୁବ ଗାଳ୍ପିକ ମୁରଲୀ ଶିକାଙ୍କ କୋଶଲୀ ଗଳ୍ପ ସଂକଳନ "କେନ୍ କ୍ଷେତର ଢେଲ" ଉନ୍ମୋଚିତ ହୋଇଯାଇଛି । ତହଁକ ସାହିତ୍ୟ କୁଟୁମ ସହଯୋଗରେ ବିଇଓ ନେପାଳ ଚନ୍ଦ୍ର ବାଗଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବରେ
Read More...