Monthly Archives

February 2021

ଲୋଇସିଂହା ବିଶ୍ୱ କଲ୍ୟାଣ ନାଗରିକ କମିଟି ବୈଠକ

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ଜମିଦାରଙ୍କ ରାଜବାଟି ଠାରେ ବିଶ୍ୱ କଲ୍ୟାଣ ନାଗରିକ କମିଟିର ସାଧାରଣ ପରିଷଦ ବୈଠକ ସଭାପତି ଜୟକୃଷ୍ଣ ସିଂରାଏଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ସମ୍ପାଦକ ପ୍ରଶାନ୍ତ ବେହେରା ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଏହି ଅବସରରେ ନାଗରିକ କମିଟିର
Read More...

କୋସଲି ଡେରା ତରଫରୁ ଆୟୋଜିତ ହେଲା କୋସଲି କବିତା ଆସର

ପାଟଣାଗଡ, (ପୁସ୍ତମ ଯୁଆଡି) : ପାଟଣାଗଡ ମହିମା ଆଶ୍ରମ ବଂଜାରି ଠାରେ କୋସଲି ଡେରା ତରଫରୁ କୋସଲି କବିତା ଆସର ଅନୁଷ୍ଠିତ ହୋଇଯାଇଛି । ସଂପାଦକ ଲାଲଚନ ବଗର୍ତ୍ତୀଙ୍କ ଆହ୍ବାନରେ ଆୟୋଜିତ ଏହି କାର୍ୟ୍ୟକ୍ରମରେ ଭକ୍ତବନ୍ଧୁ ବିଶ୍ବାଲ ପୌରୋହିତ୍ୟ କରିଥିଲେ ଏବଂ ମୁଖ୍ୟ ଅତିଥି ଭାବରେ ସଂଯୁକ୍ତା
Read More...

ଟାଲରେ ମୋ’ ବିଦ୍ୟାଳୟ ଅଭିଯାନ ତଥା ପୋଷ୍ୟ ବିଦ୍ୟାଳୟ ଗ୍ରହଣ ଉତ୍ସବ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ନିକଟସ୍ଥ ଟାଲ୍ ଗ୍ରାମରେ ମୋ' ବିଦ୍ୟାଳୟ ଓ ପୋଷ୍ୟ ବିଦ୍ୟାଳୟ ଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ଭୁବନେଶ୍ୱର ଅତିରିକ୍ତ ତହସିଲଦାର ମହେନ୍ଦ୍ର କୁମାର ବଢେଇ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଦୀପ ପ୍ରଜ୍ଜ୍ୱଳନ ସହିତ ଉତ୍ସବକୁ ଆରମ୍ଭ
Read More...

ପ୍ରତ୍ୟେକ ପାକିସ୍ତାନୀ ଉପରେ ବର୍ତ୍ତମାନ ୧ ଲକ୍ଷ ୭୫ ହଜାର ଟଙ୍କାର ଋଣ

ଇସଲାମାବାଦ : ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ନିଜ ଦେଶର ନାଗରିକମାନଙ୍କୁ ପାକିସ୍ତାନକୁ ଗରିବ କରିବା ପାଇଁ ଋଣ ଜାଲରେ ପକାଉଛନ୍ତି । ନିକଟରେ ଇମ୍ରାନ ଖାନ ସରକାର ପାକିସ୍ତାନ ସଂସଦରେ ସ୍ୱୀକାର କରିଛନ୍ତି ଯେ, ବର୍ତ୍ତମାନ ପ୍ରତ୍ୟେକ ପାକିସ୍ତାନୀଙ୍କ ଉପରେ ୧ ଲକ୍ଷ ୭୫ ହଜାର ଟଙ୍କା ଋଣ ଅଛି ।
Read More...

ଉତ୍ତରାଖଣ୍ଡ ବନ୍ୟା : ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ଗୃହ ମନ୍ତ୍ରୀ ସହଯୋଗର ହାତ ବଢ଼ାଇଲେ, ପ୍ରଭାବିତ ଲୋକଙ୍କ…

ନୂଆଦିଲ୍ଲୀ : ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେ‌ନ୍ଦ୍ର ମୋଦୀ, ଗୃହ ମନ୍ତ୍ରୀ ଅମିତ ଶାହ ତଥା ଅନେକ ରାଜ୍ୟର ମୁଖ୍ୟମନ୍ତ୍ରୀ ସହଯୋଗର ହାତ ବଢ଼ାଇଥିବା ବେଳେ ଉପରାଷ୍ଟ୍ରପତି ଏମ ଭେଙ୍କୟା ନାଇଡୁ ରବିବାର ଦିନ ହିମ‌ସ୍ଖଳନ କାରଣରୁ ଉତ୍ତରାଖଣ୍ଡର ଚାମୋଲିରେ ହଠାତ୍ ବନ୍ୟା
Read More...

ବିପଦ ସଂକୁଳ ଅବସ୍ଥାରେ ଚାରପାଲି ଅଙ୍ଗନୱାଡି କେନ୍ଦ୍ର : ଖୋଲା ଯାଗାରେ ପାଠପଢା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବ୍ଲକ ଅନ୍ତର୍ଗତ ବରିକେଲ ପଞ୍ଚାୟତର ଚାରପାଲି ଗ୍ରାମରେ ଥିବା ଅଙ୍ଗନୱାଡି କେନ୍ଦ୍ର ବର୍ତ୍ତମାନ ବିପଦ ପୂର୍ଣ୍ଣ ଅବସ୍ଥାରେ ଅଛି । ଛାତ ଦୁର୍ବଳ ହେବା ସଙ୍ଗେ ଛାତ ତଳୁ ଗେଟି ଉପୁଡି ପଡି ଲୁହା ରଡ ଦେଖାଯାଉଥିବା ବେଳେ ବସିବା ସମୟରେ ଗେଟି ଉପୁଡି
Read More...

ନରସିଂହଙ୍କ ଦେଓଗାଁ ବ୍ଲକ ଅଂଚଳ ଗସ୍ତ : ଭତ୍ତା, ରାସନ କାର୍ଡ, ଗରିବଙ୍କ ପାଇଁ ବାସଗୃହ ଓ ପାନୀୟ ଜଳ ଉପରେ ଗୁରୁତ୍ୱ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ଦେଓଗାଁ ବ୍ଲକ ଗସ୍ତ କରିଛନ୍ତି । ଏହି ବ୍ଲକର କୁଲୁତାପଡା ପଂଚାୟତର ସମସ୍ତ ଗ୍ରାମ ବୁଲି ଲୋକଙ୍କର ସମସ୍ୟା ଶୁଣିଥିଲେ । ଏହି କ୍ରମରେ ସେ କୁଲୁତାପଡା, ବନ୍ଧପଡା, ସିଂହାଟିମାଲ, କୁମୁରିଆ, ମୁଣ୍ଡପଲା ଅଂଚଳର ପ୍ରତ୍ୟେକ
Read More...

ରାଣୀକଟା କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ : ରାଣୀକଟାକୁ ହରାଇ ରାଜୀବ ନଗର ବିଜୟୀ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପୁଇଁନ୍ତଲା ବ୍ଲକ ଅନ୍ତର୍ଗତ ରାଣୀକଟା ଠାରେ ଚତୁର୍ଥ ରାଜୀବ ଓ ଗଜାନନ ମେମୋରିଏଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆଜି ଉଦ୍‌ଯାପିତ ହୋଇଯାଇଛି । ଆଜିର ଫାଇନାଲ ଖେଳରେ ଯୁବନେତା ତଥା ଛତାମଖନା ସମିତିସଭ୍ୟ ସିଦ୍ଧାର୍ଥ ମିଶ୍ର ମୁଖ୍ୟଅତିଥି ରୂପେ ଯୋଗଦେଇ
Read More...

ମହିଳାଙ୍କୁ କମେଣ୍ଟ ମାରା ମହଙ୍ଗା ପଡ଼ିଲା : ଚପଲରେ ମାଡ଼ ଖାଇଲେ ଯୁବକ

ବାଲିଅନ୍ତା : ମହିଳାଙ୍କୁ କମେଣ୍ଟ ମାରା ମହଙ୍ଗା ପଡ଼ିଛି ଜଣେ ଯୁବକଙ୍କୁ । ମହିଳାଙ୍କ ହାତରୁ ଚପଲରେ ମାଡ଼ ଖାଇବା ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ବାଳକାଟି ଫାଣ୍ଡି ଅଧୀନ ସରକଣା ବଜାରରେ ଏହି ଘଟଣା ଘଟିଥିବା ବେଳେ ଏହି ଘଟଣାକୁ ନେଇ ଗ୍ରାମରେ ଉତ୍ତେଜନା ଦେଖା ଦେଇଥିଲା ।
Read More...

ମନ୍ଦିର ପ୍ରାଙ୍ଗଣରେ ସାଧାରଣ ସଭା ଅନୁଷ୍ଠିତ

ପ‌ଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ଶ୍ରୀ ଶ୍ରୀ ରଣେଶ୍ବର ରାମଚଣ୍ତୀ ନୃସିଂହନାଥ, ପାଇକମାଲ କେନ୍ଦ୍ରର ଯୁବ ସଂଗଠନର ଆ‌ହ୍ୱାନ କ୍ରମେ କର୍ମୁ ବି‌ଶ୍ୱାଳଙ୍କ ସଭାପତି‌ତ୍ୱରେ ଏକ ସାଧାରଣ ସଭା ମନ୍ଦିର ପ୍ରାଙ୍ଗଣ ଠାରେ ଅନୁଷ୍ଠିତ ହୋଇଥିଲା । ସମ୍ମାନିତ ଅତିଥି ଭାବେ କୁଣ୍ତାଖାଇ
Read More...